• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

How much age gap is right between husband and wife
Relationship Tips: ବିବାହରେ ପୁଅ କାହିଁକି ଝିଅ ଠାରୁ ବଡ଼ ହେବା ଉଚିତ; କ’ଣ କୁହେ ବିଜ୍ଞାନ…

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହି ବୟସ ପାର୍ଥକ୍ୟ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ପଛରେ ବୈଜ୍ଞାନିକ ଯୁକ୍ତି ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ମଧ୍ୟ ବିବାହରେ ପୁଅ ଝିଅ ମଧ୍ୟ ବୟସର ପାର୍ଥକ୍ୟ ରହିବା ଉଚିତ।

Puri Town
ବଢ଼ିବ ପୁରୀ ସହରର ସୁରକ୍ଷା, ସମସ୍ତ ପ୍ରବେଶ ପଥରେ ଲାଗିବ CCTV

ସେହିପରି ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି ।

Fake Bomb Threat
ବିମାନରେ ବୋମା ଗୁଜବ ଘଟଣା: ସନ୍ଦିଗ୍ଧ ନାବାଳକ ଗିରଫ

୩ଟି ବିମାନରେ ବୋମା ଗୁଜବ ସୃଷ୍ଟି କରିଥିବା ଉକ୍ତ ନାବାଳକକୁ ଗିରଫ କରାଯାଇଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।

Cyber Fraud
ସିମବକ୍ସ ପରେ ଫେକ୍ କଲସେଣ୍ଟର, ଭୁବନେଶ୍ବର ପାଲଟୁଛି ସାଇବର ଠକଙ୍କ ନୂଆ ରାଜଧାନୀ

ସିମବକ୍ସ ପରେ ଫେକ୍ କଲସେଣ୍ଟର। ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନାଞ୍ଚଳରୁ ଆଜି ଏକ ଫେକ୍ କଲ ସେଣ୍ଟର ଠାବ ହେବା ପରେ ହଜିଯାଇଛି କମିଶନରେଟ୍ ପୋଲିସର ନିଦ। ସବୁଠୁ ବଡ଼ କଥା ହେଉଛି ସିମବକ୍ସ ପରି ଏହାର ବି ରହିଛି ପଶ୍ଚିମବଙ୍ଗ ଲିଙ୍କ୍।

BJD Conflict
ଦୋହଲିଲା ଗଞ୍ଜାମର ବିଜେଡି ଗଡ଼, ବିପର୍ଯ୍ୟୟର ଗୁମର ଖୋଲିଲେ ପୂର୍ବତନ ବିଧାୟିକା

ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।

Puri temple Mahaprasad price
ଅମୂଲମୂଲ ଅବଢ଼ା, ତିନିଗୁଣା ବଢ଼ିଲାଣି ଶୁଖିଲି ଭୋଗ ଦର; ନିରାଶ ଭକ୍ତ...

କିଣି ହେଉନି ଶୁଖିଲି ଭୋଗ । ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ରେଟ୍ ଶୁଣି ଭକ୍ତ ଛାନିଆ। 

Chief Election Commissioners
ଜରୁରୀକାଳୀନ ଅବତରଣ କଲା ସିଇସିଙ୍କ ହେଲିକପ୍ଟର; ଜାଣନ୍ତୁ କାହିଁକି...

ଉତ୍ତରାଖଣ୍ତ ପିଥୋରାଗଡ ଜିଲ୍ଲାରେ କେନ୍ଦ୍ରୀୟ ନିର୍ବାଚନ କମିଶନର ରାଜୀବ କୁମାର ଓ ରାଜ୍ୟର ଡେପୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ବିଜୟ କୁମାର ଜୋଗଦାନନ୍ଦଙ୍କୁ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି ।

bomb threats
ବିମାନରେ ବୋମା ଗୁଜବ; ୩ ଦିନରେ ୧୨ ଘଟଣାକୁ ନେଇ ଆତଙ୍କ

ଗଲା ସୋମବାରଠୁ ବିଭିନ୍ନ ଭାରତୀୟ ବିମାନ ସେବା ପ୍ରଦାନକାରୀ କଂପାନୀର ବିମାନରେ ବୋମା ଗୁଜବ ଘଟଣା ପରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା। 

Nyay Devi
ଆଉ ଅନ୍ଧ ହୋଇ ରହିବନି କାନୁନ୍, ନ୍ୟାୟଦେବୀଙ୍କ ଆଖିରୁ ହଟିଲା ପଟି

ଶହ ଶହ ବର୍ଷର ପରମ୍ପରାକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।

Puri Srimandir
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା; ୧୮ରୁ ୨ ଦ୍ବାରରେ ପ୍ରବେଶ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ। 

Nigeria fuel tanker explosion
ବଡ଼ ଅଘଟଣ: ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର୍; ୧୦୦ ମୃତ, ଏକାଧିକ ଆହତ...

ଗାଁ ମଝିରେ ତେଲ ଟ୍ୟାଙ୍କର୍ ହେଲା ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର୍ ବିସ୍ଫୋରଣ ହୋଇ ଜୀବନ ହରାଇଲେ ଏକାଧିକ ଲୋକ । 

 MSP Hike
ଚାଷୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ରବି ଫସଲ ପାଇଁ MSP ବଢ଼ାଇଲେ କେନ୍ଦ୍ର ସରକାର

ବଢିଲା ବିଭିନ୍ନ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ। ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର।

Defrauding Actress
ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକେଇ; ଚନ୍ଦକା ଥାନାରେ ଦ୍ବାରସ୍ଥ ହେଲେ ଆଲବମ ହିରୋଇନ 

ପ୍ରଡ୍ୟୁସର ବୋଲି କହି ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପରିଚିତ ହେବା ପରେ ବିଭିନ୍ନ ଲୋଭ ଦେଖାଇ ଠକେଇ ହୋଇଥିବା ଜଣାପଡିଛି ।

flights
ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ କଲ୍; ୪୮ ଘଣ୍ଟାରେ ମିଳିଲା ୧୨ ଧମକ

ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍  ପରେ ବଢ଼ିଲା ଛନକା ।

bhool bhulaiyaa 3 title track release
Title Track Release: ରିଲିଜ୍ ହେଲା କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ୍‌ ଭୁଲୈୟା ୩'ର ଟାଇଟଲ୍ ଟ୍ରାକ୍

'ଭୁଲ୍‌ ଭୁଲୈୟା ୩'ର ଟ୍ରେଲର ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଏହାରି ଭିତରେ ନିର୍ମାତା 'ଭୁଲ୍‌ ଭୁଲୈୟା ୩'ର ଟାଇଟଲ୍ ଟ୍ରାକ୍ ରିଲିଜ୍ କରିଛନ୍ତି ଯାହା ଲୋକଙ୍କ ହୃଦୟ ଜିତିବାରେ ଲାଗିଛି।

 Debashish Samantaray
‘ପାଣ୍ଡିଆନ କେବେ ବି ଆମ ନେତା ନଥିଲେ’

ଗତକାଲି ଦଳର ବରିଷ୍ଠ ନେତା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ବୟାନକୁ କାଉଣ୍ଟର କରି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।

DA hike
ଦୀପାବଳି ଭେଟି...ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ୩% DA

କେନ୍ଦ୍ର କର୍ମଚାରୀଙ୍କ DA ବଢ଼ାଇଲେ ସରକାର । ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

Omar Abdullah
ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅବଦୁଲ୍ଲା; ସରକାରରେ ସାମିଲ ହେବନାହିଁ କଂଗ୍ରେସ

ଶ୍ରୀନଗରର ଶେର୍‌ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ଓମର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

Two-wheeler
ଅଟୋ କମ୍ପାନୀ ପାଇଁ ଖୁସି ଖବର; ୬ ବର୍ଷ ପରେ ବିକ୍ରି ହେଲା ୧ କୋଟିରୁ ଅଧିକ ଦୁଇ ଚକିଆ ଯାନ ! 

ପୁଣି ବଢୁଛି ଚାହିଦା, ବଢୁଛି ଉତ୍ସାହ । ଭାରତୀୟ ବଜାରରେ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନର ଚାହିଦା ଧୀରେ ଧୀରେ ବୃଦ୍ଧି ପାଉଛି ।

Kumara Purnima 2024 how it is celebrated in Odisha
Kumara Purnima 2024: କାହିଁକି ପାଳନ କରାଯାଏ କୁମାର ପୂର୍ଣ୍ଣିମା; କ’ଣ ରହିଛି ଏହାର ବୈଜ୍ଞାନିକ ମତ

କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସ‌ହ ପୂଜା କରାଯାଇଥାଏ। ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ବୋଲି କୁହାଯାଏ। ଏହି ଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି। ତେବେ ଏହି ଦିନ କାହିଁକି ହୁଏ ଚନ୍ଦ୍ରପୂଜା ଆସନ୍ତୁ ଜାଣିବା।

Latika Pradhan
ଲତିକା ପ୍ରଧାନଙ୍କ ବିସ୍ଫୋରଣ!! 'ରଞ୍ଜିତା କରୁଛନ୍ତି ଦଳ ବିରୋଧୀ କାର୍ଯ୍ୟ'

ଗଞ୍ଜାମ ବିଜେଡିରେ ବଡ଼ ହଲଚଲ୍ । ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।

Ram gopal varma call Lawrence bishnoi smarter than film stars
ବିଷ୍ଣୋଇଙ୍କ ଅପେକ୍ଷା ଅଧିକ ଭଲ ଦେଖାଯାଉଥିବା ଷ୍ଟାର୍‌ ବଲିଉଡ୍‌ରେ ମିଳିବେ ନାହିଁ; ରାମ ଗୋପାଳ ବର୍ମା

ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ଦାୟୀ। ଏହାରି ଭିତରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଷ୍ଟାର୍‌ଙ୍କ ଅପେକ୍ଷା ଲରେନ୍ସ ବିଷ୍ଣୋଇ ଅଧିକ ସୁନ୍ଦର ଲାଗୁଛନ୍ତି।

Fake Call Centre
ରାଜଧାନୀରେ ନକଲି କଲ୍ ସେଣ୍ଟର ! ହେଉଥିଲା କି ସାଇବର ଠକେଇ ?

ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ଚାଲିଥିଲା ପ୍ରି ପ୍ଲାନ । ଚଢ଼ାଉ କଲା କମିଶନରେଟ ପୋଲିସର ସାଇବର ଟିମ୍ ।

Allahabad HC
କୋର୍ଟଙ୍କ ନିଆରା ନିର୍ଦ୍ଦେଶ: ବିବାହ କର, ଛୁଆର ଯତ୍ନ ନିଅ; ମିଳିବ ବେଲ୍

କୋର୍ଟ ଦେଲେ ନିଆରା ନିର୍ଦ୍ଦେଶ .. ଦୁଷ୍କର୍ମ ଅଭିଯୁକ୍ତକୁ କହିଲେ ବିବାହ କରି ଛୁଆର ନିଅ ଯତ୍ନ । ତେବେ ଯାଇ ମିଳିବ ବେଲ୍ ।

Elephant
ଟ୍ରେନ୍ ଧକ୍କା ଦେବା ଘଟଣା: ଚିକିତ୍ସା ପାଇଁ ନନ୍ଦନ କାନନ ଆସୁଛି କୁନି ହାତୀ

ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ୍ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି ।