• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Potato Price
‘୩୨ ଟଙ୍କାରେ ବିକନ୍ତୁ ଆଳୁ, ଅଧିକରେ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ’

୩୨ ଟଙ୍କାରୁ ଅଧିକ ମୂଲ୍ୟରେ ଯିଏ ଆଳୁ ବିକିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Paris Olympics 2024
Paris Olympic 2024: ଜାଣନ୍ତୁ ଭାରତୀୟ ଖେଳାଳିଙ୍କ ଖେଳସୂଚୀ

୨୬ ଜୁଲାଇରୁ ଆରମ୍ଭ ହେଉଛି ବିଶ୍ୱ କ୍ରୀଡାର ମହାକୁମ୍ଭ ୨୦୨୪ ଅଲମ୍ପିକ୍ସ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଆଶା ରହିଛି । ଜାଣନ୍ତୁ ପ୍ୟାରିସ ଅଲିମ୍ପିକ୍ସ ଭାରତୀୟ ଖେଳାଳିଙ୍କ ଖେଳସୂଚୀ...

Kavya Karnatac
୪ ଲକ୍ଷ ଟଙ୍କାର ଅଫର୍‌କୁ ମନା କଲେ ଏହି ଇନଫ୍ଲୁଏନସର୍, ଜାଣନ୍ତୁ କାହିଁକି ...

ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ବାହାଘର ହୋଇଛି । ତେବେ ଉକ୍ତ ବାହାଘରରେ ଯୋଗଦେବାକୁ ଜଣେ ଇନଫ୍ଲୁଏନ୍ସର୍ ମନାକରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Weather
ଜାରି ରହିଛି ବର୍ଷା, ସେପଟେ ପୁଣି ଏକ ଲଘୁଚାପ ସୃଷ୍ଟି ହେଲାଣି

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Diet Plan
ଡାକ୍ତର ବାବୁଙ୍କ ବୟସ ଥିଲା ୭୮, ଏବେ ହେଲା ୫୭... ଜାଣନ୍ତୁ ଏହା ପଛର ରହସ୍ୟ ...

ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ ।

Janhvi kapoor talks about marriage plans with shikhar pahariya
ଏହି ଯୁବକଙ୍କ ସହ ଚାଲିଛି ଜାହ୍ନବୀ କପୁରଙ୍କ ରୋମାନ୍ସ; ବିବାହକୁ ନେଇ କହିଲେ ଏମିତି

ଶିଖର ପାହାଡିୟାଙ୍କ ସହ ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଉଭୟ ସେମାନଙ୍କ ପ୍ରେମକୁ ପ୍ରକାଶ କରିବାକୁ କେବେ ବି ପଛାନ୍ତି ନାହିଁ। ବର୍ତ୍ତମାନ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଲଳନା କେବେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି।

Potato Price
ଓଡ଼ିଶାକୁ ଆଳୁ ଟ୍ରକ୍ ଛାଡ଼ୁନି ପଶ୍ଚିମବଙ୍ଗ; ବଜାରରେ ଆକାଶଛୁଆଁ ଦର...

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି ଶତାଧିକ ଟ୍ରକ୍। ଧର୍ମଘଟ ଯୋଗୁଁ ଏସବୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି। ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି।

Puri Seabeach
ପୁରୀ ବେଳାଭୂମିରେ ପ୍ଲଟିଂ; ଖଣ୍ଡ ଖଣ୍ଡ କରି ବିକ୍ରି କରିବାକୁ ଚାଲିଛି ଯୋଜନା...

ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି। ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ। 

kargil war hero
ପାଟିରେ ପୂରାଇଦେଲେ AK47, କାର୍ଗିଲ ହିରୋ ମନେପକାଇଲେ ସେଦିନର ଭୟଙ୍କର ନିର୍ଯାତନା

ପାଟି ଭିତରେ ଥିଲା AK-47 ବନ୍ଧୁକ, ଆଖି ଥିଲା ଟ୍ରିଗର ଆଙ୍ଗୁଠି ଉପରେ । ମୃତ୍ୟୁ ମୁହଁରେ ସାଢ଼େ ତିନିଦିନ । କାର୍ଗିଲ ଯୁଦ୍ଧ ହିରୋ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନ୍ କେ ନଚିକେତା ରାଓଙ୍କ ଲୋମଟାଙ୍କୁରା କାହାଣୀ...

Gold Price
Gold Price Today 26th July 2024: ପୁଣି ଶସ୍ତା ହେଲା ସୁନା ,ଜାଣନ୍ତୁ କେତେ ରହିଛି ଦାମ୍

କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

PM Modi warning to Pakistan
କାର୍ଗିଲ ବିଜୟ ଦିବସରେ ପାକିସ୍ତାନକୁ ମୋଦିଙ୍କ କଡା ଚେତାବନୀ; କହିଲେ...

ସବୁ ଆତଙ୍କୀ ଷଡ଼ଯନ୍ତ୍ରରେ ଫେଲ୍ ପାକିସ୍ତାନ, ତଥାପି ନିଜ ଇତିହାସ ଦେଖି କିଛି ବି ଶିଖିପାରିଲାନି। ଆଜି କିଛି ଏଭଳି ଭାବେ ପାକିସ୍ତାନକୁ କଡ଼ା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

disha pandya
Success Story: ୧୭ ଥର ଇଣ୍ଟର୍‌ଭ୍ୟୁରେ ରିଜେକ୍ଟ ହେଲେ; ଭାଗ୍ୟ ଖୋଲିଲା, ଏବେ ବାଣ୍ଟୁଛନ୍ତି ଚାକିରି....

୪ ଫୁଟ୍‌ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦିଶା ପାଣ୍ଡ୍ୟା ଯେତେବେଳେ ପାଠପଢା ସାରି ଚାକିରି ଖୋଜିବାକୁ ବାହାରିଲେ ।  ସେତେବେଳେ ତାଙ୍କ ଉଚ୍ଚତା ପାଇଁ ୧୭ ଥର ଇଣ୍ଟର୍‌ଭ୍ୟୁରେ ରିଜେକ୍ଟ ହୋଇଥିଲେ । କିନ୍ତୁ ଏବେ ବ ଣ୍ଟୁଛନ୍ତି ଚାକିରି...

India will always be proud for kargil heroes
Kargil Vijay Diwas 2024: ଲୁହ ଆଣିଦେବ ଏହି ୫ କାର୍ଗିଲ ସହିଦଙ୍କ ବୀରତ୍ୱର କାହାଣୀ

ଆମେ ସମସ୍ତେ ଜାଣୁ ଯେ ସମଗ୍ର ଦେଶ ଶାନ୍ତିରେ ଶୋଇବା ପାଇଁ କାର୍ଗିଲ ଯୁଦ୍ଧ ସମୟରେ ସେନାର ବୀରମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଜୀବନଠାରୁ ବି ବଡ଼। ତେବେ ଆସନ୍ତୁ ଏମିତି ୫ ଜଣ ବୀରଙ୍କ ବିଷୟରେ ଜାଣିବା ଯିଏ ଦେଶ ପାଇଁ ନିଜକୁ ବଳିଦାନ ଦେଇଛନ୍ତି।

Kargil Vijay Diwas
ଦେଶମାତୃକାର ସୁରକ୍ଷା ପାଇଁ ଶ୍ରେଷ୍ଠ ବଳିଦାନ; କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ ପୁଅ...

ଦେଶମାତୃକାର ସୁରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇ ଶତ୍ରୁର ସାମ୍ନା କରିଥିଲେ ସେମାନେ। ଆଜି କାର୍ଗିଲ ବିଜୟ ଦିବସରେ ସେହି ସହିଦ ବୀର ପୁଅ ମାନଙ୍କୁ ନେଇ ଗର୍ବ କରୁଛି ସେମାନଙ୍କ ଜନ୍ମମାଟି।

India women's archery teams
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଟିମକୁ ସଫଳତା...

ରାଙ୍କିଙ୍ଗ ରାଉଣ୍ଡରେ ମହିଳା ତୀରନ୍ଦାଜ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭକତ ଏବଂ ଭଜନ କୌରଙ୍କୁ ନେଇ ଗଠିତ ମହିଳା ଟିମ୍କୁ ଏହି ସଫଳତା ମିଳିଛି।

Panchang
Panchang Today 26th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Weather Update
ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ; ଆଜି ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବର୍ଷା ଜାରି ରହିଛି। ଆଜି ବର୍ଷା ନେଇ କେବଳ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Olympics 2024
ଆଜି ବିଶ୍ବ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍; ଭାଗନେବେ ୧୦ ହଜାରରୁ ଅଧିକ ଆଥଲେଟ୍‌.. 

ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ବପ୍ରସିଦ୍ଧ ଆଇଫିଲ୍ ଟାୱାର୍। 

'Duplicate' Sauce
ଭୁବନେଶ୍ବରରେ ନକଲି ସସ୍ କାରଖାନା ଠାବ; ମିଶୁଥିଲା କ୍ଷତିକାରକ କେମିକାଲ...

ମାତ୍ର ୧୬ ଟଙ୍କା ଦରରେ ବିକ୍ରି ହେଉଥିଲା ସସ୍ ବୋତଲ । ସେଥିରେ ମିଶୁଥିଲା ବେଞ୍ଜୋଇକ୍ ଏସିଡ୍ ଭଳି କ୍ଷତିକାରକ କେମିକାଲ୍। 

 Kargil Vijay Diwas
କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଓ କେତେଦିନ ଧରି ଚାଲିଥିଲା, ଜାଣନ୍ତୁ...

ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା।

Ratna Bhandar
ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍ ରଥଙ୍କ ଚମକାଇଲା ଭଳି ତଥ୍ୟ; କହିଲେ...

ରତ୍ନଭଣ୍ଡାର ଦୂରାବସ୍ଥାକୁ ନେଇ ମଧ୍ୟ କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୂରାବସ୍ଥା ଭଳି ଲାଗିଲା । ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା ।

Metro Rail
୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ମେଟ୍ରୋ ରେଳ

ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବଜେଟରେ ବ୍ୟୟବରାଦ ହୋଇଛି । ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ ହୋଇଛି ।

Potato Price Hike
ଆଳୁ ଦରରେ ଲାଗିଛି ନିଆଁ, କେଉଁଠି କିଲୋ ପିଛା ୪୫ ତ କେଉଁଠି ୫୦ ଟଙ୍କାରେ ହେଲାଣି ବିକ୍ରି

ଆଉ ଦରବୃଦ୍ଧି କାରଣ କ’ଣ, ବୁଝିବା ପୂର୍ବରୁ ଏବେ ୪୫ ଟଙ୍କାରେ ପହଞ୍ଚିଗଲାଣି । ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ, ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ ।

Google Map
ଗୁଗୁଲ ମ୍ୟାପରେ ଯୋଡ଼ିହେଲା ନୂଆ ଫିଚର୍, ଫ୍ଲାଏଓଭର ପଡ଼ିଲେ...

ଗୁଗୁଲ୍ ମ୍ୟାପରେ ଯୋଡ଼ିହେବାକୁ ଯାଉଛି ନୂଆ ଫିଚର୍ । ଅଣଓସାରିଆ ଓ ଭିଡ଼ ରାସ୍ତା ବଦଳରେ ଭଲ ରାସ୍ତାରେ ବାଟ କଢ଼େଇନେବ ଗୁଗୁଲ୍ ମ୍ୟାପ୍ । ରାସ୍ତାରେ ଫ୍ଲାଏଓଭର ପଡ଼ିଲେ ପୂର୍ବରୁ ଜାଣିପାରିବେ ଡ୍ରାଇଭର ।

lady Journalist death
ରାଜଧାନୀରେ ଚାଞ୍ଚଲ୍ୟ: ସାମ୍ବାଦିକା ସୁଇସାଇଡ୍ ସସପେନସ୍

ସ୍ୱାମୀର ପରକୀୟା ପ୍ରେମରେ ଉଜୁଡ଼ିଗଲା ସାମ୍ବାଦିକା ପତ୍ନୀର ସଂସାର । ନିର୍ଯାତନାର ଲୁହଭିଜା ଭିଡ଼ିଓ ଜାରି କରିବା ପରେ ମିଳିଲା ମୃତଦେହ । ବାୟୁସେନାରେ କାର୍ଯ୍ୟରତ ସ୍ୱାମୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ ।