• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର ଚନ୍ଦ୍ର – ମେଷ ଅହୋରାତ୍ର, ତିଥି - ୯ମୀ ରାତ୍ରି ୦୪.୧୧ ଗତେ ୧୦ମୀ, ଘାତ ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବିଛ, ଘାତବାର – କର୍କଟ, ପୁଷ୍କର ଦୋଷ – ୧ ପାଦ-କୁଟୁମ୍ବହାନି-ତିଳକାଞନ ଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ ୦୫.୨୮ ରୁ ୦୭.୧୦

ଦିବା ୧୦.୧୬ ରୁ ୧୧.୨୬

ଦିବା ୦୧.୫୯ ରୁ ୦୫.୨୪

ସନ୍ଧ୍ୟା ୦୭.୦୦ ରୁ ୧୦.୪୪

ରାତ୍ରି ୦୧.୪୪ ରୁ ୦୨.୪୦

ରାତ୍ରି ୦୪.୦୪ ରୁ ୦୫.୨୮

ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ଅଶୁଭ ସମୟ

ଋାହୁକାଳ – ଦିବା ୧୧.୫୨ ରୁ ୦୧.୨୮

କାଳବେଳା - ଦିବା ୦୮.୪୦ ରୁ ୧୦.୧୬

ବାରବେଳା – ଦିବା ୧୧.୫୨ ରୁ ୦୧.୨୮

କାଳରାତ୍ରି –ରାତ୍ରି ୦୨.୪୦ ରୁ ୦୪.୦୪

ଅଧିକ ପଢ଼ନ୍ତୁ: ପିଲାମାନେ କେଉଁ ଦିଗକୁ ମୁହଁ କରି ପଢ଼ିଲେ ମିଳିବ ପଜିଟିଭ୍ ଏନର୍ଜି, ଜାଣନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now