ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ । ସେହିପରି ଗୋବିନ୍ଦ ଚନ୍ଦ୍ର ଦାସ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ ।
ବଜେଟ୍ ଅଧିବେଶନ ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ । ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବି । ଶିକ୍ଷା ମାନବୃଦ୍ଧି ଉଦ୍ଦେଶ୍ୟରେ ପ୍ରଣୟନ ହେବ ରାଜ୍ୟ ଶିକ୍ଷାନୀତି ।
କମିଶନରେଟ୍ ପୋଲିସ ହାବୁଡ଼ରେ ଏବେ ପଡ଼ିଛନ୍ତି ୩ ଜଣିଆ ଶଳା-ଭିଣୋଇ ଗ୍ୟାଙ୍ଗ। ଆଜିକୁ ପ୍ରାୟ ୩ ବର୍ଷ ହୋଇଗଲା, ଟ୍ବିନସିଟି ସମେତ ରାଜ୍ୟବ୍ୟାପି ସକ୍ରିୟ ରହି ଲୁଟପାଟ୍ ଚଳାଇଥିଲା ଏହି ଗ୍ୟାଙ୍ଗ।
୩୬ ବର୍ଷୀୟ ଭେଟେରାନ ଗୋଲକିପର ଶ୍ରୀଜେଶ ସ୍ପଷ୍ଟ କରିଛନ୍ତି ଯେ, ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ ହେବ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ।
ପୁଣି ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ନବୀନ। ପୂର୍ବରୁ କ୍ଲିନଚିଟ୍ ଦେଇଥିଲେ । ଆଉ ଆଜି ଢାଲ ହୋଇ ଛିଡ଼ା ହେଲେ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଗୁଣ ଗାନ ବି କଲେ।
ବିବାହର ୩ ମିନିଟ୍ ପରେ ଛାଡ଼ପତ୍ର । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଉ ପାରେ କିନ୍ତୁ ଘଟଣାଟି ସତ । ଛାଡ଼ପତ୍ରର କାରଣ ଜାଣିଲେ ହୋଇଯିବେ ତାଜୁବ !
ଆଜିକାଲି ଅଗ୍ନିବୀରର ନିଯୁକ୍ତି ଚାଲିଛି। ଏପରି ପରିସ୍ଥିତିରେ ଆପଣଙ୍କୁ ଯତ୍ନର ସହ ବିଚାର କରିବା ପରେ ହିଁ ଆବେଦନ କରିବାକୁ ପଡିବ। ଭାରତୀୟ ସେନାରେ ଯୋଗଦେବା ପାଇଁ ଅନେକ ସର୍ତ୍ତ ଏବଂ ନିୟମ ଅଛି। ଆସନ୍ତୁ ସେ ବିଷୟରେ ଜାଣିନେବା।
ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ଗାଁରେ ଡବଲ ମର୍ଡର । ଶାଶୁ ଓ ସ୍ତ୍ରୀକୁ ଶାବଳରେ ଭୂସି ହତ୍ୟା କଲା ଜ୍ବାଇଁ ।
ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ । ଟି-ଟ୍ବେଣ୍ଟି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କାହିଁକି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ କରାଗଲା, କାରଣ କହିଛନ୍ତି ଅଗରକର।
ପ୍ରଭାସଙ୍କ ହାଇ ବଜେଟ୍ ଫିଲ୍ମ 'କଳ୍କୀ ୨୮୯୮ ଏଡି' ପୁଣି ବିବାଦରେ। ନିର୍ମାତା ଏବଂ ଅଭିନେତାମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଯାଇଛି। ନୋଟିସ୍ ପଠାଇଥିବା ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ଏହି ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।
ବିଜେଡିରେ ପୁଣି ପାଣ୍ଡିଆନ ଝଡ଼ । ବିଜେଡି ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିଲେ ପାଣ୍ଡିଆନ । ଏକ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ନେଇ ବିସ୍ପୋରକ ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ହଟଚମଟ ।
ସୋନାକ୍ଷୀ-ଜହୀର ବିବାହ ପରେ, ଉଭୟଙ୍କ ଫଟୋ ଏବଂ ଭିଡିଓ କ୍ରମାଗତ ଭାବରେ ଭାଇରାଲ୍ ହେଉଛି। ନିକଟରେ ସୋନାକ୍ଷୀ ଏବଂ ଜହୀରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସୋନାକ୍ଷୀଙ୍କୁ ଦେଖିବା ପରେ ଲୋକମାନେ ତାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରୁଛନ୍ତି।
ବିଜେପିକୁ ବିଜେଡିର ସହାୟତା ଖବର ଚର୍ଚ୍ଚାକୁ ଖଣ୍ଡନ କରିଛି ବିଜେପି। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ।
ଡଷ୍ଟବିନ୍ରୁ ମିଳିଲା ୫ ଲକ୍ଷର ହାର । କଥାଟା ବିଶ୍ବାସ ଲାଗୁନଥିଲେ ବି ସତ । ଏମିତି ଘଟଣା ଘଟିଛି ଚେନ୍ନାଇରେ ।
ଶ୍ରୀଲଙ୍କା ଗସ୍ତ ଆରମ୍ଭ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ଆସନ୍ତା ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ରହିବ ।
ଭାରତୀୟ ବଜାରରେ ପିଆଜ କେଶ ତେଲ ବହୁତ ଲୋକପ୍ରିୟ ହେବାରେ ଲାଗିଛି। ଏଥିରେ ଥିବା ସଲଫର ଯୋଗୁଁ ଏହା ଚୁଟିକୁ ଲମ୍ବା, ମୋଟା ଏବଂ ମଜବୁତ୍ କରିବାରେ ସାହାଯ୍ୟ କରୁଛି। ଜାଣନ୍ତୁ ଘରେ କିପରି ପ୍ରାକୃତିକ ଉପାୟରେ ତିଆରି କରିବେ ପିଆଜ କେଶ ତେଲ।
ଭିକେ ପାଣ୍ଡିଆନଙ୍କୁ ବି ଏହାପୂର୍ବରୁ ସମର୍ଥନ କରିଥିଲେ ନବୀନ ପଟ୍ଟନାୟକ ।
ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ଏହି ସଂଗ୍ରହାଳୟଟି ୨୦୧୬ ମସିହା ଡିସେମ୍ବର ୨୫ ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା ।
ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ଏନେଇ ଅଭିଭାଷଣ ଦେଉଛନ୍ତି ରାଜ୍ୟପାଳ ରଘୁବର ଦାସ ।
ଟିକସ ଆଶ୍ୱସ୍ତିଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ବଜେଟରୁ ଅନେକ କିଛି ଆଶା କରାଯାଉଛି ।
ଆଜି ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍ ।
ଡୋନାଲ୍ଡ ଟ୍ରମ୍ଫ ବାଇଡେନଙ୍କୁ ‘ଦେଶର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’ ବୋଲି କହିଛନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ।
ଗୁଜୁରାଟର ଏହି ଯୁବକ ଜଣକ ନାମ ହେଉଛି ରାହୁଲ କାଚା । ସେ କେବଳ ବର୍ଷା ଜଳ ସଞ୍ଚୟ କରୁନାହାଁନ୍ତି ବରଂ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି ।
ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ।