• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

branch-post
୨୯ ଯାଏଁ ଶାଖା ଡାକଘର ବନ୍ଦ

ଭୁବନେଶ୍ୱର: କରୋନା ଯୋଗୁଁ ଡାକସେବା ପ୍ରଭାବିତ ହୋଇଛି। ‘କରୋନା’ ପାଇଁ ଘୋଷଣା ହୋଇଥିବା ଲକଡାଉନ୍‌, ଟ୍ରେନ ଓ ବିମାନ କଟକଣା ଯୋଗୁଁ ଏହା ପ୍ରଭାବିତ ହୋଇଛି। ଆସନ୍ତାକାଲିଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ରାଞ୍ଚ ପୋଷ୍ଟ ଅଫିସ ବନ୍ଦ ରହିବ। ବ୍ରାଞ୍ଚ ଓ ବି, ସି ବର୍ଗର ପୋଷ୍ଟ ଅଫିସ ବନ୍ଦ ରହିବ। ତେବେ ମୁଖ୍ୟ ଅଫିସ ଓ ଅନ୍ୟ ବଡ଼ ବ୍ରାଞ୍ଚ ୫୦ ପ୍ରତିଶତରୁ କମ୍ କର୍ମଚାରୀରେ ଚାଲିବ। ସମସ୍ତ RMC ବନ୍ଦ ରହିବା […]

  • Wednesday, 14 July 2021
cur
ଆଜି ନିରବ ଥିଲା ବ୍ୟସ୍ତବହୁଳ ରାଜଧାନୀ; ଚାରିଆଡେ ଶୂନଶାନ ଚୁପଚାପ୍

ଭୁବନେଶ୍ୱର: କରୋନା ଲଢ଼େଇରେ ଜାଗ୍ରତ ଯୋଦ୍ଧା ସାଜିଛି ଓଡ଼ିଶା। ସଫଳ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଅକ୍ଷରେ ଅକ୍ଷରେ ପାଳନ ହୋଇଛି କରୋନା ଭାଇରସକୁ ମାତ ଦେବାର ଅଭିଯାନ। ବାଲେଶ୍ୱରରୁ ବ୍ରହ୍ମପୁର, ରାଉରକେଲାରୁ ରାଜଧାନୀ ସାରା ରାଜ୍ୟରେ ଆଜି ଜନତା କର୍ଫ୍ୟୁକୁ ମିଳିଛି ସ୍ୱତଃ ସମର୍ଥନ। ଜନଶୂନ୍ୟ ଜନଗହଳିପୂର୍ଣ୍ଣ ରାସ୍ତା, ଚାରିଆଡେ ଖାଁ ଖାଁ। ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକ, ଜୟଦେବ ବିହାର ଓଭର ବ୍ରିଜ୍ ଓ ରାମ ମନ୍ଦିର ଛକରେ ଜଣେ ଲୋକଙ୍କୁ ବୁଲିବାର ଦେଖିବାକୁ […]

  • Wednesday, 14 July 2021
naveen
ବେଲଣା କାଠିରେ ବାଡେଇ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳି ବଜାଇବା ସହ ବେଲଣା ପଟା ବାଡ଼େଇ କୋଭିଡ୍-୧୯ ମୁକାବିଲା ପାଇଁ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୋଦ୍ଧାଙ୍କୁ ନିଜ କୃତଜ୍ଞତା ଜଣାଛନ୍ତି। ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀ, ପରିବହନ କର୍ମଚାରୀ, ପୋଲିସ, ମିଡିଆ କର୍ମୀ ଏବଂ ଅନ୍ୟ ସହଯୋଗୀ ବ୍ୟକ୍ତିଙ୍କ ପାଇଁ ସେ ତାଳି ବଜାଇଥିବା ଟ୍ୱିଟ୍ କରିଛନ୍ତି। Deep gratitude to millions of frontline warriors working relentlessly to contain #COVID19. I […]

  • Wednesday, 14 July 2021
nagchi
'ଲକଡାଉନରେ ଥିଲେ ମହାପ୍ରଭୁ, ଏବେ ଆମେ ରହିବା'

ଭୁବନେଶ୍ୱର: କରୋନା ଭଳି ଅଚାନକ ବର୍ହିଶତ୍ରୁର ବିପଦକୁ ଏଡ଼ାଇବାକୁ ସାଧାରଣ ଲୋକଙ୍କ ପାଇଁ ଲକ୍ ଡାଉନ୍ ଜରୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବର୍ହିଶତ୍ରୁଙ୍କ ଆଡ଼ୁ ବିପଦ ସମୟରେ ତାଙ୍କର ସେବକମାନେ ତାଙ୍କୁ ବର୍ଷବର୍ଷ ଧରି ଲକ୍ ଡାଉନ ଅବସ୍ଥାରେ ରଖୁଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯିିବା ସହ ସାଧାରଣ ଲୋକମାନେ ଏଥିରୁ ନୀତିଶିକ୍ଷା ଲାଭ କରି ପରସ୍ପରକୁ ସାହାସ ଦେବା ଓ ଶାନ୍ତ୍ୱନା ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୫ଟି ଜିଲ୍ଲା […]

  • Wednesday, 14 July 2021
doctor
୩୬୫ ଡାକ୍ତରଙ୍କୁ ନିର୍ଦ୍ଦେଶ: ମାସକ ଭିତରେ ଚାକିରିରେ ଯୋଗ ଦିଅ

ଭୁବନେଶ୍ୱର: କରୋନାକୁ ମୁକାବିଲା କରିବା ଲାଗି ଯେପରି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବ, ସେନେଇ ତ୍ୱରିତ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର। ୩୬୫ଜଣ ଡାକ୍ତରଙ୍କୁ ଆଜି ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦେଇଛନ୍ତି ସରକାର। ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ ଏହି ଡାକ୍ତରମାନେ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କୁ ମାସକ ମଧ୍ୟରେ ନିଜର ନୂଆ ଚାକିରିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆସିଷ୍ଟାଣ୍ଟ […]

  • Wednesday, 14 July 2021
ticket
ରେଲୱେ ଟିକେଟ ଫେରସ୍ତ ନିୟମ କୋହଳ

ଭୁବନେଶ୍ୱର: ଟିକେଟ୍ ବାତିଲ ପରେ ଟଙ୍କା ମିଳିବାକୁ ନେଇ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଟିକେଟ ଫେରସ୍ତ ପାଇଁ ନିୟମକୁ କୋହଳ କରିଛି ଭାରତୀୟ ରେଲୱେ। ମାର୍ଚ୍ଚ ୨୧ରୁ ଏପ୍ରିଲ୍ ୧୫ ଯାଏଁ ଯେଉଁ ସବୁ ଟ୍ରେନ୍ ବାତିଲ୍ ହୋଇଛି, ସେହି ଟ୍ରେନ ଯାତ୍ରୀ ଯାତ୍ରା ତାରିଖଠାରୁ ୪୫ ଦିନ ମଧ୍ୟରେ ଟିକେଟ୍ ଦାଖଲ କରି କାଉଣ୍ଟରରୁ ଟଙ୍କା ନେଇପାରିବେ। ସେହିପରି ମାର୍ଚ୍ଚ ୨୧ରୁ ଏପ୍ରିଲ୍ ୧୫ ଭିତରେ ଯେଉଁ ଟ୍ରେନ୍ ବାତିଲ୍ ହୋଇନାହିଁ, ସେହି […]

  • Wednesday, 14 July 2021
corona-odishA
ଗଣମାଧ୍ୟମ ଉପରେ କଟକଣା: 'କରୋନା' ରୋଗୀଙ୍କ ନାଁ କହିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ନାମ ଓ ସେମାନଙ୍କ ସମ୍ପର୍କୀୟଙ୍କ ନାମ ଯେପରି ଗଣମାଧ୍ୟମରେ ପ୍ରକାଶିତ ନହୁଏ, ଏନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ-୧୯ ସଂକ୍ରମିତ କୌଣସି ରୋଗୀଙ୍କ ନାଁ ଓ ଠିକଣାକୁ କୌଣସି ପରିସ୍ଥିତିରେ ବି କୌଣସି ଗଣମାଧ୍ୟମରେ ପ୍ରକାଶିତ କରାଯାଇ ପାରିବ ନାହିଁ। ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍ ଓ ସୋସିଆଲ ମିଡିଆ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ।କୋଭିଡ୍‌-୧୯ରେ ସଂକ୍ରମିତ ବ୍ୟକ୍ତି, ତାଙ୍କର ପରିବାର ବର୍ଗ, ସମ୍ପର୍କୀୟ, ତାଙ୍କୁ ଚିକିତ୍ସା […]

  • Wednesday, 14 July 2021
market
ଲକ୍ ଡାଉନ୍ ସମୟରେ ଏସବୁ ଖୋଲା ରହିବ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଲକ୍ ଡାଉନରୁ ମୁକ୍ତ ରହିବ। ଏହି ଲକ୍ ଡାଉନ୍ ସମୟରେ ବସ୍, ଟ୍ରେନ୍, ବିମାନସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ହୋଲସେଲ୍ ବଜାର ବି ଖୋଲା ରହିବ। ସେହିପରି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍ ଖୋଲା ରହିବ। ମ୍ୟୁନିସିପାଲିଟି, ପୋଲିସ, ଅଗ୍ନିଶମ […]

  • Wednesday, 14 July 2021
market
ରାଜଧାନୀରେ ବନ୍ଦ ରହିବ ଏହି ସବୁ ଶୋ'ରୁମ ଓ ଦୋକାନ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ରାଜଧାନୀରେ ବନ୍ଦ ରହିବ ସୋ ରୁମ ଓ ଦୋକାନ। ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱରରେ କେଉଁ ସବୁ ଦୋକାନ ବନ୍ଦ ରହିବ ତାହା ସ୍ପଷ୍ଟ କରିଛି ବିଏମସି। କଣ ବନ୍ଦ ରହିବ? ସୁନା ଗହଣା ଶୋରୁମ ଇଲେକ୍ଟ୍ରୋନିକ୍ସ ଶୋରୁମ ଓ ଦୋକାନ ଚାରି ଚକିଆ, ଅଟୋମୋବାଇଲ, ବାଇସାଇକେଲ ଶୋରୁମ କ୍ରୀଡ଼ା ସାମଗ୍ରୀ ଶୋରୁମ ଫର୍ଣ୍ଣିଚର ଶୋରୁମ ଗୋଦାମ […]

  • Wednesday, 14 July 2021
travel
ଗାଡ଼ି ଚଳାଚଳ ନେଇ ଆସିଲା ନୂଆ ନିୟମ, କାଲିଠାରୁ ଲାଗୁ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜଧାନୀରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ଫର୍ମୂଲା। ବସ, ଟ୍ୟାକ୍ସି, ଅଟୋରେ ଲାଗୁ ହେବ ଏହି ଫର୍ମୁଲା। ଏହା ଲାଗୁ ହେଲେ ସହରରେ କେବଳ ଯୁଗ୍ମ ନମ୍ବର ଓ ତା’ ପର ଦିନ କେବଳ ଅଯୁଗ୍ମ ନମ୍ବର ଗାଡ଼ି ଚଳାଚଳ କରିବ। ଏହାକୁ ଲାଗୁ କରିବା ପାଇଁ ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି। କରୋନା ମୁକାବିଲା ନେଇ ଅଣ୍ଟା ଭିଡ଼ିଛି ବିଏମସି। ଜନସମାଗମକୁ ରୋକିବାକୁ ଯାଇ ନୂଆ ପଦକ୍ଷେପ। ରାଜଧାନୀରେ ଶନିବାର ଅଡ-ଇଭିନ ଫର୍ମୁଲା ଲାଗୁ […]

  • Wednesday, 14 July 2021
bar
ବନ୍ଦ ହେବ ରେସ୍ତୋରାଁ ଓ ବାର୍

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାର ଆହୁରି ତତ୍ପର ହୋଇଛନ୍ତି। କରୋନା ପାଇଁ କଟକଣାକୁ ଆହୁରି ବଢ଼ାଇଲେ ରାଜ୍ୟ ସରକାର। ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୟାକ୍ସି ଓ ଅଟୋ ଦିନେ ଛାଡ଼ି ଦିନେ ପରିବର୍ତ୍ତିତ ଭାବେ ଚାଲିବେ। ସବୁ ସପିଂ କଂପଲେକ୍ସ ଓ ଗାଁ ହାଟ କେବଳ ଖାଦ୍ୟ ସାମଗ୍ରୀ ବିକିବେ। […]

  • Wednesday, 14 July 2021
lightning
ବଜ୍ରପାତରେ ୭ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ। ଆଜି ଅପରାହ୍ଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଠାତ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର  ତୋଳାଳିଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ୨ ଜଣ ଲେଖାଏଁ ମୃତ୍ୟୁ ହୋଇଛି। କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଦମପୁର ପଞ୍ଚାୟତର ଚାନ୍ଦିପୋଷ ଗାଁରେ ବଜ୍ରପାତ ହେବାରୁ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କୁଆପଥର […]

  • Wednesday, 14 July 2021
quarantine-centre
ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର। ପ୍ରତି ସେଣ୍ଟରରେ ଶଯ୍ୟା, ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦିଆଯିବ। କରୋନା ସଂକ୍ରମଣ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତକୁ ଏଥିଲାଗି ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ସରକାରୀ ହାଇସ୍କୁଲରେ କ୍ୱାରେଣ୍ଟାଇନ୍ ସେଣ୍ଟର ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ପୁରା ସେଣ୍ଟର […]

  • Wednesday, 14 July 2021
d
କରୋନା ପାଇଁ କ'ଣ ବନ୍ଦ ହେବ ଓ କ'ଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ମଲ, ପାର୍କ, ସିନେମା ହଲ, ସୁଇମିଂ ପୁଲ, ଜିମ ସେଣ୍ଟର ଆଦି ବନ୍ଦ କରାଯାଇଛି। କିନ୍ତୁ ଦ୍ୱୈତ ନଗରୀରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡିକ ଖୋଲା ରଖିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ତେଜରାତି ଦୋକାନ, ଫଳ, ‍କ୍ଷାର, ଔଷଧ ଦୋକାନ ଖୋଲା ରହିବ। କେବଳ ସେତିକି […]

  • Wednesday, 14 July 2021
mask1
କେତେବେଳେ ମାସ୍କ ପିନ୍ଧିବା ଆବଶ୍ୟକ?

ଭୁବନେଶ୍ୱର: ବଜାରରେ ମାସ୍କର ପ୍ରବଳ ଚାହିଦା। ଔଷଧ ଦୋକାନ ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ମିଳୁଛି ମାସ୍କ। କରୋନା ସଂକ୍ରମଣ ଆଶଙ୍କାରେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ଔଷଧ ଦୋକାନଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଏପରିକି ଦୋକାନ ଆଗରେ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି। ହେଲେ ଏବେ ବି ଅନେକ ଲୋକ ମାସ୍କକୁ ନେଇ ସମ୍ପୂର୍ଣ୍ଣ ଭାବେ ସଚେତନ ନାହାନ୍ତି। ଜାଣନ୍ତୁ […]

  • Wednesday, 14 July 2021
matric
କାଲିଠୁ ମାଟ୍ରିକ ଖାତା ମୂଲ୍ୟାୟନ; ଗହଳି ରୋକିବାକୁ ୩ଟି ପର୍ଯ୍ୟାୟରେ ଖାତାଦେଖା

ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ ସମୟରେ କରୋନା ସତର୍କତା ଅବଲମ୍ବନ କରାଯିବ। ଶି‍କ୍ଷକ ଓ ଶିକ୍ଷୟତ୍ରୀ ସାନିଟାଇଜର ବ୍ୟବହାର କରିବେ ଓ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରି ଖାତା ଦେଖିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସୂଚନା ଦେଇଛି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ଖାତା ମୂଲ୍ୟାୟନ। ତେବେ ଖାତା ଦେଖା ବେଳେ କରୋନା ସତର୍କତା ଅବଲମ୍ବନ କରାଯିବ। ସବୁ ଡିଇଓ, ବିଇଓ ଓ ଚିଫ୍ ଏକଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ […]

  • Wednesday, 14 July 2021
HUMAN-2
ବିବାଦରେ ହ୍ୟୁମାନଙ୍କ 'ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ': ସୋସିଆଲ୍‌ ମିଡିଆରେ କଡ଼ା ନିନ୍ଦା

ଭୁବନେଶ୍ୱର: ଝିଅ ନୁହେଁ ତୁ କରୋନା ଭାଇରସ୍। ଏହି ଗୀତକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଏହି ଗୀତ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। ତେବେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱର ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତକୁ ସୋସିଆଲ୍‌ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ଏ ନେଇ ଫେସ୍‌ବୁକ୍‌ ଟ୍ୱିଟର୍‌ ଭଳି ସାମାଜିକ ଗଣମାଧ୍ୟମରେ ନାନା […]

  • Wednesday, 14 July 2021
coronna
ସଚେତନତା ହିଁ କରୋନାର ପ୍ରତିଷେଧକ: ସୁସ୍ଥ ହେଲେଣି ୮୪,୩୦୭

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ଭାଇରସ୍ ତଥା ‘କୋଭିଡ୍-୧୯’କୁ ନେଇ ଛାନିଆ  ନହେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେବଳ ସତର୍କତାମୂଳକ ପଦକ୍ଷେପ ନେଲେ ଏହି ମହାମାରୀକୁ ଏଡାଇ ପାରିବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି। ଭାରତରେ ଏହି ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ମୋଟ ୧୧୫ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ସେଥିରେ ଜଣେ ଓଡ଼ିଶାର ଅଛନ୍ତି। ଦେଶରେ ଆକ୍ରାନ୍ତଙ୍କ […]

  • Wednesday, 14 July 2021
baruni
ବାରୁଣୀ ଯାତ୍ରା, ହରିରାଜପୁର ମେଲଣ ବାତିଲ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ଯାଇ ସମଗ୍ର ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ତେବେ ଆସନ୍ତା ମାର୍ଚ୍ଚ ୨୧ରେ ଦଶାଶ୍ୱମେଧ ଘାଟ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବନ୍ଦ କରିଦିଆଯାଇଛି। ସେହିପରି ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ଜିଲ୍ଲା ପ୍ରଶାସନ ବାତିଲ କରିଦେଇଛି। ପ୍ରତିବର୍ଷ ଚୈତ୍ର ମାସରେ ବାରୁଣୀ ସ୍ନାନ ପଡ଼ିଥାଏ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ […]

  • Wednesday, 14 July 2021
market-1
ବଜାରରେ କରୋନା ମାଡ଼, ବେପାର ମାନ୍ଦା

ଭୁବନେଶ୍ୱର: କରୋନାର ପ୍ରଭାବ ଏବେ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି। ଯେଉଁଛି ଦେଖିବ ସେଠି ଖାଁ ଖାଁ। ରାଜ୍ୟର ବଡ଼ ବଡ଼ ସହରରେ ଥିବା ମଲ ତଥା କମ୍ଲେକ୍ସକୁ ଲୋକେ ଯିବାର ନାହିଁ। ଦେଖିଲେ ଲାଗିବ, ଚାରିଆଡ଼େ କର୍ଫ୍ୟୁର ଦୃଶ୍ୟ। ଏପରି ସ୍ଥିତି ଲାଗି ରହିଲେ ରାଜ୍ୟ ଅର୍ଥନୀତିର ସ୍ଥିତି ଜଟିଳ ହେବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଆଶଙ୍କା କରିଛି। ଆଉ ଅପରପଟେ ଗରାଖ ନ ଆସିବାରୁ ଦୋକାନୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଆଜି ଥିଲା […]

  • Wednesday, 14 July 2021
subrat
‘କରୋନାକୁ ଡ଼ରନି, ୬ ମାସ ସଜାଗ ରୁହ’

ଭୁବନେଶ୍ୱର: ଓଡ଼ିଶାରେ କରୋନା ମୁକାବିଲା ଲାଗି ଦରକାର ୬ ମାସ ପ୍ରସ୍ତୁତି। କରୋନା ଭାଇରସକୁ ନଡ଼ରି କେବଳ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। କୋଭିଡ ୧୯ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ସିଧାସଳଖ ମନିଟରିଂ କରୁଛନ୍ତି। ସମସ୍ତେ ଶାନ୍ତ ଓ ସଚେତନ […]

  • Wednesday, 14 July 2021
ward
କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବେ ସରପଞ୍ଚ ଓ ୱାର୍ଡମେମ୍ବର

ଭୁବନେଶ୍ୱର: ଏଣିକି ଗାଁ ଓ ସହରରେ କରୋନା ସନ୍ଦିଗ୍ଧଙ୍କୁ ଡାକ୍ତର କିମ୍ବା ସରକାରୀ ବାବୁମାନେ ଚିହ୍ନଟ କରିବେ ନାହିଁ। ବରଂ ସନ୍ଦିଗ୍ଧ ଚିହ୍ନଟ କରିବା ପାଇଁ  ସରପଞ୍ଚ, ୱାର୍ଡ ମେମ୍ବର, କର୍ପୋରେଟ, କାଉନସିଲର, ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କରୋନା ଭାଇରସର ମୁକାବିଲା ନେଇ ରାଜ୍ୟ ସରକାର ଏକ ବୈଷୟିକ ପରାମର୍ଶଦାତା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଥିବା ‘ଓଡ଼ିଶା ସିଓଭିଆଇଡି-୧୯ […]

  • Wednesday, 14 July 2021
adima-manisha
ଜଙ୍ଗଲରେ ଘୂରି ବୁଲୁଛନ୍ତି ପ୍ରାଚୀନ ଯୁଗର ମଣିଷ!

ଲଇକେରା: ପ୍ରାଚୀନ କାଳର ମଣିଷକୁ ଆପଣମାନେ କେବଳ ଫିଲ୍ମରେ ଦେଖୁଥିବେ। ହେଲେ ସେହି ମଣିଷ ଏବେ ବି ଜୀବିତ। ହୁଏତ ଏହା ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଯିଏ କେବଳ ଫଳମୂଳ ଖାଇ ଉଲ୍ଲଗ୍ନ ବେଶରେ ଜଙ୍ଗଲରେ ଘୁରି ବୁଲୁଛନ୍ତି। ସେହି ମଣିଷ ଯେତିକି ସମାଜ ଆଖିରେ ଯେତିକି ଅପରିଚିତ ସେତିକି ଅଦ୍ଭୁତ। କହିବାକୁ ଗଲେ ଏକବିଂଶ ଶତାବ୍ଦୀର ଟାର୍ଜନ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ […]

  • Wednesday, 14 July 2021
husband2
ବୋହୂ ଛିଙ୍କିଦେବାରୁ କରୋନା ଭୟରେ ପିଟିଲେ ସ୍ୱାମୀ ଓ ଶ୍ୱଶୁର

ଉମରକୋଟ: ଜଣେ ନବବଧୂ ସାମାନ୍ୟ ଛିଙ୍କିବାରୁ କରୋନା ସନ୍ଦେହରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ପାଦରୁ ଅଳତା ନ ଲିଭିନଥିଲା କିନ୍ତୁ ଅତ୍ୟାଚାରର ସୀମା ଟପିଯାଇଥିଲା। ଅଭିଯୋଗ ଅନୁସାରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ।  ଘଟଣାରୁପ୍ରକାଶ, ଗତ ୨ ତାରିଖରେ ୟୁଭି-୩ ମୁର୍ତ୍ତୁମା ଗାଁର ଆରାଧନା ସର୍କାରଙ୍କ ଝିଅ ପୂଜା ଉମରକୋଟ ସହର ସନ୍ତୋଷୀନଗର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତଙ୍କୁ ବିବାହ କରିଥିଲେ। ବିବାହ ବୈଦିକ […]

  • Wednesday, 14 July 2021