• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

holi
କରୋନା ଭୟ: ଏଥର କେମିତି ହେବ ହୋଲି ଖେଳ ? ଚାଇନା ରଙ୍ଗକୁ...

ଭୁବନେଶ୍ୱର: ଆଉ ଦୁଇଟା ଦିନ ପରେ ରଙ୍ଗର ପର୍ବ ହୋଲି। ହେଲେ ଏବର୍ଷ ରଙ୍ଗର ପର୍ବ ସେତେଟା ରଙ୍ଗୀନ ହୋଇନପାରେ।  ଫିକା ପଡ଼ିପାରେ ଉତ୍ସାହ। ଯାହାର ପୂର୍ବାଭାସ ଦେଖିବାକୁ ମିଳିଛି ହୋଲି ବଜାରରେ। କରୋନାରୁ ବର୍ତ୍ତିବାକୁ ବହୁ ଲୋକ ଘର ଭିତରେ ରହି ହୋଲି ପାଳିବାକୁ ନିଷ୍ପତ୍ତି ନେଇଥିବାରୁ, ରଙ୍ଗ ବେପାର ଏଯାଏଁ ଆରମ୍ଭ ହୋଇନି କହିଲେ ଚଳେ। ସେପଟେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ବି ହୋଲି ମିଳନରୁ ବିରତ ରହିବେ ବୋଲି ସୂଚନା ମିଳିଛି। […]

  • Wednesday, 14 July 2021
rajyasabha
ରାଜ୍ୟସଭା ସିଟ୍ ବଣ୍ଟନର ଗୁମର କଥା, ତୋଷାମଦ ପାଇଁ ମିଳିଲା କି ଟିକେଟ!

ଭୁବନେଶ୍ୱର: ରାଜ୍ୟସଭା ରେସରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କ ନାଁରେ ସୁପ୍ରିମୋ ନବୀନଙ୍କ ବାଜିଲା ମୋହର। ଉପକୂଳ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଏଥର ରାଜ୍ୟର ସବୁ ପ୍ରାନ୍ତରୁ ପ୍ରାର୍ଥୀ ବାଛି ବାଲାନ୍ସ କାର୍ଡ ଖେଳିଛନ୍ତି ନବୀନ। ତେବେ କଳିକେଶ, ମହେଶ୍ୱର, ଦେବାଶିଷଙ୍କ ଭଳି ପୁରୁଣାଙ୍କ ନେତା ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିବା ସତ୍ତ୍ୱେ ତାଙ୍କୁ ବାଦ୍ ଦେଇ ନୂଆଙ୍କ ଉପରେ ନବୀନ […]

  • Wednesday, 14 July 2021
op
କରୋନା ଭୟ: ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି, ମନ୍ତ୍ରୀଙ୍କୁ ବିଦେଶ ଯାତ୍ରା ମନା

ଭୁବନେଶ୍ୱର: କେମିତି ଓଡ଼ିଶାର ପାଖ ମାଡ଼ିବନି କରୋନା ଭାଇରସ୍? ରାଜ୍ୟକୁ କେମିତି ପ୍ରଭାବିତ କରିବନି ଏ ଭୂତାଣୁ? ଗଲା କିଛି ଦିନ ଧରି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା କରାନା ଭାଇରସ୍ ମୁକାବିଲା ଲାଗି ସବୁ ପ୍ରକାର ପ୍ରସ୍ତୁତି କରିଛି ଓଡ଼ିଶା। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍‌ସିଂ ପରେ ଆଜି ସ୍ଥିତି ସମୀକ୍ଷା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ଏହାପରେ କରୋନା ମୁକାବିଲା ପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍। ଏହା ଅନୁସାରେ ପରବର୍ତ୍ତୀ ନିର୍ଦ୍ଦେଶ […]

  • Wednesday, 14 July 2021
prashhnna
କଥା ଦେଇ କଥା ରଖିଲେନି ମୁଖିଆ: ନିରାଶ ହେଲେ ପାଟ୍ଟଶାଣୀ ଓ ରମେଶ

ଭୁବନେଶ୍ୱର: ପୁଣି ନିରାଶ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ। ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ତାଙ୍କ ନାଁ ନଥିବାରୁ ଉଭୟ ନେତା ନିରାଶ ହୋଇଛନ୍ତି। ସାଧାରଣ ନିର୍ବାଚନବେଳେ ଉଭୟ ପାଟ୍ଟଶାଣୀ ଓ ଚାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ନବୀନ ନିଜେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାଙ୍କୁ ଟିକଟ୍ ମିଳିନାହିଁ। ପ୍ରତିକ୍ରିୟାରେ ପାଟ୍ଟଶାଣୀ କହିଛନ୍ତି, ଟିକଟ୍ ପାଇବାକୁ ତାଙ୍କର ପୂର୍ଣ୍ଣ ଭରସା ଓ ବିଶ୍ୱାସ ଥିଲା। କିନ୍ତୁ କଣ ପାଇଁ କଟିଲି, ମୁଁ […]

  • Wednesday, 14 July 2021
minor boy
ନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ଆସିଲେ ୨ ନାବାଳକ, ରାତି ଅଧରେ ଚାଲିଲେ ୧୦ କି.ମି.

ନିର୍ଯାତନା ଦେଉଥିଲେ ସେବାଶ୍ରମ ମାଲିକ। ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିଲେ। ଏପରିକି ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା ମଧ୍ୟ କରିବାକୁ ବି କହୁଥିଲେ।

  • Wednesday, 14 July 2021
  • Odisha
balasore
ବିଦେଶିନୀଙ୍କ କାଳିଆ ପ୍ରେମ : ପ୍ରାଞ୍ଜଳ ଭାବେ ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି ଜର୍ମାନୀରୁ ଆସିଥିବା ଲୀଳାବତୀ

ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରି ପାରୁନାହାନ୍ତି ।

corona
୨୪ ଘଣ୍ଟାରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ : ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି ।

Lord Jagannath
ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ମଣ୍ଡପରେ ହେବ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ଦିନଟିଏ କାଟିବା ପରେ ଗତକାଲି ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତିଅ କାଳିଆ ସାଆନ୍ତଙ୍କ ସହ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା ।

cuttack bus terminal
ନେତାଜୀ ବସ୍ ଟର୍ମିନାଲ ପାଇଁ ଜୋରସୋରରେ ଚାଲିଛି କାମ : ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି କଟକବାସୀ ।

nabarangpur
ସାପ କାମୁଡ଼ିଥିବା ଝିଅକୁ ନିଆଗଲା କଟକ; ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ତତ୍ପରତା

ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ସାରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।

Corona Virus
ସଂକ୍ରମଣ କମୁଛି, ଉଠିବ କି ଲକଡାଉନ୍‌?

ମେ ୫ରୁ ଜୁଲାଇ ୧୩ ଦୁଇମାସରୁ ଅଧିକ ସମୟ ଧରି ରାଜ୍ୟରେ ଲାଗି ରହିଛି କୋଭିଡ୍ କଟକଣା। ଆଉ ଦୁଇ ଦିନ ପରେ ଶେଷ ହେବ ପଂଚମ ପର୍ଯ୍ୟାୟ ଆଂଶିକ ଲକଡାଉ‌ନ। ତା ପରେ କି ନିଷ୍ପତ୍ତି ନେବେ ରାଜ୍ୟ ସରକାର? ସଂପୂର୍ଣ୍ଣ ଅନଲକ୍‌ ପ୍ରକ୍ରିୟାକୁ ଯିବେ ନା ନା ପୁଣିଥରେ କାଟାଗୋରି A, B ଫର୍ମୁଲା ଅନୁଯାୟୀ କଟକଣା ଲଗାଇବେ, ତାକୁ ନେଇ ଚାଲିଛି ତର୍ଜମା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ବି ୩ ପ୍ରତିଶତ ପାଖକୁ ଆସିଲାଣି

Cycle
ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି

Snake
ସାପ କାମୁଡ଼ିବା ପରେ ଯନ୍ତ୍ରଣାରେ ବିତୁଛି କୁନି ଝିଅର ଜୀବନ

୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା।

Child Dead Body
୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କଲା ମା’

ଘରୋଇ କଳିରୁ ଜଘନ୍ୟ କାଣ୍ଡ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ମାଆ ମେଡିକାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ ।

lightening
ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ଆଗରେ

ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି ।

ACF Killed paralakhemundi
ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ବଢ଼ୁଛି ସନ୍ଦେହ, ପତ୍ନୀଙ୍କୁ ପରିବାରର ଆଙ୍ଗୁଳି ନିର୍ଦେଶ

ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

covaxin
ରାଜ୍ୟରେ ଅଭାବ ରହିବନି ଟିକା, ମହଜୁଦ୍‌ ବାଦ୍ ପୁଣି ଆସିଲା କୋଭାକ୍ସିନ

ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।

Bol
ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ

Balabhadra Pahandi
ଶ୍ରୀଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜିଉ, ଗୋଟି ପହଣ୍ଡିରେ ବିଜେ ହେବେ ମହାପ୍ରଭୁ

ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

hacked to death
ଏକା ସାଙ୍ଗରେ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

ଅସୁସ୍ଥ ସ୍ତ୍ରୀର ଚିକିତ୍ସା କେମିତି କରିବେ, ସେହି ଚିନ୍ତାରେ ପର୍ଶୁରାମ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପଡ଼ୋଶୀମାନେ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆରପଟେ ସ୍ତ୍ରୀ କବିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ମଧ୍ୟ ଜୀବନ ଚାଲିଗଲା। ଗାଁ ଲୋକେ ଏକା ସମୟରେ ଅଲଗା ଅଲଗା ଜୁଇରେ ଦୁଇଟି ଯାକ ମୃତଦେହକୁ ଦାହ କରିଛନ୍ତି।

dmet chief
ଓଡ଼ିଶାରେ ଫ୍ଲାଟିନିଙ୍ଗ କର୍ଭରେ ରହୁଛି କରୋନା ସଂକ୍ରମଣର ସ୍ଥିତି: ଡିଏମ୍ଇଟି ମୁଖ୍ୟ

ଓଡ଼ିଶାରେ ଫ୍ଲାଟିନିଙ୍ଗ କର୍ଭ ବା ସମାନ୍ତରାଳ ଭାବେ ରହୁଛି କରୋନା ସଂକ୍ରମଣର ସ୍ଥିତି ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍ ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ମୁଖ୍ୟ  ସିବିକେ ମହାନ୍ତି ଆଜି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି,“ରାଜ୍ୟରେ ଫ୍ଲାଟିନିଙ୍ଗ […]

  • Tuesday, 13 July 2021
koraput
ଆତ୍ମହତ୍ୟା ପୂର୍ବରୁ ଭିଡ଼ିଓ କରି କହିଲେ- "ଭାଇ, ସରି ମୁଁ ତମ କଥା ରଖିପାରିଲିନି..."

ସୁନାବେଢ଼ା: “ଭାଇ, ସରି ମୁଁ ତମ କଥା ରଖିପାରିଲିନି। କିଛି ଭୁଲ ପଦକ୍ଷେପ ନନେବା ପାଇଁ ତୁମେ ମୋତେ କହିଥିଲ, ହେଲେ ଏମାନେ ମୋତେ ଶାନ୍ତିରେ ରଖେଇ ଦେବେ ନାହିଁ। ଏମାନେ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି..” ଆତ୍ମହତ୍ୟା ପୂର୍ବରୁ ଏଭଳି କିଛି କହିଥିଲେ ଜଣେ ମହିଳା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ସେ କିଛି ଲୋକଙ୍କୁ ଦାୟୀ କରିବା ସହ ତାଙ୍କ ନାଁ ମଧ୍ୟ ନେଇଛନ୍ତି। […]

  • Tuesday, 13 July 2021
vaccination
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେସନ୍ ସାଇଟ୍ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ତେବେ ମେ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ, ସେବେ ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ଆଜି ଆଉ ୯୦ ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ଅନ୍ୟପକ୍ଷେ, ଆଜି ଯାଜପୁର […]

  • Tuesday, 13 July 2021