ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ WhatsApp ଚ୍ୟାନେଲ୍ ମଧ୍ୟ ସୃଷ୍ଟି କରିଛନ୍ତି। ଆପଣ ମଧ୍ୟ ନିଜର WhatsApp ଚ୍ୟାନେଲ୍ ସୃଷ୍ଟି କରିପାରିବେ। ଏହା ଦ୍ୱାରା ଆପଣଙ୍କ ବ୍ରାଣ୍ଡ୍ର ପ୍ରମୋସନ୍ ଏବଂ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ମଧ୍ୟ ରୋଜଗାର କରିପାରିବେ।
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୩ ତାରିଖ ସକାଳେ ସେ ବାଙ୍ଗିରିପୋଷି ହେଲିପ୍ୟାଡରେ ଅବତରଣ କରିବେ ।
ବଙ୍ଗୋପସାଗରରେ ଅବପାତ। ଦକ୍ଷିଣ-ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦକ୍ଷିଣ-ଉତ୍ତରଦକ୍ଷିଣ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇଛି ।
ଆଜିକାଲି ମାର୍କେଟ୍ରେ ଭେଜାଲ୍ ଜିନିଷ ବଢିଚାଲିଛି। ଖାଲି ଘିଅ କି ମହୁ ନୁହେଁ, ଗୁଡ଼ ମଧ୍ୟ ଭେଜାଲ୍ ହେଉଛି। ତେବେ ଆପଣ ଖାଉଥିବା ଗୁଡ଼ ଭେଜାଲ୍ ନୁହେଁ ତ… ଚାରିଟି ଉପାୟରେ ଜାଣନ୍ତୁ।
ଦୁଇ ଯୁବକଙ୍କୁ ହତ୍ୟା ପରେ ପ୍ରବଳ ଉତ୍ତେଜନା । କେନ୍ଦୁଝର ଆନନ୍ଦପୁର ବ୍ଲକ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ ।
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ତ ଟେଷ୍ଟ ଶୃଙ୍ଖଳା ।
ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରେ।
ରିଲାଏନ୍ସ ଜିଓ ପକ୍ଷରୁ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪’ରେ ଦୁଇଟି ନୂତନ 4G ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି।
ଷ୍ଟାଟିଷ୍ଟିକ୍ କହୁଛି ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଛି ୨୩୦ ଡାକ୍ତର ପଦବୀ। କେବଳ ଡାକ୍ତର ନୁହଁନ୍ତି ଶତାଧିକ ଷ୍ଟାଫ ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀ ପଦବୀ ବି ଖାଲି। ଜିଲ୍ଲାରେ ନାହାନ୍ତି ପ୍ରାୟ ୯୦ ପ୍ରତିଶତ ବିଶେଷଜ୍ଞ ।
ଚାଷ ଜମିକୁ ଗିଳି ଚାଲିଛି ଶିଳ୍ପ, ନ୍ୟାୟ ପାଇଁ ପାଟି କରୁଛି ଚାଷୀ ହେଲେ ପ୍ରଶାସନ ନିରବ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତରେ ଥିବା "ଟେକ୍ନିମଣ୍ଟ" କମ୍ପାନି ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ ।
ଆଧାର, ଫଟୋ ଓ ଟିପ ଚିହ୍ନ ନେଇ, ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟି ନେଉଛନ୍ତି ସରକାରୀ ଯୋଜନା ଅର୍ଥ। ହିତାଧୀକାରୀଙ୍କ ମୋବାଇଲକୁ ମେସେଜ ଆସୁଛି ହେଲେ ଖାତାକୁ ଟଙ୍କା ଆସୁନି।
ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣମୀ ନୀତି ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ପାଇଁ ଜ୍ୟୋତିର୍ବିଦ୍ ମତ ରଖିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ବି ୧୮ରୁ ହବିଷ୍ୟାଳି ଯୋଜନା ଆରମ୍ଭ ହେଉଥିବା କହିଛି।
ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା । ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି ।
ଛିଡୁନି ଭୁବନେଶ୍ୱର ବିଜେଡ଼ି ବିବାଦ । ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସର ପରେ ମଧ୍ୟ ଥମୁନି ବୟାନବାଜି ।
ତାମିଲନାଡୁରେ ଜାରି ରହିଛି ଭାରି ବର୍ଷା । କେବଳ ଚେନ୍ନାଇରେ ୧୬ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାସ୍ତାଘାଟରେ ପାଣି ଜମି ରହିଛି ।
ଥରେ ହିଁ ଯାଞ୍ଚ ହେବ ଧାନର ମାନ । ମିଲରେ କଟନୀ ଛଟନୀର ଶିକାର ହେବେନି ଚାଷୀ ।
ଧାନ କିଣା ହେବ ସ୍ୱଚ୍ଛ, ଚାଷୀ ହେବେନି ଅସନ୍ତୁଷ୍ଟ । ଏଥିପାଇଁ ଧାନକିଣାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।
ଉଭୟ ରାଜ୍ୟର ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଏବଂ ଝାଡ଼ଖଣ୍ଡରେ ୨ଟି ଫେଜରେ ଭୋଟ୍ ଗ୍ରହଣ ହେବ।
କେଉଁଦିନଠୁ ହବିଷ୍ୟାଳି ଆରମ୍ଭ କରିବେ କାର୍ତ୍ତିକ ବ୍ରତ । ୧୭ ନା ୧୮ ତାରିଖ ।
ଆପଣ କେବେ ଭାବିଛନ୍ତି, ରାସ୍ତାରେ ଚାଲୁ ଚାଲୁ ଯଦି ଆପଣଙ୍କ ଉପରେ ପାଣି ଟାଙ୍କି ପଡ଼ିଯାଏ, ତେବେ କ’ଣ ହେବ । ନିଶ୍ଚିତ ମୃତ୍ୟୁ ବୋଧେ ।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ବଡ ଚର୍ଚ୍ଚା। କେତେକ ବଡ ନାଁ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ରହିଛି, ଯେଉଁଥିରେ ସଲମାନ ଖାନ ଏକ ନମ୍ବରରେ ରହିଛନ୍ତି। ଅନ୍ୟମାନେ କିଏ ଆସନ୍ତୁ ଜାଣିବା।
ଦିଲ୍ଲୀ ନିର୍ବାଚନ ଇନ୍ ଚାର୍ଜ ଭାବେ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ବ ମିଳିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍ ଚାର୍ଜ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।
ବିଂଶ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ସବୁଠାରୁ ଜ୍ଞାନୀ ତଥା ଦୂରଦ୍ରଷ୍ଟା ଭାବରେ ଗଣନା କରାଯାଏ । ଜଣେ ମହାନ ରାଜନେତା ତଥା ବାସ୍ତୁ ଶାସ୍ତ୍ରର ବିଦ୍ୱାନ ଭାବେ ଇତିହାସ ତାଙ୍କୁ ମନେ ରଖେ ।