• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

modi
ଜାମ୍ମୁ ଓ କାଶ୍ମୀର ନେତାଙ୍କୁ ଦିଲ୍ଲୀ ଡାକରା, ହେଲେ କାହିଁକି?

ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ସମେତ ୧୪ ଜଣ ପ୍ରମୁଖ ରାଜନେତାଙ୍କୁ ଆମନ୍ତ୍ରଣ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା

  • Sunday, 20 June 2021
corona testing
ଆଜି ସେବାୟତଙ୍କର ହେବ କରୋନା ଟେଷ୍ଟ୍‌

ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ଆଜି ହେବ କରୋନା ଟେଷ୍ଟ। ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣମୀ ରହିଛି। ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଯେଉଁ କର୍ମଚାରୀ ମାନେ ସ୍ନାନଯାତ୍ରାରେ ସାମିଲ ହେବେ ସେମାନଙ୍କର ଆଜି କରୋନା ଟେଷ୍ଟ ହେବ

  • Sunday, 20 June 2021
BeFunky-collage-5
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି। ଗତକାଲି ରାତି ୧୧ଟାରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ…

mehbooba
ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ସର୍ବଦଳୀୟ ବୈଠକ

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ରାଜନେତାଙ୍କୁ ସର୍ବଦଳୀୟ ବୈଠକ ପାଇଁ ଦିଲ୍ଲୀ ଡାକରା। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା…

  • Saturday, 19 June 2021
vaccine
ଉଭୟ ଡୋଜ୍ ଟିକା ନେବା ସତ୍ତ୍ୱେ କରୋନାରେ ଚାଲିଗଲେ, କାରଣ ଖୋଜିବ ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ। ଦୁଇ ଡୋଜ୍ ଟିକା ନେଇସାରିବା ପରେ ବି ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ, ଆଉ ଶେଷରେ ଆଖି ବୁଜିଲେ। ଠିକ୍ ସେଭଳି ପୁରୀ ଆଇଡିଏଚ୍…

  • Saturday, 19 June 2021
milkha
ସେଦିନ ରାତିରେ କ'ଣ ହୋଇଥିଲା ମିଲ୍ଖା ସିଂଙ୍କ ସହ?

୧୯୫୭ ମସିହାରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ନ୍ୟାସନାଲ ଆଥ୍ଲେଟିକ୍ସ ମିଟ୍। ୨ଶହ ଓ ୪ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ମିଲ୍ଖା ସିଂ

  • Saturday, 19 June 2021
+2
ମାର୍କିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେଣି ଛାତ୍ରଛାତ୍ରୀ

କରୋନା ପାଇଁ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ହେଲେ ବିକଳ୍ପ ବ୍ୟବସ୍ଥାରେ ମିଳିବ ମାର୍କ। ମାଟ୍ରିକ ଓ ପ୍ରାକ୍ଟିକାଲ୍ ପରୀକ୍ଷା ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ। ହେଲେ ଏହି ବ୍ୟବସ୍ଥାକୁ ନେଇ ଏବେଠାରୁ ପ୍ରଶ୍ନ ଉଠାଇଲେଣି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ।

  • Saturday, 19 June 2021
Malkangiri
ପରିବାର ପାଇଁ କଲମ ଛାଡି ଧରିଲେ ହଳଲଙ୍ଗଳ

କଲମ ବଦଳରେ ହଳ ଧରିଛନ୍ତି ଆଦିବାସୀ ଛାତ୍ରୀ। ସୋମେ।ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇବା ପାଇଁ ନେଇଛନ୍ତି ଏଭଳି ପଦକ୍ଷେପ

  • Saturday, 19 June 2021
Mango
କରୋନା ଭାଙ୍ଗି ଦେଲା ଆମ୍ବ ଚାଷୀଙ୍କ ସ୍ୱପ୍ନ

ଲକଡାଉନ ଯୋଗୁଁ ବିକ୍ରିହୋଇ ପାରୁନି ଆମ୍ବ ,ଚିନ୍ତାରେ ଆମ୍ବ ଚାଷୀ। ଚଳିତ ବର୍ଷ ଭଲ ଆମ୍ବ ହୋଇଥିବା ବେଳେ କରୋନା କଟକଣା ଯୋଗୁଁ ସରକାର ଲକଡାଉନ ଘଷଣା କରିଛନ୍ତି। ସେଥିପାଇଁ ବିକ୍ରୟ ପାଇଁ ବିକ୍ରିର ସୁବିଧା ସୁଯୋଗ ନଥିବା ବେଳେ ବାହାର ଜିଲ୍ଲାକୁ ମଧ୍ୟ ଆମ୍ବ ଯାଇ ପାରୁନି

  • Saturday, 19 June 2021
child-sale
ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା!

ଭୁବନେଶ୍ୱର: ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା! ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ଏଭଳି କାରଣ ସାମ୍ନାକୁ ଆସିଛି। ୟୁନିଟ୍ ୩ ମାଳିସାହି ଅଞ୍ଚଳରୁ ଶିଶୁଟିକୁ ଉଦ୍ଧାର କରିଛି…

  • Saturday, 19 June 2021
kohli
ଫାଇନାଲ ଟକ୍କର: ଟସ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ, ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ସାଉଥମ୍ପଟନ: ଇଂଲଣ୍ଡର ସାଉଥମ୍ପଟନ୍‌ରେ ଚାଲିଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚ। ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଦୁଇ ଓପନ୍‌ର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଭଲ ଆରମ୍ଭ କରିଥିବା…

  • Saturday, 19 June 2021
10 rs.
୧୦ ଟଙ୍କିଆ ନୋଟ୍‌ ବଦଳରେ ମିଳୁଛି ୩୦ ହଜାର ଟଙ୍କା?

୧୦  ଟଙ୍କିଆ ନୋଟ୍‌ ଦେଲେ ମିଳିବ ୩୦ ହଜାର ଟଙ୍କା। ହୁଏତ ଏହି ଖବର ଶୁଣିବା ପରେ ଆପଣ କହିବେ ଏହା ଗୁଜବ ବୋଲି। କିନ୍ତୁ ଏହା ପୂରା ସତ୍ୟ। ଯଦି ଆପଣଙ୍କ ଘରେ କେଉଁଠାରେ ବି ଏକ ନିର୍ଦ୍ଧିଷ୍ଟ ପ୍ରକରର ୧୦ ଟଙ୍କିଆ ଥାଏ ତେବେ ଆପଣମାନେ ତାହା ବଦଳରେ ୩୦ ହଜାର ଟଙ୍କା ପାଇବେ

  • Saturday, 19 June 2021
covid-winner
କରୋନାକୁ ହରାଇଲେ ଶହେ ବର୍ଷର ବୃଦ୍ଧା

ନୟାଗଡ଼: କରୋନା ନାଁ ଶୁଣିବା ମାତ୍ରକେ ସତେ ଯେପରି ଛାତି ଥରି ଉଠୁଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏ ସବୁ ବର୍ଗର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। କରୋନା କେତେ ଯେ ଘର ଭାଙ୍ଗିସାରିଲାଣି ଆଉ କେତେ ଯେ…

  • Saturday, 19 June 2021
lockdown
ସଂକ୍ରମଣ କମୁଛି: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ କାଲିଠୁ ଏହି ରାଜ୍ୟରେ ଉଠିବ ଲକଡାଉନ୍‌

ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ଅନେକ ରାଜ୍ୟ ମଧ୍ୟ ଲକଡାଉନ୍‌ କୋହଳ କରିବା ସହ ଲକଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି

  • Saturday, 19 June 2021
gang raped
ବିବାହର ପ୍ରତିଶ୍ରୁତି ଦେଇ ୮ ବର୍ଷ ହେଲା ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲେ ଯୁବକ

ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକର ଦ୍ୱିତୀୟ ବିବାହକୁ ରୋକିବା ଲାଗି SDM ଙ୍କ ପାଖରେ ଗୁହାରି କରିଛନ୍ତି ପ୍ରେମିକା। SDM ଙ୍କୁ ନିଜ ଅଫିସରେ ଭେଟିବା ସହ ସର୍ବସମ୍ମୁଖରେ କାନ୍ଦି କାନ୍ଦି ନିଜର ଦୁଃଖ ଜଣାଇଛନ୍ତି ଜଣେ ପ୍ରେମିକା

  • Saturday, 19 June 2021
covid-vaccaination
ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା। ଏମାନଙ୍କ ମଧ୍ୟରେ ରହିଛନ୍ତି ୧ ଲକ୍ଷ ୩୬ ହଜାର ୧୭୦ ଜଣ ସ୍ୱାସ୍ଥ୍ୟକର୍ମୀ। ସେହିପରି ୬୧ ହଜାର ୪୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ଟିକାକରଣ କରାଯାଇନାହିଁ।…

  • Saturday, 19 June 2021
Untitled-1
ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆମେରିକା ଗଲେ ରଜନୀକାନ୍ତ

ମୁମ୍ବାଇ : ସୁପରଷ୍ଟାର ରଜନୀକାନ୍ତ ୧୮ ଜୁନ୍ ରାତିରେ ଆମେରିକା ଯାଇଛନ୍ତି। କୁହାଯାଉଛି ଯେ ସେ ସେଠାରେ କିଛି ସପ୍ତାହ ରହିବେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ଏହି କାରଣରୁ ରଜନୀକାନ୍ତଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇ ବିମାନବନ୍ଦରରେ ଦେଖିବାକୁ…

  • Saturday, 19 June 2021
Zomato-Guy-Bike
ବଦଳିଗଲା Zomato ବଏଙ୍କର ଭାଗ୍ୟ : ସାଇକେଲ୍‌ରେ ଖାଇବା ଡେଲିଭର କଲେ, ବାଇକ୍‌ ଗିଫ୍ଟ ପାଇଲେ

ଜୁନ୍‌ ୧୪ ତାରିଖ ରାତି ପ୍ରାୟ ୧୦ ଟା ହେବ। ହାଇଦ୍ରାବାଦ୍‌ର ବାସିନ୍ଦା ରୋବିନ ମୁକେଶ ହୋଟେଲ୍‌ରୁ ଖାଇବା ଅର୍ଡର କରିଥିଲେ।ଆଉ ଏହି ଡେଲିଭରି ଦାୟିତ୍ୱ ଜୋମାଟୋର ଏକଜ୍ୟୁକିଟିଭ୍‌ ମହମ୍ମଦ ଅକିଲ ଅହମ୍ମଦଙ୍କୁ ମିଳିଥିଲା। ହେଲେ ଖାଇବା ଡେଲିଭରି କରିବା ପାଇଁ ତାଙ୍କ ପାଖରେ ଗାଡ଼ି ନଥିଲା

  • Saturday, 19 June 2021
ଋତୁସ୍ରାବ ସମସ୍ୟା ଦୂରକରିବା ସହ ଅନେକ ଫାଇଦା ଦେଇଥାଏ ସୂର୍ଯ୍ୟନମସ୍କାର

ଯୋଗ ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିରେ ସହଯୋଗ କରିଥାଏ। ଯୋଗର ସବୁଠାରୁ ବଡ଼ ଓ ଲାଭଦାୟକ ଅଂଶ ହେଲା ସୂର୍ଯ୍ୟନମସ୍କାର। ସୂର୍ଯ୍ୟ ନମସ୍କାର ଶରୀରରେ ପ୍ରାଣଶକ୍ତି ବୃଦ୍ଧି କରିବା ସହ ଏକ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ। କେତେକ ପ୍ରକାରର ଆସନର ମିଶ୍ରଣରେ…

orona-14pm
ମଣିଷ ପରେ ଜୀବଜନ୍ତୁଙ୍କୁ ହେଲାଣି କରୋନା

ମଣିଷଙ୍କ ପରେ ଏବେ ବନ୍ୟ ଜନ୍ତୁଙ୍କୁ ମଧ୍ୟ ଆକ୍ରମଣ କଲାଣି କରୋନା। ଚେନ୍ନାଇ ଏରିଗ୍ନର ଚିଡ଼ିଆଖାନାର ୪ଟି ସିଂହଙ୍କୁ କରୋନା ହୋଇଥିବା ଜଣାପଡ଼ିଛି।

  • Saturday, 19 June 2021
Health Director Bijay Mohapatra
‘ଭ୍ୟାକ୍‌ସିନ୍‌ ନେବା ପରେ ଯେ କୋଭିଡ୍‌ ହେବନି, ଏପରି କିଛି ନାହିଁ’

ଭୁବନେଶ୍ୱର: ‘ଭ୍ୟାକ୍‌ସିନ୍‌ ନେବା ପରେ ଯେ କୋଭିଡ ହେବନି, ଏପରି କିଛି ନାହିଁ। ବିଭିନ୍ନ ଭ୍ୟାକ୍‌ସିନ୍‌ ୭୦ରୁ ୯୦ ପ୍ରତିଶତ ମଧ୍ୟରେ କାର୍ଯ୍ୟ କରୁଛି। ଭ୍ୟାକ୍‌ସିନ୍‌ ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି’ ବୋଲି ସ୍ୱାସ୍ଥ୍ୟ…

  • Saturday, 19 June 2021
Bijoy-Mahapatra
କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଦାବି କଲେ ବିଜୟ ମହାପାତ୍ର

ଶ୍ରୀକ୍ଷେତ୍ର ସହ ତୁଳସୀ କ୍ଷେତ୍ରର ସଂପର୍କ ଥିବାରୁ କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଦାବି। ପ୍ରେସମିଟ୍‌ରେ ଏନେଇ ଦାବି ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

  • Saturday, 19 June 2021
Untitled-1
ଆଜିର ଜୀବନରେ ଯୋଗର ପ୍ରାସଙ୍ଗିକତା

ସାରା ବିଶ୍ଵ ଯୋଗ ଦିବସ ପାଳନ କରୁଛି। ବର୍ତ୍ତମାନ ମଣିଷର ଆଧ୍ୟାତ୍ମିକ ଜୀବନକୁ ପୁନରୁଦ୍ଧାର କରାଯାଇ ଯୋଗକୁ ଜୀବନର ଏକ ପ୍ରଧାନ ଅଂଶ କରାଯାଇ ପାରିଛି। ଆଧ୍ୟାତ୍ମିକ ମାର୍ଗରେ ଚରମ ଲକ୍ଷ୍ୟ ହେଉଛି ଯୋଗର ମୂଳ ପ୍ରସଙ୍ଗ। ଆଧ୍ୟାତ୍ମିକ ଜୀବନର ଲକ୍ଷ…

  • Saturday, 19 June 2021
woman died
କୋଭିଡ୍‌ ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା: କୋଭିଡ୍‌ ଟିକା ନେବା ପରେ ରାଉରକେଲାରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ମହିଳା ହେଲେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମାଗୁଣି ବସ୍ତିର କବିତା ଦନ୍ତାଳୀ। ଜୁନ ୧୭ ତାରିଖ ଅପରାହ୍ନ ୪ଟାରେ ସେ…

  • Saturday, 19 June 2021