• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hegde
ଗାନ୍ଧିଙ୍କୁ ଏମିତି କହିନି: ଫାଙ୍କିଦେଲେ ହେଗ୍‌ଡେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ଆନ୍ଦୋଳନକୁ ବଡ଼ ଡ୍ରାମା କହି ଗାନ୍ଧିଙ୍କୁ ଅପମାନିତ କରିଥିବା ବିଜେପି ସାଂସଦ ଅନନ୍ତ କୁମାର ହେଗ୍‌ଡ଼େ ଆଜି ସିଧାସିଧା କଥା ଫାଙ୍କି ଦେଇଛନ୍ତି। ସେ ତାଙ୍କ ଭାଷଣରେ ଥରେ ହେଲେ ବି ଗାନ୍ଧିଙ୍କ ନାଁ ନେଇ ନାହାନ୍ତି ବୋଲି କହିଛନ୍ତି। ଏଥିସହିତ ସେ ତାଙ୍କ ପୂର୍ବ ଭାଷଣ ସହିତ ଏବେ ବି ଏକମତ ଥିବା କହିଛନ୍ତି ହେଗ୍‌ଡ଼େ। ହେଗ୍‌ଡ଼େ କହିଛନ୍ତି “ମିଡିଆରେ ଯାହା ଖବର ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ମିଛ। ମୁଁ […]

  • Saturday, 24 July 2021
amit-sha
ଜାତୀୟ ସ୍ତରରେ ଏନ୍‌ଆର୍‌ସି ଲାଗୁ ନେଇ କୌଣସି ନିଷ୍ପତ୍ତି ହୋଇନି: ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ: ସାରା ଦେଶରେ ଏନ୍‌ଆର୍‌ସି ଲାଗୁ ହେବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆଜି ଲୋକସଭାରେ ଲିଖିତ ଆକାରରେ ଏଭଳି ଉତ୍ତର ରଖିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ଦେଶରେ ଏନ୍‌ଆର୍‌ସି ଲାଗୁ ହେବା ନେଇ ଲୋକସଭାରେ ପ୍ରଶ୍ନ ଉତ୍ତର ଚାଲିଥିବା ବେଳେ ଗୃହମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲିଖିତ ଆକାରରେ ଏଭଳି ଉତ୍ତର ଦେଇଛନ୍ତି। ସେ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି “ଜାତୀୟ ସ୍ତରରେ ଏନ୍‌ଆର୍‌ସି […]

  • Saturday, 24 July 2021
javedka
ଅରବିନ୍ଦ କେଜ୍ରିୱାଲ୍‌ ଆତଙ୍କବାଦୀ ବୋଲି ବହୁତ ପ୍ରମାଣ ଅଛି: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ୍‌କର

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ୍‌କର। ଏଥିସହିତ ସେ ଆତଙ୍କବାଦୀ ନେଇ ପ୍ରମାଣ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ବେଳେ ଏକ ସାମ୍ବିଦାକି ସମ୍ମିଳନୀରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର। ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ଜାଭେଦ୍‌କର କହିଛନ୍ତି “ ଦିଲ୍ଲୀର ଜନତା, ଯେଉଁମାନେ ତାଙ୍କ ପକ୍ଷରେ ଛିଡ଼ା ହୋଇଥିଲେ ସେମାନେ ତାଙ୍କଠାରୁ ମୁହଁ […]

  • Saturday, 24 July 2021
subash
ମାଆକୁ ପିଟି ମାରିଦେଲେ ଓ ବାପାଙ୍କୁ ଗୁଳି କଲେ; ଅନାଥ ଝିଅକୁ କୋଳେଇ ନେଲେ ଆଇପିଏସ୍‌

ଲକ୍ଷ୍ନୌ: ମହାନତା ଦେଖାଇଛି ଉତ୍ତର ପ୍ରଦେଶ ପୁଲିସ୍‌। ୨୩ ଜଣ ଶିଶୁଙ୍କୁ ବନ୍ଧୁକ ମୁନରେ ଅପହରଣ କରି ଦୀର୍ଘ ୧୦ ଘଣ୍ଟାକାଳ ଆତଙ୍କରାଜ ଚଳାଇଥିବା ଦୁର୍ବୃତ୍ତର ବର୍ଷକର କନ୍ୟା ସନ୍ତାନଙ୍କୁ ଉତ୍ତର ପ୍ରଦେଶ ପୁଲିସର ଜଣେ ବରିଷ୍ଠ ଅଧିକାରୀ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ଗୋଟିଏ ଗାଁରେ ସୁଭାଷ ବାଥମ ନାମକ ଜଣେ ଜେଲ ଫେରନ୍ତା ନିଜ ପତ୍ନୀ ଓ ବର୍ଷର କନ୍ୟା ସହ ୨୩ ଜଣ ଶିଶୁଙ୍କୁ […]

  • Saturday, 24 July 2021
virus
କରୋନା ଭାଇରସ୍‌କୁ ନେଇ ମିଛରେ ଡରାଉଛି ଆମେରିକା: ଚାଇନା

ସାଙ୍ଘାଇ: କରୋନା ଭାଇରସ୍‌ର ଆତଙ୍କ ନେଇ ଆମେରିକା ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲା ଚାଇନା। କରୋନା ଭାଇରସ୍‌କୁ ନେଇ ଆମେରିକା ମିଛରେ ସାରା ବିଶ୍ୱକୁ ଡରାଉଛି ବୋଲି ଚାଇନା କହିଛି। ଆବଶ୍ୟକୀୟ ସହାୟତା ଦେବା ବଦଳରେ ନାଗରିକଙ୍କୁ ଫେରାଇ ନେଇ ଯାତ୍ରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଆମେରକା ଡରାଉଥିବା ଅଭିଯୋଗ କରିଛି ସାଙ୍ଘାଇ। କରୋନା ଭାଇରସ୍‌ ବ୍ୟାପିବା ପରେ ପ୍ରଥମେ ଆମେରିକା ହିଁ ଚାଇନାରୁ ନାଗରିକଙ୍କୁ ଫେରାଇ ଆଣିବା ସହିଚ ଚାଇନା ଉଡ଼ାଣ ପାଇଁ ସତର୍କତା ଜାରି […]

  • Saturday, 24 July 2021
anant
ମହାତ୍ମା ଗାନ୍ଧିଙ୍କୁ ଅପମାନିତ କରିଥିବା ହେଗ୍‌ଡେଙ୍କୁ କ୍ଷମା ମାଗିବାକୁ କହିଲା ବିଜେପି

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମ ଉପରେ ଅପମାନମୂଳକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା ବିଜେପି ସାଂସଦ ଅନନ୍ତକୁମାର ହେଗ୍‌ଡେଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ କହିଲା ବିଜେପି। ଅନନ୍ତକୁମାର ହେଗ୍‌ଡ଼େ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମକୁ ଏକ ‘ଷ୍ଟେଜ୍ ଶୋ’ ବୋଲି କହି ଜାତୀର ପିତାଙ୍କୁ ଅପମାନିତ କରିଥିଲେ। ଏହାପରେ ମହାତ୍ମା ଗାନ୍ଦୀଙ୍କ ଅଣନାତୀ ତୁସାର ଗାନ୍ଧିଙ୍କ ସମେତ ବିରୋଧୀ ବିଜେପି ଓ ହେଗ୍‌ଡେଙ୍କୁ ସମାଲୋଚନା କରିଥିଲେ। ନିକଟରେ କର୍ଣ୍ଣାଟକରେ ଆୟୋଜିତ […]

  • Saturday, 24 July 2021
sir
ଇସ୍ରୋର 'ୟଙ୍ଗ୍ ସାଇଣ୍ଟିଷ୍ଟ୍ ପ୍ରୋଗ୍ରାମ-୨୦୨୦' ପାଇଁ ଆଜିଠୁ ଚୟନ ପ୍ରକ୍ରିୟା ଆରମ୍ଭ

ବେଙ୍ଗାଲୁରୁ: ବିଜ୍ଞାନରେ ରୁଚି ରଖୁଥିବା ସ୍କୁଲ୍ ପିଲାମାନଙ୍କ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ) ସୋମବାର “ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ୨୦୨୦(YUVIKA)” ଲଞ୍ଚ୍ କରିଛି। ସ୍କୁଲ୍ ପିଲାମାନଙ୍କ ମଧ୍ୟରେ ମହାକାଶ ଗବେଷଣା ବିଷୟରେ ରୁଚି ବଢ଼ାଇବା ପାଇଁ ପ୍ରଥମକରି ୨୦୧୯ରେ ଇସ୍ରୋ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏହା ଆରମ୍ଭ କରିଛି ଇସ୍ରୋ। ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସୁଯୋଗ ଦେବା ପାଇଁ ଇସ୍ରୋ ଆଜି ଦିନ ୨ଟାରୁ ପିଲା ଚୟନ ପ୍ରକ୍ରିୟା […]

  • Saturday, 24 July 2021
kerala
ଭାରତରେ ତୃତୀୟ କରୋନା ରୋଗୀ ଚିହ୍ନଟ

ଥିରୁଭବନ୍ତପରୁଣ: ଭାରତରେ କରୋନା ଭାଇରସ୍‌ର ତୃତୀୟ ରୋଗୀ ମଧ୍ୟ କେରଳରେ ଚିହ୍ନଟ ହୋଇଛି। ଖୋଦ୍‌ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳାଜା ଏହି ସୂଚନା ଦେଇଛନ୍ତି। କସରଗୋଡ଼ାରେ ଜଣେ ବ୍ୟକ୍ତିଙ୍କୁ ପରୀକ୍ଷା କରାଯିବା ପରେ ସେ କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡ଼ିଛି ବୋଲି ଶୈଳାଜା ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ କେରଳରେ ଦୁଇଜଣ କରୋନା ଭାଇରସ୍‌ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସମସ୍ତ କରୋନା ରୋଗୀ ନିକଟରେ ଚୀନ୍‌ର ଉହାନ ସହରରୁ ଫେରିଛନ୍ତି। ଶୈଳାଜା କହିଛନ୍ତି “କରୋନା ଭାଇରସ୍‌ରେ […]

  • Saturday, 24 July 2021
sab
ପ୍ରତିରକ୍ଷା କ୍ଷେତ୍ରକୁ ୩.୩୭ ଲକ୍ଷ କୋଟି

ନୂଆଦିଲ୍ଲୀ: ଚଳିତ ଥର ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୩.୩୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ 6% ବୃଦ୍ଧି କରାଯାଇ ୩.୧୮ରୁ ୩.୩୭ ଲକ୍ଷ କୋଟି କରାଯାଇଛି। ତେବେ ଡିଫେନ୍ସ ପେନ୍‌ସନ୍‌କୁ ଲଗାଇଲେ ଟୋଟାଲ୍‌ ସୁରକ୍ଷା ବଜେଟ୍‌ ୪.୭ ଲକ୍ଷ ହୋଇଛି। ସେନାର ଆଧୁନିକିକରଣ ଏବଂ ନୂଆ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୧,୧୦,୭୩୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ଗତ ସୁରକ୍ଷା ବଜେଟ୍‌ରୁ ମାତ୍ର ୧୦,୩୪୦ ଟଙ୍କା ଅଧିକ। ଡିଫେନ୍ସ ପେନ୍‌ସନ୍‌ […]

  • Saturday, 24 July 2021
saheen-bagg
ଶାହୀନବାଗରେ ଗୁଳିମାଡ଼: ସିଏଏ ବିକ୍ଷୋଭକାରୀଙ୍କୁ ଏମିତି ଧମକ ଦେଲା ଯୁବକ

ନୂଆଦିଲ୍ଲୀ: ଜାମିଆ ପରେ ଆଜି ଶାହୀନବାଗର ସିଏଏ ବିରୋଧୀ ବିକ୍ଷୋଭ ସ୍ଥଳରେ ଜଣେ ଯୁବକ ଗୁଳି ଚଳାଇଛି। ଏହି ଘଟଣା ପରେ ପୁଲିସ ଉକ୍ତ ଯୁବକକୁ କାବୁ କରିନେଇଛି। ଶାହୀନ ବାଗର ଜସୋଲା ରେଡ୍ ଲାଇଟ୍‌ ନିକଟରେ ୪ଟା ୫୩ ମିନିଟ୍‌ରେ ଏହି ଗୁଳିମାଡ଼ ହୋଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ। କାରଣ ଯୁବକ ଜଣକ କାହାକୁ ଗୁଳି ନ ମାରି ଉପରକୁ ଫାଇରିଂ କରିଥିଲା ବୋଲି ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳ ଏନ୍‌ଆଇକୁ […]

  • Saturday, 24 July 2021
haliram
ହଳଦୀରାମ ବିଲ୍‌ଡିଂରୁ ଆମୋନିଆ ଗ୍ୟାସ୍ ଲିକ୍‌; ୧ ମୃତ ୩୦୦ ଶ୍ରମିକ ଉଦ୍ଧାର

ନୂଆଦିଲ୍ଲୀ: ନୋଏଡ଼ା ସେକ୍ଟର୍‌ ୬୫ରେ ଥିବା ହଳଦୀରାମ ବିଲ୍‌ଡିଂରେ ଆମୋନିଆ ଗ୍ୟାସ୍‌ ଲିକ୍ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଦିନ ୧୨ଟା ପାଖାପାଖି ସମୟରେ ହଳଦୀରାମ ବିଲ୍ଡିଂରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏହାପରେ ଖବର ପାଇ ତୁରନ୍ତ ପୁଲିସ୍‌, ଅଗ୍ନିସମ ଓ ୪୭ ସଦସ୍ୟଙ୍କୁ ନେଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଦିନ ୩ ସୁଦ୍ଧା ପରିସ୍ଥିତିକୁ ଆୟତ କରିଥିଲେ। ଏଠାରେ ହଳଦୀରାମ ବିଲ୍ଡିଂରେ […]

  • Saturday, 24 July 2021
bdudg
ବଜେଟ୍‌ର ସରଳ ହିସାବ

ନୂଆଦିଲ୍ଲୀ: ମୋଦି ସରକାରର ଦ୍ୱିତୀୟ ପାଳିରେ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଟ ୩୦,୪୨,୨୩୦ କୋଟି ଟଙ୍କାର ବ୍ୟୟ ହୋଇଛି। ହେଲେ ଏତେ ପରିମାଣର ବଜେଟକୁ ଆମେ ଯଦି ଟଙ୍କାଟିଏରେ ହିସାବ କରିବା, ତା’ହେଲେ କେମିତି ରହିବ ହିସାବ ଆସନ୍ତୁ ଜାଣିବା। ଟଙ୍କାଟିଏ ଆସିବ କୁଆଡ଼ୁ ଋଣ ଓ ଅନ୍ୟାନ୍ୟ ଦାତା-୨୦ ପ. କର୍ପୋରେସନ ଟିକସ-୧୮ ପ. ଆୟକର-୧୭ ପ. ସୀମା ଶ୍ଳୁକ-୪ ପ. କେନ୍ଦ୍ରୀୟ ଉତ୍ପାଦନ ଶ୍ଳୁକ-୭ ପ. ଜିଏସଟି […]

  • Saturday, 24 July 2021
dd
ବଜେଟ୍ ୨୦୨୦: କଣ ଶସ୍ତା ହେବ, କଣ ହେବ ମହଙ୍ଗା ?

ନୂଆଦିଲ୍ଲୀ: ସଂସଦରେ ୟୁନିୟନ୍‌ ବଜେଟ୍‌୨୦୨୦ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବଜେଟ୍‌ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ତେବେ ଚଳିତ ଥର ବଜେଟ୍‌ରେ ବ୍ୟକ୍ତିଗତ କରଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କାରଣ ସରକାର ଆୟକରକୁ କମାଇ ଦେଇଛନ୍ତି। ଅନ୍ୟପଟେ ତମାଖୁ ସାମଗ୍ରୀ ଓ ମେଡିକାଲ୍ ସରଞ୍ଜାମରେ ଟ୍ୟାକ୍ସ ବଢ଼ାଇ ଦିଆଯିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇପାରେ। ସେହିଭଳି ଅଶୁଦ୍ଧ ଚିନି, କୃଷି ଓ ପଶୁ ସମ୍ପର୍କତି ସାମଗ୍ରୀ, ସ୍କିମ୍ଡ […]

  • Saturday, 24 July 2021
nir,ala
ବଜେଟ୍‌ ସମ୍ପୂର୍ଣ୍ଣ ପଢ଼ିପାରିଲେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ବଜେଟ୍‌କୁ ସମ୍ପୂର୍ଣ୍ଣ ପଢ଼ିପାରିଲେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ଦୁଇଘଣ୍ଟାରୁ ଉର୍ଦ୍ଧ୍ୱ କାଳ ବଜେଟ୍‌ ଉପସ୍ଥାପନ କରି ଏତେ ଥକି ଯାଇଥିଲେ ଯେ ବଜେଟ୍‌ର ଶେଷ ଦୁଇ ପେଜ୍‌ ପଢ଼ିପାରିଲେ ନାହିଁ ଅର୍ଥମନ୍ତ୍ରୀ। ଶେଷ ଦୁଇ ପେଜ୍‌ ପଢ଼ିବା ବେଳେ ଅର୍ଥମନ୍ତ୍ରୀ ତରତର ହେଉଥିବାର ଦେଖାଯାଇଥିଲା। ଆଜି ଅର୍ଥମନ୍ତ୍ରୀ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଆଉ କିଛି […]

  • Saturday, 24 July 2021
veautyfull
ପଛୁଆ ବର୍ଗଙ୍କ ବିକାଶ ପାଇଁ ୧,୩୮,୭୦୦ କୋଟି

ନୂଆଦିଲ୍ଲୀ: ଚଳିତଥର ପଛୁଆ ବର୍ଗ ଏସି, ଏସ୍‌ଟି ଓବିସିଙ୍କ ଉନ୍ନତୀ ପାଇଁ ବଜେଟ୍‌ରେ ୧ ଲକ୍ଷ ୩୮ ହଜାର ୭୦୦ କୋଟି ବ୍ୟୟବରାଦ ହୋଇଛି। ସଂସଦରେ ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଏସ୍‌ସି, ଓବିସିଙ୍କ ଉନ୍ନତି ପାଇଁ ସରକାର ୮୫ ହଜାର କୋଟି ବ୍ୟୟବରାଦ କରିଛନ୍ତି। କେବଳ ଏସ୍‌ଟି ବର୍ଗଙ୍କ ପାଇଁ ଚଳିତ ବଜେଟ୍‌ରେ ୫୩,୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଥିସହିତ ବରିଷ୍ଠ ନାଗରିକ ଓ ଭିନ୍ନ କ୍ଷମାଙ୍କ ପାଇଁ ଚଳିତ ବଜେଟ୍‌ରେ ୯.୫୦୦ […]

  • Saturday, 24 July 2021
kk
ବଜେଟ୍ ୨୦୨୦: ଆୟକର ଅଧା କମାଇଲେ ସରକାର

ନୂଆଦିଲ୍ଲୀ: ବଜେଟ୍‌ ୨୦୨୦ରେ ଆୟକର କୋହଳ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ସୀତାରମଣ କହିଛନ୍ତି, ଆମେ ନୂଆ ବ୍ୟକ୍ତିଗତ ଆୟକର ବ୍ୟବସ୍ଥା ଆଣିବାକୁ ଚାହୁଁଛୁ। ଯେଉଁଥିରେ ଆୟକର କମାଇ ଦିଆଯିବ। ତେଣୁ ବର୍ତ୍ତମାନ ଯେଉଁ ବ୍ୟକ୍ତି ବାର୍ଷିକ ୫-୭.୫ ଲକ୍ଷ ଟଙ୍କା ଆୟ କରୁଥିବେ ସେମାନେ ୨୦% ବଦଳରେ ଏବେ ୧୦% ଆୟକର ଦେବେ। ପୂର୍ବରୁ ଆୟକର ୨୦% ଥିଲା। ଅର୍ଥମନ୍ତ୍ରୀଙ୍କ ଦ୍ୱାରା  ଘୋଷଣା କରାଯାଇଥିବା ନୂଆ ଆୟକର ଗୁଡ଼ିକ ହେଲା- […]

  • Saturday, 24 July 2021
KRUSHI
କୃଷି ପାଇଁ ଚାଲିବ ରେଳ, ଉଡ଼ିବ ବିମାନ

  ନୂଆଦିଲ୍ଲୀ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାର ୨୦୨୦-୨୧ ପୂର୍ଣ୍ଣାଙ୍ଗ ବଜେଟରେ ଏକାଧିକ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, କୃଷିର ଉନ୍ନତି ପାଇଁ ମୋଦି ସରକାର ୧୬ ସୂତ୍ରୀ ବିଶିଷ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ବଜେଟରେ କୃଷି, ଜଳ ସେଚନ ଓ ଗ୍ରାମୀଣ ବିକାଶ ପାଇଁ ୨.୮୩ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି। ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ବିଶେଷ ବ୍ୟବସ୍ଥା […]

  • Saturday, 24 July 2021
jjfk
ବଜେଟ୍‌ ୨୦୨୦; ଶିକ୍ଷା ପାଇଁ ୯୯.୩୦୦ କୋଟି

ନୂଆଦିଲ୍ଲୀ: ମୋଦି-୨ ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମୋଦନ ଦେଇଛନ୍ତି। ଏଥିସହ ୨୦୨୦-୨୧ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯, ୩୦୦ କୋଟିର ବ୍ୟୟ ବରାଦ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ସୁଯୋଗ ମିଳିବ। ଏଥିସହ ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ। ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣଶିପ୍‌ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ। ଏଣିକି ଶିକ୍ଷାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଡିଗ୍ରୀ ପାଠ୍ୟକ୍ରମର […]

  • Saturday, 24 July 2021
data
ଚକୋଲେଟ୍‌ଠାରୁ ବି ଶସ୍ତା ଡାଟା: ୧ ଟଙ୍କାରେ ୧ ଜିବି

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡ଼ା): ଚକୋଲେଟଠାରୁ ଶସ୍ତାରେ ମିଳିବ ଡାଟା।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମାତ୍ର ୧ ଟଙ୍କାରେ ଆପଣଙ୍କୁ ମିଳିବ ୧ ଜିବି ଡାଟା। ଜିଓକୁ କଡା ଟକ୍କର ଦେବାକୁ ଆଗକୁ ଆସିଲା ଏକ ନୂଆ କମ୍ପାନୀ। ମାର୍କେଟକୁ ଜିଓ ଆସିବା ପରଠାରୁ ଶସ୍ତାରେ ଡାଟା ପାଉଥିଲେ ଗ୍ରାହକ। ଏବେ ଜିଓ ଟାରିଫ ମୂଲ୍ୟ ବଢ଼ାଇବା ଦେବା ପରେ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି। କେତେକ ଅନ୍ୟ କମ୍ପାନୀର ଡାଟା ପ୍ଲାନକୁ ଆପଣାଇ […]

  • Saturday, 24 July 2021
nirmala-sitharaman
ଅର୍ଥନୀତିକ ସର୍ଭେ ୨୦୨୦: ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬.୫% ରହିବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ଅର୍ଥନୀତିକ ସର୍ଭେ୨୦୧୯-୨୦ ଉପସ୍ଥାପନ କରିଛନ୍ତି। ଏଥିରେ ଆକଳନ କରାଯାଇଛି ୨୦୨୦-୨୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬.୫% ରହିବ। ବଜେଟ୍‌ ପୂର୍ବରୁ ଆସିଥିବା ଏହି ରିପୋର୍ଟରେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୫%କୁ ଅପରିବର୍ତ୍ତିତ ରଖାଯାଇଛି। ଅନ୍ୟପକ୍ଷରେ ଅଭିବୃଦ୍ଧି ହାରରେ ସୁଧାର ଆଣିବା ପାଇଁ ଏହି ରିପୋର୍ଟରେ ଆର୍ଥିକ ନିଅଣ୍ଟକୁ କୋହଳ କରିବାର ନିଷ୍ପତ୍ତି ନିଆଯାଇଛି। ଏହି ରିପୋର୍ଟ […]

  • Saturday, 24 July 2021
welcome-infant
ଦିଲ୍ଲୀରେ କରୋନା ଭାଇରସ ସନ୍ଦେହରେ ୬ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ ଆଜି ଦିଲ୍ଲୀର ୬ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସମସ୍ତଙ୍କୁ ଆରଏମଏଲ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସେମାନଙ୍କ ଉପରେ ଡାକ୍ତରୀ ଟିମ ନଜର ରଖିଛି। ଏହି ୬ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ପରୀକ୍ଷା ନୀରିକ୍ଷା କରାଯାଇଥିଲେ ହେଁ ଏଯାଏ ରିପୋର୍ଟ ହସ୍ତଗତ ହୋଇନାହିଁ। ଗତକାଲି ଭାରତରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେରଳର ଛାତ୍ର କରୋନା ଭାଇରସରେ […]

  • Saturday, 24 July 2021
par
ସଂସଦରେ ସିଏଏକୁ ପ୍ରଶଂସା କଲେ ରାଷ୍ଟ୍ରପତି; ବିରୋଧୀଙ୍କ ତୀବ୍ର ବିରୋଧ

ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଉଦବୋଧନରେ ସରକାରଙ୍କୁ ବିବାଦୀୟ ସିଏଏ ପ୍ରସଙ୍ଗରେ ପ୍ରଶଂସା କରିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାର ପ୍ରତିବାଦ କରିଥିଲେ। ସିଏଏକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏହି କାରଣରୁ ଆଜି ସିଏଏ ଓ ଏନଆରସିକୁ ବିରୋଧ କରି କଂଗ୍ରେସ ସାଂସଦମାନେ ହାତରେ କଳାପଟି ବାନ୍ଧିଥିଲେ। […]

  • Saturday, 24 July 2021
paban
ଫାଶୀ ଘୁଞ୍ଚାଇବାକୁ ପୁଣି ପ୍ଲାନ୍‌ କଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଆସନ୍ତାକାଲି ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀମାନେ ପୁଣିଥରେ ନୂଆ ଭେଳିକି ଦେଖାଇଛନ୍ତି। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୨୦୧୨ର ଏହି ଲୋମଟାଙ୍କୁରା ଘଟଣା ବେଳେ ପବନ ନାବାଳକ ଥିବା ସୁପ୍ରିମକୋର୍ଟରେ ପୁଣି ନିବେଦନ କରିଛି। ପୂର୍ବରୁ ମଧ୍ୟ ସେ ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ଏହାକୁ କୋର୍ଟ କଡ଼ା ଭାଷାରେ ସମାଲୋଚନା କରି ଖାରଜ କରିଥିଲେ। ଏବେ ପୁଣିଥରେ ପବନ […]

  • Saturday, 24 July 2021