ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ। ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଜଙ୍ଗଲୀ ଜୀବ।
ଯେଉଁମାନେ NHPCରେ ଚାକିରି ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ NHPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆଇଟିଆଇ, ଡିପ୍ଲୋମା କିମ୍ବା ଗ୍ରାଜୁଏଟ୍ ଡିଗ୍ରୀ ଥିଲେ ଏହି ସୁଯୋଗ ନେଇପାରିବେ।
ରେଷ୍ଟୁରାଣ୍ଟ ମାଲିକ ଆଞ୍ଜେଲୋ ଲିଲା ଗତ ମାର୍ଚ୍ଚରେ ଉତ୍ତର ଇଟାଲୀରେ ଏହି ରେଷ୍ଟୁରାଣ୍ଟଟି ଆରମ୍ଭ କରିଥିଲେ । ସେବେଠାରୁ ଗ୍ରାହକମାନଙ୍କୁ ସେ ରାତ୍ରୀ ଭୋଜନ ବେଳେ ମୋବାଇଲ ବଦଳରେ ପରସ୍ପର ସହ କଥାବାର୍ତ୍ତା କରିବାକୁ ଉତ୍ସାହିତ କରି ଆସୁଛନ୍ତି ।
ଜଣେ ମୁସଲିମ୍ ଦମ୍ପତି ମହିଳାଙ୍କ ଅଶ୍ଲୀଳ ଫଟୋ ଲିକ୍ କରିବା ନେଇ ଧମକ ଚମକ ଦେଇଛନ୍ତି। ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କର କିଛି ଅଶ୍ଲୀଳ ଫଟୋ ଓ ଭିଡିଓ ନିଜ ପାଖରେ ରଖିଛନ୍ତି।
ଦିନକୁ ଦିନ ବଢ଼ିଚାଲିଛି ଖରା। ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି। ପାଣି ଟୋପେ ପାଇଁ ମଣିଷଙ୍କଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ। ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ। ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ।
ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ସେଲିବ୍ରେଟିମାନଙ୍କ ଡିପ୍ ଫେକ୍ ଭିଡିଓର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପୂର୍ବରୁ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍, ରଶ୍ମିକା ମନ୍ଦନାଙ୍କ ସମେତ ଅନେକ ସେଲିବ୍ରେଟିରଙ୍କ ଡିପ ଫେକ୍ ଭିଡିଓ ଭାଇରାଲ ହୋଇଥିଲା। ନିକଟରେ ରଣବୀର ସିଂହଙ୍କ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିଛି।
ଟିକେଟ୍ କଟିବା ପରେ ଆଜି କିଛି ବିଜେଡି ବିଧାୟକ ଓ ନେତା ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟିକେଟ କଟିବା ପରେ ଦଳ ଉପରେ ବର୍ଷିଛନ୍ତି ବରୀ ବିଧାୟକ ସୁନନ୍ଦା ଦାସ ।
ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜଠୁ ବି ଆହୁରି ଅଧିକ ନିଜର କରିଛି। କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଏମିତି ଏକ ସମୟ ଦେଇ ଗତି କରୁଛନ୍ତି ଭଦ୍ରକ ଚାନ୍ଦବାଲି ଏନ୍ଏ ସି ଅନ୍ତର୍ଗତ ଶଗଡିଆ ଗାଁର ୯୪ ବର୍ଷୀୟା ବୃଦ୍ଧା ଭାମା ଜେନା।
୨୦୨୪ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ରେ କେଉଁମାନେ ସ୍ଥାନ ପାଇବେ, ତାହାକୁ ନେଇ ଏବେ ଜୋର୍ସୋର୍ରେ ଚର୍ଚ୍ଚା ଚାଲିଛି। ଟି-୨୦ ଆନ୍ତର୍ଜାତିକ ଛଡ଼ା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ଚଳିତ ସିଜନ୍ ମଧ୍ୟ ବିଶ୍ୱକପ୍ ପାଇଁ ଚୟନର ମାପକାଠି ହୋଇଥିବାରୁ ଦାବିଦାରଙ୍କ ସଂଖ୍ୟା ବଢ଼ୁଛି।
ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ । ନିଜ ଫେସବୁକ୍ ଆଇଡିରେ ଲୋକଙ୍କୁ ସାଇକେଲ ବଣ୍ଟନ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି ।
ଗ୍ରୀଷ୍ମ ପ୍ରବାହରେ ନିର୍ବାଚନ ପ୍ରଚାରକୁ ନେଇ ଏବେ ବଢ଼ିଛି ଚିନ୍ତା । ଭାରତୀୟ ପାଣିପାଗ ବିଭାଗ ସହ ନିର୍ବାନ କମିଶନ ପ୍ରତିଟି ସ୍ଥିତି ଉପରେ ନଜର ରଖିଛି । ଆଜି ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଗୋଟିଏ ଲୁକ୍ ସମସ୍ତଙ୍କୁ ଚକିତ କରିଛି। ‘କଲ୍କୀ ୨୮୯୮ ଏଡି’ ଅମିତାଭ ବଚ୍ଚନଙ୍କ ଚରିତ୍ରରେ ଯେପରି ଦର୍ଶକଙ୍କୁ ରୋମାଞ୍ଚିତ କରିଛି ତାହା ସୋସିଆଲ ମିଡିଆରୁ ଆରମ୍ଭ କରି ୟୁଟ୍ୟୁବ୍ରେ ବହୁତ ପ୍ରଶଂସା ପାଉଛି।
ଅନ୍ୟାନ୍ୟ ବିପଜ୍ଜନକ ଆପଗୁଡ଼ିକ ହେଉଛି: INSECG, CHS-SES, SAAI, SEQUOIA ଏବଂ GOOMI । ଏହି ଆପଗୁଡିକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଅଧୀନରେ ପଞ୍ଜିକୃତ ହୋଇନାହିଁ ।
ଭାରତୀୟ ମସଲାକୁ ପୁଣିଥରେ ଝଟକା । ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ୍ MDH ଓ ଏଭେରେଷ୍ଟ ମସଲାର ବିକ୍ରିକୁ ହଂକଂ ନିଷେଧ କରିଛି । ଏହି ଭାରତୀୟ ମସଲାରେ କର୍କିନୋଜେନିକ୍, ଇଥିଲିନ ଅକ୍ସାଇଡ ପରି କୀଟନାଶକର ଚିହ୍ନଟ ପରେ ହଂକଂ ଏହାକୁ ବ୍ୟାନ କରିଛି ।
ସରକାରୀ ଚାକିରୀ କରି ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ପ୍ରଚାର କରି ଆସୁଥିଲେ। ଏ ନେଇ ବିଭାଗ ଜାଣିବା ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ତାହାର କୌଣସି ଉତ୍ତର ନ ଦେଇ ଚୁପ ରହିଥିଲେ।
ଅସହ୍ୟ ହେଲାଣି ତାତି। ମୁଣ୍ତ ଉପରେ ନିର୍ବାଚନ। ତେବେ ପ୍ରଚଣ୍ତ ଖରାରେ ନିର୍ବାଚନ ପ୍ରଚାର ନେତାଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୬୯୦ ଟଙ୍କା ହୋଇଛି।
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି।
ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ।
ଅତ୍ୟଧିକ ଗରମ ସହ ଗୁଳିଗୁଳି ଯୋଗୁଁ ଲୋପାମୁଦ୍ରାଙ୍କ ରକ୍ତଚାପ କମିଥିଲା।
ମନ୍ଦିର ନିର୍ମାଣ ଓ ଅନ୍ୟ ପ୍ରୋଜେକ୍ଟ ସାରିବା ପାଇଁ ଆଉ କିଛି ସମୟ ଲାଗିପାରେ। ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ଗ୍ରାଉଣ୍ଡ ଫ୍ଲୋରର କାମ ଚାଲିଛି। ୨୦୨୪ଡିସେମ୍ୱର ଶେଷ ସୁଦ୍ଧା ଅବଶିଷ୍ଟ ୨ମହଲା କାମ ସରିବ।
ନିକଟରେ IRDAI ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ସ୍ୱାସ୍ଥ୍ୟ ବୀମା ପଲିସିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏଣିକି ଯେକୌଣସି ବୟସର ବ୍ୟକ୍ତିବିଶେଷ ନୂଆ ସ୍ୱାସ୍ଥ୍ୟ ବୀମା ପଲିସି କିଣିପାରିବେ।
ବାସ୍ତବ କଥା ହେଉଛି ଜୀବନରେ ବିବାହ ପରେ ହିଁ ପ୍ରକୃତ ସଂଘର୍ଷ ଆରମ୍ଭ ହୁଏ ଯାହା ଏକ ଭଲ ସମ୍ପର୍କର ମୂଳକୁ ମଧ୍ୟ ହଲାଇଦେଇପାରେ। ଏଠାରେ ଆମେ ସେହି ଜୀବନର ଆହ୍ୱାନ ବିଷୟରେ କହୁଛୁ ଯାହା ପ୍ରତ୍ୟେକ ବିବାହିତ ଦମ୍ପତି ସାମ୍ନା କରିଥାନ୍ତି।
କଟକ ଜିଲ୍ଲା ନରସିଂହପୁରରେ ମଧ୍ୟ ଜଣେ କଲେଜ ଅଧ୍ୟାପକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ବିଜେଡି ସଭାରେ ଚମ୍ପେଶ୍ବର ଚମ୍ପାନାଥ କଲେଜର ଅଧ୍ୟାପକ ମଧୁସୂଦନ ନାୟକ ଯୋଗ ଦେଇ ନିର୍ବାଚନ ଆଚରଣ ବିଧିଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...