ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି। ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ।
ଅନେକ ଆଶା ହୃଦୟରେ ଚାପି ରଖିଛି ୯ବର୍ଷର କୁନିଝିଅ। ହେଲେ କ’ଣ ହେବ, ଦଇବ ଦାଉ ସାଧିଛି । ଗୋଟିଏ ମାତ୍ର ସାହା ଭରସା ତାର ମାଆ ଆଜି ଘର ଭିତରେ ଶର୍ଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି।
ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା।
କର୍ମକ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷା ଲାଗି ବିକଶିତ ହୋଇଛି ଏକ ସ୍ବତନ୍ତ୍ର ଆପ୍। ଏହି ଆପ ଡେଭଲପ କରିଛନ୍ତି ବ୍ରହ୍ମପୁରର ଯୁବ ଉଦ୍ୟୋଗୀ ଚନ୍ଦନ ରାଉତ ।
କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ।
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ ।
ବୈଦ୍ଧରେ ବଡ଼ ଅଘଟଣ । ଗଛରେ ପିଟି ହୋଇ ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ । ବୌଦ୍ଧ ଥାନା ବୁରପଟା ଛକ ନିକଟରେ ସଡ଼କ ଦୁର୍ଘଟଣା ।
ପୁଣି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ । ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ ।
ପ୍ରାୟ ସମସ୍ତେ ଓଜୋନ୍ ଲେୟର କଥା ଶୁଣିଥିବେ, କିନ୍ତୁ ଏହା କ’ଣ ଆପଣ ଜାଣନ୍ତି କି? ଓଜୋନ ଲେୟର ଫସଲକୁ ରକ୍ଷା କରେ। ଏହା ନ ଥିଲେ ଫସଲ ଉପରେ ବିକିରଣର ବିପଜ୍ଜନକ ପ୍ରଭାବ ଦେଖିବାକୁ ମିଳିଥାନ୍ତା। ଓଜୋନ ଲେୟର ଥିବାରୁ ଏହା ସମଗ୍ର ଫସଲ ଚକ୍ରକୁ ସୁରକ୍ଷା ଦେଇଥାଏ।
ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁସାରେ, ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ। ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ।
ବ୍ରହ୍ମପୁର ବଡ଼ ବଜାରରେ ନକଲି ତେଲ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ । ନାମୀଦାମୀ ନଡ଼ିଆ ତେଲ ଡବାର ଲୋଗୋ ବ୍ୟବହାର କରି ଠକେଇ ।
ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ। ମଥାନୀଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ରାତି ୮ଟା ସୁଦ୍ଧା ଜଳକା ନଦୀର ଜଳସ୍ତର ବଢ଼ି ୬.୫୧ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଆଳୁ ହେଉ କି ପିଆଜ, ଅଦା ହେଉ କି ରସୁଣ। ହାଣ୍ଡିଶାଳର ଏହି ୪ଟି ସାମଗ୍ରୀ କିଣିଲାବେଳକୁ ଝାଳନାଳ ହୋଇପଡୁଥିବା ନିମ୍ନ ମଧ୍ୟବିତ୍ତଙ୍କ ମୁଣ୍ଡରେ ଏବେ ପଡ଼ିଛି ଖାଇବା ତେଲର ଚଡ଼କ।
ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ଏକ୍ସପ୍ରେସ୍ । ଆସନ୍ତାକାଲି ଗଡ଼ିବ ରାୟପୁର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ।
ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍ । ଆୟୋଜିତ ହେଲା ୧୦ ହଜାରରୁ ଅଧିକ ସ୍ୱାଗତ ପଦଯାତ୍ରା । ସ୍ୱାଗତ ପଦଯାତ୍ରା'ରେ ସାମିଲ ହେଲେ ହଜାର ହଜାର ମହିଳା। ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ ଲେଖାଏଁ ।
ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୁରକ୍ଷା ପାଇଁ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ ।
ଏପଟେ ପୂଜାର୍ଚ୍ଚନା, ସେପଟେ ଚିକିତ୍ସା । ମାଲକାନଗିରିରି ମାଥିଲି । ବର୍ଷା ବନ୍ୟା ଆଣିଲା ଅଜଣା ରୋଗ । ଆଉ ପାହାଡ଼ି ଆଦିବାସୀ ମୂଲକରୁ ବଢ଼ି ଛାଡୁ ଛାଡ଼ୁ ବଢ଼ିଲା ସଂକ୍ରାମକ ରୋଗ।
ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି । ବିଜେଡି ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ମାନସ ବିଶ୍ୱାଳ।
ନୂଆ ସରକାର ଆସିବା କ୍ଷଣି ଖୋଲିଲା ଶ୍ରୀମନ୍ଦିର ଚାରି ଦୁଆର। ହଟିଲା ବର୍ଷ ବର୍ଷର ପ୍ରତିବନ୍ଧକ । ତଥାପି ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ।
ଜାମିନରେ ଜେଲରୁ ମୁକୁଳିବା ପରେ ପଦ ଛାଡ଼ିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଆଉ ଏହି ଘୋଷଣା ଭିତରେ ଦିଲ୍ଲୀବାସୀଙ୍କୁ ପରୋକ୍ଷରେ ଭୋଟ୍ ମାଗିଛନ୍ତି କେଜରିୱାଲ।
ପୁଣି ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରତା । ଛତିଶଗଡ଼ ସୁକମାରେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ।
ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।
ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଆହତ । ଅଭ୍ୟାସ ସମୟରେ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି ।
ଆପଣ ଯଦି SBI ରେ କାମ କରିବାକୁ ଆଗ୍ରହୀ, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ SBI ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।