• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Baijayant Panda
ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ପୂର୍ବ ଓ ଉତ୍ତରପୂର୍ବ ଭାରତ:ବୈଜୟନ୍ତ ପଣ୍ଡା

ପୂର୍ବ ୟୁପିଏ ସରକାରଙ୍କୁ ଟାର୍ଗେଟ କରିବା ସହ ସାଂସଦ ବୈଜୟନ୍ତ ପଣ୍ଡା ଆହୁରି କହିଛନ୍ତି ଯେ, ୟୁପିଏ ସମୟରେ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଉଥିଲା ।

Vigilance Raid
ଇଞ୍ଜିନିୟରଙ୍କ ଅମାପ ସଂପତ୍ତି ! ଯନ୍ତ୍ରୀଙ୍କ ଘର ଦ୍ୱାର ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।

Sports Budget
Budget 2024: ଖେଲୋ ଇଣ୍ଡିଆକୁ କ୍ରୀଡା ବଜେଟର ସିଂହଭାଗ ରାଶି

ଭାରତ ସରକାରଙ୍କ ଫୋକସରେ ଖେଲୋ ଇଣ୍ଡିଆ । କ୍ରୀଡା ବଜେଟରେ ଖେଲୋ ଇଣ୍ଡିଆକୁ ମିଳିଲା ସିଂହଭାଗ ରାଶି ।

Old Age Pensions
ଖୁସି ଖବର: ସାମାଜିକ ସୁରକ୍ଷା ଭତ୍ତା ହେବ ୩୫ ଶହ ଟଙ୍କା...

ବଢିଲା ଭତ୍ତା । ସାମାଜିକ ସୁରକ୍ଷା ଭତ୍ତା ବଢାଇଲେ ସରକାର । ସାମାଜିକ ସୁରକ୍ଷା ଭତ୍ତା ହେବ ୩ ହଜାର ୫ଶହ ଟଙ୍କା  ।

BSKY
BSKY ଜାଗାରେ GJAY ! ମାଗଣା ଚକ୍ଷୁ ଚିକିତ୍ସା ପାଇଁ ଦିବ୍ୟଦୃଷ୍ଟି ଯୋଜନା...

ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଆରମ୍ଭ ହେବ । ଏଥିପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ ହୋଇଛି । କଟକ ଏସ୍‌ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ରହିଛି । ଏବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Jashoda Yojana
ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’; ଖର୍ଚ୍ଚ ହେବ ୮୩ କୋଟି...

ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ହୋଇଛି ‘ଯଶୋଦା’ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା କରାଯାଇଛି ।

patato
ରାଜ୍ୟରେ ଆକାଶ ଛୁଆଁ ଆଳୁ ଦର; ଦରବୃଦ୍ଧି ଦେଖି ଚିନ୍ତାରେ ଖାଉଟି...  

ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ଯୋଗୁ ଏବେ ଓଡ଼ିଶା ବଜାରରେ ଆଳୁ ଅମୂଲମୂଲ । ୪ ଦିନ ହେଲା ଓଡ଼ିଶା ବଜାରକୁ ଆସୁନି ଆଳୁ ।  

CM Kissan Scheme
୨ ଲକ୍ଷ ୬୫ ହଜାର କୋଟିର ବଜେଟ ! CM କିଶାନ ପାଇଁ ଖର୍ଚ୍ଚ ହେବ ୧୯୩୫ କୋଟି

ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ ।

Odisha Budget 2024
ଆସିଲା ରାଜ୍ୟ ବଜେଟ୍, ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି

୨୦୨୩-୨୪ ତୁଳନାରେ ଏହି ବଜେଟର ପରିମାଣ ୧୫% ଅଧିକ ।

Rashtrapati Bhavan
ଆଉ ଶୁଣିବାକୁ ମିଳିବନି 'ଦରବାର୍', ଏବେ 'ଗଣତନ୍ତ୍ର'

ରାଷ୍ଟ୍ରପତି ଭବନରୁ ହଟିଲା ବ୍ରିଟିଶ୍ ଛାପ । ବଦଳିଲା ରାଷ୍ଟ୍ରପତି ଭବନର ଐତିହାସିକ ଦରବାର୍ ହଲ୍ ଓ ଅଶୋକ ହଲ୍‌ର ନାମ ।

hardik pandya
ନତାଶାଙ୍କ ଫଟୋରେ ହାର୍ଦ୍ଦିକଙ୍କ କମେଣ୍ଟ ! ଭାଇରାଲ ହେଉଛି ପଟୋ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ପରେ ନତାଶା ଷ୍ଟାନକୋଭିକ୍ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଫଟୋରେ ନତାଶା, ଅଗସ୍ତ୍ୟଙ୍କ ସହିତ ସର୍ବିଆର ଥିମ୍ ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପୁଅ ସହିତ ବିଭିନ୍ନ ପୋଜରେ ଫଟୋ କ୍ଲିକ୍ କରିଥିବା ଦେଖିବାକୁ ମିଳିଛି ।

President Murmu Teaches Students
ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି; ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦେଲେ ମାର୍ଗଦର୍ଶନ...

ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇଥିଲେ ରାଷ୍ଟ୍ରପତି। 

Sudha Murty
୭୭୫ କୋଟିର ମାଲିକ, ୩୦ ବର୍ଷରେ ପ୍ରଥମ ଥର ପାଇଁ କିଣିଲେ ନୂଆ ଶାଢ଼ି !

ଆପଣ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଅଛନ୍ତି କିମ୍ବା ନଜର ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କମ୍‌ରୁ କମ୍‌ ଜିନିଷ ସହିତ ବଞ୍ଚିବା ଶିଖନ୍ତୁ । ଏହା ଆପଣଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ଭଲ ଉପାୟ ।

Lower Suktel Project
ଲୋୟର ସୁକତେଲକୁ ନେଇ ଶାସକ ବିରୋଧୀ ମୁହାଁ ମୁହିଁ: ପ୍ରଶ୍ନ କରି ଫଶିଲେ ବିଜେଡି ବିଧାୟକ...

ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ ବିରୋଧୀ ମୁହାଁ ମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ବିଜେଡି ସରକାରକୁ ହରଡ ଘଣାରେ ପକାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

Supreme Court
କର୍ମଚାରୀଙ୍କ ପଦୋନ୍ନତି, ସେମାନଙ୍କର ମୌଳିକ ଅଧିକାର: ସୁପ୍ରିମକୋର୍ଟ

କର୍ମଚାରୀମାନେ ନିଜର ଯୋଗ୍ୟତା ମାନଦଣ୍ଡକୁ ପୂରଣ କରି ପଦୋନ୍ନତି ପାଇଁ ବିବେଚିତ ହେବା ସେମାନଙ୍କ ଅଧିକାର । କୌଣସି କର୍ମଚାରୀଙ୍କର ପଦୋନ୍ନତି ନକରିବା ତାହା ତାଙ୍କର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରେ ।

chanakya niti
Chanakya Niti: ଏହି ୭ଟି ଜିନିଷ ଖାଇ କରିପାରିବେ ପୂଜାପାଠ; ଜାଣନ୍ତୁ କ’ଣ...

Chanakya Niti: ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନୀତିର ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଅନୁସରଣ କରନ୍ତି, ସେତେବେଳେ ତାଙ୍କୁ ସଫଳ ହେବା ଏବଂ ସୁଖମୟ ଜୀବନଯାପନ କରିବାକୁ କେହି ଅଟକାଇ ପାରିବେ ନାହିଁ ବୋଲି କୁହାଯାଏ ।

OAS Debaprasad Das
ନବୀନ ସରକାର ନିଲମ୍ବନ କରିଥିଲେ, ମୋହନ ସରକାର ନ୍ୟାୟ ଦେଲେ !

ରାଜ୍ୟ ସରକାରଙ୍କ ଜଏଣ୍ଟ ସେକ୍ରେଟାରୀ ଭାବେ ଦାୟିତ୍ୱ ସଂଭାଳିବେ । ଦେବ ପ୍ରସାଦ ଦାଶଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ନିଯୁକ୍ତି ଦିଆଯାଇଛି ।

Love Marriage
ଦୁବାଇରେ ମିଶିଲା ମନ, ବାଙ୍କିରେ ବାହାଘର: ଆଶୀର୍ବାଦ ଢାଳିଦେଲେ ପରିବାର

ବାଜିଲା ସାହାନାଇ... ପଡ଼ିଲା ହାତଗଣ୍ଠି । ଗ୍ରାମ ଦେବୀଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ପୁଅକୁ ନେପାଳୀ ଝିଅ ।

Joe Biden
ପତ୍ନୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ଯାଏଁ, ବାଇଡେନ୍‌ଙ୍କ ଭାଷଣ ଶୁଣି ସମସ୍ତେ କାନ୍ଦିଲେ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ ।

Paris Olympics 2024
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜିଠୁ ଭାରତର ଅଭିଯାନ...

ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ପ୍ରତିଯୋଗିତା ଆରମ୍ଭ ହେବ। 

Vigilance Scanner
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ; ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। 

gold necklace
Gold Price Today 25th July 2024: ପୁଣି କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସୁନା ଦରରେ ଲାଗିଲା ରୋକ୍ । କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Budget
ରାଜ୍ୟବାସୀଙ୍କୁ କ’ଣ ଭେଟି ଦେବେ ମୋହନ ସରକାର? କେଉଁ କ୍ଷେତ୍ରକୁ ମିଳିବ ସର୍ବାଧିକ ପ୍ରାଧାନ୍ୟ

ନୂଆ ସରକାର, ନୂଆ ବଜେଟ୍ । ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ ।

Weather
ଆସନ୍ତା ୪ ଦିନ ଯାଏ ଆହୁରି ବର୍ଷିବ! ଟ୍ୱିନସିଟି ସମେତ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ

ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Journalist Suicide
ମହିଳା ସାମ୍ବାଦିକା ମୃତ୍ୟୁ ଘଟଣା, ସ୍ୱାମୀ ଓ ଦିଅର ମାରିଦେଇଥିବା ଅଭିଯୋଗ କଲେ ପରିବାର

ରାଜଧାନୀରେ ମହିଳା ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ ।