ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକ ଲୋଚନକୁ ଆସିଥିଲେ । ସେ ସଂରକ୍ଷିତ କରିଥିବା ଧାନ କିସମମଧ୍ୟରେ ରହିଛି ହଳଦୀଗଣ୍ଠି, ଝିଲି, ସପୁରି, ବୃଦ୍ଧମଣି, କଳାଜିରା, ମାଛକଣ୍ଟା, ଲଦିଆରୀ, କାଲାମଲ୍ଲିକ ପ୍ରଭୃତି।
ଲୋକେ ଜାଣିବା ଦରକାର ଯେ ଜାମୁକୋଳି ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଏହା ମଞ୍ଜି ମଧ୍ୟ ଦେହ ପାଇଁ ବହୁତ ଉପକାରୀ। ଏହି କୋଳିର ମଞ୍ଜିକୁ ଶୁଖାଇ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରାଯାଏ। ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଚୁଟି ପାଇଁ ମଧ୍ୟ ବେଶ ଉପକାରୀ।
କେଉଁଠି ମେଡିସିନ୍ ଷ୍ଟୋରରେ ଡେଣ୍ଟାଲ କ୍ଲିନିକ୍ ଚାଲିଛି ତ କେଉଁଠି ଜୀବନ ନେଉଛି ନକଲି ଡାକ୍ତରଙ୍କ ଚିକିତ୍ସା ।
ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ନିଶାନା କଲେ, ତେରେଛା ବାଣ ମାରିଲେ ।
ରତ୍ନଭଣ୍ଡାରରେ ଭିତରେ ରହିଛି ଯୁଦ୍ଧାସ୍ତ୍ର ... ଅଛି ତେଣ୍ଟା, ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର । ଅଛି ମଧ୍ୟ ଚର୍ଚ୍ଚା ହେଉଥିବା କେତେକ ରାଜା ମୁକୁଟ ।
ଓଡ଼ିଶାରେ ସରକାର ଗଢିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗନ୍ନାଥଙ୍କ ଧାମରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ ।
ସବୁଠି ଅଚଳାବସ୍ଥା, ହାହାକାର ସ୍ଥିତି । ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ସୋସିଆଲ ମିଡିଆରେ ବିଶ୍ୱ ବ୍ୟାପୀ ଟ୍ରେଣ୍ଡ୍ କରୁଛି ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ । ତେବେ ଏହା କଣ ଏବଂ କାହିଁକି ବିଶ୍ୱର ସବୁଠୁ ବଡ଼ ଓ ପ୍ରତିଷ୍ଠିତ କଂପାନୀରେ ଏଭଳି ସ୍ଥିତି ଉପୁଜିଲା ।
ପୁଣି ପଦାରେ ପଡ଼ିଲା 5T ସ୍କୁଲର ବିକଳ ଚିତ୍ର । ପୂର୍ବ ସରକାରଙ୍କ 5T ସ୍କୁଲ ଓ ତା’ର କଳା ସତ ବର୍ତ୍ତମାନ ପଦାରେ ପଡ଼ିଛି । ବିକାଶ ନାଁରେ ଡିଣ୍ତିମ ପିଟୁଥିଲେ ନବୀନ ସରକାର । କୁନି କୁନି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହ ଚାଲିଥିଲା ଖେଳ ।
ଭାରତୀୟ ସେନାରେ ଅଫିସର ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବରକୁ ବିସ୍ତୃତଭାବେ ପଢନ୍ତୁ।
୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି ।
ପ୍ରତୀକ୍ଷାର ଅବସାନ ହୋଇଛି । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ତେବେ ଭଣ୍ତାର ଭିତରେ କଣ କଣ ସାମଗ୍ରୀ ରହିଛି, ଏସବୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି ।
ସଂଜ ନଇଁଲେ ଧାଡି ପହଣ୍ଡିରେ ଆସି ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି। ୪ଦିନ ରଥ ଟଣା। ଜାଣନ୍ତୁ ଏହି ନିଆରା ରଥଯାତ୍ରା ସମ୍ପର୍କରେ ।
ଆସନ୍ତାକାଲି ପୁରୀ ଉପକୂଳ ଦେଇ ଅତିକ୍ରମ କରିବ ଅବପାତ । ପୁରୀ ସମେତ ରାଜ୍ୟରେ ପ୍ରବଳ ବର୍ଷା ସଂଭାବନା ।ଆସନ୍ତାକାଲି ସକାଳ ସୁଦ୍ଧା ଏହି ସିଷ୍ଟମ ପୁରୀ ଅତିକ୍ରମ କରିବ । ଅବପାତ ପ୍ରଭାବରେ ରାଜ୍ୟରେ ହେବ ପ୍ରବଳ ବର୍ଷା
ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଜହୀର ଇକବାଲଙ୍କ ପତ୍ନୀ ହୋଇଯାଇଛନ୍ତି। ଯେତେବେଳେ ଅଭିନେତ୍ରୀ ବିବାହ କଲେ, ତାଙ୍କ ବିବାହକୁ ଲଭ୍ ଜିହାଦ ସହିତ ଯୋଡାଗଲା। ତେବେ ଆସନ୍ତୁ ଜାଣିବା ଜହୀର ଆଉ ସୋନାକ୍ଷୀ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ସେମାନଙ୍କ ବିବାହ କଥା କହିଥିଲେ।
ଅନନ୍ତ ଅମ୍ୱାନୀ ଓ ରାଧିକାଙ୍କ ବିବାହରେ ଦେଖିବାକୁ ମିଳିଛି ଗୋଟିଏ ରୋଚକ ଘଟଣା। ତାଙ୍କ ବିବାହରେ ଜଣେ ବୃଦ୍ଧା ସାମିଲ ହୋଇଥିଲେ। ଏବଂ ଅମ୍ବାନୀ ଦମ୍ପତି ତାଙ୍କୁ ମୁଣ୍ଡିଆ ବି ମାରିଥିଲେ। ହେଲେ କିଏ ଏହି ମହିଳା ତାକୁ ନେଇ ସମସ୍ତଙ୍କ ଭିତରେ ସସପେନ୍ସ ।
ଆକାଶ ଛୁଆଁ ହୋଇଛି ପନିପରିବା ଦର। ୫୦୦ ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ମୁସ୍କିଲ। ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର। ଏନେଇ ପୂର୍ବ ସରକାରକୁ ଟାର୍ଗେଟ୍ କରୁଥିବା ବର୍ତ୍ତମାନର ସରକାର ଏ ଦିଗରେ ପଦକ୍ଷେପ ନେବେ ତ…
ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀଙ୍କ ସମେତ ବିଜେପିର ସମସ୍ତ ପଦାଧିକାରୀ ଉପସ୍ଥିତ ଅଛନ୍ତି ।
କୁଆଡେ ଗଲା ସୁନା ଥାଳି । କାହିଁକି ମହାପ୍ରଭୁଙ୍କୁ ସୁନାଥାଳିରେ ଭୋଗ ଲାଗୁନି ।
ମିଳିଲା ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।
ଅମ୍ବାନୀ ପରିବାରର ବିବାହ ପାର୍ଟୀ ପରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ଚର୍ଚ୍ଚାରେ ରହିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ପରିବାର ମଧ୍ୟରେ କ’ଣ ମତଭେଦ ଚାଲିଛି ତାହ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି। ଏହି ଖବର ଥମି ଆସୁଥିବା ବେଳେ ଅଭିଷେକ ଏହାକୁ ପୁଣି ଇନ୍ଧନ ଯୋଗାଇଛନ୍ତି।
ଗତକାଲି ବ୍ରିଟେନର ଲିଡ୍ସ ସହରରେ ହିଂସାକାଣ୍ତ ଘଟିଥିଲା । ଲିଡ୍ସର ପଡ଼ୋଶୀ ହାରେହିଲ୍ସ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ଗୋଟେ ବସ୍ ପୋଡ଼ି ଯାଇଥିଲା ।
ରସଗୋଲା ଦିବସରେ ଆଜି ଆମେ ଘରେ ବନେଇବା ‘ରସଗୋଲା’ । ଏହି ମିଠା ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।
ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କିଂ ସହ ବିମାନ ସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।
ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି । ଏନେଇ ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ