ଉତ୍ତରାଖଣ୍ଡରେ ଭୟଙ୍କର ହେଲାଣି ଜଙ୍ଗଲ ନିଆଁ । ଏତେ ମାତ୍ରାରେ ନିଆଁ ଲାଗିଛି ଯେ ଏହାର ପ୍ରକୋପ ନୈନିତାଲ ହାଇକୋର୍ଟ କୋଲନୀ ପର୍ଯ୍ୟନ୍ତ ବ୍ୟାପିଲାଣି । ନିଆଁ ଲିଭାଇବା ପାଇଁ ହେଲିକପ୍ଟର ସହାୟତା ନିଆଯାଉଛି ।
ଆଉ ୩ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।
ଆଉଟଲେଟ୍ ରିପୋର୍ଟ ଅନୁଯାୟୀ, ବର୍ଷା ପ୍ରଥମେ ଭାବିଥିଲେ ଏହା ସ୍ୱାଭାବିକ ଭାବରେ ହଜମ ପ୍ରକ୍ରିୟା ଦେଇଯିବ। ମାତ୍ର ସେପରି ହୋଇନଥିଲା। ପରେ ତାଙ୍କର ବାରମ୍ୱାର କାଶ ହୋବା ସହ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇଥିଲା।
ଚାକିରି ଛାଡ଼ିଲେ... ଖୁସିରେ ନାଚିଲେ... ବସ୍ଙ୍କ ସାମ୍ନାରେ ଢ଼ୋଲ ବଜେଇ କମ୍ପାନୀରୁ ନେଲେ ବିଦାୟ । ସାଧାରଣତଃ ଚାକିରି ଛାଡ଼ିବେଳେ କଷ୍ଟ ଲାଗିଥାଏ । କେହି କେହି କ୍ୟାରିଅରରେ ଆଗକୁ ବଢ଼ିବାକୁ ଚାକିରି ଛାଡ଼ି ଥାଆନ୍ତି, ଆଉ କେହି କେହି ପରିସ୍ଥିତିରେ ପଡ଼ି ।
୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି।
HURLରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ HURL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ। ଆପଣ ଯଦି ଆଗ୍ରହୀ ତେବେ ଏହି ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ ଏବଂ ତୁରନ୍ତ ଆବେଦନ କରନ୍ତୁ।
୯୦ ଦଶକ ଶେଷ ଆଡକୁ ଓଡ଼ିଶା ରାଜନୀତିରେ ଏକ ଦଳୀୟ ପ୍ରତୀକ ଭାବରେ ଆବିର୍ଭାବ ହୋଇଥିବା ‘ଶଙ୍ଖ’ ୨୦୨୪ ନିର୍ବାଚନ ବେଳକୁ ନୂଆ ମୋଡ ନେଇଥିବା ଦେଖିବାକୁ ମିଳିଛି। ଗୋଟିଏ ଶଙ୍ଖରେ ୫ଟି ନିର୍ବାଚନ ଜିତିଥିବା ବିଜେଡି ଷଷ୍ଠ ଥର କ୍ଷମତା ହାସଲ ପାଇଁ ‘ଯୋଡି ଶଙ୍ଖ’ ଫର୍ମୁଲା ଆପଣାଇଲା କାହିଁକି ?
ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ ଦିଦି । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ସେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ ।
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟି ଅଭିଯୋଗ । ରାୟଗଡ଼ା ଜିଲ୍ଲା ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ ।
ଗୋଟିଏ ଘରୁ ଦୁଇ ଦୁଇ ଜଣଙ୍କର JEE କ୍ଲିୟର୍ । ଏପରି ଘଟଣା ଘଟିଛି ହରିଆଣାର ଗୁରୁଗ୍ରାମରେ । ଦୁଇଜଣ ଯାଆଁଳା ଭାଇ ନିକଟରେ ଅନୁଷ୍ଠିତ JEE କ୍ଲିୟର୍ କରିଛନ୍ତି । ଫଳରେ ଏହା ପରିବାର ପାଇଁ ଦୁଇଗୁଣ ଆନନ୍ଦ ଆଣି ଦେଇଛି ।
VBSP ବିଶ୍ୱବିଦ୍ୟାଳୟର ଚାରିଜଣ ଡି ଫାର୍ମା (ଡିପ୍ଲୋମା ଇନ୍ ଫାର୍ମାସି) ଛାତ୍ରଙ୍କୁ ୫୦% ମାର୍କ ଦିଆଯାଇଛି। ସବୁଠାରୁ ଚକିତ କଲା ଭଳି କଥା ହେଲା ଏହି ଛାତ୍ରମାନେ ପରୀକ୍ଷାରେ ‘ଜୟ ଶ୍ରୀରାମ’ ଏବଂ କିଛି ଷ୍ଟାର୍ କ୍ରିକେଟରଙ୍କ ନାମ ଛଡା ଆଉ କିଛି ଲେଖି ନଥିଲେ।
ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତାଙ୍କର ନିଷ୍ଠା ଦେଖିବାକୁ ମିଳିଛି। ସେ ଏହି ପ୍ରତିଯୋଗିତା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ।
ବିଧାୟକ ସମୀର ଦାଶଙ୍କ ବିଜେଡି ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ବିଧାୟକ ସମୀର ଦାଶ ।
ନିଆଁ ନୈନିତାଲକୁ ବ୍ୟାପିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେନାର ସହାୟତା ନିଆଯାଇଛି ।
ଭୟଙ୍କର ଗ୍ରୀଷ୍ମ ପ୍ରବାହ ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ଆଲର୍ଟ ଜାରି । ଖରାର ପ୍ରକୋପ ବଢ଼ିବା ନେଇ ଟ୍ୱିନ ସିଟିକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି ହୋଇଛି ।
'ରାମାୟଣ' ଫିଲ୍ମର ସେଟ୍ରୁ ଅନେକ କଳାକାରଙ୍କ ଫଟୋ ପ୍ରକାଶ ପାଇଥିବାବେଳେ ବର୍ତ୍ତମାନ ରଣବୀର ଏବଂ ସାଇଙ୍କ କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଉଭୟ ତାରକା ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି।
ଟିଭି ଧାରାବାହିକ ‘ତାରକ ମେହେଟା କା ଉଲ୍ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଏକ ଦୁଃଖ ଖବର ଆସିଛି। ଖବର ମୁତାବକ, ଅଭିନେତା ୨୨ ଏପ୍ରିଲରୁ ନିଖୋଜ ଅଛନ୍ତି। ଏହି ଖବର ସମଗ୍ର ଟିଭି ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି।
ଡାକ୍ତରୀ ଦଳର ସହାୟତାରେ ତାଙ୍କୁ ଜୟନଗର ନିର୍ବାଚନମଣ୍ଡଳୀରେ ଏକ ମତଦାନ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ସେ ଏକ ଷ୍ଟ୍ରେଚରରେ ଭୋଟ୍ ଦେଇଥିଲେ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ ।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୯୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୮୫୦ ଟଙ୍କା ରହିଛି ।
ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ବି କଳାହାଣ୍ଡି ସଂସଦୀୟ କ୍ଷେତ୍ର ଲାଗି ନୂଆ ମୁହଁ। ୨୦୧୯ ନିର୍ବାଚନରେ ସେ ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢି ଅଳ୍ପକେ ହାରି ଯାଇଥିଲେ। କଂଗ୍ରେସର ଅଧିରାଜ ପାଣିଗ୍ରାହୀଙ୍କଠାରୁ ମାତ୍ର ୨ ହଜାର ୮୫୭ ଭୋଟରେ ପରାଜିତ ହୋଇଥିଲେ ଲମ୍ବୋଦର ନିଆଲ।
ବିବାହ ଶୋଭାଯାତ୍ରାରେ ଆତସବାଜି ଯୋଗୁଁ ଏକ ଘରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ, ଗୋଟିଏ ପରିବାରର ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି।
ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।
ଡହ ଡହ ଖରାରେ କାଳିଆ ଦର୍ଶନ ପାଇଁ ଆସୁଥୁବା ଭକ୍ତ କିଭଳି ଡହଳ ବିକଳ ହେଉଥିଲେ ସେନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ କାର୍ପେଟ ବିଛାଇବା ସହ ଜଳ ସିଞ୍ଚନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ୍ ସାମିଲ ଅଛନ୍ତି ।