• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

temp
ରାଜ୍ୟରେ ଆହୁରି ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ ଆହୁରି  ବଢିବ ତାତି।  ଏଭଳି  ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଓଡିଶା ଉପରେ ପବନର ଗତି ପରିବର୍ତ୍ତନ ହେଉଛି। ପୂର୍ବରୁ ଓଡିଶା ଉପରକୁ ଉତ୍ତର ଦିଗରୁ ପବନ ବହୁଥିବା ବେଳେ  ଏବେ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଛି। ଯାହା ରାଜ୍ୟରେ ତାତି ବଢାଇବାରେ ସହାୟକ ହେବ ବୋଲି କହିଛି ପାଣିପାଗ ବିଭାଗ କେନ୍ଦ୍ର।

  • Friday, 16 July 2021
HC bench
ତେଜିଲା ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ଭୁବନେଶ୍ୱର: ଜୋରଧରିଲା ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି।  ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଆଜି ଓ ଆସନ୍ତା ସୋମବାର ସମସ୍ତ କାର୍ଯ୍ୟବନ୍ଦ କରିବା ସହ କୋର୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ଜୁଡିସିଆଲ ଫାଷ୍ଟକ୍ଲାସ ମାଜିଷ୍ଟ୍ରେଟ୍ ପଦବୀ ପୂରଣ ଦାବିରେ ବନ୍ଦ ଡାକରା ଦିଆଯାଇଛି।

  • Friday, 16 July 2021
bjp
ରଣନୀତି ପାଇଁ ବିଜେପିର ବୋର୍ଡ ବୈଠକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ବୋର୍ଡ ବୈଠକ ହେବ।  ଏଥିରେ ଆସନ୍ତା ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବ। ଆସନ୍ତା ଏପ୍ରିଲ ୨ରେ ୫୮ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ଏନେଇ ଫେବୃୟାରୀ ୨୩ରେ ନିର୍ବଚାନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରବି ଶଙ୍କର ପ୍ରସାଦ, ଜେ.ପି. ନଡ୍ଡା, ଥାୱରଚାନ୍ଦ ଗେହଲଟ ଓ  ରାମଦାସ ଅଠୱାଲେଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିସହ  ବୋର୍ଡ ବୈଠକରେ ମେଘାଳୟ, […]

  • Friday, 16 July 2021
video
ବାଲାକୋଟ ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ସ୍ୱୀକାର କଲା ପାକ୍‌ ସେନା

ଇସଲାମାବାଦ : ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ଏବଂ ତାଙ୍କ ପ୍ରଶିକ୍ଷଣ ଶିବିର ଧ୍ୱଂସ ନେଇ ମିଳିଲା ଆଉ ଏକ ପ୍ରମାଣ। IAF ଆକ୍ରମଣରେ ୨୦୦ରୁ ଅଧିକ ଆତଙ୍କବାଦୀଙ୍କ ମତ୍ୟୁ ହୋଇଥିବା ନେଇ ପାକିସ୍ତାନ ସେନା ଅଧିକାରୀ ମାନିଥିବା ଦାବି କରିଛନ୍ତି। ଆମେରିକାର ଜଣେ ସାମାଜିକ କର୍ମୀ ସେଙ୍ଗେ ହସନାନ ଶେରିଙ୍ଗ ପାକିସ୍ତାନର ଗିଲଗିଟ୍‌ରେ ରହୁଥିବା ଏହି କର୍ମୀ ଜଣକ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଜାରି କରିଛନ୍ତି। ଭିଡିଓରେ ପାକିସ୍ତାନ ସେନାର […]

  • Friday, 16 July 2021
tourist bus
ଜଳିଗଲା ଟୁରିଷ୍ଟ ବସ୍

ଭୁବନେଶ୍ୱର: ରାଜଧାନୀରେ ଜଳିଗଲା ଟୁରିଷ୍ଟ ବସ୍। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ପାର୍କିଂ କରାଯାଇଥିବା ବେଳେ ନିଆଁ ଲାଗି ଥିବାର ସୂଚନା ମିଳିଛି। ବସଟି ଜଳିବା ସମୟରେ କୌଣସି ଯାତ୍ରୀ କିମ୍ବା ଡ୍ରାଇଭର ନଥିଲେ। ନିଆଁର କାରଣ ଅସ୍ପଷ୍ଟ। ତେବେ ଟୁରିଷ୍ଟ ବସ୍ କେଉଁଠାରୁ କେଉଁଠିକୁ ଯାଉଥିଲା ତାହା ମଧ୍ୟ କିଛି ଜଣାପଡ଼ିନାହିଁ। ବସଟିକୁ ଜାଳି ଦେଇଥିବାର ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ, ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

  • Friday, 16 July 2021
north east election
ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।  ଏହି ୩ ରାଜ୍ୟରେ ଭୋଟ ଗଣତି ପାଇଁ ଗଣତି କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଟି ରାଜ୍ୟରେ ବିଧାନସଭା ଆସନସଂଖ୍ୟା ୬୦ଟି ଲେଖାଏଁ ହୋଇଥିଲେ ମଧ୍ୟ ୫୯ଟି ଆସନ ପାଇଁଭୋଟ ଗ୍ରହଣ ହୋଇଛି।  ତ୍ରିପୁରାରେ ଜଣେ ସିପିଏମ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଘାଳୟରେ ଜଣେ […]

  • Friday, 16 July 2021
mao
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର : ପୋଲିସ ଗୁଳିରେ ୧୦ ମାଓବାଦୀଙ୍କ ସହ ଟପ୍ ମାଓ ଲିଡର୍ ନିହତ

ଛତିଶଗଡ଼ : ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ପୋଲିସ ଗୁଳିରେ ୧୦ ମାଓବାଦୀଙ୍କ ସହ ଟପ୍ ମାଓ ଲିଡର୍ ହରିଭୂଷଣ ନିହତ ହୋଇଥିବା ସୂଚନା ମିଳିଛି। ହରିଭୂଷଣ ହେଉଛି ତେଲଙ୍ଗାନା ମାଓ ସଂଗଠନର ନେତା। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ହତ୍ୟାକାଣ୍ଡରେ ସଂପୃକ୍ତ ରହିଛି ହରିଭୂଷଣର। ବାରମ୍ବାର ପୋଲିସ୍‌କୁ ଚକମା ଦେବାରେ ସଫଳ ହୋଇଛି ସେ। ଘଞ୍ଚ ଜଙ୍ଗଲ ଭିତରେ ପୋଲିସ ସହ ବହୁ ଦିନର ଲୁଚକାଳି ଖେଳିଥିବା ହରିଭୂଷଣ ଶେଷରେ ନିହତ ହୋଇଛି। ଯାହାପରେ ସୁରକ୍ଷାବଳକୁ […]

  • Friday, 16 July 2021
chidambaram
INX ମିଡିଆ ଲାଞ୍ଚ ମାମଲା : ପୁଅ କାର୍ତ୍ତି ପରେ ଅଡୁଆରେ ବାପା ପି.ଚିଦାମ୍ବରମ୍

ନୂଆ ଦିଲ୍ଲୀ :  INX ମିଡିଆ ଲାଞ୍ଚ କାରବାରରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଜେରା କରାଯାଇପାରେ। କେତେକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପି. ଚିଦାମ୍ବରମଙ୍କୁ ସିବିଆଇ ମୁଖ୍ୟାଳୟକୁ ସମନ କରାଯିବ ଓ ଏ ମାମଲାରେ ତାଙ୍କୁ ପଚରା ଉଚରା କରାଯିବ। ତେବେ INX ଲାଞ୍ଚ ମାମଲାର ଏତଲାରେ ପି.ଚିଦାମ୍ବରମଙ୍କ ନାଁ ନାହିଁ। କିନ୍ତୁ ଯେଉଁ ସମୟରେ ଲାଞ୍ଚ କାରବାର ହୋଇଥିଲା, ସେହି ସମୟରେ ପି.ଚିଦାମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ଏବଂ  INXକୁ ବେଆଇନ ଭାବେ FDI […]

  • Friday, 16 July 2021
wine protest
ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ : ଦେଶୀ ମଦ ଦୋକାନରେ ପଶି ବ୍ୟାପକ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ମହିଳା

ଖୋର୍ଦ୍ଧା : ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଛ ମାର୍କେଟରେ ଥିବା ମଦ ଦୋକାନ ଭାଙ୍ଗିଛନ୍ତି ମହିଳା। ମାର୍କେଟରେ ଏକ ଦେଶୀ ମଦ ଦୋକାନ ଥିବାବେଳେ ତାହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ। ଆଜି ମହିଳାମାନେ ଏକତ୍ରିତ ହୋଇ ଦୋକାନ ବନ୍ଦ ଥିବା ବେଳେ କବାଟ ଭାଙ୍ଗି ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତକୁ ଆୟତ୍ତ କରିଛି।  ଏହାସହ ମହିଳାମାନଙ୍କୁ ଏକ ଅଟୋ ସାହାଯ୍ୟରେ ଥାନାକୁ […]

  • Friday, 16 July 2021
airlines
ବୋଇଂ 737-MAX ସମସ୍ୟା ; ଜରୁରୀ ବୈଠକ ଡାକିଲେ ବେସାମରିକ ବିମାନ ଚଳାଚଳ ସଚିବ

ନୂଆଦିଲ୍ଲୀ :  ବୋଇଂ 737-MAX ସମସ୍ୟାକୁ ନେଇ ଜରୁରୀ ବୈଠକ ଡାକିଲେ ବେସାମରିକ ବିମାନ ଚଳାଚଳ ସଚିବ। ସମସ୍ତ ଏୟାର୍‌ ଲାଇନ୍ସକୁ ନେଇ ଅପରାହ୍ନ ୪ ଟାରେ ବୈଠକ ଡକାଯାଇଛି। ୫ ମାସ ଭିତରେ ଏହି ମଡେଲ୍‌ର ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହେବା ପରେ DGCA ଏହାର ଉଡ଼ାଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଆଜି ଅପରାହ୍ନ ୪ଟା ସୁଦ୍ଧା ସମସ୍ତ 737-MAX ବିମାନ ବନ୍ଦ କରିବାକୁ କୁହାଯାଇଛି।  ଡିଜାଇନ୍‌ରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା […]

  • Friday, 16 July 2021
rourkela
ସୁନ୍ଦରଗଡ଼ରେ ବାଣ ଫୁଟି ୨ ଶିଶୁ ଗୁରୁତର 

ସୁନ୍ଦରଗଡ଼ : ବାଣ ଫୁଟି ୨ ଶିଶୁ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଓକରଣ ଗାଁରେ ଘଟିଛି ଏହି ଅଘଟଣ।  ବାଣ ବିସ୍ଫୋରଣ ହେବାରୁ ୨ ଶିଶୁ ଗୁରୁତର ହୋଇଛନ୍ତି। ବାଣ ରହିଥିବା ଏକ ଗାଡିରେ ନିଆଁ ଲାଗିଯାଇ ଏହି ବିସ୍ଫୋରଣ ହୋଇଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ୨ଶିଶୁଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାତୀ ଘଉଡ଼ାଇବାକୁ ବନ କର୍ମଚାରୀମାନେ ଏକ ଗାଡିରେ ବାଣ ରଖିଥିବା ନେଇ ସୂଚନା ମିଳିଛି। କୌଣସି କାରଣବଶତଃ ବାଣରେ ନିଆଁ […]

  • Friday, 16 July 2021
holi
ଆଜି ରଙ୍ଗର ପର୍ବ ହୋଲି : ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି।  ଏଥିପାଇଁ  ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ।  ପରସ୍ପରକୁ ରଙ୍ଗ ଲଗାଇ ହୋଲିର ମଜା ନେଉଛନ୍ତି ସମସ୍ତେ।  ଭାଇଚାରାର  ସହର କଟକରେ ମଧ୍ୟ ହୋଲି ଖେଳକୁ ନେଇ ବେଶ ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ଫ୍ୟାନ୍ସିଂ ଓ ହରବାଲ ରଙ୍ଗରେ ଲୋକେ ହୋଲି ଖେଳୁଥିବା ଦେଖିବାକୁ ମିଳୁଛି। ରାଜଧାନୀରେ ମଧ୍ୟ ହୋଲିକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି। ସେପଟେ ହୋଲିରେ ସହରରେ କିଭଳି ଆଇନ […]

  • Friday, 16 July 2021
dola purnima-1
ରାଜ୍ୟରେ ଦୋଳପୂର୍ଣ୍ଣିମାର ଧୂମ୍ : ସୁସଜ୍ଜିତ ବିମାନରେ ବସି ବୁଲୁଛନ୍ତି ରାଧାଗୋବିନ୍ଦ

ଭୁବନେଶ୍ୱର : ପରମ୍ପରା ଓ ରୀତିନୀତିର କଥା ପଡ଼ିଲେ ମନକୁ ଛାଏଁ ଆସିଯାଏ ଶ୍ରୀକ୍ଷେତ୍ରର କଥା। ମହାପ୍ରଭୁଙ୍କ ଦୋଳ ଉତ୍ସବ ନୀତି। ବିମାନରେ ବିରାଜିତ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଭକ୍ତଙ୍କ ସହ ମାତିଛନ୍ତି। ଫଗୁ ଅବିରର ଖେଳରେ ସେପଟେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି। ରଙ୍ଗୀନ୍ ବିମାନରେ ବସି ଗାଁକୁ ଗାଁ ,ସାହିକୁ ସାହି ବୁଲୁଛନ୍ତି ରାଧାକୃଷ୍ଣ। ହେଲେ କଟକ ମହାଙ୍ଗାର ଓଳକଣାରେ […]

  • Friday, 16 July 2021
bjd
ବିଜେଡିର ବିଜେପୁର ବିଜୟ ପଛରେ କାମ କଲା କେଉଁ ଷ୍ଟ୍ରାଟେଜି : ବିକାଶର ପ୍ରତିଶ୍ରୁତି ଓ ସୁବଳଙ୍କ ଅନୁକମ୍ପା ଭୋଟ୍ ଟାଣିଥିବା ଚର୍ଚ୍ଚା

ଭୁବନେଶ୍ୱର : ସୁବଳଙ୍କ ପତ୍ନୀ ରୀତାଙ୍କୁ ବିଜେଡି ଆଣିବା ଥିଲା ବିଜେପୁର କବଜା ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିର ପ୍ରଥମ ସଫଳ ଫର୍ଦ୍ଦ।  ରିତାଙ୍କ ଆଖିରୁ ଲୁହ ଯେତିକି ଝରିଲା ବିଜେଡି ଖାତାକୁ ଅନୁକମ୍ପାର ଭୋଟ ସେତିକି ଚଢିଲା। ରୀତାଙ୍କୁ ଆଣିବା ଆଗରୁ ବିଜେପୁର ବାଜିରେ ଏକ ଗୋଟି ବି ଚଳାଇଥିଲା ବିଜେଡି। ପଶ୍ଚିମ ଓଡିଶାରେ ଦଳର ଚେହେରା କୁହାଯାଉଥିବା ନେତାଙ୍କ ଜରିଆରେ ଲୋକଙ୍କ ସମସ୍ୟାର କାରଣ ଖୋଜିଥିଲା ଦଳ। କେଉଁ ଗାଁରେ କ’ଣ କାମ ଦରକାର […]

  • Friday, 16 July 2021
somesh
୨୦୨୪ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେଉଛନ୍ତି ଓଡ଼ିଆ ପୁଅ ସୋମେଶ

ରାଉରକେଲା : ସର୍ବଭାରତୀୟ ଦୌଡ଼ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ସୋମେଶ ସ୍ୱାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରାଉରକେଲା ରେଳ ଷ୍ଟେସନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଦିଲ୍ଲୀ ପବ୍ଲିକ ସ୍କୁଲ ପଡିଆରେ କୋଚ ଧୀରେନ ସାମନ୍ତ ସିଂହାରଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି ସୋମେଶ। ଏହାପରେ ଜମାଇକାରେ ବିଦେଶୀ କୋଚଙ୍କ ଠାରୁ ପ୍ରଶିକ୍ଷଣ ନେବାକୁ ତାଙ୍କୁ ଚୟନ କରିଛନ୍ତି। ଆୟୋଜକ ଗ୍ୟାସ୍ ଅଥରିଟି ଅଫ ଇଣ୍ଡି‌ଆ ଲିମିଟେଡ଼। ଏବେ ସେ […]

  • Friday, 16 July 2021
arvind muduli
ଅବେଳରେ ସ୍ୱର୍ଗଦ୍ୱାର ଚାଲିଗଲେ ଅରବିନ୍ଦ : ଝୁରୁଛି ଗାଁ ମାଟି, ଝୁରୁଛନ୍ତି ଜଗନ୍ନାଥ ପ୍ରେମୀ

ଭୁବନେଶ୍ୱର : ଭକ୍ତିଭାବ ଜଣାଣରେ କୃଷ୍ଣ ବଳରାମଙ୍କୁ ବାଲି ଖେଳାଇ ଖେଳାଇ ଶେଷରେ ସଂସାର ବେଳାଭୂମିରୁ ନିଜ ଖେଳ ସାରି ବାହୁଡି ଗଲେ କୋଟି ଓଡ଼ିଆଙ୍କ ହୃଦୟର ପ୍ରିୟ ଜଣାଣ ଗାୟକ ଅରବିନ୍ଦ ମୁଦୁଲି। ଯାହାଙ୍କ କଣ୍ଠରେ ସବୁବେଳେ ଥିଲେ ଜଗନ୍ନାଥ, ହୃଦୟରେ ଥିଲେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ଖାଲି ଗାଉନଥିଲେ ତ ନିଜ ଅନ୍ତରରୁ ନିସୃତ ଅନାବିଳ ଜଗନ୍ନାଥ ଭକ୍ତି ରସକୁ ନେଇ ରଚନା କରିଛନ୍ତି ଅନେକ କାଳଜୟୀ ଭଜନ। ଏମିତି ଅବେଳାରେ […]

  • Friday, 16 July 2021