Advertisment

ଆସନ୍ତାକାଲିଠୁ ବିଜେପିର ପ୍ରତିବାଦ, ଅଘୋଷିତ ବିଦ୍ୟୁତକାଟ ନେଇ ବିଜେପିର ପ୍ରତିବାଦ

ଆସନ୍ତାକାଲିଠୁ ବିଜେପିର ପ୍ରତିବାଦ। ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତକାଟ ନେଇ କାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପ୍ରତିବାଦ କରିବ । କରୋନା ସମୟରେ ଲୋକଙ୍କ ଉପରେ ବିଦ୍ୟୁତ ଦରବୃଦ୍ଧି ଲଦି ଦିଆଯାଇଥିବା ବିଜେପି ଅଭିଯୋଗ କରିଛି ।

author-image
Prangyan Parimita

ଆସନ୍ତାକାଲିଠୁ ବିଜେପିର ପ୍ରତିବାଦ। ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତକାଟ ନେଇ କାଲିଠୁ ସପ୍ତାହେବ୍ୟାପୀ ପ୍ରତିବାଦ କରିବ ବିଜେପି । କରୋନା ସମୟରେ ଲୋକଙ୍କ ଉପରେ ବିଦ୍ୟୁତ ଦରବୃଦ୍ଧି ଲଦି ଦିଆଯାଇଥିବା ବିଜେପି ଅଭିଯୋଗ କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ରାଜ୍ୟବାସୀଙ୍କୁ ବିଦ୍ୟୁତ କଂପାନୀ ଭୁଆଁ ବୁଲାଇ ମନଇଛା ବିଦ୍ୟୁତକାଟ କରୁଥିବା ବିଜେପି ଅଭିଯୋଗ କରିଛି । 

Advertisment
Bhubaneswar Odisha
Advertisment
Advertisment