ଆଜି ସେ ନିଃଶଦ୍ଦ, ଶ୍ରଦ୍ଧାଳୁଙ୍କ ସ୍ଥାନରେ ପଡ଼ିରହିଛି ଖାଲି ଟେଣ୍ଟ । ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳା ପରିସର ଏବେ ନିର୍ଜନ । ହଜାର ହଜାର ଟେଣ୍ଟ ଖୋଲିଯାଇଛି, ମେଳା ପରିସରରେ ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଛି । ଯାହା ଫଳରେ ସହର ଧୀରେ ଧୀରେ ସ୍ୱାଭାବିକ ହେବାକୁ ଯାଉଛି । ପ୍ରାୟ ଦୁଇ ମାସ ଧରି ବିଶ୍ୱର ବିଭିନ୍ନ ସ୍ଥାନରୁ ୬୦ କୋଟିରୁ ଅଧିକ ଲୋକଙ୍କୁ ଆତିଥ୍ୟ ଦେଇଥିବା ପ୍ରୟାଗରାଜ ଏବେ ଖାଲି ଖାଲି ଲାଗୁଛି ।
ବସ୍ରେ ୬୦ରୁ ଅଧିକ ତୀର୍ଥଯାତ୍ରୀଥିବା ଜଣାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି ।
ମଇଳା ଆବର୍ଜନା ପଡି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଶ୍ରଦ୍ଧାଳୁଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରି ପକାଇଲାଣି । ପ୍ରଥମେ ପ୍ରଥମେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ମାଗଣାରେ ଖାଦ୍ୟପାନୀୟ ଯୋଗାଉଥିବା ଲୋକେ ଏବେ କିନ୍ତୁ ଥକିପଡ଼ିଲେଣି । ତୀର୍ଥଯାତ୍ରୀଙ୍କ ଭିଡ଼ ଆଉ ନିୟନ୍ତ୍ରଣରେ ନାହିଁ । ସ୍ୱଚ୍ଛତା ହେଉ କି ଦଳାଚକଟା,ଏଥିପ୍ରତି କାହାର ନିଘା ନାହିଁ। ଟ୍ରାଫିକ ସମସ୍ୟାରେ ସମସ୍ତେ ଘାଣ୍ଟି ହେଉଛନ୍ତି ।
ଶ୍ବେତଗଙ୍ଗା ପୁଷ୍କରିଣୀର ସଫେଇ ପାଇଁ ମାତ୍ର ୨ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ତାହା ବି ଅନିୟମିତ ଥିବା ଅଭିଯୋଗ ହୋଇଛି । ଏଭଳି ଚରମ ଅବହେଳା କାରଣରୁ ପବିତ୍ର ପୁଷ୍କରିଣୀର ପରିମଳ ବ୍ୟବସ୍ଥା ବିଗୁଡ଼ୁଥିବା ଅଭିଯୋଗ ହୋଇଛି ।
ଅଟୋ-ଟେକ୍ ସୁପର ଆପ୍ ପାର୍କ+ ( Park+), ମେଗା ଇଭେଣ୍ଟ ସମୟରେ ଭକ୍ତମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥାକୁ ସହଜ କରିବା ପାଇଁ ପ୍ରୟାଗରାଜରେ ପ୍ରଥମ ସ୍ମାର୍ଟ ପାର୍କିଂ ପରିଚାଳନା ପ୍ରଣାଳୀ ପ୍ରଚଳନ କରାଯାଇଛି।
ମୋଦି କହିଛନ୍ତି ଏଥରର ମେଳା ହେବ ଦିବ୍ୟ-ଭବ୍ୟ ଓ ଡିଜିଟାଲ୍, ଏଠି ଚାଲିବ ଏକତାର ମହାଯଜ୍ଞ । ସାରା ବିଶ୍ୱର ନଜର ରହିଥିବାରୁ ଶ୍ରଦ୍ଧାଳୁଙ୍କୁ ସବୁ ସୁବିଧା ପହଞ୍ଚାଇବା ଆମ ଦାୟିତ୍ୱ ।
ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ।
ପ୍ରବଳ ବର୍ଷାରୁ ପୁଣେରେ ଦୟନୀୟ ସ୍ଥିତି ପରେ ଉତ୍ତରାଖଣ୍ଡ, ଦିଲ୍ଲୀରେ ବି ସମାନ ସ୍ଥିତି । ଲଗାତାର ବର୍ଷା ଯୋଗୁଁ ସହର ସାରା ଖାଲି ପାଣି ଆଉ ପାଣି । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।
ଭଗବାନଙ୍କୁ ଦର୍ଶନ କରି ଏକ ଟ୍ରାଭେଲରରେ ଫେରୁଥିଲେ ତୀର୍ଥଯାତ୍ରୀ । ଏହି ସମୟରେ ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରାଭେଲର । ସେତେବେଳେ ସମୟ ପ୍ରାୟ ଭୋର ୪ଟା ହୋଇଥିଲା ।
ମକ୍କାର ସବୁଠାରୁ ବଡ ଶବ ଗୃହ ମଧ୍ୟରୁ ଗୋଟିଏ ଅଲ-ମୁଆଇସମରେ ମୋଟ ୫୫୦ଟି ଶବ ଅଛି।
ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ।
ଜମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ୧୫୦ ଫୁଟ୍ ତଳକୁ ଖସିପଡ଼ିଲା। ଏହି ଦୁର୍ଘଟଣାରେ ୨୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଲିମ୍ପୋପୋ ପ୍ରଦେଶରେ ଗୁରୁବାର ବ୍ରିଜ୍ ଉପରୁ ଏକ ବସ୍ ପ୍ରାୟ ୫୦ ମିଟର ତଳେ ପଡ଼ିବା ପରେ ଜଳିଯିବାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ତୀର୍ଥଯାତ୍ରାକୁ ଯାଇ ୩ ବୃଦ୍ଧା ନିଖୋଜ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତିରୁପତି ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ନିଖୋଜ ହୋଇ ଯାଇଛନ୍ତି ତିନି ଜଣ ବୃଦ୍ଧା ।
ହଁ, ସେ କାଳ ଏମିତି ଯେ ଏକାବେଳକେ ନେଇଗଲା ୮ ଜୀବନ। ରାସ୍ତା କଡ଼ରେ ଠିଆ ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟୁରିଷ୍ଟ ଭ୍ୟାନର ଏ ସ୍ଥିତି ହିଁ ବୟାନ କରୁଛି କେତେ ଭୟାବହ ଥିଲା ଦୁର୍ଘଟଣା।
ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯାଇଥାଏ।
ଯଦିଓ ପର୍ଯ୍ୟଟକମାନେ ପାହାଡିଆ ଅଞ୍ଚଳ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି, କିନ୍ତୁ ଆପଣ ଜାଣନ୍ତି କି ପ୍ରତି ମାସରେ ଭାରତ ତଥା ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ କାଶୀ ଧାର୍ମିକ ତଥା ସାଂସ୍କୃତିକ ସହରରକୁ ଛୁଟି ଆସନ୍ତି। ବନାରସ ସହରର ଚାରିପାଖରେ ଏପରି ଅନେକ ସ୍ଥାନ ଅଛି ଯାହାକି ବହୁତ ପ୍ରସିଦ୍ଧ। ଆସନ୍ତୁ ନଜର ପକେଇବା ଓ ବୁଲି ଯିବାକୁ ଯୋଜନା କରିବା।
ପ୍ରାଥମିକ ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି ସେଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଖବର ରହିଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ରହିଛି ।
ଖୋଲାକଥାର ହଟ୍ ସିଟ୍ରେ ଓଡ଼ିଆ ୱେବସିରିଜ୍ ‘ରକ୍ତତୀର୍ଥ’ର କାହାଣୀ କହିଲେ ଅଭିନେତ୍ରୀ କୁକିଜ୍
ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠାରୁ ‘ତରଙ୍ଗ ପ୍ଲସ୍’ରେ ଷ୍ଟ୍ରିମିଙ୍ଗ୍ ହୋଇଛି ‘ରକ୍ତତୀର୍ଥ’। ଲୋକେ ଓଡିଆରେ ପାଟ୍ରିଓଟିକ୍ ଥ୍ରୀଲର୍ର ଅନୁଭବ ନେବେ। ପ୍ରତ୍ୟେକ ଅଭିନେତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ।
ରିଲିଜ୍ ହୋଇଛି ତରଙ୍ଗ ଟିମ୍ର ନୂଆ ସିରିଜ୍ “ରକ୍ତତୀର୍ଥ”ର ଟ୍ରେଲର୍। ‘ତରଙ୍ଗ ପ୍ଲସ୍’ରେ ଏହାକୁ ରିଲିଜ୍ କରାଯାଇଛି। ସେଦିନର ସେହି ଲୋମହର୍ଷଣକାରୀ ଦୃଶ୍ୟକୁ ଦର୍ଶକଙ୍କ ସାମ୍ନାରେ ତାଜା କରିବ ଏହି ସିରିଜ୍। ଜାଣନ୍ତୁ କେବେ ହେବ ରିଲିଜ୍।
ଏକ ରକ୍ତରଞ୍ଜିତ ଅଧ୍ୟାୟ । ଆଜିକୁ ୮୦ ବର୍ଷ ତଳର କଥା. . .
ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।
ତୀର୍ଥଯାତ୍ରୀ ବସକୁ ପିଟିଲା ଟ୍ରେଲର । ଏଥିରେ ୪ ଜଣଙ୍କ ଜୀବନ ଚାଲିଯାଇଛି ।