ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ବିଜେପି ଅଭିଯୋଗ କରିଛି।
ପାରିବାରିକ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ପୋଲିସ୍କୁ ନିସ୍ତୁକ ମାଡ଼। ମୁଣ୍ଡ ଫାଟିଲା, ଚେତାଶୂନ୍ୟ ହେଲେ କନଷ୍ଟେବଲ।
ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ।
ବାପା ନାହାନ୍ତି କି ମାଆ ନାହାନ୍ତି । ଆଗପଛ ହୋଇ ଆରପାରିକୁ ଚାଲିଗଲେ ଉଭୟ । ବାପା ଆଉ ମାଆଙ୍କ ଅବର୍ତ୍ତମାନରେ ଏବେ ବଡ଼ କଷ୍ଟରେ ଦିନ କାଟୁଛନ୍ତି କରଞ୍ଜିଆର ଅନିତା ଓ ସୋନାଲି । ଜଣଙ୍କୁ ୮ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ୫ । ଏ ବୟସରେ ନିଜ ହାତରେ ଖାଇବା ବି କଷ୍ଟକର ହୋଇପଡ଼ୁଥିବା ବେଳେ ପରିସ୍ଥିତର ଦାସ ହୋଇ ନିଜ କାମ ନିଜେ କରୁଛନ୍ତି ଦୁଇ ଭଉଣୀ ।
ଭୁଶୁଡ଼ିଲା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଚେରି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି।
ଆଉ ୨ରୁ ୩ ଦିନ ପରେ ବଢ଼ିବ ରାଜ୍ୟର ତାତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବଢିବାର ସମ୍ଭାବନା ରହିଛି।
ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନିଜ ଛାତରେ ବର୍ଷ ବର୍ଷ ଧରି ହୋର୍ଡିଂ ଲଗାଇ ଟଙ୍କାଟିଏ ଅର୍ଥ ବିଏମ୍ସିକୁ ଦେଉନଥିବା ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ ଉପରେ ଲାଗିଥିବା ହୋର୍ଡିଂକୁ ଖୋଲି ଦିଆଯିବ।
ଜେଲ୍ ଭିତରେ ଥିବା ଶୌଚାଳୟରେ କଏଦୀ ଜଣକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଗୋଟିଏ ଭିଡିଓ ମାଧ୍ୟମରେ ଆପଣ ନିଜ ସ୍ୱାସ୍ଥ୍ୟର ଅବସ୍ଥାକୁ ଜାଣିପାରିବେ। ଆଜିକାଲି ସ୍ୱାସ୍ଥ୍ୟକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଦ୍ୱାରା ଆପଣ ଜାଣିବେ ଯେ ଆପଣଙ୍କ ପାଖରେ କୌଣସି ରୋଗ ଅଛି କି ନାହିଁ?
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହା ଯେ କେବଳ ପୀଡାର କାରଣ ହୁଏ ତା’ ନୁହେଁ ବର° ମଣିଷର ଦୈନନ୍ଦିନ ଜୀବନରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପଢନ୍ତୁ…
ଯଦି କେହି ସିମ୍ ଅପବ୍ୟବହାର କରି ଧରାପଡ଼ନ୍ତି, ତାଙ୍କୁ ଜୋରିମାନା ସହ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିପାରେ।
ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି EMIରେ ଆମ୍ବ ବିକ୍ରି କରୁଛନ୍ତି । ବଜାରରେ ଆମ୍ୱର ଦାମ୍ ଅଧିକ ଥିବାରୁ ଗ୍ରାହକଙ୍କୁ EMIରେ ଆମ୍ବ ଯୋଗାଇଦେଉଛନ୍ତି ବ୍ୟବସାୟୀ ଜଣକ ।
ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ ।
ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।
ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁ ସେନାର ମେରୁଦଣ୍ଡ ବୋଲାଉଥିବା ସୁଖୋଇ-୩୦ ଫାଇଟର୍ ଜେଟ୍ରେ ଆଜି ଉଡ଼ାଣ ଭରିଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର ତଥା ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।
ସବୁ ନିର୍ବାଚନରେ ସକ୍ରିୟ ଭୂମିକା, ଝାରସୁଗୁଡ଼ାରୁ ଆଉଟ୍
ସାର୍ଙ୍କ ଚାକିରି ସରିଗଲା ବୋଲି...ଘୋଡ଼ା ଗାଡ଼ିରେ ବସାଇଲେ । ଡିଜେ, ଦୁଲୁଦୁଲି ବଜାଇ ଗାଁ ପରିକ୍ରମା କଲେ । ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଖି ଭାବବିହ୍ୱଳ ହେଲେ ଶିକ୍ଷକ
ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି।
ସଲିମ୍ ଦୁରାନୀ ଥିଲେ ଭାରତର ସବୁଠାରୁ ପ୍ରତିଭାଶାଳୀ ଓ ଷ୍ଟାଇଲିଶ୍ କ୍ରିକେଟର୍ଙ୍କ ମଧ୍ୟରେ ଅନ୍ୟତମ। ନିଜ ସମୟରେ ଖୁବ୍ ଲୋକପ୍ରିୟ ଥିଲେ ଏହି ଅଲ୍ରାଉଣ୍ଡର୍। ଦର୍ଶକଙ୍କ ଡିମାଣ୍ଡରେ ଛକା ମାରିବାର ସାମର୍ଥ୍ୟ ବି ଥିଲା ତାଙ୍କର। ତାଙ୍କ ବିୟୋଗ ବହୁ କ୍ରିକେଟ୍ପ୍ରେମୀ ଓ ପୂର୍ବତନ କ୍ରିକେଟର୍ଙ୍କୁ କରିଛି ମର୍ମାହତ।
ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।
ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।
ନୀତା ଓ ମୁକେଶଙ୍କ ବିବାହ କଥା ଜାଣିଲେ ଆପଣଙ୍କୁ ନିଶ୍ଚୟ କିଛି ଅଲଗା ଲାଗିବ । ଆଉ ଭାବିବେ ସେତେବେଳ ସମୟରେ ସତରେ କ’ଣ ଏମିତି ଥିଲା ପ୍ରେମ । ୧୯୮୫ ମସିହାରେ ଉଭୟ ବିବାହ କରିଥିଲେ ।
'ଇଣ୍ଡିଆନ୍ ଆଇଡଲ୍'ର ୬ଟି ସିଜନ୍କୁ ହୋଷ୍ଟ୍ କରିଥିବା ମିନି ମାଥୁର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଏହାକୁ ନେଇ ଶୋ’ ସ୍କ୍ରିପ୍ଟକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି? ଏଥିରେ କିଛି ବାସ୍ତବତା ନାହିଁ ବୋଲି ସେ କହିଛନ୍ତି।