• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Dilip Ray
ଦିଲୀପ କହିଲେ ଏଥର ମୋଦି ଲହର ଅଧିକ ରହିଛି

ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲୀପ ରାୟ । ଦ୍ୱିତୀୟ ତାଲିକାରେ ଦିଲୀପଙ୍କ ନାଁ ଘୋଷଣା ।

bus accident
ବିପତ୍ତି ଆଣିଲା କି ଦ୍ରୁତଗତି; ଶୂନ୍ୟରେ ଝୁଲୁଛି ବସ୍ ଯାତ୍ରୀଙ୍କ ଜୀବନ...

କାହିଁକି ବସ୍ ଯାତ୍ରୀଙ୍କୁ ଠେଲି ଦିଆଯାଉଛି ମରଣମୁହଁକୁ ? କାହିଁକି ଘଟୁଛି ଗୋଟିଏ ପରେ ଗୋଟିଏ ବସ୍ ଟ୍ରାଜେଡି ? ବସ୍ ଯାତ୍ରୀଙ୍କ ଜୀବନକୁ କ’ଣ ଶସ୍ତା ଭାବୁଛନ୍ତି କି ବସ୍ ଡ୍ରାଇଭର କିମ୍ବା ମାଲିକ ?

Politics
ଉପହାର ଦେଇ BJDର ଭୋଟ କିଣିବାକୁ ଯୋଜନା! ଜବତ ହେଲା ୧୯ ହଜାର ୬ଶହ ଟ୍ୟାବଲେଟ୍...

ଜବତ ହେଲା ପୁଳା ପୁଳା ଟାବଲେଟ୍ । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ପରିମାଣର ଟ୍ୟାବ୍ ରାୟଗଡ଼ାରୁ ଜବତ ହୋଇଛି । ଏକ ବଡ଼ କଣ୍ଟେନରରେ ଏସବୁ ଟ୍ୟାବକୁ ରଖାଯାଇଥିବାବେଳେ ଲୋକେ ଧରିଛନ୍ତି ।

 IPL Records
IPL Records: ରୋମାଞ୍ଚକ ମ୍ୟାଚ୍‌ରେ ଏକାଧିକ ରେକର୍ଡ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା...

ଗତକାଲି ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ରେକର୍ଡ ସ୍କୋର୍ (୨୮୭/୩) ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନ୍‌ରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ଏମିତି ବିଭିନ୍ନ ରେକର୍ଡ଼ ହୋଇଛି । ଦେଖନ୍ତୁ ତାଲିକା...

General Election 2024
ଇତିହାସରେ ପ୍ରଥମ, ଟଙ୍କା-ମଦରେ ଭାସିବ ନିର୍ବାଚନ! ଜବତ ହେଲାଣି ୪, ୬୫୮ କୋଟିର ଉପହାର

ଏଥର ଦେଶରେ ୭ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେଉଛି । ମୂଳରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇନି, ଏଣେ ସାରା ଦେଶରୁ ଜବତ ହେଲାଣି ୪ ହଜାର ୬୫୮ କୋଟି ମୂଲ୍ୟର ବିଭିନ୍ନ ଉପହାର ସାମଗ୍ରୀ । ଯାହାକି ୭୫ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ।

BJD Politics
ବିଜେଡି ଖେଳୁଛି ଶପଥ କାର୍ଡ! ଅସନ୍ତୁଷ୍ଟ କର୍ମୀ-ଲୋକଙ୍କୁ ନେଇ ନେତା କରାଉଛନ୍ତି ଶପଥପାଠ

ବିଜେଡିର ସାହା କି ଶପଥ ପାଠ ? ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ଦେବାଳୟରେ ବିଜେଡିର ଶପଥ ଗ୍ରହଣ ପଲିଟିକ୍ସ ସେତିକି ବଢୁଛି । ସବୁ ନିର୍ବାଚନ ମଣ୍ଡଳୀର ମନ୍ଦିରରେ ଅସନ୍ତୁଷ୍ଟ କର୍ମୀ ଓ ସାଧାରଣ ଲୋକଙ୍କୁ ନେଇ ବିଜେଡି ସପକ୍ଷରେ ଭୋଟ ଦେବାକୁ ଶପଥ ଗ୍ରହଣ କରାଉଛନ୍ତି ନେତା ।

UPSC RANK 2 ANIMEASH PRADHAN
‘ମୁଁ IAS ପାଇଁ ପଢ଼ୁଥିଲା ବେଳେ ମୋ ମାଆ କ୍ୟାନସରରେ ପୀଡ଼ିତ ଥିଲେ.. ଏବେ ସେ ନାହାନ୍ତି’

ଆଜି ପ୍ରକାଶ ପାଇଛି UPSC ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି ।

 firecracker
Video: ବିବାହ ସମୟରେ ଘଟିଲା ବଡ଼ ଅଘଟଣ; ମୁଣ୍ତରେ ଫୁଟିଲା ବାଣ; ଜଳିଗଲା...

ଭୟାନକ ଘଟଣା...ବିବାହ ସମୟରେ ଘଟିଲା ବଡ଼ ଅଘଟଣ । ମୁଣ୍ତ ଉପରେ ବାଣ ରଖି ଫୁଟାଇବା ପଡ଼ିଲା ମହଙ୍ଗା । 

RCB
କାହିଁକି ହାରୁଛି RCB, କ'ଣ ଏହାର କାରଣ ...

ଚଳିତ ଆଇପିଏଲରେ ଲଗାତାର ଭାବେ ଖରାପ ପ୍ରଦର୍ଶନ ଦେଇ ଆସୁଛି ଆରିସିବି । କେବେ କେବେ ବୋଲର ମାନେ ଫେଲ୍ ହେଉଛନ୍ତି ତ କେବେ କେବେ ବ୍ୟାଟର୍ । ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଓ ମନୋଜ ତିୱାରୀ ଅନେକ କାରଣ ଉପରେ ଆଲୋକପାତ କରିଛନ୍ତି । ଆସନ୍ତୁ ଜାଣିବା ..

Ayodhya Ram Navami:
Ayodhya Ram Navami: କେମିତି ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ‘ସୂର୍ଯ୍ୟ ତିଳକ’; ଜାଣନ୍ତୁ ସମୟ...

ରାମନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରି ସାରିଛନ୍ତି ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (CBRI) ରୁରକିର ବୈଜ୍ଞାନିକ ଟିମ୍‌ । ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ହେବ ସୂର୍ଯ୍ୟ ତିଳକ । ଜାଣନ୍ତୁ କେମିତି...

Naxal Encounter
ବଡ଼ ଅପରେସନ, ପୋଲିସ ଗୁଳିରେ ମଲେ ୧୮ ଜଣ ନକ୍ସଲ...!

ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ ଯବାନ ଆହତ ହୋଇଥିବା ସୂଚନା ରହିଛି । 

UPSC
IAS ଟପ୍ପରେ ହେବା ପରେ କେମିତି ଥିଲା ଆଦିତ୍ୟ ଶ୍ରୀବାସ୍ତବଙ୍କ ପ୍ରଥମ ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ

ଘୋଷଣା ହୋଇଛି ୟୁପିଏସସି ଫଳାଫଳ । ଏଥିରେ AIR ୧ ରାଙ୍କ ପାଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଆଉ ଏହା ଜାଣିବା ପରେ ତାଙ୍କର ପ୍ରତିକ୍ରିୟା ଦେଖିବା ଭଳି ଥିଲା । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

NIT Recruitment 2024 assistant professor job with 150000 salary
NIT Recruitment 2024: NITରେ ପୂରଣ ହେବ ପ୍ରଫେସର ପଦବୀ; ଦରମା ୧.୫ ଲକ୍ଷରୁ ଅଧିକ

ଅନେକଙ୍କ ସ୍ୱପ୍ନ ଥାଏ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ରେ ପାଠ ପଢିବା। ଆପଙ୍କର ଯଦି NIT ରେ ପଢିବାର ତୁମର ସ୍ୱପ୍ନ ପୂରଣ ହୋଇନାହିଁ, ତେବେ ବର୍ତ୍ତମାନ ଆପଣ ଏଠାରେ କାମ କରି ନିଜର ସ୍ୱପ୍ନକୁ ପୂରଣ କରିପାରିବେ।

Garbage
ଗାଁଠୁ ଖରାପ ମହାନଗର ସ୍ଥିତି; ନାଳରେ କୁଢ଼ କୁଢ଼ ଅଳିଆ, ଗନ୍ଧରେ ଫାଟୁଛି ସାରା ସହର

ସ୍ମାର୍ଟ ସିଟି ବ୍ରହ୍ମପୁର ମହାନଗର। ସ୍ୱଚ୍ଛ ସବେର୍କ୍ଷଣରେ ପ୍ରତିବର୍ଷ ପୁରସ୍କାର ପାଉଛି ସହର। ହେଲେ ଏହି ସହରରେ ଏମିତି ଗୋଟିଏ ସାହି ରହିଛି ତାର ପରିସ୍ଥିତି ଗାଁ ଠୁ ବି ଖରାପ। ସହରରେ ରହୁଥିବା ଲୋକେ କେବେ ଭାବି ପାରୁନାହାନ୍ତି ଯେ, ସେମାନେ ସହରରେ ବାସ କରୁଛନ୍ତି ନା ଗାଁରେ।

Ayodhya Ram Mandir
VIP ଙ୍କୁ ରାମନବମୀରେ ନୋ ଏଣ୍ଟ୍ରି ! ଏହି ତାରିଖ ପରେ କରିବେ ରାମଲାଲାଙ୍କ ଦର୍ଶନ..ନଚେତ୍‌..

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍‌ ଲଗାଯାଇଛି।

Jagannath Puri
ମୁଣ୍ତ ଉପରେ ଚନ୍ଦନଯାତ୍ରା, ସରିନି ପୁଷ୍କରିଣୀ ପୁନଃଉଦ୍ଧାର କାମ

ମେ ୧୦ତାରିଖ, ପବିତ୍ର ଅକ୍ଷୟତୃତୀୟା ଦିନ ଆରମ୍ଭ ହେବ ଚନ୍ଦନ ଯାତ୍ରା । ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ରାମ କୃଷ୍ଣ ବେନୀଭାଇ ଓ ପଞ୍ଚୁପାଣ୍ଡବ ।

Temperature
ଜଳୁଛି ସାରା ଓଡ଼ିଶା; ୪୦ ଉପରେ ୬ ସହର, ଭୁବନେଶ୍ୱରରେ ସର୍ବାଧିକ ୪୧.୯

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି।

rana daggubati is going to play villain in rajinikanth film vettaiyan
ଆସୁଛି ରଜନୀକାନ୍ତଙ୍କ ନୂଆ ଫିଲ୍ମ; ଖତରନାକ ହୋଇ ଆସୁଛନ୍ତି ରାଣା ଦଗ୍‌ଗୁବାତୀ

ରଜନୀକାନ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଭେଟ୍ଟାଇୟାନ୍' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏହା ଏକ ମଲ୍ଟି ଷ୍ଟାର୍ ଫିଲ୍ମ। ଏହି ସମୟରେ ଫିଲ୍ମକୁ ନେଇ ଏକ ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। ଏହି ଗୁଜବ ଯୋଗୁଁ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।

Accident
JCB ରେ ପିଟି ହେଲା ଅଟୋ, ଉଡିଗଲା ପୂରା ଛାତ, ଚାଲିଗଲା ୭ ଜୀବନ; ଦେଖନ୍ତୁ ଭିଡିଓ

ବିହାର ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିହାରର ପାଟନାରେ ଏକ ଅଟୋରିକ୍ସା ବୁଲଡୋଜର ସହ ଧକ୍କା ହେବା ଫଳରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ଘଟିଛି ।

UPSC Result
ପ୍ରକାଶ ପାଇଲା UPSC ପରୀକ୍ଷା ଫଳ, ଓଡ଼ିଆ ପୁଅ ଅନିମେଶ ପାଇଲେ ଦ୍ୱିତୀୟ ରାଙ୍କ

ପ୍ରକାଶ ପାଇଛି UPSC ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି ।

Baba Ramdev
ପୁଣି ରାମଦେବଙ୍କ ଉପରେ ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ, କହିଲେ ଏ ଭୁଲ୍ ଅକ୍ଷମଣୀୟ

ବାବା ରାମଦେବଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ଔଷଧୀୟ ଦ୍ରବ୍ୟର ବିଜ୍ଞାପନ ସଂପର୍କରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ହୋଇଥିବା ମାମଲାର ଶୁଣାଣି ବେଳେ ଯୋଗ ଗୁରୁଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।

Gold Price Today
Gold Price Today 16th April 2024: ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୧୩୦ ଟଙ୍କା ହୋଇଛି।

A Family Has Nearly 350 Voters
ଦେଶର ସର୍ବବୃହତ୍ତ ଭୋଟର ପରିବାର; ଭୋଟ୍ ଦେବେ ୩୫୦ସଦସ୍ୟ

ରନ୍ ବାହାଦୂରଙ୍କର ପରିବାରରେ ମୋଟ ୧୨୦୦ରୁ ଅଧିକ ସଦସ୍ୟ ରହିଛନ୍ତି । ତାଙ୍କ ପୂର୍ବଜଙ୍କର ପ୍ରାୟ ୩୦୦ ପରିବାର ସୋନୀତପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଫୁଲୋଗୁରୀ ନେପାଳୀ ପାମ ଅଞ୍ଚଳରେ ବାସ କରନ୍ତି।

akshay kumar is all set to make his telugu debut with kannappa
ହେଇଗଲା ଫାଇନାଲ୍; ସାଉଥ୍‌ର ଏହି ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ଅକ୍ଷୟ

ଏବେ ଏହା ନିଶ୍ଚିତ ହୋଇଯାଇଛି ଯେ ସେ ବିଷ୍ଣୁ ମଞ୍ଚୁଙ୍କ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିବେ। ଏହା ଏକ ପୌରାଣିକ ଆଧାରିତ ଚଳଚ୍ଚିତ୍ର ହେବ, ଯେଉଁଥିରେ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ତାରକାମାନେ ମଧ୍ୟ ନଜର ଆସିବେ।

BJP Laxmipur Assembly candidate Kailash Chandra Kulesika
କୁଲେସିକାଙ୍କ ବିସ୍ଫୋରକ ବୟାନ; କହିଲେ, ୫/୬ କୋଟି ଟଙ୍କା ଦେଇ ପ୍ରଭୁ ଜାନି ଟିକେଟ ନେଇଛନ୍ତି..

ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ କହିଲେ କୁଲେସିକା। ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା।