• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

Shubhra Ranjan
ମହଙ୍ଗା ପଡ଼ିଲା ଆକବରଙ୍କୁ ଶ୍ରୀରାମଙ୍କ ସହ ତୁଳନା; ବିବାଦ ପରେ କ୍ଷମା ମାଗିଲେ UPSC ଟ୍ୟୁଟର୍

ୟୁପିଏସସି କୋଚ ଶୁଭ୍ରା ରଞ୍ଜନଙ୍କର ପଢାଇବା ଶୈଳୀକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁଭ୍ରା ରଞ୍ଜନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ୟୁପିଏସସି ଛାତ୍ରଙ୍କୁ ପଢାଇବା ବେଳେ ମୋଗଲ ଶାସକ ଆକବରଙ୍କୁ ଭଗବାନ ରାମଙ୍କ ସହ ତୁଳନା କରୁଛନ୍ତି ।

Sankha Bhawan
ବିବାଦୀୟ ଜମିରେ ଠିଆ ହୋଇଛି କି ବିଜେଡି ହେଡ୍ ଅଫିସ୍ ?

ଭୁବନେଶ୍ବରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ-ଶଙ୍ଖ ଭବନ ନିର୍ମାଣକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିବାଦୀୟ ଜମିରେ ଠିଆ ହୋଇଛି କି ବିଜେଡି ହେଡ୍ ଅଫିସ୍? ବେଆଇନ୍ ନିର୍ମାଣ ନେଇ ଅଭିଯୋଗ ଉଠିବା ପରେ ସରକାରଙ୍କ ତତ୍ପରତା। ରାଜସ୍ବ ମନ୍ତ୍ରୀ କହିଲେ ଆଇନ୍ ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Sankha Bhawan
ବିବାଦରେ BJD ର ମୁଖ୍ୟାଳୟ; ୧୨ କୋଟିରେ ଦିଆଯାଇଛି ୧୦୦ କୋଟିର ସଂପତ୍ତି..

ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍।

House Surgeon Protest
ତେଜିଲା ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ମଧ୍ୟରେ ବିବାଦ

ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ଦୋଷ ଲଦାଲଦି ।

Balle Balle Dhaba
ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା

ସରକାରୀ ଅର୍ଥରେ ଧର୍ମଶାଳା ଭବନ ଓ ଫୁଡ୍ କୋର୍ଟ ନିର୍ମାଣ କରାଯାଇଛି। ତେଣୁ ଏହାକୁ ଭଙ୍ଗାଯିବନି ବୋଲି ବିଡିଓ ସୂଚନା ଦେଇଛନ୍ତି।

Ratna Bhandar
ଘନଉଛି ରତ୍ନଭଣ୍ତାର ଚାବି ବିବାଦ; ଡୁପ୍ଲିକେଟ୍ ଚାବିରେ ଖୋଲିଲାନି ତାଲା! କାହିଁକି ନଥିଲା ଜଉମୁଦ?

ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲା ଯାଇଥିଲେ ବି, ବିବାଦ ଥମୁନି ।

mukesh khanna
ବିବାଦରେ ଶକ୍ତିମାନ ଫେମ୍ ମୁକେଶ୍ ଖାନ୍ନା, ଫିଲ୍ମ 'କଳ୍‌କୀ'କୁ ନେଇ ଦେଇଛନ୍ତି ଏମିତି ବୟାନ

ବିବାଦରେ ସିନେ ତାରକା ମୁକେଶ ଖାନ୍ନା । ଫିଲ୍ମ 'କଲକୀ'କୁ ନେଇ ଦେଇଛନ୍ତି ବୟାନ । 'ଓଡ଼ିଶା ଲୋକେ କଳ୍‌କୀ ଫିଲ୍ମ ବୁଝି ପାରିବେନି' । ମୁକେଶଙ୍କ ମନ୍ତବ୍ୟ ପରେ ତେଜିବାରେ ଲାଗିଛି ବିବାଦ ।

Kusuma Prakalpa in Jajpur
ବିବାଦରେ ଧର୍ମଶାଳା କଣ୍ଟିଗଡ଼ିଆର ଦ୍ବିତୀୟ କୁସୁମା ପ୍ରକଳ୍ପ

ବିଜେଡି ଶାସନବେଳେ ସରକାରୀ ତହବିଲରୁ କୋଟି କୋଟି ଟଙ୍କାରେ ଭବ୍ୟ ନିର୍ମାଣ ଛିଡ଼ା ହୋଇଥିଲେ ବି ତା‘ର ହିସାବ କିତାବ କାହା ପାଖରେ ନାହିଁ। ଏସବୁ ଭିତରେ ୧୦ କୋଟି ଟଙ୍କାର ନିର୍ମାଣାଧିନ ଦ୍ବିତୀୟ କୁସୁମା ପ୍ରକଳ୍ପ ସନ୍ଦେହ ଘେରକୁ ଆସିଛି।

Kusuma Prakalpa in Jajpur
କାହା ସ୍ବାର୍ଥରେ ବିଳାସପୂର୍ଣ୍ଣ ବଙ୍ଗଳା ? ବିବାଦରେ ଧର୍ମଶାଳାର ଦ୍ବିତୀୟ କୁସୁମା ପ୍ରକଳ୍ପ...

ଯାଜପୁରର କୁସୁମା ପୋଖରୀ ପରେ ଏବେ ବିବାଦରେ ଧର୍ମଶାଳା କଣ୍ଟିଗଡ଼ିଆର ଦ୍ବିତୀୟ କୁସୁମା ପ୍ରକଳ୍ପ । କ୍ଷମତାର ଦୁରୂପଯୋଗ କରି ପ୍ରକଳ୍ପ ପାଇଁ ନୀରିହ ଜନତା ଓ ଚାଷୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଥିବା ଅଭିଯୋଗ ।

Kusuma Project
ବଲ୍ଲେ ବଲ୍ଲେ ଢାବା ପରେ ବିବାଦରେ କୁସୁମା ବଙ୍ଗଳା

ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ?

 Mahanadi Water Dispute
ମହାନଦୀ ଜଳ ବିବାଦ ମାମଲା; ‘ଖୁବ୍ ଶୀଘ୍ର ହେବ ସମାଧାନ’

ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ । ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ କହିଲେ ମନ୍ତ୍ରୀ ।

Double blow for BJD
ବିଜେଡିରେ ତେଜୁଛି ଗୋଷ୍ଠୀ ବିବାଦ

ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।

Double blow for BJD
ବିଜେଡିରେ ତେଜୁଛି ଗୋଷ୍ଠୀ ବିବାଦ; କନ୍ଦଳ ପାଇଁ CMCରେ ଗଲା ୨ଟି କମିଟି ଅଧ୍ୟକ୍ଷ ପଦ

ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।

NEET Exam
NEET ବିବାଦ; ଧର୍ମେନ୍ଦ୍ର କହିଲେ କୌଣସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯିବନି

ପୁନଃ ପରୀକ୍ଷା ବଦଳରେ NTA ପକ୍ଷରୁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇ ଗ୍ରେସ ମାର୍କ ବ୍ୟବସ୍ଥା ହୋଇଥିଲା। ଗ୍ରେସ ମାର୍କ ରଦ୍ଦ ସହ ପୁଣି ପରୀକ୍ଷା କରିବାକୁ NTA ନିଷ୍ପତ୍ତି ନେଇଥିଲା।

NEET
NEET ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଦୁଇ ସପ୍ତାହ ମଧ୍ୟରେ ଏନଟିଏକୁ ଜବାବ ମାଗିଛନ୍ତି ଉଚ୍ଚତମ ନ୍ୟାୟାଳୟ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ।

NEET
NEET ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ, ପୁଣି ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ

୨୩ରେ ପରୀକ୍ଷା , ୩୦ରେ ବାହାରିବ ରେଜଲ୍ଟ । ପେପର ଲିକ୍ ହୋଇନି କହିଲେ ଶିକ୍ଷାମନ୍ତ୍ରୀ ।

NEET UG 2024
NEET ବିବାଦ: ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ, ପୁଣି ହେବ ପରୀକ୍ଷା

୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କଲେ ସୁପ୍ରିମକୋର୍ଟ । ପୁଣି ହେବ NEET ପରୀକ୍ଷା । ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ଦେବେ ପରୀକ୍ଷା ।

Mani Shankar Aiyar
ମଣିଶଙ୍କରଙ୍କ ବିବାଦୀୟ ବୟାନ; କହିଲେ ପାକିସ୍ତାନକୁ ସମ୍ମାନ ଦିଅ, ନହେଲେ...ବୋମା ପକେଇଦେବ

ପାକିସ୍ତାନ ଏକ ସାର୍ବଭୌମ ଓ ସମ୍ମାନିତ ଦେଶ। ଆମେ ପାକିସ୍ତାନ ସହ କଥା ହୋଇପାରିବା। ମାତ୍ର ଆମେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଉଛେ, ଯାହାଦ୍ୱାରା କିଛି ହାସଲ ହୋଇପାରିବ ନାହିଁ। ଏହାଦ୍ୱାରା ସଂପର୍କ ବିଗୁଡୁଛି, ଉତ୍ତେଜନା ବଢୁଛି।

Kantilal Bhuria
କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ‘ଦୁଇ ସ୍ତ୍ରୀ ଥିଲେ ମିଳିବ ୨ ଲକ୍ଷ’

ଯଦି ଆମ ସରକାର ଆସେ ତେବେ ଆମେ ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ । ଆଉ ଯେଉଁମାନଙ୍କ ଦୁଇଟି ପତ୍ନୀ ଥିବ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିବ ।

Sam Pitroda
ନିର୍ବାଚନୀ ପର୍ବରେ 'ରଙ୍ଗ ରାଜନୀତି' ଜୋର୍, ସାମ୍ ପିଟ୍ରୋଡାଙ୍କ ବୟାନ ପରେ ବିବାଦ

୨୪ ମହାସମର ପାଇଁ ରାଜନୀତିର ରଙ୍ଗରେ ରଙ୍ଗିନ୍ ହୋଇଥିବା ଭାରତରେ ଏବେ ବର୍ଣ୍ଣ ବୈଷମ୍ୟ ଟିପ୍ପଣି ତାତି ।

Vaccine
ବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା, ସାଇଡ୍ ଇଫେକ୍ଟ ନେଇ ସୃଷ୍ଟି ହୋଇଥିଲା ବିବାଦ

ସାଇଡ୍ ଇଫେକ୍ଟ ନେଇ ପ୍ରଶ୍ନ ଉଠିବା ପରେ ବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା କମ୍ପାନୀ । କୋଭିଡ୍-୧୯ ଭାକ୍ସିନକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ ।

Controversy erupts
ବିବାଦୀୟ ପୋଷ୍ଟ କରି ହଟହଟ୍ଟା ହେଲେ ପାଠୁଆ ପ୍ରଫେସର

ଚାକିରିଆ ମହିଳାଙ୍କୁ ବାହାହେବା ମନା ! ଉଚ୍ଚ ଶିକ୍ଷିତାଙ୍କୁ କରନ୍ତୁନି ବିବାହ ! ଶିକ୍ଷିତ ମହିଳା ହେଉଛନ୍ତି ବିଗ୍ରେଡ୍ଫ୍ଲାଗ୍! ଅର୍ଥାତ୍ ବଡ଼ ବିପଦ ।

Murder
ପାରିବାରିକ ବିବାଦ! ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦେଢଶୂର

ଗତକାଲି ରାତିରେ ପୂର୍ଣ୍ଣିମା ଓ ପୁଅ ୟେଂଶୁ ଘରେ ଶୋଇଥିଲେ। ଘରେ ପୂର୍ଣ୍ଣିମାଙ୍କ ସ୍ୱାମୀ ନଥିଲେ। ଦେଢଶୂର ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।

Politics
ବିବାଦରେ ଢେଙ୍କାନାଳ ବିଧାୟକ, ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗ !

ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ । ନିଜ ଫେସବୁକ୍ ଆଇଡିରେ ଲୋକଙ୍କୁ ସାଇକେଲ ବଣ୍ଟନ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି ।

Car On Fire In Hyderabad
ସାଙ୍ଗ ସହ ବିବାଦ; ଜାଳିଦେଲେ କୋଟିଏ ଟଙ୍କାର ଲମ୍ବୋର୍ଗିନି କାର୍...ଦେଖନ୍ତୁ ଭିଡିଓ

ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ କାରଟି ଜଳି ପାଉଁଶ ହୋଇଯାଇଥିଲା।ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।