• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

lingaraj temple dispute
ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ

ଟ୍ରଷ୍ଟ ବୋର୍ଡ ବୈଠକ ପୂର୍ବରୁ ଆଇନମନ୍ତ୍ରୀ- ଠାକୁରଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। ମହାପ୍ରଭୁଙ୍କ ସ୍ବତ୍ତ୍ବଲିପିରେ ରହିଥିବା ଆଇନଗତ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ସେବାୟତଙ୍କ ବିବାଦରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ନୂଆ ନୁହେଁ।

lingaraj temple dispute
Lingaraj Temple Dispute: ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ; ୨୪ ଘଣ୍ଟାରେ ADM ଦେବେ ରିପୋର୍ଟ

ଟ୍ରଷ୍ଟ ବୋର୍ଡ ବୈଠକ ପୂର୍ବରୁ ଆଇନମନ୍ତ୍ରୀ- ଠାକୁରଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। ମହାପ୍ରଭୁଙ୍କ ସ୍ବତ୍ତ୍ବଲିପିରେ ରହିଥିବା ଆଇନଗତ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ସେବାୟତଙ୍କ ବିବାଦରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ନୂଆ ନୁହେଁ।

Lingaraj
Lingaraj Temple Rituals: ପୁଣି ମୁଣ୍ଡ ଟେକିଲା ସେବାୟତ ବିବାଦ; ମକରରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି।ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକର ଚରାଅସୀ ବେଶରେ ବିଭୂଷିତ ହେବେ ।

ସପ୍ତାହରେ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ
90 Hour Work Week Row: ସପ୍ତାହରେ ୯୦ ଘଣ୍ଟା କାମକୁ ନେଇ ତେଜିଲା ବିବାଦ: ‘ସନ୍ ଡେ’ର ନାମ ବଦଳାଇ ‘ସନ୍-ଡ୍ୟୁଟି’ ହେଉ  

ଏଲ ଆଣ୍ଡ ଟି (ଲାର୍ସନ ଆଣ୍ଡ ଟୁବ୍ରୋ) କମ୍ପାନୀର ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟମ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ ଦେଇ କହିଛନ୍ତି, କର୍ମଚାରୀମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଦରକାର ।  ଏଲ ଆଣ୍ଡ ଟି ତାର କର୍ମଚାରୀଙ୍କୁ ଶନିବାର କାହିଁକି କାମ କରାଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ସୁବ୍ରମଣ୍ୟମ କହିଛନ୍ତି, ରବିବାର ବି କର୍ମଚାରୀମାନେ କାମ କରିବା ଦରକାର । ସେ କହିଲେ, ‘ମୋର ଅବଶୋଷ ଯେ, ମୁଁ କର୍ମଚାରୀମାନଙ୍କୁ ରବିବାର ଦିନ କାମ କରାଇ ପାରୁନି ।

Disputes Rise In BJD
ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ!

ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍।

High Court
Bharatput Army Major Case: ମେଜର-ପୋଲିସ ବିବାଦର ଅନ୍ତ ଘଟାଇଲେ ହାଇକୋର୍ଟ; ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV

ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ଶୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନର୍ଦ୍ଦେଶ ରହିଛି। ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି।

Horoscope
Daily Horoscope 25th December 2024: ଆଜି ଏହି ରାଶିର ବ୍ୟକ୍ତି ବିବାଦ ଘେରରେ ପଡ଼ିପାରନ୍ତି

ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । ଯୋଗ୍ୟତା ଅନୁସାରେ କୌଣସି ଉଚ୍ଚ ପଦବୀ ମିଳିପାରେ ।

allu arjun summon
Allu Arjun Summoned: ଅଲ୍ଲୁଙ୍କ ପିଛା ଛାଡୁନି ବିବାଦ; ହାଜର ପାଇଁ ସମନ କଲା ହାଇଦ୍ରାବାଦ ପୋଲିସ

ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି। ସେ ଜାମିନରେ ଆସିବା ପରେ ମାମଲା ଥମନି। ବରଂ ବିବାଦ ଆହୁରି ବଢ଼ିବାରେ ଲାଗିଛି। ତେଲଙ୍ଗାନା ବିଧାନସଭାରେ ଅଲ୍ଲୁଙ୍କ ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ। ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।

Most Controversial Stories Of TV Stars That Made Headlines in 2024
2024 Year Ender: ୨୦୨୪ରେ ବିବାଦରେ ଥିବା ଟିଭି କଳାକାର; ଜାଣନ୍ତୁ ସେମାନେ କିଏ…

୨୦୨୪ ମସିହାରେ, ଟିଭି ଦୁନିଆରେ କିଛି ବିବାଦ ଅନେକ ଚର୍ଚ୍ଚା ସୃଷ୍ଟି କରିଛି। ଏହି ବିବାଦ କାରଣରୁ ଅନେକ କଳାକାରଙ୍କୁ ଶୋ’ ମଧ୍ୟ ଛାଡିବାକୁ ପଡିଛି ଏବଂ କିଛି ଶୋ’ରେ ଆଇନର ଚାବୁକ ଲାଗିଛି। ତେବେ ଆସନ୍ତୁ ଜାଣିବା କେଉଁସବୁ ବିବାଦ ଟିଭି ଦୁନିଆକୁ ଥରାଇ ଦେଇଛି।

Coconut Oil Controversy:
Coconut Oil Controversy: ନଡ଼ିଆ ତେଲ ଖାଇବେ ନା କେଶରେ ଲଗାଇବେ ? ୨୦ ବର୍ଷର ବିବାଦକୁ ସମାଧାନ କଲେ ସୁପ୍ରିମକୋର୍ଟ

ଦେଶର ବିଭିନ୍ନ ସ୍ଥାନରେ ନଡ଼ିଆ ତେଲକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଉଛି। କୋର୍ଟ କହିଛନ୍ତି ଯେ ଯେଉଁଭଳି ଭାବରେ କମ୍ପାନୀମାନେ ସେମାନଙ୍କ ତେଲକୁ ବ୍ରାଣ୍ଡ କରିବେ ଏବଂ ଏହାକୁ ବିକ୍ରି କରିବେ, ସେହି ଆଧାରରେ ଟିକସ ନିଆଯିବ।

Ready to work with India
India China Relation: ଭାରତ ସହ କାମ କରିବାକୁ ପ୍ରସ୍ତୁତ ଚୀନ; ସୀମା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ !

ଭାରତ-ଚୀନ୍ ସୀମାର ଜଟିଳ ବିବାଦର ସମାଧାନ ପାଇଁ ୨୦୦୩ ମସିହାରେ ଗଠିତ ସ୍ୱତନ୍ତ୍ର ପ୍ରତିନିଧୀ କମିଟି ଗତ କିଛି ବର୍ଷ ମଧ୍ୟରେ ୨୨ ଥର ବୈଠକ କରିଛି। ଯଦିଓ ଏହା ସୀମା ବିବାଦର ସମାଧାନ କରିବାରେ ସଫଳ ହୋଇନଥିଲା, ତଥାପି ଉଭୟ ଦେଶର ଅଧିକାରୀମାନେ ଏହାକୁ ଏକ ପ୍ରତିଜ୍ଞାକାରୀ, ଉପଯୋଗୀ ତଥା ସୁବିଧାଜନକ କମିଟି ବୋଲି ବିବେଚନା କରୁଛନ୍ତି।

Controversial IPS Ashish Singh
Controversial IPS Ashish Singh: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଆଶିଷ ସିଂ

ଆଶିଷ ସିଂ ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି ।

Assembly
Odisha Assembly: ଆନ୍ତଃରାଜ୍ୟ ସୀମା ବିବାଦରେ ଫସିରହିଛନ୍ତି ଓଡ଼ିଶାର ଏହି ୧୪ଟି ଜିଲ୍ଲା

ଓଡ଼ିଶା ସହ ଲାଗିରହିଥିବା ପଡୋଶୀ ରାଜ୍ୟର ସୀମା ବିବାଦ ନେଇ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ। କହିଲେ ପଡ଼ୋଶୀ ରାଜ୍ୟ ସହ ୧୪ଟି ଜିଲ୍ଲାର ସୀମା ବିବାଦ ରହିଛି।

Vaikunth Dham Ashram
Odisha Kalki Avatar Puja Incident: ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା ।

Violence Erupts In Biraja Market
Violence Erupts In Biraja Market: ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ-ବିପକ୍ଷବାଦୀ; ଜାଣନ୍ତୁ କ’ଣ ଏହି ବିବାଦ...

ଯାଜପୁର ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ ବିପକ୍ଷବାଦୀ। ସ୍ଥିତି ବିଗିଡ଼ିବା ପରେ ସାମୟିକ ସ୍ଥଗିତ ରହିଲା ବିରଜା ହାଟ। ଯାଜପୁର ବିରଜା ହାଟକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ। 

Kalki Avatar Row
Kalki Avatar Row: ବାବା-ଦରବାର-ବିବାଦ: ଆଶ୍ରମ ଭିତରେ ବସୁଥିଲା ଆସର, ସାମ୍ନାକୁ ଆସିଲା ଭିଡିଓ...

ବୈକୁଣ୍ଠ ଧାମକୁ ନେଇ ଦିନକୁ ଦିନ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହାରି ଭିତରେ ଆଜି ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଥିଲା ବାବାଙ୍କ ପୂଜା ।

Homeless Struggle in Jatani
Homeless Struggle In Jatani: ଜଗନ୍ନାଥ ଜମି ବିବାଦ ପାଇଁ ବଳି ପଡ଼ୁଛନ୍ତି ଗରିବଗୁରୁବା; 'ଆବାସ' ଅପେକ୍ଷାରେ ବାସହରା !

ସ୍କୁଲ ବାରଣ୍ଡାରେ ଚୁଲି ଜଳୁଛି, ଶ୍ରେଣୀ ଗୃହରେ ଶେଯ ପଡ଼ିଛି। ଏଣେତେଣେ ଆସବାବପତ୍ର ଓ ବାସନକୁସନ। ୨୦୧୯ ଫନି ବାତ୍ୟାରେ ଘର ଭାଙ୍ଗିବା ପରେ, ଗାଁର ଏକ ପୁରୁଣା ସ୍କୁଲରେ ଆଶ୍ରୟ ନେଇଛନ୍ତି ସ୍ବର୍ଣ୍ଣଲତା । 

Lawrence Bishnoi T-shirts
Lawrence Bishnoi T-shirt: ଗ୍ୟାଙ୍ଗଷ୍ଟର୍ ନାଁରେ Meeshoରେ ବିକ୍ରି ହେଉଛି ଟି-ସାର୍ଟ ! ତେଜିଲା ବିବାଦ

ଅନଲାଇନ୍‌ରେ ଆଜି କାଲି ପ୍ରାୟ ସବୁ ଜିନିଷ ମିଳିଯାଉଛି । ଯାହା ଖୋଜିବେ ତାହା ପାଇବେ ।

Hindu IAS officers' group
WhatsApp Group For Hindu Officers: ହିନ୍ଦୁ-ମୁସଲିମ୍‌ଙ୍କ ଅଲଗା ଗ୍ରୁପ୍‌ ନେଇ ତେଜିଲା ବିବାଦ; IAS କହିଲେ ...

IAS ଅଧିକାରୀ କେ ଗୋପାଳ କ୍ରିଷ୍ଣନ୍‌ଙ୍କ ମୋବାଇଲ୍‌ରୁ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍‌ରେ କେରଳ କ୍ୟାଡରର ଅନେକ ଆଇଏଏସ୍ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଫିସର' ଓ 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ୨ଟି ଅଲଗା ଅଲଗା ଗ୍ରୁପ୍ ଗଠନ କରାଯାଇଥିଲା।

 Resolve Mahanadi Dispute
ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ?

ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ? କେନ୍ଦ୍ର ଏବଂ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଆସିବା ପରେ ଆଶା ବଢିଥିଲା। ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କ ବୟାନ ଏହି ଆଶାକୁ ଆହୁରି ବଢ଼ାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଦୁଇ ଦୁଇ ଥର ଆଲୋଚନା ସରିଲାଣି। କିନ୍ତୁ ବିଜେଡି ଓ କଂଗ୍ରେସ୍ ଏହା ମାନିବାକୁ ନାରାଜ।

Mahanadi Water Dispute
Mahanadi Water Dispute: ପୁଣି ‘ମହାନଦୀ ଜଳ ବିବାଦ’, ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ମହାନଦୀ ଜଳ ବିବାଦକୁ ନେଇ ପୁଣି ଥରେ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାର ଓ ବିଜେପି ଆଡ଼କୁ ବଲ୍ ଫିଙ୍ଗିଛନ୍ତି ।

 Resolve Mahanadi Dispute
ପୁଣି ଚର୍ଚ୍ଚାରେ ମହାନଦୀ ବିବାଦ ପ୍ରସଙ୍ଗ; ଫିଟିବ କି ସମାଧାନର ବାଟ ?

ବିବାଦର ସମାଧାନ ନେଇ ବଢ଼ିଲା ଆଶା। ଆରମ୍ଭ ହେଲାଣି ଆପୋଷ ଆଲୋଚନା। ବଲାଙ୍ଗୀର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମହାନଦୀ ବିବାଦ ପ୍ରସଙ୍ଗକୁ ସରକାର ଗୁରୁତର ସହ ନେଇଛନ୍ତି। 

Crime
Murder: ୪୦ ବର୍ଷ ତଳର ଜମି ବିବାଦ, ନାବାଳକର ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ...

ବୁଧବାର ଅର୍ଥାତ ଦୀପାବଳିର ଠିକ୍‌ ଗୋଟିଏ ଦିନ ପୂର୍ବରୁ ୩୦ ଅକ୍ଟୋବରରେ ଏହି ଘଟଣା ଘଟିଛି ।

ISKCON
ପୁଣି ଅଦିନରେ ରଥଯାତ୍ରା ଆୟୋଜନକୁ ନେଇ ବିବାଦରେ ଇସ୍କନ

ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।

ISKON
ବିବାଦରେ ଇସ୍କନ୍; ଅଦିନିଆ ରଥଯାତ୍ରା ଆୟୋଜନ, ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ପ୍ରତିକ୍ରିୟା

ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା ।