• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Elon Musk Offers to buy OpenAI
OpenAI: ଓପନଏଆଇ କିଣିବାକୁ ଅଫର୍ ଦେଲେ ମସ୍କ, ଏମିତି କହିଲେ ଅଲ୍ଟମ୍ୟାନ

ଓପନଏଆଇ କିଣିବାକୁ ସାମ୍ ଅଲ୍ଟମ୍ୟାନଙ୍କୁ ଅଫର୍ ଦେଲେ ଏଲନ ମସ୍କ । ଟ୍ୱିଟର ପୋଷ୍ଟ ଜରିଆରେ ମସ୍କଙ୍କୁ କଡା ଜବାବ ଦେଲେ ଅଲ୍ଟମ୍ୟାନ ।

ବିନା ନିଟ୍‌ରେ ଡାକ୍ତରୀପାଠ
Medical Course Without Neet: ବିନା ନିଟରେ ଏହି ସବୁ ୟୁନିଭର୍ସିଟିରେ ପଢିପାରିବେ ମେଡିକାଲ ପାଠ: ଜାଣନ୍ତୁ, କ’ଣ ରହିଛି ପ୍ରକ୍ରିୟା

ଭାରତୀୟ ଛାତ୍ରଛାତ୍ରୀ ଆମେରିକା ଯାଇ ସେଠିକାର ବିଶ୍ୱବିଦ୍ୟାଳୟରେ ବି ଡାକ୍ତରୀରେ ନାମ ଲେଖାଇପାରିବେ । ସବୁଠାରୁ ବଡ କଥା ହେଉଛି, ସେଠାରେ ଡାକ୍ତରୀ ପାଠ ପଢିବା ପାଇଁ ନିଟ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ଯଦି ଆପଣ ବିଦେଶ ଯାଇ ମେଡିକାଲ ପଢିବା ପାଇଁ ଚାହୁଁଛନ୍ତି ତେବେ ଆମେରିକା ଏକ ବିକଳ୍ପ ନିଶ୍ଚୟ ହୋଇପାରିବ ।

Death person
Rap Singer Death: ଓଡ଼ିଆ ରାପର୍ ଅଭିନବ ସିଂହ ମୃତ୍ୟୁ: ବାପା ଆଣିଲେ ସାଂଘାତିକ ଅଭିଯୋଗ

ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ଲାଲବାଗ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।

Burla Ragging
VIMSAR Ragging: ବୁର୍ଲା ଭୀମସାର ଡାକ୍ତରୀ ଛାତ୍ରଙ୍କୁ ରାଗିଂ, ଅଭିଯୋଗ ପରେ ତନାଘନା

ସୂଚନା ଅନୁଯାୟୀ, ଗତ ୭ ତାରିଖରେ ରାଗିଂ ନେଇ ଅଭିଯୋଗ ହୋଇଥିଲା। ଦ୍ଵିତୀୟ ବର୍ଷର ଜଣେ ଛାତ୍ରଙ୍କ ରୁମ୍‌କୁ କିଛି ସିନିୟର୍ ପଶି ଆସିଥିଲେ। ଏହାପରେ ଜୁନିୟର ଛାତ୍ରଙ୍କୁ ଧକା ମାରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିଲେ। ଏନେଇ ଛାତ୍ର ଜଣଙ୍କ ତାଙ୍କ ମା'ଙ୍କୁ ଜଣାଇଥିଲେ ।

Unior teachers
JuniorTeacher: ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

କନିଷ୍ଠ ଶିକ୍ଷକଙ୍କୁ ଖୁସି କରାଇଲେ ସରକାର। ବଢ଼ିଲା ଦରମା। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା  ୫ହଜାରକୁ ବୃଦ୍ଧି ହୋଇଛି।

Mahakumbh Monalisa start learning reading and writing
Mahakumbh Monalisa: ମୋନାଲିସା ଧରିଲେ ସିଲଟ୍-ଖଡି ଆଉ ଶିଖିଲେ ଅ-ଆ; ଜାଣନ୍ତୁ କିଏ ସାଜିଲେ ଗୁରୁ

ପୁଣି ଭାଇରାଲ୍ ହେଲା ମୋନାଲିସାଙ୍କ ନୂଆ ଭିଡିଓ। ମୋନାଲିସା ହାତରେ ସିଲଟ୍-ଖଡି ଧରିଛନ୍ତି ଆଉ ପାଠ ପଢୁଛନ୍ତି। ସେ ଶିଖୁଛନ୍ତି ଅ-ଆ। ତାଙ୍କ ଗୁରୁ ସାଜିଛନ୍ତି ସିନେମା ନିର୍ମାତା। ଆସନ୍ତୁ ପୂରା ଜାଣିବା…

Exam
Deepika Padukone ଦୀପିକାଙ୍କ ପରୀକ୍ଷା ଟିପ୍ସ; ଛାତ୍ରଛାତ୍ରୀଙ୍କୁ ଦେଲେ ଏହି ପରାମର୍ଶ

ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଅଭିଭାବକ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ।

Mobile bathroom'
Mobile Bathroom: ମହିଳାଙ୍କ ପାଇଁ ହାଇଟେକ୍ ମୋବାଇଲ୍ ବାଥରୁମ ଭ୍ୟାନ୍; ଜାଣନ୍ତୁ ମିଳିବ କି ସୁବିଧା...

ଭ୍ରାମ୍ୟମାଣ ବାଥରୁମ୍ ସୁବିଧାର ପରିକଳ୍ପନା ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଧା କରିଥିଲେ ଏବଂ ଜିଲ୍ଲା ଯୋଜନା କମିଟି ଏବଂ ନଗର ନିଗମ ଦ୍ୱାରା ଏହା କାର୍ଯ୍ୟକାରୀ କରାଯାଇଥିଲା। ଏହି ଭ୍ରାମ୍ୟମାଣ ବାଥରୁମ ସୁବିଧାଟି ତିନି ଭଉଣୀଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁମାନେ 'ବି ଦି ଚେଞ୍ଜ' ନାମକ ଏକ ସଂଗଠନ ଚଳାଉଛନ୍ତି।

ଚମକ ହରାଇଲେଣି ସୂର୍ଯ୍ୟକୁମାର ଯାଦବ
Sports: ଟି-୨୦ରେ ଚମକ ହରାଇଲେଣି ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ

ସୂର୍ଯ୍ୟକୁମାର ଯାଦବ ଟି-୨୦ ଆନ୍ତର୍ଜାତିକରେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ ୧୫ରୁ ୧୩ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । କିନ୍ତୁ ଜଣେ ବ୍ୟାଟର୍ ଭାବେ ତାଙ୍କ ପ୍ରଦର୍ଶନରେ ଘଟିଛି ଅବନତି । ଏହା ତାଙ୍କ ଅଧିନାୟକତ୍ୱର ଭବିଷ୍ୟତ ଉପରେ ଲଗାଇଦେଇଛି ପ୍ରଶ୍ନଚିହ୍ନ ।

Ram Temple chief priest dies
Ayodhya Satyendra Das Death: ରାମ ମନ୍ଦିର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପରଲୋକ । ଲକ୍ଷ୍ନୌ ଏସଜିପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ।

ପ୍ୟାକେଟ ଫୁଡ୍ କେତେ ଉପଯୋଗୀ
Ready Made Food Packets Health Impact: କେତେ ଉପଯୋଗୀ ରେଡିମେଡ୍ ଫୁଡ୍...ସ୍ୱାସ୍ଥ୍ୟ ଉପରେ କ’ଣ ପଡୁଛି ପ୍ରଭାବ

ପ୍ରଥମେ ଜାଣିବା ଏସବୁ ପ୍ୟାକ୍ ହୋଇ ମିଳୁଥିବା ପରିବା ବା ଅନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ଏତେ ଦିନ ସତେଜ ରହୁଛି କିପରି। ଆପଣ ଘରକୁ ଯଦି କୌଣସି ରନ୍ଧା ଦ୍ରବ୍ୟ ଆଣୁଛନ୍ତି ତାହା ଅତିବେଶୀରେ ୪ରୁ ୫ଦିନ ପର୍ଯ୍ୟନ୍ତ ହିଁ ଉପଯୋଗୀ ହୋଇଥାଏ। ତେବେ ପ୍ୟାକେଟ୍‌ରେ ରହି ଫ୍ରୋଜେନ୍ ହେବା ଫଳରେ ଏହି ଖାଦ୍ୟରେ ପୋଷକ ତତ୍ୱ ଥାଏ କି ନାହିଁ ? ଏହାର ମୁଖ୍ୟ ଉପାଦାନ ହେଉଛି ପ୍ରିଜରଭେଟିଭ୍। ତେବେ ମାଂସ ଓ ମାଛ ପରି ଖାଦ୍ୟ ଫ୍ରୋଜେନ୍ ହୋଇ ରଖାଯିବାରେ କୌଣସି ପୋଷକ ନଷ୍ଟ ହୁଏ ନାହିଁ।

Subhadra Yojana
Odisha Subhadra Yojana 2025: ବାଦ୍ ପଡ଼ିବେନି ଜଣେ ବି ଯୋଗ୍ୟ ମହିଳା, ସମସ୍ତଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ଅଙ୍ଗନବାଡ଼ି କେନ୍ଦ୍ର, ଜିଲ୍ଲା ଓ ବ୍ଲକରେ ରିଜେକ୍ଟ ମହିଳାଙ୍କ ତାଲିକା ଅଛି । ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ, ସେ ଚାହିଁଲେ ଲିଷ୍ଟରେ ନାଁ ଯୋଡ଼ି ହେବ । ମାର୍ଚ୍ଚ ୮ ପୂର୍ବରୁ ସୁଭଦ୍ରା ହିତାଧିକାରୀ ସଂଖ୍ୟା କୋଟିଏ ଛୁଇଁବ ବୋଲି ପ୍ରଭାତୀ କହିଛନ୍ତି ।

Road Accident
Road Accident: ଦୋକାନ ଉପରେ ମାଡ଼ିଗଲା କାର୍‌ ; ଚାଲିଗଲା ୨ ଜୀବନ

ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଦ୍ରୁତଗତିରେ ଆସି ପ୍ରଥମେ ଏକ ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଜଣେ ପଥଚାରୀକୁ ଧକ୍କା ଦେଇ ଦୋକାନ ଉପରେ ମାଡ଼ି ଯାଇଥିଲା।

OCA
OCA: ଟିକେଟ୍ କଳାବଜାରୀ; ସିଧାସଳଖ OCAକୁ ଆଙ୍ଗୁଳି ଦେଖାଇଲେ ପ୍ରକାଶ ବେହେରା

ଟିକେଟ ବ୍ଲାକ ମାର୍କେଟକୁ ନେଇ ମଧ୍ୟ କ୍ରିକେଟ ପ୍ରେମୀ ଓସିଏର ପରିଚାଳନାକୁ ଦାୟୀ କରିଛନ୍ତି। ବାରବାଟୀ ଷ୍ଟାଡିୟମର ୪୫ ହଜାର ଟିକେଟ ଥିବା ବେଳେ ଅଧା ଟିକେଟ ପାସ ଦେବା ନାଁରେ କଳାବଜାରୀ କରିଛନ୍ତି। ତେଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଖେଳ ପ୍ରେମୀ ଦାବି କରିଛନ୍ତି।

Gold Price Today
Today Gold Price: ଆଜି କମିଛି ସୁନା ଦର,ଜଲଦି ଘରକୁ କିଣି ଆଣନ୍ତୁ ସୁନା ଗହଣା...

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।

Beneficiaries Will Not Receive Subsidy, E-KYC Update Deadline Approaches
Ration Card: ସାବଧାନ ! E-Kyc ଅପ୍‌ଡେଟ୍‌ ନଥିଲେ ସରକାର କାଟିବେ ରାସନ କାର୍ଡ

କଟିବ ୩୭ ଲକ୍ଷ ରାସନ କାର୍ଡ ! ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିବନି ସୁବିଧା । ଅପ୍‌ଡେଟ୍‌ ନଥିଲେ E-kyc, ସରକାର ଦେବେନି ରାସନ । କଡ଼ା ଆଭିମୁଖ୍ୟ ନେଲେ ମୋହନ ସରକାର । ଆସନ୍ତା ୧୫ ତାରିଖ ରାସନ କାର୍ଡ E-kyc ଆବେଦନର ଶେଷ ତାରିଖ ରହିଛି ।

Puri
Lord Jagannath: ଆଜି ପବିତ୍ର ମାଘ ପୂର୍ଣ୍ଣିମା;ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ମଧ୍ୟାହ୍ନ ଧୂପ ପରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ ।

AI Summit
France AI Summit: ଭାରତ ସହ ମିଶି ଗୁଗୁଲ୍ କରିବ ଏହି କାମ; ମୋଦିଙ୍କୁ ଭେଟି ଏମିତି କହିଲେ ସୁନ୍ଦର ପିଚାଇ

ଦୁଇଦିନିଆ ପ୍ୟାରିସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଆଜି ରାତିରେ ଆମେରିକା ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ୨୦୨୪ ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଓ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ଭେଟଘାଟ୍‌ ।

mamata yojana
Odisha CM Mohan Majhi: ମୁଖମନ୍ତ୍ରୀଙ୍କ ବଡ଼ ଘୋଷଣା; ଝିଅ ହେଲେ ୧୨, ପୁଅ ହେଲେ ମିଳିବ ୧୦ ହଜାର

ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ।

Baby Massage Oil Tips
Parenting Tips: କେଉଁ ଋତୁରେ କେଉଁ ତେଲରେ ପିଲାଙ୍କୁ ମସାଜ୍ କଲେ ମିଳେ ଲାଭ; ଜାଣନ୍ତୁ…

କେଉଁ ତେଲରେ ପିଲାକୁ ମାଲିସ୍ କରିବାକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି। ସୋରିଷ ତେଲ ପିଲା ପାଇଁ ସର୍ବୋତ୍ତମ, କିନ୍ତୁ ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଅନ୍ୟ ତେଲରେ ମଧ୍ୟ ପିଲାକୁ ମସାଜ୍ କରିପାରିବେ। ତେବେ ଏହିସବୁ ତେଲ ପାଣିପାଗ ଅନୁଯାୟୀ ବ୍ୟବହାର କଲେ ଏହାର ଲାଭ ମିଳିଥାଏ।

Maha kumbh
Maha Kumbha 2025: ମାଘ ପୂର୍ଣ୍ଣିମା ପାଇଁ ପ୍ରୟାଗରାଜ ଜନସମୁଦ୍ର; ସଂଗମରେ ବୁଡ଼ ପକାଇଲେଣି ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍

Firing
Angul Firing: ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ନାବାଳକଙ୍କୁ ଗୁଳିମାଡ଼

ଗତକାଲି ରାତିରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ନାବାଳକଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା।

Panchang
Today Panchang 12th Feb 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ରାତ୍ରି ୦୭.୩୫ ଗତେ ସିଂହ । ତିଥି- ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୩ ଗତେ ପ୍ରତିପଦ । ଘାତଚନ୍ଦ୍ର- ରାତ୍ରି ୦୭.୩୫ ଗତେ କର୍କଟ ଓ ମକର ରାଶିର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି।

Know vastu rule relief from diabetes
Vastu Tips: ଏହି ବାସ୍ତୁଦୋଷ କାରଣରୁ ହୁଏ ମଧୁମେହ; ଜାଣନ୍ତୁ ପ୍ରତିକାରର ୮ଟି ଟିପ୍ସ

ବାସ୍ତୁଶାସ୍ତ୍ର ଅନୁଯାୟୀ ପୃଥିବୀ, ଜଳ, ଅଗ୍ନି, ଆକାଶ ଓ ବାୟୁ ଏବଂ ବାସ୍ତୁ ତଥା ବାସ୍ତୁର ଆଠଟି କୋଣକୁ ସନ୍ତୁଳିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନ ହେଲେ ଅନେକ ସମସ୍ୟାକୁ ସମ୍ମୁଖିନ ହେବାକୁ ପଡେ। ସେଥିରୁ ମଧୁମେହ ଗୋଟିଏ।

Congress
We Will Go Door-To-Door? ପଦଯାତ୍ରାରେ ଗାଁକୁ ଗାଁ ଯିବି, ଲୋକଙ୍କୁ ଭିକ ମାଗିବି...

କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି।