• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kamal
ଶିଖ୍‌ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ନେଇ ତଦନ୍ତ କରିବ ଏସ୍‌ଆଇଟି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଅଡ଼ୁଆ ବଢ଼ିଛି। ବହୁଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ରହିଥିବା ଅଭିଯୋଗର ପୁଣିଥରେ ତଦନ୍ତ କରିବାକୁ ଏସ୍‌ଆଇଟି ନିଷ୍ପତ୍ତି ନେଇଛି। ଅର୍ଥାତ ତଦନ୍ତ ବେଳେ ଏସ୍‌ଆଇଟି କମଲନାଥଙ୍କୁ ଜେରା ମଧ୍ୟ କରିପାରିବ। ୧୯୮୪ରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନୂଆଦିଲ୍ଲୀରେ ତାଙ୍କର ଦୁଇ ଜଣ ଶିଖ୍‌ ସଂପ୍ରଦାୟର ଅଙ୍ଗରକ୍ଷୀ ଗୁଳି କରିଥିଲେ। ଏହାପରେ ସମଗ୍ର ଦେଶରେ ଶିଖ୍‌ ବିରୋଧୀ ଦଙ୍ଗା ସୃଷ୍ଟି […]

  • Thursday, 22 July 2021
suicide
ଦୁର୍ବଳ ଅର୍ଥନୀତି ପାଇଁ ଚିଦାମ୍ବରମଙ୍କୁ ଦାୟୀ କରି ମୋଦିଙ୍କୁ ଚିଠି ଲେଖି ଆତ୍ମହତ୍ୟା କଲେ ପୂର୍ବତନ ବାୟୁସେନା ଅଧିକାରୀ

ଆହ୍ଲାବାଦ: ଆସାମର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଉତ୍ତର ପ୍ରଦେଶର ଆହ୍ଲାବାଦ ଠାରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜର ସୁଇସାଇଡ୍‌ ନୋଟ୍‌ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଆତ୍ମହତ୍ୟା କରିଥିବା ବିଜନ ଦାସ ନିଜର ୫ ପୃଷ୍ଠା ସମ୍ବଳିତ ସୁଇସାଇଡ୍‌ ନୋଟରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଭୁଲ ରଣନୀତି ଯୋଗୁ ଆଜି ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଛି। ଏବେକାର ଆର୍ଥିକ ମାନ୍ଦାବସ୍ଥା ପାଇଁ କେହି ବି ମୋଦି […]

  • Thursday, 22 July 2021
kashmir
ଜମ୍ମୁ-କାଶ୍ମୀରକୁ ନେଇ ଏମିତି କହିଲା ଜାତିସଂଘ

ଜେନିଭା: ଜମ୍ମୁ-କାଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ସେବେଠାରୁ କାଶ୍ମୀରରେ ଜାରି ରହିଥିବା କଟକଣା ଇତି ମଧ୍ୟରେ ୩୫ ଦିନରେ ପହଞ୍ଚିଛି। କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଦାବି କରୁଥିଲେ ହେଁ ଏବେ ଧୀରେଧୀରେ ଅନ୍ତର୍ଜାତୀୟ ସମୂହ ଭାରତର ଭୂମିକା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଜି ୪୨ ତମ ଜାତିସଂଘ ମାନବାଧିକାର ପରିଷଦ ବୈଠକର ପ୍ରଥମ ଅଭିଭାଷଣରେ ପରିଷଦର ସଭାପତି ମିଚେଲ ବାଚେଲେଟ୍‌ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ […]

  • Thursday, 22 July 2021
car
୨୧ ବର୍ଷ ଭିତରେ ଅଟୋମୋବାଇଲ କ୍ଷେତ୍ରକୁ ସବୁଠୁ ବଡ଼ ଘାଟା

ନୂଆଦିଲ୍ଲୀ: ଗତ ୨୧ ବର୍ଷ ଭିତରେ ଅଟୋମୋବାଇଲ କ୍ଷେତ୍ରକୁ ସବୁଠୁ ବଡ଼ ଘାଟା ହୋଇଛି। ମାନ୍ଦାବସ୍ଥା ପ୍ରଭାବରେ ପାସେଞ୍ଜର କାର ବ୍ୟବସାୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛି SIAM ବା ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର । ଏହି ସଂସ୍ଥାର ସୂଚନା ଅନୁସାରେ ଯାତ୍ରୀ ବାହୀ ଗାଡି ବିକ୍ରି ଗତବର୍ଷ ତୁଳନାରେ ୩୧.୫୭ ପ୍ରତିଶତ ଖସି ଆସିଛି। କେବଳ କାର ବିକ୍ରି କ୍ଷେତ୍ରରେ ମଧ୍ୟ ୪୧ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ଟ୍ରକ୍ ଓ […]

  • Thursday, 22 July 2021
dd
ପଞ୍ଚଭୂତରେ ଲୀନ ହେଲା ଜେଠମଲାନିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନିଙ୍କ ପାର୍ଥିବ ଶରୀର। ଆଜି ସଂଧ୍ୟାରେ ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୯୫ ବର୍ଷ ବୟସରେ ଆଜି ସକାଳେ ତାଙ୍କ ପରଲୋକ ହୋଇଥିଲା। ଜେଠମଲାନିଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ୧୯୨୩ ସେପ୍ଟେମ୍ବର ୧୪ ରେ ବର୍ତ୍ତମାନର ପାକିସ୍ତାନ ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥିଲେ ଜେଠମଲାନି। ମାତ୍ର […]

  • Thursday, 22 July 2021
2019_9largeimg05_Sep_2019_140035183
ଇସ୍ରୋ ନିୟନ୍ତ୍ରଣ କକ୍ଷରେ ମୋଦି; ୭୦ ଛାତ୍ରଛାତ୍ରୀଙ୍କ ସହ ଦେଖୁଛନ୍ତି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାର ଦୃଶ୍ୟ ଦେଖିବାକୁ ସାରା ବିଶ୍ୱ ଅନାଇ ରହିଥିବାବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ପୂର୍ବରୁ ଟ୍ୱିଟ୍‌ କରି ସମସ୍ତଙ୍କୁ ଆହ୍ୱାନ କରିଥିବା ମୋଦି ନିଜେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟର ନିୟନ୍ତ୍ରଣ କକ୍ଷରେ ବସି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ ଦେଖୁଛନ୍ତି। ୭୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ବସି ଏହି ଦୃଶ୍ୟ  ଦେଖୁଛନ୍ତି। ସେମାନେ ଇସ୍ରୋ ମହାକାଶ କ୍ୱିଜ୍‌ରେ ବିଜେତା ହୋଇ […]

  • Thursday, 22 July 2021
chandya
ଇତିହାସ ରଚିବାକୁ ଆଉ ମାତ୍ର କେଇ ମିନିଟର ଅପେକ୍ଷା; ସମୟ ନିର୍ଘଣ୍ଟ ଜାରିକଲା ଇସ୍ରୋ, ୧.୫୩ରେ ଚନ୍ଦ୍ର ଛୁଇଁବ ବିକ୍ରମ

ବେଙ୍ଗାଲୁରୁ: ଇତିହାସ ରଚିବାକୁ ଯାଉଛି ଭାରତ। ଉତ୍କଣ୍ଠାର ସହ ଚାହିଁଁ ରହିଛି ସାରା ବିଶ୍ୱ। କାରଣ ଭାରତର ମହାକାଶ ମହା ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସମୟ ନିକଟତର ହେବାରେ ଲାଗିଛି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ଦେଇଥିବା ସୂଚନା ଅନୁଯାୟୀ, ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ୧.୫୩ ସମୟରେ ଆସିବ। ଅର୍ଥାତ ୧.୫୩ ବେଳକୁ ବିକ୍ରମ ମହାଶୂନ୍ୟରୁ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିବ। ଏଥିପାଇଁ ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନର ସମୟ ନିର୍ଘଣ୍ଟ […]

  • Thursday, 22 July 2021
isro
ଚନ୍ଦ୍ର ପୃଷ୍ଠକୁ କେମିତି ଛୁଇଁବ ବିକ୍ରମ; ଭିଡିଓ ଛାଡ଼ିଲା ଇସ୍ରୋ

ନୂଆଦିଲ୍ଲୀ: ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍‌ ଭିଡିଓ। ଏଥିରେ ଦର୍ଶାଯାଇଛି ଶନିବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ କିଭଳି ଭାବେ ସଫ୍ଟଲ୍ୟାଣ୍ଡ କରିବ। ଏହି ଭିଡିଓରେ ରହିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରପୃଷ୍ଠ ଉପରୁ ୩୦ କିଲୋମିଟରରୁ ହିଁ ଲ୍ୟାଣ୍ଡ କରିବା ପ୍ରକ୍ରିୟା ଆରମ୍ଭ କରିବ। ଏହା ନିଜ ଚାରିପଟେ ମୋଡ଼ ନେଇ ୯୦ […]

  • Thursday, 22 July 2021
kart1
ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଏୟାରସେଲ-ମ୍ୟାକ୍ସିସ୍ କେସ୍‌ର ଶୁଣାଣି

ନୂଆଦିଲ୍ଲୀ: ଏୟାରସେଲ-ମ୍ୟାକ୍ସିସ୍ କେସର ଶୁଣାଣିକୁ ଆଜି ଦିଲ୍ଲୀ କୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହି ଦୁର୍ନୀତି ମାମଲାରେ ବର୍ତ୍ତମାନ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ନାଁ ରହିଛି। ତେବେ ତଦନ୍ତକାରୀ ସଂସ୍ଥା ତାରିଖ ପରେ ତାରିଖ ମାଗି ଚାଲିଥିବାରୁ ଆଜି ଶୁଣାଣି ବେଳେ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ କୋର୍ଟ ମାମଲାର ଶୁଣାଣିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ। କୋର୍ଟ କହିଥିଲେ, […]

  • Thursday, 22 July 2021
chandrayan-2
ଚନ୍ଦ୍ର ଆଉ ଅଳ୍ପଦୂର; ସାରା ଦେଶରେ ଉତ୍କଣ୍ଠା

ବେଙ୍ଗାଲୁରୁ:ଚନ୍ଦ୍ରକୁ ନେଇ କେତେ ଗପ, କବିତା, ଗୀତ ଏବଂ ଉପନ୍ୟାସ ରଚନା କରାଯାଇଛି। ଅଜାଘର ସହ କୌଣସି ସମ୍ପର୍କ ନଥିବା ଚନ୍ଦ୍ର ପିଲାବେଳୁ ହିଁ ଜହ୍ନ ମାମୁଁ ଭାବେ ପରିଚୟଟିଏ ତିଆରିଛି। ଆସନ୍ତା ଶନିବାର ଭାରତର ଚନ୍ଦ୍ରଯାନ-୨ ବାସ୍ତବ ରୂପ ନେବ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। ମନେ ହେଉଛି ସତେ ଯେମିତି ଏହି ଐତିହାସିକ ମୁହୂର୍ତ୍ତ ଆମ ହାତ ପାଆନ୍ତାରେ ପହଞ୍ଚିସାରିଲାଣି। […]

  • Thursday, 22 July 2021
wed-1
ଚିଦାମ୍ବରମଙ୍କୁ ତିହାର ଜେଲ୍‌ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ତିହାର ଜେଲ ପଠାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସିବିଆଇ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ ଆବେଦନ କରିଥିଲା। ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ଏହି ଆବେଦନକୁ ଗ୍ରହଣ କରି ଚିଦାମ୍ବରମଙ୍କୁ ୧୯ ସେପ୍ଟେମ୍ବର ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ସିବିଆଇର ବିଚାର ବିଭାଗୀୟ ହାଜତ […]

  • Thursday, 22 July 2021
JAKIR
ଭାରତ ଫେରିବ ବିବାଦୀୟ ଇସ୍‌ଲାମ୍‌ ଧର୍ମ ପ୍ରଚାରକ ଜାକିର ନାଏକ !

ନୂଆଦିଲ୍ଲୀ: ବିବାଦୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ। ଏ ନେଇ ସେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମୋହମ୍ମଦଙ୍କ ସହିତ ଆଲୋଚନ କରିଛନ୍ତି। ଦୁଇଦିନିଆ ଋଷିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ମହାଥିରଙ୍କୁ ଭେଟି ଜାକିରଙ୍କ ପ୍ରତ୍ୟର୍ପଣ କଥା ଉଠାଇଛନ୍ତି। ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍‌ରେ ଯୋଗ ଦେବା ସମୟରେ ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଦୁଇ ଦେଶର ଅଧିକାରୀ ନିରନ୍ତର ଯୋଗାଯୋଗରେ ରହି […]

  • Thursday, 22 July 2021
kuet
ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ ସମର୍ଥନ କଲା ଆମେରିକା

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଆମେରିକା। ହାଫିଜ ସୟିଦ୍, ମାସୁଦ ଆଝାର, ଜକିଉର ରେହମାନ୍ ଓ ଦାଉଦ୍ ଇବ୍ରାହିମଙ୍କୁ ବୁଧବାର ଆତଙ୍କବାଦୀ ବୋଲି ଘୋଷଣା କରିଛି ଭାରତ। ଭାରତର ଏହି ନିଷ୍ପତ୍ତିକୁ ଆମେରିକା ଏବେ ସମର୍ଥନ କରିଛି। ୟୁଏପିଏ ଆଇନ୍‌ ଅନୁସାରେ ପାକିସ୍ତାନରେ ଆତ୍ମଗୋପନ କରିଥିବା ହାଫିଜ, ମାସୁଦ ଓ ଦାଉଦଙ୍କୁ ଭାରତ ସରକାର ଆତଙ୍କବାଦୀ ବୋଲି ଘୋଷଣା କରିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସାଉଥ୍-ସେଣ୍ଚ୍ରାଲ୍ ଏସିଆନ୍ ବିଭାଗ ଟୁଇଟ୍ କରି ଭାରତ […]

  • Thursday, 22 July 2021
minister
ମେଟ୍ରୋ ଟ୍ରେନ୍‌ରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ସିଟ୍‌; ପିଲର ଧରି ଛିଡ଼ା ହୋଇ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଭିଆଇପି ସଂସ୍କୃତିକୁ ନେଇ ସମୟ ସମୟରେ ନେତାମାନେ ଜନତାଙ୍କ ଆଲୋଚନାର ପରିସରକୁ ଆସନ୍ତି। ହେଲେ ନେତା ଯେତେବେଳେ ଭିଆଇପି ସଂସ୍କୃତିରୁ ହଟି ସାଧାରଣ ଲୋକଙ୍କ ଭଳି ଚାଲିଚଳଣିରେ ବଞ୍ଚିବେ ସେତେବେଳେ ସେହି ନେତା ଆହୁରି ଆଲୋଚନାର ପରିସରକୁ ଆସିବା ସ୍ୱାଭାବିକ କଥା। ନିକଟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌  ମଧ୍ୟ ଠିକ୍‌ ଏହିପରି କିଛି କରିଛନ୍ତି, ଯାହାକୁ ନେଇ ଏବେ ଶୋସାଲ୍ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ମଙ୍ଗଳାବାର ରାତିରରେ ଶେଖାୱତ୍‌ […]

  • Thursday, 22 July 2021
hehelot
ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ କଣ୍ଠସ୍ୱର ନକଲ କରି ଶୋ' ରୁମ୍‌ରୁ ବିଳାଶପୂର୍ଣ୍ଣ ଅଡି କାର୍‌ ଧରି ଚମ୍ପଟ୍ ମାରିଲା ଠକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ପୁଅର ସମ୍ପର୍କୀୟ କହି ଗାଡ଼ି ଶୋ’ ରୁମ୍‌ରୁ ବିଳାଶପୂର୍ଣ୍ଣ ଅଡି କାର୍‌ ଧରି ଛମ୍ପଟ୍‌ ମାରିଲା ଠକ। ରାଜସ୍ଥାନର ଯୋଦ୍ଧପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କର କଣ୍ଠସ୍ୱର ନକଲ କରି ଠକ ବ୍ୟକ୍ତି ଦାମିକିଆ ଅଡି କାର୍‌ ନେଇ ଯାଇଥିବା ଅଭିଯୋଗ ହୋଇଛି।  କାର୍‌ ଠକି ନେଇଥିବା ବ୍ୟକ୍ତିଙ୍କ ନାଁ ହେଲା ସୁରେଶ ପୁତ୍ର ଭନୱାରଲାଲ୍‌ ଘାଞ୍ଚି। ତାଙ୍କ ଘର ରାଜସ୍ଥାନର ପାଲୀ ଜିଲ୍ଲାରେ। ଘାଞ୍ଚି ପ୍ରଥମେ ଅଶୋକ ଗେହଲଟଙ୍କ […]

  • Thursday, 22 July 2021
814196-813379-chidambaram-nwd
ଚିଦାମ୍ବରମଙ୍କୁ ଜାମିନ୍‌ ଦେଲେନି ସୁପ୍ରିମକୋର୍ଟ; ଗିରଫ୍‌ କରିପାରିବ ଇଡି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ସୁପ୍ରିମକୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡେରିଙ୍ଗ୍ କେଶ୍‌ରେ ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ହେପାଜତରେ ଥିବା ଚିଦାମ୍ୱରମଙ୍କୁ ଏବେ ଇଡି ଗିରଫ୍ କରିପାରିବ। ଆଇଏନ୍‌ଏକ୍ସ ଡିଲରେ ଚିଦାମ୍ୱରମ ନିଜ ପଦବୀର ଅପବ୍ୟବହାର କରି ବେଆଇନ ଆର୍ଥିକ ନେଣଦେଣ କରିଥିବା ଇଡି […]

  • Thursday, 22 July 2021
Kulbhushan
କୁଳଭୂଷଣ ଯାଦବଙ୍କୁ ମିଛ କହିବା ପାଇଁ ବାଧ୍ୟ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ହେଲା ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବେ ପାକିସ୍ତାନ ଜେଲରେ ରହିଛନ୍ତି। ତେବେ ପାକିସ୍ତାନ ସେନା, ପୁଲିସ୍‌ ଏବଂ ସରକାର ତାଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି। ଏପରି କି ତାଙ୍କୁ ନିର୍ଯାତନା ଦିଆଯାଉ ଥିବାରୁ ସେ ଅତ୍ୟଧିକ ଚାପରେ ରହିଛନ୍ତି ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କୁଳଭୂଷଣଙ୍କୁ […]

  • Thursday, 22 July 2021
were
ସ୍କୁଲ ପିଲା ମଧ୍ୟାହ୍ନ ଭୋଜନାରେ ରୁଟି ସହିତ ଲୁଣ ଖାଉଥିବା ଭିଡିଓ ପ୍ରକାଶ କରିଥିବା ସାମ୍ବାଦିକଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁରରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ଣ ଭୋଜନରେ ରୁଟି ସହ ଲୁଣ ଖାଉଥିବା ଖବର ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଖବରକୁ ଯେଉଁ ସାମ୍ବାଦିକ ସାର୍ବଜନୀନ କରିଥିଲେ, ଏବେ ତାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଯୋଗୀ ସରକାର ମାମଲା ରୁଜୁ କରିଛନ୍ତି। ମିର୍ଜାପୁର ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ଏବେ ସାମ୍ବାଦିକ ପୱନ ଜୈଶୱାଲ ଏବଂ ଗାଁ ମୁଖିଆ ରାଜକୁମାର ପଲଙ୍କ ନାଁରେ ପୁଲିସ୍‌ ନିକଟରେ ଅଭିଯୋଗ […]

  • Thursday, 22 July 2021
karti-1_647_030216091048
ଚିଦାମ୍ୱରମ୍ ଏବଂ କାର୍ତ୍ତୀଙ୍କ ଜାମିନ ରଦ୍ଦ ପାଇଁ ଇଡି ଓ ସିବିଆଇର ଆବେଦନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ୱରମ୍ ଏବେ ସିବିଆଇ ହେପାଜତରେ। ଅନ୍ୟପଟେ ଏୟାରସେଲ୍-ମାକ୍ସିସ୍ କେସରେ ଉଭୟ ପି. ଚିଦାମ୍ୱରମ୍ ଏବଂ କାର୍ତ୍ତୀ ଚିଦାମ୍ୱରମଙ୍କ ଜାମିନ ରଦ୍ଦ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ଦିଲ୍ଲୀର ରାଓ୍ୱଜ୍ ଏଭେନ୍ୟୁ କୋର୍ଟରେ ଆବେଦନ କରିଛନ୍ତି। ଉଭୟ ବାପା ଓ ପୁଅ ଦୁର୍ନୀତି କରିଥିବା ବିରୋଧରେ ଆବଶ୍ୟକ ପ୍ରମାଣ ରହିଛି ବୋଲି ଇଡି କହିଛି। ତେଣୁ ଜାମିନ ଦେଇ ଦେଲେ ଚିଦାମ୍ୱରମ ପ୍ରମାଣ ନଷ୍ଟ କରିଦେବେ ବୋଲି […]

  • Thursday, 22 July 2021
we
କହୁ କହୁ ଗୁମର ଖୋଲିଦେଲେ ପାକିସ୍ତାନ ମନ୍ତ୍ରୀ; ବଢ଼ିଗଲା ଇମ୍ରାନଙ୍କ ଚିନ୍ତା

ଇସ୍‌ଲାମାବାଦ: ଭାରତ ପୂର୍ବରୁ ଯାହା କହି ଆସୁଥିଲା, ଏବେ ସେକଥା ଖୋଦ୍‌ ଜଣେ ପାକିସ୍ତାନ ମନ୍ତ୍ରୀ ସ୍ୱୀକାର କରିଛନ୍ତି। କେବଳ ଭାରତ ନୁହେଁ, ପୂରା ବିଶ୍ୱ ମଧ୍ୟ ବହୁ ବର୍ଷ ଆଗରୁ ଯେଉଁ କଥା କହୁଥିଲା, ଏବେ ସେକଥା ସତ ପ୍ରମାଣିତ ହୋଇଛି। ପାକିସ୍ତାନ ସରକାରଙ୍କ ବସ୍‌ ଭାବେ ଦେଶର ଆର୍ମି କାମ କରୁଛି ଏବଂ ଦେଶର ସେନା କଥାରେ ଇମ୍ରାନ୍‌ ସରକାର ପରିଚାଳିତ ବୋଲି ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ କହିଛନ୍ତି। ପାକିସ୍ତାନ ଆର୍ମି ତାଙ୍କୁ […]

  • Thursday, 22 July 2021
heljuc
ବାୟୁସେନାରେ ସାମିଲ୍‌ ହେବ ୮ଟି ଆମେରିକା ନିର୍ମିତ ଆପାଚ୍‌ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ-କାଶ୍ମୀରକୁ ନେଇ ଟକରାଟକରି ଚାଲିଛି। ଏହି ସବୁ ଭିତରେ ଆସନ୍ତାକାଲି ଭାରତୀୟ ବାୟୁସେନାରେ ୮ଟି ଆମେରିକା ନିର୍ମିତ ଆପାଚ୍‌ ହେଲିକପ୍ଟର ସାମିଲ ହେବ। ଏହା ବାୟୁସେନାର ଯୁଦ୍ଧ କରିବା କ୍ଷମତାକୁ ଆହୁରି ବଢ଼ାଇଦେବ। ଏହି ଆପାଚ୍‌ ଏଚ୍‌-୬୪ଇ ଆକ୍ରମଣକାରୀ ହେଲିକପ୍ଟରକୁ ଆସନ୍ତାକାଲି ପଠାନକୋଟ୍ ଠାରେ ବାୟୁସେନାରେ ସାମିଲ କରାଯିବ। ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଯୋଗଦେବେ। ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଆପାଚ୍‌ ଏଚ୍‌-୬୪ଇ ହେଲିକପ୍ଟରକୁ […]

  • Thursday, 22 July 2021
kulbhushan-jadhav_ee9341ce-3923-11e7-8e2c-04c6be70fea0
କୁଳଭୂଷଣଙ୍କୁ ଭେଟିଲେ ଭାରତୀୟ ପ୍ରତିନିଧି

ଇସ୍‌ଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସେସ୍‌ ଯୋଗାଇ ଦେଇଛି ଇସ୍‌ଲାମାବାଦ। ଏହି କନସୁଲାର ଆକ୍ସେସ ପରେ ଆଜି ମଧ୍ୟାହ୍ନରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆ ଇସ୍‌ଲାମାବାଦର ସବ୍‌ ଜେଲ୍‌ରେ ଥିବା କୁଳଭୂଷଣଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ୩ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣଙ୍କୁ ପ୍ରଥମଥର ପାଇଁ ଭାରତୀୟ […]

  • Thursday, 22 July 2021