• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

donates hair for cancer patients
ଲଣ୍ଡା ହେଲେ...କ୍ୟାନସର ରୋଗୀଙ୍କୁ କେଶ ଦାନ କଲେ

ଯୁକ୍ତ ଦୁଇ ଛାତ୍ରଙ୍କ ମହାନତା । ଲଣ୍ଡା ହେଲେ...କ୍ୟାନସର ରୋଗୀଙ୍କୁ କେଶଦାନ କଲେ । ୮ ମାସ ହେଲାଣି କାଟିନଥିଲେ ବାଳ

Imagine how world wealthiest would look if they were poor
Viral: ଯଦି ଗରିବ ହୋଇଯିବେ ଏଲନ୍ ମସ୍କ, ବିଲ୍ ଗେଟ୍ସ, ଡୋନାଲ୍ଡ ଟ୍ରମ୍ପ!

ଥରେ କଳ୍ପନା କରନ୍ତୁ ତ ଯଦି ସେମାନେ ଗରିବ ହୋଇଯିବେ ତେବେ କିପରି ଦେଖାଯିବେ? AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସେମାନଙ୍କର କାଳ୍ପନିକ ଚିତ୍ର ସୃଷ୍ଟି ହୋଇଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ସେମାନଙ୍କୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

10th pass iti certificate get assistant loco pilot job in railway
୧୦ମ ପାଶ ସହିତ ITI କରିଥିଲେ ରେଲ୍‌ୱେରେ ହେଇପାରିବେ ଲୋକୋ ପାଇଲଟ୍

NWR ଅଧୀନରେ ଗ୍ରୁପ୍ 'ସି' ବା ଗ୍ରୁପ୍ 'ଡି' କର୍ମଚାରୀଙ୍କ ପାଇଁ 'ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍' ଭାବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ଭାରତୀୟ ରେଳବାଇ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ଟି ପଦବୀ ପୂରଣ ହେବ।

Blind faith or miracle!
ବିଞ୍ଚଣା ଦାନ କଲେ ଭଲହେବ ରୋଗ !

ମାଆଙ୍କ ଏହି ଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସାୟୀମାନେ ବି ବେଶ୍‌ ରକମ ରକମ ପସରା ଖୋଲନ୍ତି । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଚଟ୍‌ପଟା ଖାଦ୍ୟର ବି ଦୋକାନ ଖୋଲେ । ମାଆଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କ ଲାଗି ବେପାର ବି ଭଲ ହୁଏ ।

Finance Ministry sets up panel to review NPS
ପୂରଣ ହୋଇପାରେ ସରକାରୀ କର୍ମଚାରୀଙ୍କ ଦାବି; ଫେରିପାରେ ପୁରୁଣା ପେନ୍‌ସନ୍‌ !

ଗଠନ କରାଯାଇଥିବା ଏହି ପ୍ୟାନେଲ୍‌ର ସଦସ୍ୟମାନେ କର୍ମଚାରୀମାନଙ୍କ ନୂତନ ପେନ୍‌ସନ୍‌ ଯୋଜନା ଉପରେ ଅନୁଧ୍ୟାନ କରିବେ ବୋଲି କୁହାଯାଇଛି । ନୂତନ ପେନ୍‌ସନ୍‌ ଯୋଜନାରେ କ’ଣ ପରିବର୍ତ୍ତନ କରାଯିବ ସେନେଇ ପ୍ୟାନେଲ୍‌ର ସଦସ୍ୟମାନେ ବିଚାର କରିବେ ।

jojanara Na Hariloot
ପାଣିରେ ପଡ଼ୁଛି ସରକାରୀ ଟଙ୍କା : ପଥର ପ୍ୟାକିଙ୍ଗ ନାଁରେ କୋଟି କୋଟି ଟଙ୍କା ସ୍ୱାହା

ବିଶେଷ କରି ପଥର ପ୍ୟାକିଙ୍ଗ ନାଁରେ ପ୍ରାୟ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସରକାରୀ ନଥିପତ୍ରରେ ଦର୍ଶାଯାଉଛି ।

Puspa Movie
ମାଲକାନଗିରିରେ ସୁଟିଂ ହେବ ସୁପରହିଟ୍‌ ଫିଲ୍ମ ପୁଷ୍ପା ପାର୍ଟ-୨

ପୁଷ୍ପା-୨ ଲାଗି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି ଟିମ୍ । 

jojanara Na Hariloot
ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ! ଆରଟିଆଇରୁ ଧରାପଡ଼ିଲା ସାଂଘାତିକ ସତ

ଆରଟିଆଇରୁ ସତ ଧରାପଡିବା ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା DPCଙ୍କୁ ଓସେପା ପକ୍ଷରୁ ଚିଠି ହୋଇଛି । ୪ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଛି।

Allu Arjun double fees for film pushpa-2
‘ପୁଷ୍ପା-୨’ ପାଇଁ ଏତେ କୋଟି ନେଲେ ଅଲୁ ଅର୍ଜୁନ

‘ପୁଷ୍ପା-୨’ ନେଇ ଲୋକଙ୍କ ଭିତରେ ପାଗଳପଣ ବଢିବାରେ ଲାଗିଛି। ଏହା ଇତିହାସ କରିବାକୁ ଯାଉଛି। ଏହି ସିକ୍ୱେଲ୍ ପାଇଁ ଅଲୁ ଅର୍ଜୁନ ଯେତେ ଟଙ୍କା ନେଇଛନ୍ତି ଜାଣିଲେ ଆପଣ ବି ତାଜୁବ ହେଇଯିବେ।

murder
ନାରାୟଣର ଟାଙ୍ଗିଆ ଚୋଟରେ ଲକ୍ଷ୍ମୀ ମୃତ

କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ

PLus 2 Exam
କାଲିଠାରୁ +2 ଖାତାଦେଖା; ମେ' ଶେଷ ସୁଦ୍ଧା ରେଜଲ୍ଟ

ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ମୂଲ୍ୟାୟନ ହେବ ବେଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Man allegedly shot his girlfriend mother after argument over a dog
କୁକୁରକୁ ନେଇ ଝଗଡ଼ା, ପ୍ରେମିକାର ମା’ଙ୍କୁ ଗୁଳି କଲା ଯୁବକ...

କୁକୁରକୁ ନେଇ ଝଗଡ଼ା ପରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ମା’ଙ୍କୁ ଗୁଳି ମାରି ଦେଇଥିବା ଜଣାପଡ଼ିଛି। ଦିଲ୍ଲୀର ବନ୍ଧୁ ଗୁପ୍ତା ରୋଡ୍‌ରେ ଶନିବାର ଦିନ ଏହି ଘଟଣା ଘଟିଛି।

PM Modi on Project Tiger
ଭାରତରେ ଅଛନ୍ତି ଦୁନିଆର ୭୫% ବାଘ ! ପ୍ରଧାନମନ୍ତ୍ରୀ ବଖାଣିଲେ 'Project Tiger'ର ଉପଲବ୍ଧି

୨୦୨୨ ଗଣନା ଅନୁଯାୟୀ ଘୋଷଣା ହେଲା ବାଘ ସଂଖ୍ୟା । ବାଘ ସଂଖ୍ୟା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।

Mummy se baat karao cop to drunk girls
ଧନୀ ଘରର ଲାଡ୍‌ଲୀ...ପ୍ରଚୁର ପିଇଥିଲେ, ରାସ୍ତା ମଝିରେ ଧରିଲା ପୋଲିସ୍‌

ଏବେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି କିଛି ଯୁବକ ଓ ଯୁବତୀ ପୋଲିସ୍‌ ସହ ଯୁକ୍ତିତର୍କ କରୁଛନ୍ତି। ମଦ ପିଇ ଗାଡ଼ି ଚଲାଇବା ବେଳେ ଏମାନେ ଧରାପଡ଼ିଥିଲେ।

Krk called copywood to bollywood
ମୂଳ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବଲିଉଡ୍‌ବାଲା ସ୍ମାର୍ଟ ନୁହନ୍ତି ବୋଲି କହିଲେ KRK

ବଲିଉଡ୍‌ରେ ଚଳଚ୍ଚିତ୍ରର ରିମେକ୍ ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ନେଇ ବଲିଉଡ୍ ଉପରେ ବର୍ଷିଛନ୍ତି KRK। ବଲିଉଡ୍‌କୁ କପିଉଡ୍ କହିବା ସହ କପିଉଡ୍‌ବାଲା ଏତେ ସ୍ମାର୍ଟ ନୁହନ୍ତି ବୋଲି କହିଛନ୍ତି। ବଲିଉଡ୍‌ ଉପରେ ଆହୁରି କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Yogi Adityanath
‘ଏବେ ଗ୍ୟାଙ୍ଗଷ୍ଟର୍‌ଙ୍କ ପ୍ୟାଣ୍ଟ୍‌ ଓଦା ହୋଇଯାଉଛି’

ଯୋଗୀ କହିଲେ, ଯେଉଁଠି ଗ୍ୟାଙ୍ଗଷ୍ଟର୍‌ଙ୍କ ରାଜ୍‌ ଚାଲିଥିଲା, ଏବେ ସେହି ଠାରେ ମାଫିଆମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବାରେ ଲାଗି ପଡ଼ିଛନ୍ତି ।

Mask Mandatory
ବଢୁଛି ସଂକ୍ରମଣ, ବଢୁଛି ଭୟ; ପୁଣି ମାସ୍କ ହେଲା ବାଧ୍ୟତାମୂଳକ

ବର୍ଷେ ହେବ କରୋନା ସଂକ୍ରମଣ କମିଥିବା ବେଳେ ପ୍ରାୟ ରାଜ୍ୟ କଟକଣାକୁ କୋହଳ କରିଥିଲେ । ଏବେ କିନ୍ତୁ ଦେଶର କିଛିଟା ରାଜ୍ୟ ପୁଣି ଥରେ କଟକଣା ଲାଗୁ କରିଛନ୍ତି, ଯେପରିକି ମାସ୍କ ପିନ୍ଧିବା ବାଧ୍ୟଚାମୂଳକ ହୋଇଯାଇଛି ।

IPL 2023
ସୁପରସଣ୍ତେରେ ସୁପର ମୁକାବିଲା; କିଏ ମାରିବ ବାଜି, କିଏ କରିବ ପଏଣ୍ଟ ଟେବୁଲ୍‌ରେ ରାଜ୍‌ ?

ଫଟାଫଟ କ୍ରିକେଟ୍‌ର ମହାସମରରେ ଦୁଇଟି ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି ।

CUET UG 2023 application window reopens
CUET UG 2023: ଆବେଦନ ପାଇଁ ପୁଣି ଥରେ ସୁଯୋଗ

CUET UG- ୨୦୨୩ ଆବେଦନ ପାଇଁ ପୁଣି ଥରେ ସୁଯୋଗ। ଅନେକ ଛାତ୍ରଛାତ୍ରୀଙ୍କ ନିବେଦନ ଅନୁସାରେ NTA ପୁଣି ଥରେ ଆବେଦନ ପାଇଁ ସୁଯୋଗ ଦେଇଛି। 

NCF
ଏଣିକି କ୍ଲାସ୍‌ ରୁମରେ ଆଉ ରହିବନି କଳାପଟା !

ଏଣିକି ସ୍କୁଲର କ୍ଲାସ୍‌ ରୁମ୍‌ରେ ଲାଗିନପାରେ ବ୍ଲାକ୍‌ବୋର୍ଡ଼ । ବିନା କଳାପଟାରେ ଏଣିକି ପିଲାଏ ପଢିବେ ପାଠ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏନସିଏଫର ପରାମର୍ଶକୁ ନେଇ ଏବେ ସାରା ଦେଶରେ ବଢିଛି ଚର୍ଚ୍ଚା । ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କର ପରାମର୍ଶ ଅନୁସାରେ ଏବେ ସ୍କୁଲ ଶିକ୍ଷାରେ ଅନେକ ପରିବର୍ତ୍ତନ କରାଯିବା ନେଇ ଚିନ୍ତା କରାଯାଉଛି । କେମିତି ପିଲାଏ ଭଲରେ ପାଠ ପଢିବେ ସେନେଇ ଅନେକ ପ୍ରସ୍ତାବ ଦିଆଯାଇଛି ।

Train
ଏଇ ଉପାୟରେ ସଙ୍ଗେ ସଙ୍ଗେ କରନ୍ତୁ ତତ୍କାଳ ଟିକେଟ୍‌

ଷ୍ଟେସନ ନଯାଇ କେମିତି ଟ୍ରେନ ଟିକେଟ ମିଳିପାରିବ ତାହା ଆମେ ସମସ୍ତେ ଚାହାଁନ୍ତି । ହେଲେ ଅନେକ ସମୟରେ ଟିକେଟ୍‌ କରିବା ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ । ଟିକିଏ ଡେରି ହୋଇଗଲେ ଏହି ଟିକେଟ୍‌ ମିଳିବା ବଡ଼ କଷ୍ଟକର । କିନ୍ତୁ ଜାଣିରଖନ୍ତୁ ଆଇଆରସିଟିସି ଆପ୍‌ରେ କିଛି ଏମିତି ଟୁଲ ରହିଛି ଯାହା ଦ୍ୱାରା ଆପଣ ସହଜରେ ଟିକେଟ ବୁକ କରିପାରିବେ ଓ ସମୟ ସାରିବା ଆଗରୁ ଆପଣଙ୍କ ପାଖରେ କନଫର୍ମ ଟିକେଟ ମଧ୍ୟ ଥିବ ।

Prithviraj Harichandan
‘ADR ରିପୋର୍ଟ ସମୁଦ୍ରକୁ ଶଙ୍ଖେ, ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି’

ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ବିଜେପି ଅଭିଯୋଗ କରିଛି।

Constable Allegedly Attacked In Balasore
ସମାଧାନ କରିବାକୁ ଯାଇ ମାଡ଼ ଖାଇ ଫେରିଲେ କନଷ୍ଟେବଲ

ପାରିବାରିକ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ପୋଲିସ୍‌କୁ ନିସ୍ତୁକ ମାଡ଼। ମୁଣ୍ଡ ଫାଟିଲା, ଚେତାଶୂନ୍ୟ ହେଲେ କନଷ୍ଟେବଲ।

BJD
ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ।

orphaned grand daughters
ବୁଢା ବୟସରେ ଦୁଇ ନାତୁଣୀଙ୍କ ବୋଝ... କାନ୍ଦି କାନ୍ଦି କଟୁଛି ଦିନ

ବାପା ନାହାନ୍ତି କି ମାଆ ନାହାନ୍ତି ।  ଆଗପଛ ହୋଇ ଆରପାରିକୁ ଚାଲିଗଲେ ଉଭୟ । ବାପା ଆଉ ମାଆଙ୍କ ଅବର୍ତ୍ତମାନରେ ଏବେ ବଡ଼ କଷ୍ଟରେ ଦିନ କାଟୁଛନ୍ତି କରଞ୍ଜିଆର ଅନିତା ଓ ସୋନାଲି । ଜଣଙ୍କୁ ୮ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ୫ । ଏ ବୟସରେ ନିଜ ହାତରେ ଖାଇବା ବି କଷ୍ଟକର ହୋଇପଡ଼ୁଥିବା ବେଳେ ପରିସ୍ଥିତର ଦାସ ହୋଇ ନିଜ କାମ ନିଜେ କରୁଛନ୍ତି ଦୁଇ ଭଉଣୀ ।