ଦ୍ୱିତୀୟ ଜାଲିଓ୍ୱାନାଓ୍ୱାଲାବାଗ୍ କୁହାଯାଉଥିବା ଭଦ୍ରକର ଇରମ୍ ପୀଠରେ ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
୨୮ ସେପ୍ଟେମ୍ବର ୧୯୪୨। ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।
ତୀର୍ଥଯାତ୍ରା ହେଲା ମହାଯାତ୍ରା। ପରିବାର ପାଇଁ ମଙ୍ଗଳମନାସୀବାକୁ ଯାଇଥିଲେ...ନିଜେ ଶବ ହୋଇ ଫେରିଲେ। ଏକା ସାଙ୍ଗରୁ ଘରୁ ବାହାରିଥିଲେ, ଏକା ସାଙ୍ଗରେ ଶ୍ମଶାନକୁ ଗଲେ। କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ....ରାମ ରାମ ସତ୍ୟ ହେ ଡାକରେ ଉଠିଲା ୨୬ କୋକେଇ....ଦେଖନ୍ତୁ ସେଇ ହୃଦୟ ବିଦାରକ ଦୃଶ୍ୟକୁ
ବ୍ରହ୍ମପୁରର ଗୋପାଳପୁରରୁ ଘଟଗାଁ ଯାଇ ମା ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
ସମଗ୍ର ଓଡିଶାରେ ଏପରି କୌଣସି ସ୍ଥାନ ନାହିଁ, ଯେଉଠି ପରାଧୀନ ଭାରତର ମୁକ୍ତି କାମନା କରି ଏକ ସମୟରେ ୨୯ଜଣ ସଂଗ୍ରାମୀ ସହୀଦ ହୋଇଛନ୍ତି। ଆଉ ଏହି ସଂଗ୍ରାମୀମାନଙ୍କ ମଧ୍ୟରେ ଜଣେ ମହିଳା ସଂଗ୍ରାମୀ ମଧ୍ୟ ତାଙ୍କ ପ୍ରାଣବଳୀ ଦେଇଛନ୍ତି।
ଦିନ ଥିଲା ମୟୂରଭଞ୍ଜ ଜିଲ୍ଲା ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏଠାରେ ଶହ ଶହ ବିରଳ ଗୋ ମୁହାଁ ବା ମଗର ପ୍ରଜାତିର କୁମ୍ଭୀରଙ୍କ ପ୍ରଜନନ ହେଉଥିଲା । ହେଲେ ଏବେ ମାତ୍ର ୬ଟି କୁମ୍ଭୀରଙ୍କୁ ନେଇ ନାଁକୁ ମାତ୍ର ଚାଲିଛି ପ୍ରକଳ୍ପ । କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି, ପ୍ରଜନନ ଓ ସଂରକ୍ଷଣ ପାଇଁ ୮୦ଦଶକରେ ଅନୁଗୋଳ ଟିକରପଡା ସହ ମୟୁରଭଞ୍ଜର ରାମତୀର୍ଥ ଏବଂ କେନ୍ଦ୍ରାପଡ଼ା ଭିତରକନିକାରେ କୁମ୍ଭୀରଙ୍କ ପ୍ରଜନନ ଏବଂ ସଂରକ୍ଷଣ ପାଇଁ ଯୋଜନା ହୋଇଥିଲା
ପୁରୀ : ଦୂରଦୂରାନ୍ତରୁ ଆସୁଥିବା ଗରିବ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସାହା ଭରସା ଥିଲା ପୁରୀ ବଡ଼ ଦାଣ୍ଡର “ବଗଲା ଧର୍ମଶାଳା”। ହେଲେ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ସେହି ଯାଗାରେ ପ୍ରସାଦ ଯୋଜନାରେ ୨୧ କୋଟି ଟଙ୍କା ବ୍ୟୟରେ ନୂଆ ଧର୍ମଶାଳା ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଏବେ କିନ୍ତୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳ ପରିବର୍ତ୍ତେ ‘ବଗଲା ଧର୍ମଶାଳା’ ଜମିକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ […]
ଭଦ୍ରକ: ସ୍ୱାଧୀନତା ସଂଗ୍ରାମ ପାଇଁ ଘଟିଥିବା ଲୋମହର୍ଷଣ ଘଟଣା ଇରମ ହତ୍ୟାକାଣ୍ଡକୁ ପୂରିଛି ୭୭ ବର୍ଷ। ୧୯୪୨ ମସିହା ଆଜିର ଦିନରେ ଘଟିଥିଲା ଏହି ଅମାନବୀୟ କାଣ୍ଡ। ଯେଉଁଥିରେ ୨୯ ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ। ଏହାସହ ୫୬ ଜଣ ସ୍ୱାଧୀନତା ସଂଗ୍ରାମୀ ଗୁରୁତର ଆହତ ହୋଇଥିଲେ। ଇଂରେଜଙ୍କ କବଳରୁ ପରାଧୀନ ଭାରତର ମୁକ୍ତି ପାଇଁ ଇରମରେ ଏକାଠି ହୋଇଥିବା ଶତାଧିକ ନିରସ୍ତ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗୁଳି ଚଳାଇଥିଲେ ଇଂରେଜ। ତେବେ ଆଜି ଦିନକୁ […]
ଜଳେଶ୍ୱର(ଅଜିତ ଦାସ): ଟୋଲ୍ ଗେଟ୍ରେ ନକଲି ଏମ୍ଭିଆଇଙ୍କ ଦୌରାତ୍ମ୍ୟ। ଚେକିଂ ଆଳରେ ତୀର୍ଥଯାତ୍ରୀଙ୍କୁ ଲୁଟ୍ପାଟ୍ କରିବା ସହିତ ନିସ୍ତୁକ ମାଡ଼ ମାରିଲେ। ଏପରି ଘଟଣା ଆଜି ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଘଟିଛି। ତେବେ ଠେଲାଠେଲି ବେଳେ ତୀର୍ଥଯାତ୍ରୀମାନେ ୫ ଜଣଙ୍କୁ କାବୁ କରି ନେଇଥିଲେ। ଏଥିରେ ପୁଲିସର ହାତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିହାରରୁ ୫ଟି ତୀର୍ଥଯାତ୍ରୀ ବସ୍ କୋଲକାତା ଭାୟା ଜଳେଶ୍ୱର ଦେଇ ପୁରୀ ଅଭିମୁଖେ ଆସୁଥିଲା। ତେବେ ଓଡ଼ିଶା-ପଶ୍ଚିମବଙ୍ଗ […]
ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ଏକ ତୀର୍ଥଯାତ୍ରୀ ବସ୍ ସାମ୍ନା ପଟୁ ଧକ୍କା ଦେବା ଫଳରେ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ କଟକ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି […]
ଯାଜପୁର: ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଦୁଇ ଜଣ ପ୍ରଧାନ ଶିକ୍ଷକ ଅଡୁଆରେ ପଡ଼ି ଯାଇଛନ୍ତି। ଏହି ଦୁଇ ପ୍ରଧାନ ଶିକ୍ଷକ ହେଲେ ଯାଜପୁର ଜିଲ୍ଲା କୋରାଇଗାଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ସରଣ କୁମାର ରାଉତ ଏବଂ ସହଡ଼ାକୋଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍ର ବିଦ୍ୟାଧର ସେଠୀ। ବିନା ଅନୁମତିରେ ଏହି ଦୁଇ ପ୍ରଧାନ ଶିକ୍ଷକ ଗତକାଲିଠୁ ତୀର୍ଥ କରିବାକୁ ଯାଇଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ଆସିବା ପରେ ଗତକାଲି ହିଁ ସିଆରସିସିଙ୍କୁ ଘଟଣାର ତଦନ୍ତ ନିମନ୍ତେ […]
ସୋର: ବାଲେଶ୍ୱର ଜିଲ୍ଲା NH-୧୬ ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ସମୟରେ ଏକ ୱିଙ୍ଗର୍ ଗାଡ଼ି ଟ୍ରକ୍କୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏହି ୯ ଜଣ ତୀର୍ଥଯାତ୍ରୀ ଏକ ୱିଙ୍ଗର୍ […]
ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ। ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।
ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ। ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।
ଭୁବନେଶ୍ୱର: ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ଯୋଗୁଁ ବଦ୍ରିନାଥରେ ଓଡ଼ିଆ ତୀର୍ଥଯାତ୍ରୀ ଫସି ରହିଛନ୍ତି। ତୀର୍ଥଯାତ୍ରୀମାନେ ପ୍ରବଳ ତୁଷାରପାତ ଯୋଗୁଁ ଆସି ନ ପାରି ଅଧା ବାଟରେ ଏକ ଧର୍ମଶାଳାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି। ଏହି ସମସ୍ତ ତୀର୍ଥଯାତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ୨୬ ତାରିଖରେ ପ୍ରାୟ ୪୨ ଜଣ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମ ଆସିଥିଲେ। କିନ୍ତୁ ଦର୍ଶନ ସାରି ଗତକାଲି ଫେରିବା ବେଳେ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତା ଜାମ୍ […]
ନୂଆପଡ଼ା: ନୂଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ଏମାନେ ସମସ୍ତେ ବୋଲେରୋରେ ଯାତ୍ରା କରୁଥିବା ବେଳେ ଏକ ଟ୍ରକ୍ ସାମ୍ନା ପଟରୁ ଧକ୍କା ଦେଇଥିଲା। ସମସ୍ତ ମୃତକ ଛତିଶଗଡ଼ର ପିଠୋରା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ନୂଆପଡ଼ା ଜିଲ୍ଲା କୋମନାରେ ବୈଷ୍ଣୋଦେବୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ସିଲଦା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗତକାଲି ବିଳମ୍ବିତ ରାତିରେ […]
ଶ୍ରୀନଗର: ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆଜି ଏହି ଅଘଟଣ ଘଟିଛି। ମଶେଲ୍ ତୀର୍ଥଯାତ୍ରାରୁ ଫେରିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟବସତଃ ଜଣେ ୫ ବର୍ଷର ଶିଶୁକୁ ଜୀବତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁଟିର ଚିକିତ୍ସା ଚାଲିଛି। ତେବେ ଗାଡ଼ିରେ କେତେଜଣ ଯାତ୍ରୀ ଥିଲେ ଓ କେଉଁ ଅଞ୍ଚଳର ଏନେଇ କିଛି ଜଣାପଡ଼ିନି। ସୂଚନାଥାଉ କି, […]
ଭୁବନେଶ୍ୱର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ ରଖିଛନ୍ତି ତୀର୍ଥକ୍ଷେତ୍ର। ଶ୍ରୀମନ୍ଦିର ସମେତ ପ୍ରଭୁ ଲିଙ୍ଗରାଜ ଓ କୋଣାର୍କ ଭଳି ମନ୍ଦିରର ବିକାଶ ଲାଗି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏଭଳି ଯୋଜନା କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ ? ଏସବୁ ସ୍ଥାନ ସହ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜଡ଼ିତ ଥିବାରୁ ବିଜେଡି ସରକାର ଭାବାବେଗ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ […]
ବିଶାଖାପାଟଣା /ଗଜପତି / ବ୍ରହ୍ମପୁର : ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ହୋଇଗଲା ଦୁଇ ଦୁଇଟି ପରିବାର। ଆଜି ସକାଳେ ଆନ୍ଧ୍ରପ୍ରଦେଶର ମଞ୍ଜୁସାରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ଭୁବନେଶ୍ୱରରେ ରହୁଥିବା ଦୁଇଟି ପରିବାରର ୫ ଜଣଙ୍କ ଜୀବନ ଯାଇଛି। ପୁଅର ମୁଣ୍ଡନ ସାରି ସୀମାଞ୍ଚଳମ୍ରୁ ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ଜଣେ […]
ପୁରୀ (ମଧୁସୂଦନ ମିଶ୍ର) : ଆଉ ଦିନକ ପରେ ପଡ଼ିବ ମହାପ୍ରଭୁଙ୍କ ରଥଯାତ୍ରା। ଭକ୍ତ-ଶ୍ରଦ୍ଧାଳୁ ଓ ଯାତ୍ରୀ-ପର୍ଯ୍ୟଟକଙ୍କ ଆଗମନରେ କମ୍ପିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ପ୍ରତି ବର୍ଷ ଭଳି ଏଥର ମଧ୍ୟ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ହେଲେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ବାତ୍ୟା ‘ଫୋନି’ରେ ଉଜୁଡ଼ି ଯାଇଥିବା ହୋଟେଲ ଭିତ୍ତିଭୂମି ଏଯାଏ ସ୍ୱାଭାବିକ ସ୍ଥିତିକୁ ଫେରିପାରିନି ବହୁ ହୋଟେଲ। ମରାମତି […]
ଭୁବନେଶ୍ୱର: ଝାଡ଼ଖଣ୍ଡର ଟାଟା ନଗର ପାଖରେ ଓଡ଼ିଶାର ତୀର୍ଥଯାତ୍ରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ତୀର୍ଥଯାତ୍ରା ସାରି ଆଜମେରରୁ ଫେରୁଥିବା ବେଳେ ଶ୍ରୀରାମ ବେଞ୍ଜ ବସ୍ ଝାଡ଼ଖଣ୍ଡର ଟାଟା ସହର ନିକଟରେ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ୧୫ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଏହି ବସ୍ରେ କଟକ, କେନ୍ଦ୍ରାପଡ଼ା ଓ ସୋର ଅଞ୍ଚଳ ଲୋକ […]
ପୁରୀ: ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ ଚାରିଧାମ ସଂପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି କହିଛନ୍ତି, ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ରହିଛି। ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଛି। ପୁରୀକୁ […]