/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729500631.jpg)
Ollywood Actor Budhaditya Mohanty
ଶେଷରେ କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲାରେ ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି।
Advertisment
ପୂର୍ବରୁ ସୋସିଆଲ ମିଡିଆରେ କ୍ଷମା ମାଗିଥିବା ବେଳେ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ସେ କ୍ଷମାପ୍ରାର୍ଥନା କରିଛନ୍ତି। ଯାହା ପୋଷ୍ଟ କରିଥିଲେ ତାହା ତାଙ୍କର ଭୁଲ୍ ଥିଲା। ପରେ ସେ ଏହାକୁ ଜାଣିପାରି ତୁରନ୍ତ ଡିଲିଟ୍ ମଧ୍ୟ କରିଥିଲେ ବୋଲି କହିଛନ୍ତି।.. ବିବାଦୀୟ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବରୁ ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା ଦିଆଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)