ଭୁବନେଶ୍ୱର: ଦେବଭୂମି ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ କୌଣସି ପତ୍ତା ମିଳୁନାହିଁ। ସେଠାରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ ନାଗାର୍ଜୁନ। ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନକୁ […]
ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତରାଖଣ୍ଡରେ ଆସିଥିବା ପ୍ରକୃତିକ ବିପର୍ଯ୍ୟୟର କାରଣ ଗ୍ଲେସିୟର ବିସ୍ଫୋରଣ ନୁହେଁ ବରଂ ଲକ୍ଷ ଲକ୍ଷ ଟନ୍ ଓଜନର ବରଫ ଅତଡ଼ା ଖସିବାରୁ ହୋଇଥାଇପାରେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି। ଆଜି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ଶ୍ରୀ ରାୱତ। ବିପର୍ଯ୍ୟୟର କାରଣ ନେଇ ସେନା ଆଇଟିବିପି(ଇଣ୍ଡୋ ତବ୍ବତାନ ବର୍ଡର ପୋଲିସ)ଯବାନ ଓ ଇସ୍ରୋ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଉତ୍ତରାଖଣ୍ଡ […]
ନୂଆଦିଲ୍ଲୀ: ଅନ୍ଲାଇନ୍ ଠକାମୀରେ ଶିକାର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ଝିଅ ହର୍ଷିତା କେଜରିୱାଲି। ଏକ ପୁରୁଣା ସୋଫାକୁ ଅନ୍ଲାଇନ୍ରେ ବିକ୍ରି କରୁଥିବା ବେଳେ ଠକମାନେ ତାଙ୍କ ଠାରୁ ୩୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକ ବ୍ୟକ୍ତି ଜଣକ ନିଜେ ସୋଫାର ଗ୍ରାହକ ବୋଲି ନିଜକୁ ପରିଚୟ ଦେଇଥିଲା। ପରେ ବିଶ୍ୱାସ ଜନ୍ମାଇବା ପାଇଁ କିଛି ଟଙ୍କା ହର୍ଷିତାଙ୍କ ଝିଅଙ୍କ ଆକାଉଣ୍ଟକୁ ପଠାଇଥିଲା। ଏହାପରେ ହର୍ଷିତାଙ୍କୁ କୋଡ୍ ସ୍କାନ୍ କରିବାକୁ କହିଥିଲା। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ଆସୁଛି ଧମକ୍ପୂର୍ଣ୍ଣ କଲ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ଧମକ୍ପୂର୍ଣ୍ଣ କଲ୍ ଆସିଥିବା ଅଭିଯୋଗ କରିଛି କଂଗ୍ରେସ। ସୋମବାର ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭା ଭାଷଣ ବିରୋଧରେ ସାମ୍ବାଦିକଙ୍କ ସାମ୍ନାର ନିଜ ବିଚାର ରଖିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ଏହାର କିଛି ସମୟ ପରେ ଖଡ଼ଗେଙ୍କ ପାଖକୁ ଧମକପୂର୍ଣ୍ଣ କଲ୍ ଆସିଥିଲା ବୋଲି କଂଗ୍ରେସ କହିଛି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ କଂଗ୍ରେସ ନେତାମାନେ ସମାଲୋଚନା କରିବାରୁ ବ୍ୟକ୍ତିଜଣକ […]
ମୁମ୍ବାଇ: କୃଷକ ଆନ୍ଦୋଳନ ଉପରେ କ୍ରିକେଟର୍ ଓ ସିନେ ଷ୍ଟାର ଟ୍ୱିଟ୍ କରିବା ପରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ମହାରାଷ୍ଟ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେଲିବ୍ରିଟିମାନେ ଚାପରେ ପଡ଼ି ଟ୍ୱିଟ୍ କରିଛନ୍ତି କି ନିଜ ଇଚ୍ଛାରେ ସେମାନେ ଟ୍ୱିଟ୍ କରିଛନ୍ତି ସେନେଇ ତଦନ୍ତ ହେବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। ସେ କହିଛନ୍ତି ଯେ ଅବସରପ୍ରାପ୍ତ କ୍ରିକେଟର ସଚିନ ତେନ୍ଦୁଲକର, ଆକ୍ଟର ଅକ୍ଷୟ କୁମାର, ଏବଂ ସାଇନା ନେହୱାଲଙ୍କ ଭଳି କ୍ରୀଡ଼ା […]
କୋଲକାତା: ଆଗକୁ ନିର୍ବାଚନ ଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ଦରୀ ନଗରି ହଳଦିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ମୋଦି ପଶ୍ଚିମବଙ୍ଗର ଟିଏମ୍ସି ସରକାରକୁ ବାମ ମେଣ୍ଟ ସରକାରର ଦ୍ୱିତୀୟ ସଂସ୍କରଣ ବୋଲି କହିଛନ୍ତି। ମମତାଙ୍କ ଶାସନ କାଳରେ ପଶ୍ଚିମବଙ୍ଗରେ ବାମବାଦ ପୁନର୍ଜନ୍ମ ନେଇଛି। ଏଠାରେ ରାଜନୀତିର ଅପରାଧିକରଣ ହୋଇଛି। ଏବଂ ପ୍ରଶାସନର ରାଜନୀତିକରଣ ହୋଇଛି ବୋଲି ମୋଦି କହିଛନ୍ତି। […]
ଦେହରାଦୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଷୀମଠ ଠାରେ ନନ୍ଦାଦେବୀ ପର୍ବତ ଭୟଙ୍କର ହିମସ୍ଖଳନ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଭୁସ୍ଖଳ ଯୋଗୁ ଗଙ୍ଗାର ଉପନଦୀ ଧୌଳି ଗଙ୍ଗାରେ ଏବଂ ଅଳକାନନ୍ଦାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ତପୋବନ ରେନିରେ ଚାଲିଥିବା ରିଷିଗଙ୍ଗା ପାୱାର ପ୍ରୋଜେକ୍ଟରେ କାମ କରୁଥିବା ୧୫୦ ଜଣ ଶ୍ରମିକ ନିଖୋଜ୍ ହୋଇଥିବା […]
ଗାନ୍ଧିନଗର: ଆୟ ଯେତେ ବଢ଼ୁଛି ମଣିଷ ସେତେ ଲୋଭି ହେଉଛି। ଲୋଭ ପୁଣି ଏମିତି ଯାହା ମଣିଷର ମଣିଷପଣିଆକୁ ମାରିଦେଉଛି। ଟଙ୍କା ପାଇଁ ମଣିଷ ଭୁଲିଯାଉଛି ମୋହ ମାୟା ଓ ମମତା। ଟଙ୍କା ତା ପାଇଁ ଏତେ ନିଜର ହୋଇଯାଉଛି ଯେ ୭ ଜନମର ସାଥୀକୁ ବି ହତ୍ୟା କରିବାକୁ ପଛାଉ ନାହିଁ ମଣିଷ। ଗୁଜରାଟର ବନସକଣ୍ଠା ଜିଲ୍ଲାରେ ଠିକ୍ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲା ପରେ ବୋଧ୍ହୁଏ ସମ୍ପର୍କ ଉପରେ ଭରସା ଉଠିଯିବ। […]
କୋଲକାତା: ପଶ୍ଚିମବଙ୍ଗରେ ଆଜି ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (ଜେପି ନଡ୍ଡା) ଆଜି ବେଙ୍ଗଲ୍ରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି। ପରିବର୍ତ୍ତନ ଯାତ୍ରାକୁ ନେଇ ସେ ଉତ୍ସାହିତ ଓ ବେଙ୍ଗଲରେ ପରିବର୍ତ୍ତନର ସମୟ ଆସି ଯାଇଛି ବୋଲି କହିଛନ୍ତି ନଡ୍ଡା। ଏଥିସହିତ ବିଜେପି ଆୟୋଜିତ ରାଲିଗୁଡ଼ିକୁ ସମ୍ଭୋଧନ କରି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ନଡ୍ଡା। ମମତା […]
ନୂଆଦିଲ୍ଲୀ: ସରକାର ଯଦି ସମାଧାନ ନ ବାହାର କରନ୍ତି ତେବେ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ଚାଲିବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି। ଆଜି ଦିଲ୍ଲୀ-ଉତ୍ତରପ୍ରଦେଶ ଗାଜି ବୋର୍ଡରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ସେ କହିଛନ୍ତି ଯେ ଚାପରେ ରହି ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ। ନୂଆ କୃଷି ଆଇନ୍ […]
ମୁମ୍ବାଇ: କୃଷକ ଆନ୍ଦୋଳନକୁ ନେଇ ବଲିଉଡ୍, ହଲିଉଡ୍ କିମ୍ବା କ୍ରୀଡ଼ା ଜଗତ ନିଜ ନିଜର ପ୍ରତିକ୍ରିୟା ଦେବା ପରେ ଏହି ବିଷୟରେ ନିଜର ମତ ରଖିଛନ୍ତି ବଲିଉଡ୍ ଦବଙ୍ଗ ଖାନ ସଲମାନ ଖାନ। ଗୁରୁବାର ଏକ ମ୍ୟୁଜିକ ରିୟାଲିଟି ଶୋ’ର ଲଞ୍ଚ ଇଭେଣ୍ଟ ଯୋଗ ଦେବା ବେଳେ ସଲମାନଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ସଲମାନ କହିଥିଲେ ଯାହା ଠିକ୍ ତାହା ହେବା ଉଚିତ୍। ଗୁରୁବାର ମୁମ୍ବାଇର ଏକ ମ୍ୟୁଜିକ୍ ଶୋ’ […]
ମୁମ୍ବାଇ: ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିଦାଦ ଘେରକୁ ଆସିଛନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ। ଏଥିପାଇଁ ସୋସିଆଲ୍ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବା ପରେ ଶେଷରେ ବାଧ୍ୟ ହୋଇ କଙ୍ଗନାଙ୍କ ଟ୍ୱିଟ୍କୁ ଡିଲିଟ୍ କରିଛି ଟ୍ୱିଟର। ତା ସହିତ ତାଙ୍କ ଆକାଉଣ୍ଟ ବ୍ୟାନ୍ କରିବାକୁ ମଧ୍ୟ ଟ୍ୱିଟର ଚେତାବାନୀ ଦେଇଛି। ଏନେଇ ସୂଚନା ଦେଇଛନ୍ତି ନିଜେ କଙ୍ଗନା ରାଣାୱତ। ଗୁରବାର ରାତିରେ ଏନେଇ ଟ୍ୱିଟ୍ କରି କଙ୍ଗନା […]
ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍ କମେଡିଆନ୍ ମୁନ।ୱର ଫାରୁକିଙ୍କୁ ମିଳିଲା ବେଲ୍। ଗିରଫ ପୂର୍ବରୁ ନୋଟିସରେ ଥିବା ନିୟମ ପାଳନ କରାଯାଇ ନାହିଁ ବୋଲି କହି ଫାରୁକିଙ୍କୁ ବେଲ୍ ଦେଇଛନ୍ତି ସୁପ୍ରିମକୋର୍ଟ। ତା ସହିତ ତାଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ରେ ସ୍ପଷ୍ଟଟତା ନଥିବା ମଧ୍ୟ କୋର୍ଟ କହିଛନ୍ତି। ନିୟମ ଅନୁସାରେ ତାଙ୍କୁ ଗିରଫ କରାଯାଇ ନାହିଁ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଫାରୁକି। ଯାହାର ଶୁଣାଣି କରି ଏପରି ରାୟ ଦେଇଛନ୍ତି କୋର୍ଟ। ଇନ୍ଦୋରର ଏକ କାଫେରେ […]
ନୂଆଦିଲ୍ଲୀ: ଭାରତର ଚାଷୀ ଆନ୍ଦଳନକୁ ସମର୍ଥନ କରି ସ୍ୱିଡେନ୍ର ୧୮ ବର୍ଷିୟା ପରିବେଶବିତ୍ ଗ୍ରେଟା ଥନବର୍ଗ ଆନ୍ଦୋଳନ ସମ୍ପର୍କିତ ଏକ ଟୁଲ୍କିଟ୍ ଶେୟାର କରିବା ପରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ଏ ନେଇ ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ପ୍ରବୀର ରଂଜନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଟୁଲକିଟ୍ ଟୁଇଟ୍ ଜରିଆରେ ବିଷମଞ୍ଜି ବୁଣା ଯାଇଥିବା ଦିଲ୍ଲୀ ପୋଲିସ କହିଥିବା ବେଳେ ଏନେଇ ଦିଲ୍ଲୀ ସାଇବର ପୋଲିସ ପକ୍ଷରୁ ମାମଲାର ଯାଞ୍ଚ […]
ନୂଆଦିଲ୍ଲୀ: ଆଜି ୨୦୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ବଜେଟ୍ରେ କେତେକ ଜିନିଷର ଆମଦାନୀ ଶୁଳ୍କ କମାଇଯାଇଛି ଓ ବଢ଼ାଯାଇଛି। କେତେ କ୍ଷତ୍ରରେ ନୂଆ ପଦକ୍ଷେପ ନିଆଯାଇଥିବା ବେଳେ ପୁରୁଣା ଯାନବାହାନ ନେଇ ହଟାଇବାକୁ ପଦକ୍ଷେପ ନେଇଛନ୍ତି ସରକାର। ତେବେ ଆଜିର ବଜେଟ୍ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଜେଟ୍କୁ ସ୍ୱାଗତ କରି ଏହାକୁ ମହତ୍ୱପୂର୍ଣ୍ଣ କହିବା ସହିତ ଏହା ସବୁ ବର୍ଗଙ୍କ […]
୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି। ଚଳିତ ବଜେଟ୍ରେ ଅନେକ […]
ରାସ୍ତା ନିର୍ମାଣରେ ଅନେକ ଥର ଗୁଣବତ୍ତାକୁ ନେଇ ଅନେକ ସମୟରେ ଅଭିଯୋଗ ଶୁଣିବାକୁ ମିଳେ । ନିର୍ମାଣକାରୀ ସଂସ୍ଥା ଗୁଣବତ୍ତା ଉପରେ ନଜର ରଖିଲେ ସୁଦ୍ଧା କୌଣସି ସୁଫଳ ମିଳେ ନାହିଁ । କେତେବେଳେ ରାସ୍ତା ନିର୍ମାଣ ସରୁ ସୁରୁ ପିଚୁ ଉଠିଯାଏ ପୁଣି ଆଉ କେତେବେଳେ ଅନିୟମିତତା ଦେଖିବାକୁ ମିଳିଥାଏ ।
ନୂଆଦିଲ୍ଲୀ: ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି। ୧. ୨୦୨୧ […]
ନୂଆଦିଲ୍ଲୀ: ଇନ୍ସୁରାନ୍ସ ସେକ୍ଟରରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକରା। ଫରେନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ (FDI) ପୁଞ୍ଜି ନିବେଶ ସୀମାକୁ ୭୪ ପ୍ରତିସତ ପର୍ଯ୍ୟନ୍ତ ବଢ଼ାଯାଇଛି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି। ପ୍ରଥମ ପେପର୍ ଲେସ୍ ବଜେଟ୍ରେ ସମସ୍ତ ଆର୍ଥିକ ଉତ୍ପାଦନ ଅନୁସାରେ ସମସ୍ତ ପୁଞ୍ଜି ନିବେଶକାରୀଙ୍କ ଅଧିକାରୀକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି। ଏଥିରେ ଅର୍ଥମନ୍ତ୍ରୀ ଇନ୍ସୁରାନ୍ସ […]
ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବଜେଟ୍ର ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ପ୍ରଦୂଷଣ ମୁକ୍ତ ହେବା ସହିତ ଇନ୍ଧନ ସଞ୍ଚୟ ମଧ୍ୟ ହୋଇପାରିବ ବୋଲି ନିର୍ମଳା କହିଛନ୍ତି। ଏଥିପାଇଁ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ, କମର୍ସିଆଲ ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି। ନୂଆ ଭେଇକଲ ସ୍କାର୍ପିଂ ପଲିସି ଅନୁସାରେ ଘରୋଇ ଗାଡ଼ିଗୁଡ଼ିକ ପାଇଁ ୨୦ ବର୍ଷ ଚାଲିବା ପରେ ଗାଡ଼ିର […]
ନୂଆଦିଲ୍ଲୀ: ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି। ସେଥିମଧ୍ୟରୁ ପ୍ରଥମ […]