ଗାନ୍ଧିନଗର: ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି ଗୁଜରାଟର ଚର୍ଚ୍ଚିତ ମହିଳା କନଷ୍ଟେବଳ ସୁନୀତ ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅକୁ ଅଟକାଇ ଚର୍ଚ୍ଚାରେ ଥିବା ଏହି ମହିଳା କନେଷ୍ଟବଳ ନିଜକୁ ଆଇପିଏସ ପଦରେ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି। ଏପରିକି ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ସେ ଚାକିରିରୁ ଇସ୍ତଫା ଦେବା ନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସେ ସୁରତ ପୋଲିସ କମିଶନରଙ୍କୁ […]
ନୂଆଦିଲ୍ଲୀ: ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ କିମ୍ବା କ୍ଷତିଗ୍ରସ୍ତ ଲୋକଙ୍କୁ ୨୪ ଘଣ୍ଟା ଭିତରେ ସହାୟତା ରାଶି ପ୍ରଦାନ ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ୨୪ ଘଣ୍ଟା ଭିତରେ ଅତି କମ୍ରେ ୨୫ ପ୍ରତିଶତ ସହାୟତା ରାଶି ପ୍ରଦାନ କରାଯିବ ନେଇ ନିଷ୍ପତ୍ତି ହୋଇଛି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ସହାୟତା ମିଳିବାରେ ବିଳମ୍ବ ହେତୁ […]
ଗାନ୍ଧିନଗର: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ ପଟେଲ। ଶନିବାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି ଦଳ। ତୁରନ୍ତ ପଦକ୍ଷେପ ଅନୁସାରେ ହାର୍ଦ୍ଦିକଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଏନେଇ ସୂଚନା ଦେଇଛି ଗୁଜରାଟ କଂଗ୍ରେସ। ୧୦୧୫ରେ ପଟିଦାର ଆନ୍ଦୋନଳନରେ ଭାଗ ନେଇ ଚର୍ଚ୍ଚାକୁ ଆସିଥିଲେ ହାର୍ଦ୍ଦିକ। ପଟିଦାର ସମ୍ପ୍ରଦାୟଙ୍କୁ ସରକାରୀ ସହାୟତା ସହିତ ସଂରକ୍ଷଣ ପାଇଁ ସେ ଦାବି […]
ଚଣ୍ଡିଗଡ଼: ଐଶ୍ୱର୍ଯ୍ୟା ରାୟ ଓ ରଣଦୀପ ହୁଡ୍ଡାଙ୍କ ସହିତ ଫିଲ୍ମ ‘ସରବଜିତ୍’ରେ ଅଭିନୟ କରିଥିବା ଆକ୍ଟର ରଞ୍ଜନ ସେହଗଲଙ୍କର ପରଲୋକ ହୋଇଛି। ଶରୀର କିଛି ଅଙ୍ଗ କାମ ନ କରିବାରୁ ସେ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ଚଣ୍ଡିଗଡ଼ର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମାତ୍ର ୩୬ ବର୍ଷରେ ଦୁନିଆକୁ ଅଲ୍ବିଦା କହି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ରଞ୍ଜନ। ତାଙ୍କ ଦେହାନ୍ତରେ ସିନେ ଜଗତରେ ଶୋକର […]
ନୂଆଦିଲ୍ଲୀ: କରୋନା ମହାମାରୀ ବେଲଗାମ ହେଉଥିବା ବେଳେ ରାଜସ୍ଥାନରେ କିନ୍ତୁ ବହିଲାଣି ଗରମ ରାଜନୈତିକ ହାୱା। ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ଆଉ ପଟ୍ଟ ପରିବର୍ତ୍ତନ ହେବନି ତ ? କମଲନାଥଙ୍କ ଭଳି ଅଶୋକ ଗେହଲୋଟଙ୍କର ମୁଖ୍ୟମନ୍ତ୍ରୀ ଚୌକି ଖସିଯିବନି ତ ? ଏବେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଲାଣି। କାରଣ ୧୨ ଜଣ ଅନୁଗାମୀଙ୍କ ସହିତ ଆଜି ସକାଳୁ ଦିଲ୍ଲୀ ଯାଇଛନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଏକ୍ଚାଟିଆ ମନବୃତ୍ତି ଓ […]
ଦୀସପୁର: ଦେଶରେ କୋଭିଡ୍ ପରିସ୍ଥିତି ଜଟିଳ ହେଉଥିବା ବେଳେ ସେପଟେ ବନ୍ୟାପାଣିରେ ଉବୁଟୁବ ହେଉଛି ଆସାମ। ଲଗାଣ ବର୍ଷା ପରେ ବ୍ରହ୍ମପୁତ୍ରରେ ଜଳ ପତ୍ତନ ବୃଦ୍ଧି ପାଇବା ସହ ଆସାମର ଦିବ୍ରୁଗଡ଼ ଓ ପଡ଼ୋଶୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଶନିବାର ଧୁବ୍ରୀ ଓ କୋକରାଝାର ଜିଲ୍ଲାରେ ଦୁଇ ଜଣଙ୍କର ଜୀବନ ଯାଇଥିବା ଥିବା ବେଳେ ରାଜ୍ୟରେ ମୋଟ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ କେବଳ ବର୍ଷା ଯୋଗୁ ମାଟି […]
ମୁମ୍ବାଇ: କାନପୁର ଗୁଳିକାଣ୍ଡରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ଏହି ଦୁଇ ଅଭିଯୁକ୍ତ ହେଲେ ଗଡ୍ଡନ ତ୍ରିବେଦୀ ଓ ସୋନୁ ତିୱାରୀ। ସେଦିନ ୮ ପୁଲିସ ସହିଦ ହେବା ଘଟଣାରେ ସାମିଲ୍ ଥିବା ଗଡ୍ଡନ ତ୍ରିବେଦୀ ଘଟଣା ଘଟାଇବା ପରେ ନିଜ ମୋବାଇଲ୍କୁ ତା ଗାଁ ପାଖ ଏକ ଦୋକାନରେ ରଖି ଫେରାର୍ ହୋଇଯାଇଥିଲା। ଘଟଣାସ୍ଥଳରରୁ ଫେରାର୍ ବେଳେ ଗଡ୍ଡନ ତା ଡ୍ରାଇଭର ସହିତ ଦତିୟା ପର୍ଯ୍ୟନ୍ତ ଆସିବା […]
ଚେନ୍ନାଇ: କିଡ୍ନୀ ରୋଗରେ ପୀଡ଼ିତ ଥିବା ତାମିଲ ଅଭିନେତା ପୋନ୍ନାମବାଲାମଙ୍କୁ ସହଯୋଗରେ ହାତ ବଢ଼ାଇଲେ ସୁପର୍ ଷ୍ଟାର୍ ରଜନୀ କାନ୍ତ। କିଛିମାସ ହେଲା କିଡ୍ନୀ ରୋଗରେ ପୀଡ଼ିତ ଥିବା ପୋନ୍ନାମବାଲାମ ଏହି ସପ୍ତାହରେ ଚେନ୍ନାଇର ଏକ ପ୍ରାଇଭେଟ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଦେଖା ଦେବାରୁ ଏଭଳି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ରଜନୀକାନ୍ତ। ଏନେଇ ରଜନୀକାନ୍ତଙ୍କ ପ୍ରଚାରକ ରିୟାଜ୍ ଅହମଦ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ରଜନୀ ସାର୍ […]
ନୂଆଦିଲ୍ଲୀ: କୋଭିଡ୍-୧୯ ଗତ ଶହେ ବର୍ଷରେ ସବୁଠାରୁ ବଡ଼ ଆର୍ଥିକ ଓ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କରୋନା ମାଡ଼ ଯୋଗୁଁ ବିଶ୍ୱବ୍ୟାପୀ ଶିଳ୍ପ, ବାଣିଜ୍ୟ ଓ ସାମାଜିକ କ୍ଷେତ୍ର ଗୁରୁତର ପ୍ରଭାବିତ ହେବା ସହ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କରୋନା ଭାରତୀୟ ଅର୍ଥନୀତି ପାଇଁ ସବୁଠୁ ବଡ଼ ଆହ୍ୱାନ ସୃଷ୍ଟି କରିଥିବା କହିଛନ୍ତି ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର। ତେବେ ଅର୍ଥନୈତିକ ଅଭିବୃଦ୍ଧି ସହ ଆର୍ଥିକ ସ୍ଥାୟୀତ୍ୱ ବଜାୟ ରଖିବା […]
ନୂଆଦିଲ୍ଲୀ: ପିଏମ୍ କେୟାର୍ ଫଣ୍ଡର ଅଡିଟ୍କୁ ଅଟକାଇଲେ କେନ୍ଦ୍ର ସରକାର। କେନ୍ଦ୍ରକୁ ସହଯୋଗ କଲା ବିଜେଡି। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ପାର୍ଲାମେଣ୍ଟାରୀ ପ୍ୟାନେଲ୍ ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ପିଏମ୍ କେୟାର୍ ଫଣ୍ଡସର ଅଡିଟ୍ କରିବାକୁ ଦାବି କରିଥିଲା। କିନ୍ତୁ ବିଜେପି ନେତା ଓ ବିଜେଡି ସାଂସଦ ଏହାକୁ ବିରୋଧ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ପିଏସି ପୂର୍ବରୁ 2G ସ୍ପେକ୍ଟ୍ରମ ଭଳି ବଡ଼ ବଡ଼ ଦୁର୍ନୀତିର ଅଡିଟ୍ କରିଛି। ରିପୋର୍ଟ ଅନୁସାରେ, […]
ନୂଆଦିଲ୍ଲୀ: ରେଳବାଇରେ ଚାକିରି ଆଶାୟୀଙ୍କ ପାଇଁ ଦୁଃଖ ଖବର। ସାରା ଦେଶରେ କୌଣସି ନୂଆ ନିଯୁକ୍ତି ପ୍ରକାଶ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ରେଳବାଇ। ଲକଡାଉନ୍ ସମୟରେ ହୋଇଥିବା କ୍ଷତି ଭରଣା ପାଇଁ ଖର୍ଚ୍ଚ କାଟ କରିବାକୁ ରେଳବାଇ ଏପରି ନିଷ୍ପତ୍ତି ନେଇଛି। ପୂର୍ବରୁ ବିଭିନ୍ନ ବିଭାଗର ୨.୯୩ ଲକ୍ଷ ପଦବୀ ପୂରଣ ପାଇଁ କାମ ଆରମ୍ଭ ହୋଇଥିବା ନଭେମ୍ବର ମାସରେ ଟ୍ୱିଟ୍ କରି ସୂଚନା ଦେଇଥିଲେ ରେଳମନ୍ତ୍ରୀ ପିୟୂଷ ଗୋୟଲ। ତେବେ ବର୍ତ୍ତମାନ ସମୟରେ […]
ଲକ୍ଷ୍ନୌ: ବିକାଶ ଦୁବେକୁ ଏନ୍କାଉଣ୍ଟର କରିବା ଉପରେ ଏବେ ନାନା ପ୍ରଶ୍ନ ଉଠିଛି। ଯଦି ବିକାଶ ଆତ୍ମସମର୍ପଣ କରିଥିଲେ, ତା ହେଲେ ସେ ଫେରାର ହେବାକୁ କାହିଁକି ଚାହିଁଲେ ବୋଲି ପ୍ରଶ୍ନ ଉଠିଛି। କଂଗ୍ରେସ ପ୍ରଶ୍ନ କରିଛି ଯେ, ବିକାଶ ବସିଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି ତାଙ୍କର କିଛି ହେଲାନି କିପରି? ଦୁର୍ଘଟଣା ପରେ ବିକାଶ ଦୌଡ଼ିବାକୁ ସକ୍ଷମ ହେଲା କିପରି ? କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ, ଏନକାଉଣ୍ଟରରେ ଅପରାଧୀର ମୃତ୍ୟୁ […]
ରିୱା: ଏସିଆର ସବୁଠୁ ବଡ଼ ସୌର ପ୍ରକଳ୍ପ ଉଦ୍ଘାଟିତ। ମଧ୍ୟପ୍ରଦେଶ ରିୱାରେ ନିର୍ମାଣ ହୋଇଥିବା ୭୫୦ ମେଗାୱାଟ୍ ପ୍ରୋଜେକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରିୱା ଅଲ୍ଟ୍ରା ମେଗା ସୋଲାର୍ ଲିମିଟେଡ୍-RUMSLରେ ରହିଛି ତିନିଟି ସୋଲାର୍ ୟୁନିଟ୍। ପ୍ରତ୍ୟେକ ୟୁନିଟ୍ ୨୫୦ ମେଗାୱାଟ ବିଶିଷ୍ଟ ରହିଛି। ପ୍ରତି ୟୁନିଟ୍ ୫ ଶହ ହେର ଜମିରେ ନିର୍ମାଣ ହୋଇଛି। ସୋଲାର୍ ଏନର୍ଜି କୋପରେସନ୍, ମଧ୍ୟପ୍ରଦେଶ ଉର୍ଜା ବିକାଶର ମିଳିତ ପ୍ରୟାସରେ ଏହା ନିର୍ମାଣ ହୋଇଛି। ଏହି ସୋଲାର୍ […]
ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍ ହୋଇଥିବା ୫୯ ଟି ଚାଇନିଜ୍ ଆପକୁ ନୋଟିସ୍ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ(MEITY)। ନୋଟିସ୍ରେ ବ୍ୟାନ୍ ହୋଇଥିବା ଆପ୍ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନଦେଲେ ଆପ୍ଗୁଡ଼ିକୁ ସବୁଦିନ ପାଇଁ ବ୍ୟାନ୍ କରିଦିଆଯିବ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛି ମନ୍ତ୍ରାଳୟ।। ପ୍ରଶ୍ନର ଉତ୍ତର ଦେବା ପାଇଁ ଆପ୍ କାମ୍ପାନୀଗୁଡ଼ିକୁ ତିନି ସପ୍ତାହ ସମୟ ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୋଟିସ୍ରେ କୁହାଯାଇଛି, […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଅନେକ ନେତା ଅଭିନେତା ଘଟଣାର ସିବିଆ ତଦନ୍ତ ପାଇଁ ଦାବି କରିଛନ୍ତି। ପୂର୍ବରୁ ବିଜେପି ସଂସଦ ମନୋଜ୍ ତିୱାରୀ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବର୍ତ୍ତମାନ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୁବ୍ରମଣ୍ୟମ୍ ସ୍ୱାମୀ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଘଟଣାଟି ସିବିଆ ତଦନ୍ତ ପରିସରରେ ଭୁକ୍ତ ହେବା ପାଇଁ […]
ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ୮ ପୁଲିସ ଅଫିସରଙ୍କୁ ହତ୍ୟା କରିବା ପରେ ଚର୍ଚ୍ଚାରେ ରହୁଥିବା ୟୁପିରେ ଏବେ ପୁଣି ଏକ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସମ୍ଭଲ ଜିଲ୍ଲାର ବିନୀତ ନାମରେ ଜଣେ ଚାଷୀ ନିଜ ସାନ ଭଉଣୀ, ଭାଇ ଓ ଭଉଣୀର ପ୍ରେମିକକୁ ହତ୍ୟା କରିଛି। ଘରର ସମ୍ମାନ ରଖିବାକୁ ଯାଇ ସେ ଏପରି କରିଥିବା କହିଛି। ଘଟଣାନୁସାରେ, ବିନୀତଙ୍କ ସାନ ଭଉଣୀ ସୁଖୀଆ ତାଙ୍କର ଜଣେ ସମ୍ପର୍କୀୟ ଭାଇ […]
ନୂଆଦିଲ୍ଲୀ: କରୋନା ମହାମହାରୀ ଯୋଗୁ ଦେଶରେ ବ୍ୟବସାୟ ସେତେଟା ସ୍ୱାଭାବିକ ହୋଇନାହିଁ। ଅନଲକ-୨ କାର୍ଯ୍ୟକାରୀ ହେଉଥିଲେ ବି କଟକଣା ଯୋଗୁ ଏବେ ବି ଅନେକ ଦୋକାନ ବଜାର ବନ୍ଦ ରହିଛି। ଏପରି ପରିସ୍ଥିତିରେ ଗ୍ରାହକ ଅନ୍ଲାଇନ୍ ବଜାର ଆଡ଼କୁ ମୁହାଁଇଲେଣି। ତେଣୁ ଗ୍ରାହକଙ୍କ ରୁଚିକୁ ଦେଖି ଆମାଜାନ ଭାରତରେ ତାର ବ୍ୟବସାୟ ବୃଦ୍ଧି ପାଇଁ ଅଣ୍ଟାଭିଡ଼ିଛି। ଆମାଜନର ମୂଳ କମ୍ପାନୀ ଭାରତ ୟୁନିଟ୍ର ସେଲ ସର୍ଭିସ ବୃଦ୍ଧି ପାଇଁ ୨୩.୧୦ ବିଲିୟନ ବା ୩୦୮.୦୨ ମିଲିୟନ ଡଲାର […]
କାନପୁର: ୮ ପୋଲିସ କର୍ମଚାରୀଙ୍କ ଗଣହତ୍ୟାର ମୁଖ୍ୟ ଆସାମୀ ତଥା ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗିରଫ କରିଛି ପୁଲିସ। ୭ ଦିନ ଧରି ଚକ୍ମା ଦେବା ପରେ ଆଜି ତାକୁ ଧରିଛି ମଧ୍ୟପ୍ରଦେଶ ଉଜୈନ ପୋଲିସ। ସ୍ଥାନୀୟ ମହାକାଳ ମନ୍ଦିରକୁ ପୂଜା ପାଇଁ ଯାଇଥିବା ବେଳେ ପୁଲିସ ତାକୁ କାବୁ କରିଥିଲା। ତେବେ ବିକାଶ ଆତ୍ମସମର୍ପଣ କରିଛି ନା ପୋଲିସ ତାକୁ ଗିରଫ କରିଛି ତାକୁ ନେଇ ଉଠିଛି ପ୍ରଶ୍ନ। ଏନ୍କାଉଣ୍ଟରରୁ ବର୍ତ୍ତିବା ଲାଗି […]
ଚେନ୍ନାଇ: ବର୍ତ୍ତମାନ ସମୟରେ କରୋନା ପାଇଁ ମାନବିକତା ମରି ମରିଯାଉଥିବା ବେଳେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ କହିବେ ମଣିଷ ପଣିଆ ଏବେବି ବଞ୍ଚିଛି। ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓଟି କେରଳର। ଭିଡଓରେ ଜଣେ ମହିଳା ବସ୍ ପଛରେ ହଠାତ୍ ଦୌଡ଼ୁଥିବାର ଦେଖାଯାଉଛି। ମହିଳା ଜଣଙ୍କ ଦୌଡ଼ି ଦୌଡ଼ି ବସ୍କୁ ଅଟକାଉଛନ୍ତି। ବସ୍ ଅଟକିଲା ପରେ ପୁଣି ପଛକୁ ଦୌଉଡ଼ି ଯାଇ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଧରି […]