• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronsaviryd
ଆଜି ଦେଶରେ ୬୯,୮୭୮ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪

ନୂଆଦିଲ୍ଲୀ: ଏବେ ପ୍ରାୟ ସବୁଦିନ ଦେଶରେ ୭୦ ହଜାର ପାଖାପାଖି କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୬୯,୮୭୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହିତ ୯୪୫ ଜଣଙ୍କର ଜୀବନ ନେଇଛି ଏହି ମହାମହାରୀ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪ରେ ପହଞ୍ଚିଥିବା ବେଳେ ମୋଟ […]

  • Sunday, 04 July 2021
bande-bharat
ସେମି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ନିର୍ମାଣ ଟେଣ୍ଡର ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟ୍‌କା ଦେଲା ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ବାତିଲ କରାଯାଇଛି। ସପ୍ତାହକ ମଧ୍ୟରେ ଏଥିପାଇଁ ସାନି ଟେଣ୍ଡର କରାଯିବ  ନୂଆ ଟେଣ୍ଡର ବେଳେ ଭାରତୀୟ କଂପାନୀକୁ ଅଗ୍ରାଧିକାର ଦିଆଯିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚୀନର ସହଭାଗିତାରେ ଭାରତର ସିଆରଆରସି ପାଓନିୟର ଇଲେକ୍‌ଟ୍ରିକ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏକମାତ୍ର ବିଦେଶୀ କଂପାନୀ ଭାବେ ଟେଣ୍ଡରରେ ସାମିଲ ହୋଇଥିଲା। କିନ୍ତୁ ଟେଣ୍ଡରରେ ଚୀନ ସହଭାଗିତାରେ ଥିବା […]

  • Sunday, 04 July 2021
facebook
ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦେବା ଅଭିଯୋଗ: ସ୍ପଷ୍ଟୀକରଣ ରଖିଲା ଫେସ୍‌ବୁକ

ନୂଆଦିଲ୍ଲୀ: ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଫେସବୁକ୍। ଭାରତର ଫେସ୍‌ବୁକ୍‌ ମୁଖ୍ୟ ଅଜିତ ମୋହନ କହିଛନ୍ତି ” ପକ୍ଷପାତିତା କରାଯାଉଥିବା ଅଭିଯୋଗକୁ ଫେସବୁକ୍ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଗତ କିଛି ଦିନ ହେଲା ଆମ ଉପରେ ଆରୋପ ଲଗାଯାଉଛି। ମାତ୍ର ଆମେ ଆମର ସ୍ୱଚ୍ଛତା ନୀତି ବଜାୟ ରଖିଛୁ। ଫେସ୍‌ବୁକ୍ ପକ୍ଷରୁ ଯେ କୌଣସି ପ୍ରକାର ଘୃଣା ସୃଷ୍ଟିକୁ ନିନ୍ଦା କରାଯାଇଛି। ଫେସବୁକ […]

  • Sunday, 04 July 2021
neet-exam
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ JEE ମେନ୍‌ ଓ NEET UG ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ JEE ମେନ୍‌ ଓ NEET UG 2020 ପ୍ରବେଶିକା ପରୀକ୍ଷା ହେବ। ପରୀକ୍ଷା ପାଇଁ ତାରିଖ ଘୁଞ୍ଚିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି ନ୍ୟାସ୍‌ନାଲ୍ ଟେଷ୍ଟ ଏଜେନ୍ସି (NTA) । ଏ ନେଇ ଶୁକ୍ରବାର ଏନ୍‌ଟିଏର ୱେବ୍‌ସାଇଟ୍‌ରେ ଏକ ନୋଟିସ୍ ଜାରି ହୋଇଛି। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସେପ୍ଟେମ୍ବର ୧-୬ ମଧ୍ୟରେ ଜେଇ ମନେ ପରୀକ୍ଷା ହେବ ଓ NEET UG 2020 ସେପ୍ଟେମ୍ବର ୧୩ ତାରିଖରେ […]

  • Sunday, 04 July 2021
bsf
୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀଗନର: ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଏମାନେ ପଞ୍ଜାବର ତର୍ନ ତାରନ ଜିଲ୍ଲାର ଦେଇ ଉପାକିସ୍ତାନରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ବିଏସ୍‌ଏଫ୍‌ର ୧୦୩ ବାଟାଲିୟନ୍‌ ଅନୁପ୍ରବେଶକାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ୍ ରାଇଫଳ ଜବତ ହୋଇଛି। ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଏହି ଅନୁପ୍ରବେଶକାରୀମାନେ ଭାରତକୁ ପ୍ରବେଶ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଭୋର ପ୍ରାୟ ୫ ଟା […]

  • Sunday, 04 July 2021
rhea
ସୁଶାନ୍ତଙ୍କୁ ଶେଷ ଥର ପାଇଁ କ'ଣ କହିଥିଲେ ରିୟା?

ଭୁବନେଶ୍ୱର: ସୁଶାନ୍ତଙ୍କୁ ଶେଷଥର ପାଇଁ ସରି ବାବୁ କହିଥିଲେ ରିୟା ଚକ୍ରବର୍ତ୍ତୀ। ମୃତ୍ୟୁର ସପ୍ତାହେ ପୂର୍ବରୁ ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିବା ରିୟା କଣ ପାଇଁ ସରି କହିଲେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ଏହି ମାମଲାରେ ନୂଆ ଟ୍ୱିଷ୍ଟ ବି ଆସିଛି, କାହିଁକିନା ଏବେ ସରି ବାବୁର ଗୁମର ଖୋଲିଛନ୍ତି କରଣୀ ସେନାର କର୍ମୀ ସୁରଜିତ ରାଠୋର। ସୁରଜିତ ସେଦିନ କୋପର ହସ୍ପିଟାଲରେ ସୁଶାନ୍ତଙ୍କ ମରଶରୀର ପାଖରେ ରହିଥିଲେ ରିୟା ଯେତେବେଳେ ସୁଶାନ୍ତଙ୍କୁ […]

  • Sunday, 04 July 2021
sushan-ti-sing
ସୁଶାନ୍ତଙ୍କ ବେଡ୍‌ରୁମ ତାଲା ଭାଙ୍ଗିଥିବା ବ୍ୟକ୍ତିର ବୟାନ ପରେ ବଢ଼ିଲା ସନ୍ଦେହ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ତଦନ୍ତ ଯେତିକି ଆଗଉଛି ମାମଲା ସେତିକି ସନ୍ଦେହଜନକ ହେଉଛି। ଏବେ ସୁଶାନ୍ତ ବେଡ୍‌ରୁମ ତାଲା ଭାଙ୍ଗିଥିବା ବ୍ୟକ୍ତି ରଫିକ୍‌ଙ୍କ ବୟାନକୁ ନେଇ ସନ୍ଦେହ ବଢ଼ିଛି। ତାଲା ଭାଙ୍ଗିବାକୁ ୩ରୁ ୪ ଜଣ ଡାକିଥିବା ରଫିକ୍ କହିଛି। ରଫିକ କହିଛି, ବେଡ୍ ରୁମ୍‌ରେ କମ୍ପ୍ୟୁଟରାଇଜ୍ ଲକ୍ ଥିଲା। ଭାଙ୍ଗିବାକୁ କଷ୍ଟ ହେଲା। ମାତ୍ର ତାଲା ଭାଙ୍ଗିବା ପରେ ମୋତେ ଭିତରକୁ ଯିବାକୁ ଦିଆଗଲା ନାହିଁ। ତାଲା ଭାଙ୍ଗିବା ପରେ ସେମାନେ […]

  • Sunday, 04 July 2021
doud
ପାକିସ୍ତାନ‌ କହିଲା, କେଉଁଠି ଲୁଚିକି ରହଛି ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ

ନୂଆଦିଲ୍ଲୀ: ପାକିସ୍ତାନ ଇମ୍ରାନ ଖାନ୍ ସରକାର ମାନିଲା ବଡ଼ ସତ। ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା ମାନିଲା ଇମ୍ରାନ ସରକାର। ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦାଉଦ ପାକିସ୍ତାନର ବନ୍ଦର ନଗରୀ କରାଚିରେ ରହିଛି। ଏ ନେଇ ଇମ୍ରାନ ସରକାର ମାନିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ୮୮ଟି ଆତଙ୍କୀ ସଂଗଠନ ଉପରେ କଟକଣା ପାକିସ୍ତାନ ଜଣାଇଛି। କଟକଣା ନେଇ ଜାତିସଂଘ ସୁରକ୍ଷା ପରିଷଦକୁ ପାକିସ୍ତାନ ଜଣାଇଛି। ୮୮ ଆତଙ୍କୀ ତାଲିକାରେ ଦାଉଦ […]

  • Sunday, 04 July 2021
daaud
ପାକିସ୍ତାନର ଦୋମୁହାଁ ନୀତି; ଆଗେ କହିଲା ଦାଉଦ କରାଚୀରେ ଅଛି, ପରେ ମନାକଲା

ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଦୋମୁହାଁ ନୀତି ସାମ୍ନାକୁ ଆସିଛି। କୁଖ୍ୟାତ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍‌ ପାକିସ୍ତାନରେ ଲୁଚି ରହିଥିବା ନେଇ ଶନିବାର ଲିଷ୍ଟ ଜାରି କରିଥିଲା ପାକିସ୍ତାନ। ଦାଉଦ୍‌ର ପାସ୍‌ପୋର୍ଟ ସହିତ କରାଚୀ ଠିକଣା ଜରି କରିଥିଲା ପାକ୍। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ନିଜ କଥାରେ ଓହରିଯାଇଛି ଇସ୍‌ଲାମାବାଦ। ଦାଉଦ୍ କରାଚୀରେ ନାହିଁ। ସେ କରାଚୀରେ ଥିବା ସରକାର କହିନଥିବା ପାକିସ୍ତାନ କହିଛି। ଗଣମାଧ୍ୟମ ମିଥ୍ୟା ପ୍ରଚାର କରୁଛି ବୋଲି ପାକିସ୍ତାନ ଅଭିଯୋଗ […]

  • Sunday, 04 July 2021
shooting
ଫିଲ୍ମ ଓ ଟିଭି ସୁଟିଂ ପାଇଁ ଜାରି ହେଲା SOP

ନୂଆଦିଲ୍ଲୀ: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଟିଭି ପ୍ରଡକ୍ସନ ଇଣ୍ଡଷ୍ଟ୍ରି ଓ ଫିଲ୍ମ ସୁଟିଂ କାର୍ଯ୍ୟ ପୁଣିଥରେ ଆରମ୍ଭ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଘୋଷଣା କରିଛନ୍ତି। ଏଥିପାଇଁ ନୂଆ ଗାଇଡଲାଇନ୍ସ ଜାରି ହୋଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି ନୂଆ SOP(Standard Operating Procedure) ବାବଦରେ ସୂଚନା ପ୍ରଦାନ କରିଛନ୍ତି। ନୂଆ ଗାଇଡାଲାଇନ୍ସ ମିଡିଆ ପ୍ରଡକ୍ସନ ଇଣ୍ଡଷ୍ଟ୍ରି ପାଇଁ ସଞ୍ଜୀବନୀ ଭଳି କାର୍ଯ୍ୟ କରିବ। ସାମାଜିକ ଦୂରତା […]

  • Sunday, 04 July 2021
Death Teacher
 ମୃତ ଶିକ୍ଷକ କୋଭିଡ୍‌ କଂଟ୍ରୋଲ ରୁମ୍‌ରେ କରିବେ କାର୍ଯ୍ୟ !

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି, ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାର୍ଯ୍ୟ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଏମିତି ଚିଠି ଜାରି ହୋଇଛି।

  • Sunday, 04 July 2021