ଏତେ ବଡ଼ ଧରଣର ତେଲିଆ ମାଛ ଦିଘା ବଜାରରେ ଦେଖିନଥିବା ମତ୍ସ୍ୟଜୀବୀ କହିଛନ୍ତି।
ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଛି ।
ଭଉଣୀର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।
ଯାତ୍ରୀମାନେ ଖୁବ୍ ସରଳ ଭାବେ ଜାଣିପାରିବେ ତାଙ୍କ ପାଇଁ କେଉଁ ସମୟରେ ଗଲେ ଟିକେଟ ଶସ୍ତା ରହିବ ।
ରୋଗୀଙ୍କ ଜୀବନ ସହ ଖେଳ। କଟକର ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କୁ ଭିନ୍ନ ଗ୍ରୁପ୍ର ରକ୍ତ ଦେବାରୁ ସଂପୃକ୍ତ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର ସ୍ଥିତ ହ୍ୟୁମାନ୍ ଲାଇଫ ସେଣ୍ଟରରେ ଓଟିଭି କେୟାର୍ସ ପକ୍ଷରୁ ୨୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଗତ ୪ ମାସ ଧରି ପ୍ରଶିକ୍ଷଣ ଦିଆଯାଥିବା ବେଳେ ସେମାନଙ୍କର ଶିକ୍ଷା ସମାପ୍ତ ହୋଇଛି।
ଚନ୍ଦ୍ରୟାନ-ଥ୍ରୀ ଠାରୁ ଏହା ୪ ଗୁଣା ଅଧିକ ଦୂରତା ଅତିକ୍ରମ କରିବ। ତେଣୁ ଏହି ମିଶନରେ ଚ୍ୟାଲେଞ୍ଜ ଯେତିକି ଉତ୍କଣ୍ଠା ବି ସେତିକି ରହିଛି।
ପୂର୍ଣ୍ଣନଗର ଅଞ୍ଚଳରେ ଏକ ଇଲେକ୍ଟ୍ରିକ ହାର୍ଡଓୟାର ଦୋକାନକୁ ଲାଗି ଚିନାରାମଙ୍କ ପରିବାର ଲୋକେ ରହୁଥିଲେ ।
ଚନ୍ଦ୍ରପୃଷ୍ଠରେ ପ୍ରଥମଥର ପାଇଁ ଲ୍ୟାଣ୍ଡରର ଫଟୋ ଉଠାଇଛି ରୋଭର। ଅବତରଣ ପରେ ପ୍ରତିଥର ରୋଭର ପ୍ରଜ୍ଞାନର ଚିତ୍ର ଲ୍ୟାଣ୍ଡର ପଠାଉଥିବାବେଳେ ଏଥର କିନ୍ତୁ ଲ୍ୟାଣ୍ଡରର ଫଟୋ ପଠାଇଛି ରୋଭର।
ଅଗଷ୍ଟ ୩୦ ଅର୍ଥାତ୍ ଆଜି ରାତିରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏହାସହ ଚଳିତ ପୂର୍ଣ୍ଣିମା ମଧ୍ୟ ବେଶ୍ ଖାସ୍ ହେବାକୁ ଯାଉଛି।
5T ସଚିବଙ୍କ ଯାଜପୁର ଗସ୍ତ ବେଳେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ 5T ବାହିନୀ ଆକ୍ରମଣ କରିବା ଘଟଣାକୁ ବିଜେପି କଠୋର ଭାବେ ନିନ୍ଦା କରିଛି।
ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜର୍ଜିଆ ତଥା ପଡୋଶୀ ରାଜ୍ୟ ଟେନେସି, ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନାର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶିତ ହୋଇଥିଲା
ଭାରସାମ୍ୟ ହରାଇ କଣ୍ଟେନର ସହ ଧକ୍କା ହୋଇ ଗାଡ଼ି ତଳେ ଚାପି ହୋଇଗଲା ସ୍କର୍ପିଓ। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି।
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର ।
ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ।
ଜମି ପାଇଁ ପଡ଼ୋଶୀଙ୍କ ସହ ମିଶି ଭାଇକୁ ହତ୍ୟା କଲା ଭାଇ। ହତ୍ୟା ପରେ ଶବକୁ ପୋତି ଦେଇଥିବା ବେଳେ ୧୧ ଦିନ ପରେ ମାଟି ଖୋଳି ପୋଲିସ୍ ମୃତଦେହ ଉଦ୍ଧାର କରିଛି।
ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ନୂତନ ପରିବର୍ତ୍ତିତ ଦର ଲାଗୁ ହେବ।
କୋଲକାତାର ଗୁରୁନାନକ କଲେଜ୍ ପରିସରରେ ଆୟୋଜିତ ଦ୍ୱିତୀୟ ୧୧ ବର୍ଷରୁ କମ୍ ଜାତୀୟ ପୂର୍ବାଞ୍ଚଳ ରୋଲ୍ ବଲ୍ ଚାମ୍ପିୟନସିପ୍ରେ ଓଡ଼ିଶା ବାଳିକା ଦଳ ଚାମ୍ପିୟନ ହୋଇଛନ୍ତି ।
ରାଜଧାନୀର ଶିଶୁପାଳଗଡ଼ରେ ହାତରେ ମାରଣାସ୍ତ୍ର ଧରି ୩ଟି ବାଇକରେ ମାଡ଼ି ଆସୁଛନ୍ତି ୯ ଜଣ ଆସାମାଜିକ ଯୁବକ । ଆଉ, ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି ।
ଭାଇ ହାତରେ ସଂପର୍କର ରେଶମ ଡୋରିଟିଏ ବାନ୍ଧି ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ପାଇବା ଅପେକ୍ଷାରେ ଭଉଣୀ । ଏଣେ ବଜାରରେ ବି ଭଳିକି ଭଳି ରାକ୍ଷୀର ପସରା । ତେବେ ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ?
ପ୍ରଫୁଲ୍ଲଙ୍କୁ ଘରେ ଆଣି ଛାଡ଼ିଥିବା ବ୍ୟକ୍ତି ସାଦା ପୋଷାକରେ ଥିବାରୁ ପୋଲିସ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହୋଇଥାଇପାରନ୍ତି ବୋଲି ପ୍ରଫୁଲ୍ଲ ଆଶଙ୍କା କରୁଛନ୍ତି।
କୋଚ୍ ପ୍ରଦୀପ ଷଡ଼ଙ୍ଗୀ, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସ ସମ୍ମାନିତ ।
ଜାଗା ମିଶନରେ ମିଳୁଥିବା ଫର୍ମ-୨କୁ ନେଇ ନାନା ଦ୍ୱନ୍ଦ୍ୱ । କେବଳ ଭୋଗ ଦଖଲ ଛଡ଼ା ଆଉ କିଛି କରିପାରିବେନି ହିତାଧିକାରୀ । ବିରୋଧୀଙ୍କ ପ୍ରଶ୍ନ ‘୨୦୧୮ର ଯୋଜନା, ଏବେ ପଟ୍ଟା ବାଣ୍ଟିଲ କାହିଁକି’?
ଜଗମୋହନର ସ୍ଥିତି ପରଖିବାକୁ ଚାଲିଛି ଷ୍ଟ୍ରକଚର ନିର୍ମାଣ । ଗର୍ଭଗୃହରୁ ବାଲି କଢ଼ାଯିବ କି ନାହିଁ କୋର କମିଟି ନେବ ନିଷ୍ପତ୍ତି: ASI ।