/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727589284.jpg)
Car Accident
ଘର ଭିତରକୁ ମାଡିଗଲା କାର I ଅଳ୍ପକେ ବର୍ତ୍ତିଲେ ଘରେ ଥିବା ୭ ଜଣ ଜଣ । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଅଘଟଣ ଘଟିଛି । ସୋନପୁର ଆଡ଼ୁ ଦ୍ରୁତ ଗତିରେ ଆସୁଥିବା ଏକ କାର ରାସ୍ତାକଡ଼ରେ ଥିବା ଏକ ଘରେ ପଶିଯାଇଥିଲା । କାର ଧକ୍କାରେ ଘରଟି ଭାଙ୍ଗି ଯାଇଛି । ଏହି ଏହି ଅଘଟଣରୁ ଅଳ୍ପେକେ ବର୍ତ୍ତି ଯାଇଛନକ୍ତି ଘରେ ଥିବା ପରିବାରର ୭ ଜଣ ସଦସ୍ୟ । ଦୁର୍ଘଟଣା ଗ୍ରସ୍ତ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସଂଦେହ କରାଯାଉଛି । ବିନିକା ପୋଲିସ ଗାଡ଼ିକୁ ଜବତ କରିଛ ତଦନ୍ତ କରୁଛି । ତେବେ ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ହୋଇଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)