ଚାକିରି ହରାଇଲେ କଂସ ମହାରାଜ । ବିବାଦ ପରେ ଚାକିରି ହରାଇଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ।
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲାରେ ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି।
ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲେଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି ।
ଏକାଧିକ ସିନ୍, ଡାଇଲଗକୁ ବାଦ୍ ଦିଆଗଲା । Emergency ଫିଲ୍ମକୁ ମିଳିଲା CBFC ଅନୁମତି ।
ସମସ୍ୟା ରହିଥିଲେ ମଧ୍ୟ କାମ ହାସଲ ପାଇଁ ପ୍ରତିବନ୍ଧକ ସାଜିବ ନାହିଁ। ମାଲିମକଦ୍ଦମାରେ ବିଜୟ ଓ ଶତ୍ରୁଙ୍କୁ ପରାସ୍ତ କରିବାରେ ସହାୟକ ହେବେ। ଅର୍ଥନୈତିକ ପ୍ରଗତି ମାନସିକ ସ୍ଥିତିକୁ ଦୃଢିଭୂତ କରିବ।
ଦାବି ପୂରଣ ନହେଲେ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ବନ୍ଦ ନିଷ୍ପତ୍ତି । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ।
ଆସନ୍ତା ୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନହୁଏ ତେବେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।
ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିବାଦୀୟ ମନ୍ତବ୍ୟ । ଖୋର୍ଦ୍ଧା ପାଇକ ମାଟିର ବାସିନ୍ଦାଙ୍କ ପାଇଁ ଅପଶବ୍ଦ ।
ଷ୍ଟାଡ଼ିୟମ୍ କାହାର । ଏନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲାସ୍କୁଲ ବଦଳ ସୂତ୍ରରେ ପଡ଼ିଆ ପାଇଥିବା ଦାବି କରୁଥିବା ବେଳେ, ମ୍ୟୁନିସିପାଲିଟି ଜମିର ମାଲିକାନା ନେଇ ଦାବି ଉଠାଇଛି ।
ଥମୁନି ତିରୁପତି ଲଡୁ ବିବାଦ। ଆଜି ଏହି ବିବାଦ ସହ ଜଡ଼ିତ ପିଟିସନ୍ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ।
ଗଜପତି ଜିଲ୍ଲା କାଶୀନଗରରେ ଏକ ବାଲିଘାଟ ଅଞ୍ଚଳକୁ ନେଇ ଦେଖାଦେଇଥିଲା ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ। ତେବେ ଉଭୟ ରାଜ୍ୟର ପ୍ରଶାସନ ମାପଚୁପ କରିବା ପରେ ସାମ୍ନାକୁ ଆସିଲା- ଦୁଧ୍ କା ଦୁଧ୍, ପାନୀ କା ପାନୀ।
ନଷ୍ଟ କରାଗଲା ୩ ହଜାର ୪୭୦ କେଜିର ଲଡୁ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡୁକୁ ମାଟିରେ ପୋତି ଦିଆଗଲା ।
ଇସ୍ରାଏଲ ଏବଂ ଲେବାନନ ମଧ୍ୟ ବିବାଦ ଆଜିର ନୁହେଁ । ଉଭୟଙ୍କ ଭିତରେ ଛକାପଞ୍ଝା ଗତ ୪୦ ବର୍ଷ ହେଲା ଲାଗି ରହିଛି । ୧୯୮୦ ମସିହାରେ ଇସ୍ରାଏଲ ଲେବାନନରେ ଆକ୍ରମଣ କରିଥିଲା ।
ଭୁବନେଶ୍ୱର ବିଜେଡିରେ ବଢୁଛି ଅନ୍ତଃକନ୍ଦଳ । ଗତକାଲି ଶଙ୍ଖଭବନରେ ହଙ୍ଗାମା ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଅଣିଛନ୍ତି ବିଜେଡିର ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ।
ତୁଟି ଗଲା କି ସବୁ ବିବାଦ ? ସବୁ ଘଟଣାର ହୋଇଗଲା କି ଅନ୍ତ ? ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କୁ ନେଇ ଏବେ ଏମିତି ଚର୍ଚ୍ଚା କରୁଛନ୍ତି ଫ୍ୟାନ୍ । ଚର୍ଚ୍ଚା କରିବାର କାରଣ ବି ରହିଛି ।
ତୀବ୍ର ନିନ୍ଦା କଲା ହେରିଟେଜ୍ ଫୋରମ୍ । ନାଁ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ିଲେ ସାଂସଦ ଭର୍ତ୍ତୃହରି ।
ଗତ ନିର୍ବାଚନ ବେଳେ ଆସନ ଅଦବଦଳ ନେଇ ଉମା ଓ ସଂଜୟଙ୍କ ମଧ୍ୟରେ ବିବାଦ ରହିଥିଲା ।
ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ନବୀନଙ୍କ ପରୋକ୍ଷରେ ନିଶାନା । ମହାପୁରୁଷଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ କହିଲେ ନବୀନ ।
ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି ।
ଅଣଛାତ୍ରଙ୍କ ପ୍ରବେଶ ଅଭିଯୋଗ କରି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।
କଣ୍ଟେଣ୍ଟ ମଡରେସନ ଏବଂ ଫ୍ରିସ୍ପିଚ୍ ପ୍ରତି ବିପଦ ଆଶଙ୍କା କରି ଟେଲିଗ୍ରାମ ସିଇଓ ପାଭେଲ୍ ଡୁରୋଭଙ୍କୁ ପ୍ୟାରିସରେ ଗିରଫ କରିଥିଲା ଫ୍ରାନ୍ସ ପୋଲିସ ।
ନିକଟରେ କଙ୍ଗନା ରାଣାୱତଙ୍କ 'ଏମର୍ଜେନ୍ସୀ' ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ଟ୍ରେଲର୍ ରିଲିଜ୍ ହେବା ପରେ ପଞ୍ଜାବର ଫରିଦକୋଟ୍ରୁ ସାଂସଦ ସରବଜିତ ସିଂହ ଖାଲସା ଟ୍ରେଲରରେ ଦେଖାଯାଇଥିବା କିଛି ଦୃଶ୍ୟକୁ ବିରୋଧ କରିଛନ୍ତି।
କୋର୍ଟ ଶୁଣାଇଲେ ରସୁଣ ରାୟ । ମସଲା ନା ପରିବା ନେଇ ହେଉଥିଲା ବିବାଦ ।
‘ଆଦି’ ଉତ୍ସବ ପାଇଁ ଏହି ହୋର୍ଡିଂ ଲଗାଯାଇଥିଲା । ତେବେ ଏହି ଉତ୍ସବରେ ତାମିଲନାଡୁର ବିଭିନ୍ନ ମନ୍ଦିରରେ ଦେବୀ ଅମ୍ମାନ (ପାର୍ବତୀ)ଙ୍କ ପୂଜା କରାଯାଇଥାଏ । କିନ୍ତୁ ଏହି ଉତ୍ସବରେ ଲଗାଯାଇଥିବା ପୋଷ୍ଟରରେ ମିୟା ଖଲିଫାଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଥିଲା ।