ଲଦାଖ: ବର୍ତ୍ତମାନର ଭାରତକୁ ୧୯୬୨ ବେଳର ଭାରତ ଭାବିଥିଲା ଚୀନ। ବାରମ୍ବାର ନାଲି ଆଖି ଦେଖାଇ ଭାରତର ଭୂଭାଗ ଦଖଲ୍ର ଲୋଭ ରଖିଥିବା ଚୀନ ଶେଷରେ ନାଚାର ହୋଇ ନାକ କାନ ଆଉଁସି ଫେରିବାକୁ ବାଧ୍ୟ ହୋଇଛି। ଚୀନ୍ ସେନା ପ୍ରତ୍ୟାହାର ନେଇ ନୂଆ ସାଟେଲାଇଟ୍ ଇମେଜ୍ରୁ ଜଣାପଡ଼ିଛି। ଲଦାଖ ଅଞ୍ଚଳରେ ଚୀନ ଯେଉଁସବୁ ସେନା ଶିବିର, ସାମରିକ ଯାନ, ମୋଟର ବୋଟ୍, ଜେଟିସ୍(ପାଣି ମଝିରେ ତିଆରି ହୋଇଥିବା ରାସ୍ତା) ଓ ଷ୍ଟୋରେଜ୍ ଫେସିଲିଟ୍ ତିଆରି କରିଥିଲା […]
ନୂଆଦିଲ୍ଲୀ: ଚଳିତ ବଜେଟ୍ରେ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ସୁନା ମୂଲ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଆଜି ପୁଣିଥରେ ସୁନା ଦର କମିଛି। ଦିଲ୍ଲୀରେ ସୁନା ଦଶଗ୍ରାମ ପ୍ରତି ୭୧୭ ଟଙ୍କା କମ୍ ହୋଇଛି। ଫଳରେ ନୂଆ ଦର ୪୬,୧୦୨ ଟଙ୍କା ହୋଇଛି। ଏଚ୍ଡିଏଫ୍ସି ପକ୍ଷରୁ ଏହି ସୂଚନା ମିଳିଛି। ବିଶ୍ୱ ବଜାରରେ ମୂଲ୍ୟ ହ୍ରାସ ଯୋଗୁ ସୁନା ଦର କମିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଫେବ୍ରୁଆରୀ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ଜେ ଆକବରଙ୍କୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟଙ୍କ ଠାରୁ ଶକ୍ତ ଝଟ୍କା ଲାଗିଛି। ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଆକବର କରିଥିବା ଅପରାଧିକ ମାନହାନି ମକଦମାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ କୋର୍ଟ। ପ୍ରିୟା ରମାନୀଙ୍କ ପାଇଁ ତାଙ୍କର ସମ୍ମାନ ହାନୀ ହୋଇଥିବା କୋର୍ଟରେ ଆବେଦନ କରିଥିଲେ ଆକବର। ସେ ଅଭିଯୋଗ କରିଥିଲେ ଯେ ପ୍ରିୟା ୨୦୧୭ରେ ଏକ ଆର୍ଟିକଲ୍ ଲେଖି ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ପରେ ୨୦୧୮ରେ ଏକ […]
ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ୁଥିବା ତେଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ରନ୍ଧନ ଗ୍ୟାସ୍ ଦର ବି ଏକଥାରେ ୫୦ ଟଙ୍କା ବୃଦ୍ଧି ହୋଇଛି। ଏକାଥରେ ଏତେ ଟଙ୍କା ବୃଦ୍ଧି ହେବାରୁ ଚିନ୍ତାରେ ଖାଉଟି। ଆଜି ଦିଲ୍ଲୀରେ ଏଲ୍ପିଜିର ଘରୋଇ ସିଲିଣ୍ଡର ଗ୍ୟାସ୍ ୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ ୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ଦାମ ବର୍ତ୍ତମାନ ୭୬୯ ଟଙ୍କା ହୋଇଛି। ସୋମବାର ଦିନ ୧୨ଟା ପରେ ଏହି ନୂଆ ମୂଲ୍ୟ ଲାଗୁହେବ। ଏନେଇ ଖବର […]
ମୁମ୍ବାଇ: ଭିକାରୀ ଶୂନ୍ୟ ହେବ ମୁମ୍ବାଇ। ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ ଦର୍ଶାଇ ଭିକାରୀ ମୁକ୍ତ ଅଭିଯାନ ଚଳାଇଛି ମୁମ୍ବାଇ ପ୍ରଶାସନ। ଏଥିପାଇଁ ସମସ୍ତ ଭିକାରୀକୁ ଟ୍ରାକ୍ କରିବା ସହିତ ତାଙ୍କୁ ଧରି କୋଭିଡ୍-୧୯ ଟେଷ୍ଟ କରାଇ ଏକ ସ୍ୱତନ୍ତ୍ର ଘରେ ରଖିବାକୁ ମୁମ୍ବାଇର ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିତ ମାସ ସାରା ଭିକାରୀ ଶୂନ୍ୟ(ଜିରୋ ବେଗର୍ସ) ଅଭିଯାନ ଚଲାଇବା ପାଇଁ ସମସ୍ତ ଆଞ୍ଚଳିକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୁଗ୍ମ ପୋଲିସ କମିଶନର ବିଶ୍ୱ ନାଗ୍ର […]
ଶ୍ରୀନଗର: ଆଜି ପେବ୍ରୁଆରୀ ୧୪ ତାରିଖ। ୨୦୧୯ ଆଜିର ଦିନରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ହିନ ଚକ୍ରାନ୍ତର ଶିକାର ହୋଇ ସହିଦ ହୋଇଥିଲେ ୪୦ ଭାରତୀୟ ଯବାନ। ଏହି ଘଟଣାକୁ ଆଜି ଦୁଇ ବର୍ଷ ପୂରିଥିବା ବେଳେ ପୁଣିଥରେ ସେହି ଲୋମହର୍ଷକ ଦୃଶ୍ୟକୁ ଦୋହରାଇବା ପାଇଁ ଏଥର ବି ଷଡ଼ଯନ୍ତ୍ର କରିଥିଲେ ଆତଙ୍କବାଦୀ। ହେଲେ ଜାମ୍ମୁ ପୋଲିସ୍ ସେମାନଙ୍କର ସବୁ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି। ରବିବାର ଜାମ୍ମୁର ବସ୍ଷ୍ଟାଣ୍ଡ ଏରିଆରୁ ପୋଲିସ୍ ୭ କେଜି ଆଇଡି […]
ନୂଆଦିଲ୍ଲୀ: ସ୍ୱିଡେନ୍ର ପରିବେଶବିତ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନ ସମ୍ପର୍କିତ ଶେୟାର କରିଥିବା ଟୁଲ୍କିଟ୍ରେ ସମ୍ପୃକ୍ତି ନେଇ ପରିବେଶବିତ୍ ଦିଶା ରବିଙ୍କୁ ସକାଳେ ଗିରଫ୍ କରିବା ପରେ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ୍। ଦିଲ୍ଲୀ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି। ଗ୍ରେଟା ଶେୟାର କରିଥିବା ଟୁଲ୍କିଟ୍ ସମ୍ପର୍କରେ ପଚରାଉଚରା ପାଇଁ ରବିବାର ସକାଳେ ଦିଶାଙ୍କୁ ବେଙ୍ଗାଲୁରୁ ସୋଲାଦେଭନହାଲି ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଦିଶା ଏହି ଟୁଲ୍କିଟ୍କୁ ପ୍ରସାର […]
ନୂଆଦିଲ୍ଲୀ: ଦେଶର ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହି ଟ୍ରାକ୍ଟର ଦ୍ୱାରା ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଜାଳେଣି ଖର୍ଚ୍ଚ କମ୍ କରାଯାଇପାରିବ ବୋଲି ସରକାର ଆକଳନ କରାଯାଇଛି। ଲୋକାର୍ପଣ ହୋଇଥିବା ଟ୍ରାକ୍ଟରଟି ଡିଜେଲ ଇଞ୍ଜିନରୁ ସିଏନ୍ଜି ଇଞ୍ଜିନକୁ ବଦଳାଯାଇଛି। ଟ୍ରାକ୍ଟରକୁ ନିଜେ ଗଡ଼କରି କିଣିଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଗାଡ଼ିର ରେଜିଷ୍ଟ୍ରେସନ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଡିଜେଲ ଇଞ୍ଜିନରୁ […]
ରାୟଗଡ଼ା: ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଯାତ୍ରୀବାହୀ ବସ୍ରେ ନିଆଁ ଲାଗି ଯିବାରୁ ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତ ରାତି ଗୋଟାଏ ବେଳେ ନବରଙ୍ଗପୁର କୋଷାଗୁମୁଡ଼ାରୁ ଗଞ୍ଜାମ ଜିଲ୍ଲା ପୋଲସରା ଯାଉଥିବା ବର୍ଷା ନାମକ ବସ୍ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ରାୟଗଡ଼ାରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗତକାଲି ସଂଧ୍ୟାରେ କୋଷାଗୁମୁଡ଼ାରୁ ବାହାରିଥିଲା ବସ୍ରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ। […]
ନୂଆଦିଲ୍ଲୀ: ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୧୦ଟା ୩୧ ସମୟରେ ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି। ଭୂମିକମ୍ପ ଯୋଗୁଁ ଘରଦ୍ୱାର ଥରି ଉଠିଥିଲା ଓ ଜିନିଷପତ୍ର ଖସି ପଡ଼ିଥିଲା। ଫଳରେ ଭୟରେ ଲୋକମାନେ ଘରଦ୍ୱାର ଛାଡ଼ି ବାହାରକୁ ବାହାରି ଆସିଥିଲେ। ଭାରତୀୟ […]
ତେଲ କୂଅରୁ ସରି ସରି ଆସୁଛି ଇନ୍ଧନ । ସେଥିପାଇଁ ବଢ଼ି ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ, ଡିଜେଲ ଦର ଯେପରି ଆକାଶ ଛୁଆଁ ହେଉଛି, ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଛି। ଅନ୍ୟପକ୍ଷେ ଗାଡ଼ିମୋଟର ବଢୁଥିବାରୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି । ଏଭଳି ସ୍ଥିତିରେ ଇନ୍ଧନର ନୂଆ ବିକଳ୍ପ ଉଦ୍ଭାବନ କରିଛନ୍ତି କେରଳର ଜଣେ ପଶୁ ଡାକ୍ତର।
ଖୋର୍ଦ୍ଧା: ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଖୋର୍ଦ୍ଧାରେ ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସମେତ ଭୋପାଳ ଓ ବିକାନେରରେ ବି ଆଇଆଇପିଆର୍ ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି କୃଷି ମନ୍ତ୍ରୀ। ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ବିଗତ ୫ରୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆମେ ଦୁଇ, ଆମର ଦୁଇ ପଲିସିରେ ଚଳାଉଛନ୍ତି। ୪ ଜଣ ଲୋକ ଦେଶକୁ ଶାସନ କରୁଛନ୍ତି ବୋଲି କହି ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ୱାୟନଡ଼ ସାଂସଦ ରାହୁଲ ଗାନ୍ଧି। ଆଜି ଲୋକସଭାରେ କୃଷକ ଆନ୍ଦୋଳନ ଘଟଣା ଉଠାଇବା ବେଳେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏଭଳି ଜୋରଦାର ବର୍ଷିଛନ୍ତି ରାହୁଲ ଗାନ୍ଧି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସଂସଦରେ ରାହୁଲ କହିଛନ୍ତି “ଫ୍ୟାମିଲି […]
କୋଲକାତା: କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଦେଶରେ ଲାଗୁ ହେବ ବିବାଦୀୟ ନାଗରିକ ସଂଶୋଧନ ଆଇନ୍ ବା ସିଏଏ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହ। ଆଜି ପଶ୍ଚିମବଙ୍ଗର ଠାକୁରନଗରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଏପରି କହିଛନ୍ତି ଶାହ। ଆଗକୁ ବେଙ୍ଗଲରେ ବିଧାନସଭା ନିର୍ବାଚନ ଥିବାରୁ ଦିଦିଙ୍କ ଗଡ଼ ହତେଇବାକୁ ଜୋର୍ଦାର ଉଦ୍ୟମ କରିଛି ବିଜେପି। ଏନେଇ ଆଜି ଠାକୁରନଗର ବିଜେପି ଆୟୋଜିତ ଏକ ସଭାରେ ଯୋଗ ଦେଇ […]
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଅନେକ ବଡ଼ ପଦପଦବୀର ଭାର ଓଡ଼ିଆଙ୍କ ହାତରେ ରହିଛି। ଆର୍ବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ହୁଅନ୍ତୁ କିମ୍ବା ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ବା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କମ୍ବା ଏନ୍ଡିଆର୍ଏଫ୍ ଡିଜିପି ଏସ୍ଏନ୍ ପ୍ରଧାନ ସମସ୍ତେ ଦେଶର ଦୁରୁ ଆୟିତ୍ୱ ସମ୍ଭାଳି ରାଜ୍ୟକୁ ଗୌରବାନ୍ନିତ କରିଛନ୍ତି। ଏବେ ପୁଣି ଜଣେ ଓଡ଼ିଆ ବିଶ୍ୱର ସବୁଠାରୁ ବଡ଼ କଫି ହାଉସ ଚେନ୍ ଷ୍ଟାରବକ୍ସର ଭାରତ […]
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଅନ୍ୟ ୩ ଜଣଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏଥିପାଇଁ ରାଜ୍ୟସଭାର ସଦସ୍ୟମାନେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତେବେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଷୟରେ ସମ୍ବୋଧନ କରିବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜରାଟ ପର୍ଯ୍ୟଟକଙ୍କ ଉପରେ […]