Advertisment

Video: ପ୍ରବାସୀ ଭାରତୀୟ ଦିବସ ପାଇଁ କାଉଣ୍ଟଡାଉନ୍

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।

author-image
Santosh Kumar Sahoo

ଡିଜିପି ସମ୍ମିଳନୀ, ନୌସେନା ଦିବସ ସମାରୋହ ପରେ ଓଡ଼ିଶା ଆୟୋଜନ କରିବାକୁ ଯାଉଛି ଆଉ ଏକ ମେଗା ଇଭେଣ୍ଟ, ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ଭୁବନେଶ୍ବର ଜନତା ମୈଦନାରେ ଜାନୁଆରୀ ୮ରୁ ଏହି ସମ୍ମିଳନୀ ଚାଲିବ । ଗତକାଲି ଭୂମି ପୂଜନ ସହ ପ୍ରସ୍ତୁତି ଜୋରଦାର ହୋଇଛି । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରାୟ ୧୦ ହଜାର ପ୍ରବାସୀ ଭାରତୀୟ । ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ପ୍ରଥମ ଥର ପ୍ରବାସୀ ଭାରତୀୟଙ୍କ ପାଇଁ ହୋମ୍ ଷ୍ଟେ’ ବ୍ୟବସ୍ଥା କରାଯାଉଛି ।

Advertisment
Bhubaneswar Narendra Modi Mohan Majhi
Advertisment
Advertisment