Advertisment

ଓଡ଼ିଶାରେ ସରକାରୀ ଚାକିରି: ଖୁବ୍‌ଶୀଘ୍ର ପୂରଣ ହେବ ଏହିସବୁ ପଦବୀ...

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଆସନ୍ତା କିଛି ମାସ ମଧ୍ୟରେ ଓଡ଼ିଶାରେ ବଡ଼ ଧରଣର ନିଯୁକ୍ତି ଆରମ୍ଭ ହେବାକୁ ଯାଉଛି। ଏନେଇ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
OSSSC ARI, RI, Amin Recruitment 2023

Government Jobs In Odisha

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଆସନ୍ତା କିଛି ମାସ ମଧ୍ୟରେ ଓଡ଼ିଶାରେ ବଡ଼ ଧରଣର ନିଯୁକ୍ତି ଆରମ୍ଭ ହେବାକୁ ଯାଉଛି। ଏନେଇ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ। ଏହିସବୁ ପଦବୀ ପୂରଣ ପାଇଁ OSSSC(Odisha Sub-ordinate Staff Selection Commission) ଏହି ମେଗା ନିଯୁକ୍ତି ଡ୍ରାଇଭ ଆରମ୍ଭ କରିବାକୁ ଯାଉଛି। 

Advertisment

OSSSC ସୂଚନା ଅନୁସାରେ, ଆସନ୍ତା କିଛି ମାସ ମଧ୍ୟରେ ରେଭିନ୍ୟୁ ଇନ୍ସପେକ୍ଟର (RI), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ARI), ଅମିନ, ଫରେଷ୍ଟର, ଷ୍ଟାଟିଷ୍ଟକାଲ୍‌ ଫିଲ୍ଡ ସର୍ଭେୟର, ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର ଇତ୍ୟାଦି ପଦବୀ ପୂରଣ ହେବ। ତେବେ ନିଯୁକ୍ତି କ୍ୟାଲେଣ୍ଡରକୁ ଆୟୋଗ ସଂଶୋଧନ କରିଛନ୍ତି। ସଂଶୋଧିତ କ୍ୟାଲେଣ୍ଡର ଅନୁସାରେ, ଲାବ୍ରୋଟୋରୀ ଟେକ୍ନିସିଆନ୍‌, ରେଡିଓଗ୍ରାଫର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ ପାଇଁ ଚଳିତ ମାସରେ ବିଜ୍ଞପ୍ତି ବାହାରିବ।

ଅଧିକ ପଢ଼ନ୍ତୁ: ISROରେ ମିଳିବ ନିଯୁକ୍ତି ସୁଯୋଗ; ଆରମ୍ଭ ହୋଇସାରିଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ ଶେଷ ତାରିଖ

Advertisment

ଜାଣନ୍ତୁ, ଖାଲି ପଡ଼ିଥିବା ପଦବୀ ଓ କେବେ ବାହାରିପାରେ ବିଜ୍ଞପ୍ତି....

ଲାବ୍ରୋଟୋରୀ ଟେକ୍ନିସିଆନ୍‌

ମୋଟ୍‌ ପଦବୀ- ୯୨୧

ଅଗଷ୍ଟ ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ରେଡିଓଗ୍ରାଫର

ମୋଟ୍‌ ପଦବୀ- ୩୭୮

ଅଗଷ୍ଟ ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ଫରେଷ୍ଟର

ମୋଟ୍‌ ପଦବୀ- ୩୧୬

ଅଗଷ୍ଟ ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ଫରେଷ୍ଟ ଗାର୍ଡ

ମୋଟ୍‌ ପଦବୀ- ୮୦୨

ଅଗଷ୍ଟ ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର

ମୋଟ୍‌ ପଦବୀ- ୭୧୯

ଅଗଷ୍ଟ ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ଫାର୍ମାସିଷ୍ଟ

ମୋଟ୍‌ ପଦବୀ- ୧୦୦୨

ସେପ୍ଟେମ୍ବର ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

MPHW(M) 

ମୋଟ୍‌ ପଦବୀ- ୧୪୫୧

ସେପ୍ଟେମ୍ବର ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ରେଭିନ୍ୟୁ ଇନ୍ସପେକ୍ଟର

ମୋଟ୍‌ ପଦବୀ- ୫୬୨

ଅକ୍ଟୋବର ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର

ମୋଟ୍‌ ପଦବୀ- ୮୩୯

ଅକ୍ଟୋବର ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ଅମିନ

ମୋଟ୍‌ ପଦବୀ- ୬୮୬

ଅକ୍ଟୋବରରେ ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

ICDS Supervisor    

ମୋଟ୍‌ ପଦବୀ- ୨୫୮

ଅକ୍ଟୋବର ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

Statistical Field Surveyor

ମୋଟ୍‌ ପଦବୀ- ୨୫୮

ଅକ୍ଟୋବର ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

HEW    

ମୋଟ୍‌ ପଦବୀ- ୯୪

ଅକ୍ଟୋବର ମାସରେ ସରକାରୀ ବିଜ୍ଞପ୍ତି ବାହାରିପାରେ

Govt Jobs OSSSC RI Exam
Advertisment
Advertisment