• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

delta plus
ଆପଣ କରୋନା ଟିକା ନେଇଛନ୍ତି କି? ତେବେ ଆପଣଙ୍କୁ ଡେଲଟା ଭ୍ୟାରିଆଣ୍ଟ....

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିଲେ ଡେଲଟା ଭ୍ୟାରିଆଣ୍ଟ ତାଙ୍କୁ ଆକ୍ରାନ୍ତ କରିପାରିବନି। ଆଇସିଏମ୍ଆର୍‌ ପକ୍ଷରୁ କରାଯାଇଥିବା

  • Sunday, 04 July 2021
sushant
ସୁଶାନ୍ତ ମୃତ୍ୟୁ ମାମଲା: ସିବିଆଇ କରିବ ସାଇକୋଲୋଜିକାଲ ଅଟୋପ୍ସି!

ମୁମ୍ବାଇ: ସିବିଆଇ ସ୍କାନରରେ ସୁଶାନ୍ତଙ୍କ ସାଇକୋଲୋଜି। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ କରିପାରେ ସାଇକୋଲୋଜିକାଲ ଅଟୋପ୍ସି ବା ମନସ୍ତତ୍ତ୍ୱ ବିଶ୍ଳେଷଣ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସିବିଆଇ ଏଭଳି ଜଟିଳ ତଦନ୍ତ ପ୍ରକ୍ରିୟା ଆପଣାଇପାରେ ବୋଲି ଜଣାପଡ଼ିଛି। ଏହି ଜଟିଳ ତଦନ୍ତ ପ୍ରକ୍ରିୟାରେ ଜୀବିତାବସ୍ଥା ବେଳେ ସୁଶାନ୍ତଙ୍କ ମାନସିକ ସ୍ଥିତି କିଭଳି ଥିଲା, ତାହା ଜାଣିବାକୁ ଏକାଧିକ ଦିଗରେ ଖୋଳତାଡ଼ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ସିବିଆଇର ଫୋରେନ୍ସିକ୍ ଟିମ୍, ସୁଶାନ୍ତଙ୍କ […]

  • Sunday, 04 July 2021
neet
ଧାର୍ଯ୍ୟ ତାରିଖରେ ହେବ JEE ମେନ୍, NEET

ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ JEE ମେନ୍ ଓ NEET। ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA । JEE (ମେନ୍) ସେପ୍ଟେମ୍ବର ୧ରୁ ୬ ତାରିଖ ଓ NEET (ୟୁଜି) ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି । ଏନଟିଏର ଏହି ସୂଚନା ପରେ ପିଲାଙ୍କ ମନରେ ପରୀକ୍ଷା ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଏପଟେ […]

  • Sunday, 04 July 2021
Capture
କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ପରେ ଅନୁକମ୍ପା ରାଶି ପାଇବାକୁ ଦୁଇ ପତ୍ନୀଙ୍କ ମଧ୍ୟରେ ଟଣାଟଣି, କୋର୍ଟକୁ ଗଲା ମାମଲା

ମୁମ୍ବାଇ: ସ୍ୱାମୀର ଟଙ୍କା ପାଇବେ ପ୍ରଥମ ସ୍ତ୍ରୀ । ଏକାଧିକ ବିବାହ କରିଥିବା ବ୍ୟକ୍ତିଙ୍କ ପତ୍ନୀମାନଙ୍କ ମଧ୍ୟରେ କେବଳ ପ୍ରଥମ ପତ୍ନୀ ହିଁ ତାଙ୍କର ଟଙ୍କା ପାଇବାକୁ ଯୋଗ୍ୟ । ମହାରାଷ୍ଟ୍ରରେ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ବମ୍ବେ ହାଇକୋର୍ଟ। ତେବେ ଉଭୟ ପତ୍ନୀଙ୍କ ଗର୍ଭରୁ ଜନ୍ମିତ ସନ୍ତାନସନ୍ତତି ବାପାଙ୍କ ଟଙ୍କା ପାଇବାକୁ ହକଦାର ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ସୂଚନା ଅନୁସାରେ, ମହାରାଷ୍ଟ୍ର ରେଲେଓ୍ୱ ପୋଲିସର ଏଏସ୍ଆଇ ସୁରେଶ ହଟଙ୍କର କୋଭିଡ୍ ଆକ୍ରାନ୍ତ […]

  • Sunday, 04 July 2021
sonia
JEE ମେନ୍ ଓ NEET ପରୀକ୍ଷା ସ୍ଥଗିତ ରଖିବା ପାଇଁ ସୋନିଆ ଡାକିଲେ ବୈଠକ

ନୂଆଦିଲ୍ଲୀ: ନାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନିର୍ଦ୍ଧାରିତ ସମୟରେ ଜେଇଇ ମେନ୍ ଓ NEET ପରୀକ୍ଷା ହେବା ପାଇଁ ଘୋଷଣା କରାଯିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ଏହି ବୈଠକରେ ଯୋଗ ଦେବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରୋନ ମଧ୍ୟ ଏଥିରେ […]

  • Sunday, 04 July 2021
bus-accident
ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା। ଦୁଇ ରୋଡୱେଜ୍ ବସ୍ ପରସ୍ପରକୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ହୋଇଛି, ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭର୍ ସମେତ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। 6 dead including one bus driver and 8 people were injured after two roadways buses collided with each other: Naveen Arora, Joint Commissioner, […]

  • Sunday, 04 July 2021
ushant
ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ଘନଘନ ଜେରା ରହିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଏବେ ନୂଆ ମୋଡ଼ ଦେଖା ଦେଇଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତା’ର ପର୍ଦ୍ଦାଫାସ ହୋଇପାରିନାହିଁ। କିନ୍ତୁ ତାଙ୍କ ମାମଲାକୁ ଆତ୍ମହତ୍ୟା ବଦଳରେ ହତ୍ୟା ଦୃଷ୍ଟି କୋଣରୁ ତଦନ୍ତ କରାଯାଉ ବୋଲି ଏମ୍ସର ଫରେନ୍ସିକ ଟିମ୍ ସିବିଆଇକୁ ପରାମର୍ଶ ଦେଇଛି। ସୁଶାନ୍ତ ସିଂଙ୍କ ପୋଷ୍ଟ ମର୍ଟମ ରିପୋର୍ଟର ଅନୁଧ୍ୟାନ ପରେ ୧୨ଟି […]

  • Sunday, 04 July 2021
jee
NEET-JEE ପରୀକ୍ଷା ବିରୋଧରେ ସୁପ୍ରିମ କୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଜିଏସଟିର ବକେୟା ଏବଂ NEET-JEE ପରୀକ୍ଷା ଉପରେ ଚର୍ଚ୍ଚା ହୋଇଛି। ବୈଠକରେ NEET-JEE ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ସମସ୍ତ ୭ଟି ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମ୍ କୋର୍ଟ ଯିବାକୁ ସହମତି ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଆସନ୍ତା ମାସରେ NEET-JEE ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିଭିନ୍ନ ମହଲରେ […]

  • Sunday, 04 July 2021
athelete
ପତ୍ନୀ ଓ ମା'ଙ୍କୁ ହତ୍ୟା କଲେ ଭାରତର ପୂର୍ବତନ ଆଥଲେଟ୍

ନୂଆଦିଲ୍ଲୀ: ଭାରତ ପକ୍ଷରୁ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ୍‌ ସିଂହଙ୍କୁ ପତ୍ନୀ ଓ ମା’ଙ୍କ ହତ୍ୟା ଅଭିଯୋଗରେ ଆମେରିକାରେ ଗିରଫ କରାଯାଇଛି। ‘ଦି ଫିଲାଡେଲଫିଆ’ ଇନକ୍ୱାୟରର’ ରିପୋର୍ଟ ମୁତାବକ ପେନିସେଲଭାନିଆର ଡେଲାୱେର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ୍‌ ରବିବାର ସକାଳେ ପୋଲିସକୁ ଫୋନ୍ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ରିପୋର୍ଟରେ କୁହାଯାଇଛି, ଯେତେବେଳେ ପୋଲିସ୍ ନ୍ୟୁଟାଉନ୍ ଟାଉନଶିପରେ ଥିବା ଇକବାଲଙ୍କ ଘରେ ପହଞ୍ଚିଲା, ଇକବାଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ […]

  • Sunday, 04 July 2021
man
ସଂସଦ ଭବନ ପାଖରେ ବୁଲୁଥିବା ସନ୍ଦିଗ୍ଧ ଯୁବକ ଗିରଫ

ନୂଆଦିଲ୍ଲୀ: ବୁଧବାର ପାର୍ଲାମେଣ୍ଟ ନିକଟରେ ଜଣେ ସୁନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ କୋର୍ଡୱାର୍ଡ ଲେଖାଥିବା ଏକ କାଗଜ ଜବତ ହୋଇଛି। ବ୍ୟକ୍ତି ଜଣକ ବିଜୟ ଚୌକ ପାଖରେ ବୁଲୁଥିବା ବେଳେ ସିଆର୍‌ପିଏଫ୍‌ ଯବାନମାନେ ସନ୍ଦେହ କରି ତାକୁ ଧରିଥିଲେ। ଦିଲ୍ଲୀର ସଂସଦ ମାର୍ଗ ଥାନାରେ ସନ୍ଦିଗ୍ଧକୁ ପୁଲିସ ସହିତ ଆଇବି ଓ ଅନ୍ୟ ଗୋଇନ୍ଦା ସଂସ୍ଥା ପଚରାଉଚରା ଜାରି ରଖିଛି। ପୁଲିସ ସୂଚନା ଅନୁସାରେ, ଯୁବକ ଜଣ ସଂସଦ ଭବନ ଆଖପାଖରେ ବୁଲୁଥିଲା। ପରିଚୟ […]

  • Sunday, 04 July 2021
rhea-murderer
ରିୟାଙ୍କ ବିରୋଧରେ ବିସ୍ଫୋରକ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ବାପା

ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ନିଦ ନୂଆ ମୋଡ ନେଉଛି। CBI ମାମଲାର ତଦନ୍ତ କରୁଥିବାବେଳେ ଗତକାଲି ସୁଶାନ୍ତଙ୍କ ବାପା ଏକ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରିୟା  ଚକ୍ରବର୍ତ୍ତୀ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି।  ତେଣୁ ରିୟାଙ୍କୁ  ତୁରନ୍ତ ଗିରଫ କରାଯାଉ ବୋଲି ସୁଶାନ୍ତ ସିଂହଙ୍କ ବାପା କହିଛନ୍ତି। ସେ ଆହୁରି କହିଥିଲେ, ଲଗାତର ଭାବେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଉଥିଲେ। ତେଣୁ ରିୟାଙ୍କ ଗିରଫ ଦାବି […]

  • Sunday, 04 July 2021
china-america
୨୪ ଚାଇନିଜ୍‌ କମ୍ପାନୀକୁ ବ୍ୟାନ୍‌ କଲା ଆମେରିକା

ୱାଶିଂଟନ୍‌:ଆମେରିକା ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କମ୍‌ ହେବାର ନାଁ ଧରୁନି। ଯଦିଓ ଦ୍ୱିପାକ୍ଷିକ କଥାବାର୍ତ୍ତା ଭଲ ଚାଲିଛି ବୋଲି ଉଭୟ ଦେଶ ଦାବି କରୁଛନ୍ତି ତେବେ ଆମେରିକାର କେତେକ କଡ଼ା ପଦକ୍ଷେପକୁ ଦେଖିଲେ ଏହି କଥାକୁ ବିଶ୍ୱାସ କରି ହେଉନି। ସାଉଥ ଚାଇନା ସି,  ହଙ୍କକଙ୍ଗ୍‌ ଏବଂ ତାଇବାନ ପରି ପ୍ରସଙ୍ଗ ପରେ ଏବେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ବ୍ୟାବସାୟିକ ଯୁଦ୍ଧ। ଏହି କ୍ରମରେ ଆମେରିକା ଚୀନ୍‌ର ୨୪ଟି କମ୍ପାନୀକୁ […]

  • Sunday, 04 July 2021
bihar flood
ବିହାରର ଚିନ୍ତା ବଢାଇଲା ନେପାଳ ନଦୀ; ଅନେକ ଜିଲ୍ଲାରେ ଜଳ ପ୍ରଳୟ

ପାଟନା: ବନ୍ୟାରେ ଭାସୁଛି ବିହାର । ଏହି ବନ୍ୟାରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିଛନ୍ତି ସରକାର । ବିଶେଷ କରି ଦରଭଙ୍ଗା ଜିଲ୍ଲାରେ ସ୍ଥିତି ସଂଗୀନ …

  • Sunday, 04 July 2021
oneindia
'ଅକ୍ଟୋବର-ନଭେମ୍ବରରେ ପିକରେ ରହିବ କରୋନାର ତୃତୀୟ ଲହରୀ’

ନୂଆଦିଲ୍ଲୀ : ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ପିକରେ ରହିବ ତୃତୀୟ ଲହରୀ ? କରୋନା ଭାଇରସର ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ରୂପେ ଥମିନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେଣି ଡାକ୍ତର ଓ ବୈଜ୍ଞାନିକ । କୋଭିଡ -19…

  • Sunday, 04 July 2021
sushant-sing
ସୁଶାନ୍ତଙ୍କ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ତାଙ୍କ ଗାର୍ଲପ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଜାତୀୟ ଗଣମାଧ୍ୟମରେ ରିୟା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଗଣମାଧ୍ୟମରେ ସୁଶାନ୍ତଙ୍କ ବିଷୟରେ ବହୁ ରୋଚକ ତଥ୍ୟ ଦେଇଛନ୍ତି ରିୟା। ଗଣମାଧ୍ୟମକୁ ଦେଇଥିବା ବୟାନରେ ରିୟା କହିଛନ୍ତି, ସୁଶାନ୍ତଙ୍କର ମାନସିକ ବେମାରୀ ବାଇପୋଲାର ଡିଜ୍ ଅର୍ଡର ଥିଲା। ବିଶେଷକରି ବିମାନ ଯାତ୍ରା ବେଳେ ସୁଶାନ୍ତ ସ୍ୱାଭାବିକ ହୋଇପାରୁନଥିଲେ। ୟୁରୋପ ଟୁର୍ ବେଳେ ସୁଶାନ୍ତଙ୍କ ଏ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲି […]

  • Sunday, 04 July 2021