Advertisment

ଅବସରପ୍ରାପ୍ତ ଯବାନଙ୍କ ଉନ୍ମତ୍ତକାଣ୍ଡ: ବିଚ୍‌ ରାସ୍ତାରେ ଖଣ୍ଡା ବୁଲାଇଲେ, ଖେଳାଇଲେ ଆତଙ୍କ...

ବିଚ୍‌ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ। ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Retired jawan armed with weapons goes berserk and ransacks ATM kiosk in Banki

Retired jawan armed with weapons goes berserk and ransacks ATM kiosk in Banki

ବିଚ୍‌ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ। ବାଙ୍କୀ କଲେଜ ରୋଡ୍‌ରେ ଜଣେ ଅବସରପ୍ରାପ୍ତ ଯବାନଙ୍କ ଏଭଳି ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି।

Advertisment

ହାତରେ ବିଭିନ୍ନ ଅଭିଯୋଗ ପତ୍ର ଧରି ସରୋଜ ଦାବି ପୂରଣ କରିବାକୁ ଅଡିବସିଥିଲେ। ଏହି ସମୟରେ ତାଙ୍କୁ କାବୁ କରିବାକୁ ଯାଇଥିବା ପୋଲିସ ଉପରେ ବି ସେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। 

ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସରୋଜ ପୋଲିସ୍‌କୁ ନାକେଦମ କରିଥିବା ବେଳେ, ଶେଷରେ ପୋଲିସ୍‌ ତାଙ୍କୁ କାବୁ କରିଥିଲା। 

Advertisment
Advertisment
Advertisment