Advertisment

Railway RRB Recruitment 2025: ଭାରତୀୟ ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ

ରେଳ ନିଯୁକ୍ତି ବୋର୍ଡ ନେଇଆସିଛି ଚାକିରି ସୁଯୋଗ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Railway RRB Recruitment 2025

Railway RRB Recruitment 2025

ଆପଣ ଭାରତୀୟ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳ ନିଯୁକ୍ତି ବୋର୍ଡ(RRB) ଏହି ସୁଯୋଗ ନେଇଆସିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ RRB ମିନିଷ୍ଟିରିୟଲ୍ ଓ ଆଇସୋଲେଟେଡ୍ କ୍ୟାଟେଗୋରୀର ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ। ଦ୍ୱାଦଶ ପାଶ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍‌ rrbapply.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Railway RRB Recruitment 2025 apply for 1036 post Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୭ ଜାନୁଆରୀ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୬ ଫେବୃଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) – ୧୮୭ଟି ପୋଷ୍ଟ୍‌
  • ବୈଜ୍ଞାନିକ ସୁପରଭାଇଜର (ଏର୍ଗୋନୋମିକ୍ସ ଏବଂ ଟ୍ରେନିଂ) – ୦୩ଟି ପୋଷ୍ଟ୍‌
  • ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (TGT) – ୩୩୮ଟି ପୋଷ୍ଟ୍‌
  • ମୁଖ୍ୟ ଆଇନ ସହାୟକ – ୫୪ଟି ପୋଷ୍ଟ୍‌
  • ସରକାରୀ ଓକିଲ – ୨୦ଟି ପୋଷ୍ଟ୍‌
  • ଶାରୀରିକ ତାଲିମ ନିର୍ଦ୍ଦେଶକ (ଇଂରାଜୀ ମାଧ୍ୟମ) – ୧୮ଟି ପୋଷ୍ଟ୍‌
  • ବୈଜ୍ଞାନିକ ସହାୟକ / ତାଲିମ – ୦୨ଟି ପୋଷ୍ଟ୍‌
  • ଜୁନିଅର ଅନୁବାଦକ (ହିନ୍ଦୀ) – ୧୩୦ଟି ପୋଷ୍ଟ୍‌
  • ବରିଷ୍ଠ ପ୍ରଚାର ନିରୀକ୍ଷକ – ୦୩ଟି ପୋଷ୍ଟ୍‌
  • କର୍ମଚାରୀ ଏବଂ କଲ୍ୟାଣ ନିରୀକ୍ଷକ – ୫୯ଟି ପୋଷ୍ଟ୍‌
  • ଲାଇବ୍ରେରିଆନ୍ – ୧୦ଟି ପୋଷ୍ଟ୍‌
  • ସଙ୍ଗୀତ ଶିକ୍ଷକ (ମହିଳା) – ୦୩ଟି ପୋଷ୍ଟ୍‌
  • ପ୍ରାଥମିକ ରେଳ ଶିକ୍ଷକ – ୧୮୮ଟି ପୋଷ୍ଟ୍‌
  • ସହକାରୀ ଶିକ୍ଷକ (ମହିଳା) (ଜୁନିଅର ସ୍କୁଲ) – ୦୨ଟି ପୋଷ୍ଟ୍‌
  • ଲାବୋରେଟୋରୀ ସହାୟକ / ବିଦ୍ୟାଳୟ – ୦୭ଟି ପୋଷ୍ଟ୍‌
  • ଲ୍ୟାବ୍ ଆସିଷ୍ଟାଣ୍ଟ ଗ୍ରେଡ୍ ୩ (କେମିଷ୍ଟ ଏବଂ ମେଟାଲର୍ଗିଷ୍ଟ) – ୧୨ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୧୦୩୬ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ଯୋଗ୍ୟତା:

  • ସ୍ୱୀକୃତୀପାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ/ସ୍ନାତକ/ସ୍ନାତକୋତ୍ତର ପାଶ୍
  • ଶିକ୍ଷାଦାନ ପାଇଁ B.Ed / D.El.Ed / TET ବାଧ୍ୟତାମୂଳକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୩/୪୮ ବର୍ଷ
  • ବୟସ ଗଣନା ୦୧ ଜାନୁଆରୀ ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୫୦୦ ଟଙ୍କା
  • SC/ ST/ PwBD/ ମହିଳା/ESM – ୨୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ rrbapply.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Apply ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • " New Registration " ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ମଗାଯାଇଥିବା ବିବରଣୀ ସହିତ ପୂରଣ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

RRB Recruitment Indian Railway Jobs Govt Jobs Job Search Job Seekers Govt Job Recruitment
Advertisment
Advertisment