କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି । କାହିଁ କେଉଁ ଅମଳରୁ ଏଠି ପଥର କାରିଗରିକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି ଲଳିତଗିରିର ଗାଁ ଲୋକେ । ପଥରରେ ଖୋଦେଇ କରି ଭଳିକି ଭଳି ଦେବାଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି । ଏହାସହ ରକମର ରକମର ସୁନ୍ଦର ଚଉରା ।
ଗୋଟିଏ ବିମାନରେ ଯାତ୍ରା କରନ୍ତି ପାଇଲଟ୍ ଓ କୋ-ପାଇଲଟ୍, କିନ୍ତୁ ଖାଆନ୍ତି ଅଲଗା ଅଲଗା ଖାଦ୍ୟ। ଏହା ପଛରେ ରହିଛି କି କାରଣ। ପଢନ୍ତୁ ଓ ଜାଣନ୍ତୁ…
ପ୍ରେମିକାଙ୍କ ମା’ଙ୍କୁ ଭେଟି ଆଶ୍ଚର୍ଯ୍ୟ ହେଇଗଲେ ଯୁବକ। କାରଣ ୨ ବର୍ଷ ପୂର୍ବରୁ ସେ ତାଙ୍କୁ ଭଲ ପାଉଥିଲେ। ସେବେବେଳେ ଯୁବକ ଜଣକ ୧୯ ବର୍ଷର ଥିବା ବେଳେ ମହିଳା ଜଣକ ୪୦ ବର୍ଷର ଥିଲେ।
ଜୁଗ୍ନୁ ଆହ୍ୱାନକୁ ଗ୍ରହଣ କରି ବାଦଶାହ ଗୀତରେ ଧୂଆଁଧାର ନାଚିଲେ ଡାକ୍ତରୀ ଛାତ୍ରୀ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେଉଥିବା ବେଳେ ଅନେକ ପ୍ରଶଂସା ସାଉଁଟିଛି।
ଏହି ଷ୍ଟେସନ୍ରେ ବୁଲୁଛି ଭୂତ? ସନ୍ଧ୍ୟା ହେଲାମାତ୍ରେ ରହୁନାହାନ୍ତି କୌଣସି ରେଲୱେ କର୍ମଚାରୀ। ଭୂତ ଦେଖି ପ୍ରାଣ ହରାଇଥିଲେ ଷ୍ଟେସନ ମାଷ୍ଟର, ଆଉ ଏଠି ପହଞ୍ଚିବା ପରେ ସ୍ପିଡ଼୍ ଅଧିକ କରୁଛି ଟ୍ରେନ....ଦେଖନ୍ତୁ ଏହି ଭିଡ଼ିଓ
ଆମ ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ପର୍ଯ୍ୟଟନ ପାଇଁ ପ୍ରଯୁଜ୍ୟ । ସେ ମଧ୍ୟରୁ ଅନେକ ସ୍ଥାନଗୁଡିକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ସମ୍ଭବ ହୋଇପାରେ ନାହିଁ । ତେବେ ସେହିଭଳି ନିଜ ଭିତରେ ନିଆରା ସ୍ଥାନ ହେଉଛି ସାଉଥ୍ କୋରିଆର ଏକ ଆଇଲ୍ୟାଣ୍ଡ । ଯାହାକୁ କୁହାଯାଏ ପର୍ପଲ୍ ଆଇଲ୍ୟାଣ୍ଡ । ତେବେ ଏକ ଆଇଲ୍ୟାଣ୍ଡ ପର୍ପଲ କଲରର କେମିତି ଆଉ କାହିଁକି ହେଲା । କଣ ରହିଛି ଏହା ପଛରେ କାହାଣୀ ଓ ଇତିହାସ ।
ଇଂଞ୍ଜିନିୟରିଂ ଛାତ୍ରଙ୍କ କମାଲ। ତିଆରି କଲେ ପାଞ୍ଚ ସିଟ୍ ବିଶିଷ୍ଟ ଜିପ୍। ଥରେ ଚାର୍ଯ୍ୟକଲେ ଯାଉଛି ଶହେ ପଞ୍ଚାଶି କିଲୋମିଟର।
କେଇଟା ଟଙ୍କା ପାଇଁ ଏଠି କାଙ୍ଗାଳ। ବଂଚି ଥାଉଥାଉ ଲୋକଙ୍କୁ ମାରି ତାଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଉଠାଇ ନେଉଛନ୍ତି। ଏମିତି ଅଭିଯୋଗ ପଦାକୁ ଆସିବା ପରେ...
ଆପଣ ଅନେକ ଖାଇବା ଦେବା ଲୋକ ଦେଖିଥିବେ। ହେଲେ ଏଭଳି ବିରଳ ଦାନୀଙ୍କୁ କେବେହେଲେ ଦେଖିନଥିବେ। ଗୋଟିଏ ନୁହେଁ, ଦୁଇଟା ଲେଖାଁଏ ଲଡୁ ବାଣ୍ଟୁଛନ୍ତି ଏ ବ୍ୟକ୍ତି ଜଣକ..
୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି। ଏହି ସଫଳତା ପାଇଁ ଏବେ ଚର୍ଚ୍ଚାରେ ଢେଙ୍କାନାଳର ୧୬ ବର୍ଷୀୟ ବାଳକ ସିଦ୍ଧାର୍ଥ। ପେଟ୍ରୋଲ ଓ ଡିଜେଲ ମହଙ୍ଗା ଯୁଗରେ ସିଦ୍ଧାର୍ଥଙ୍କର ଏହି ସାଇକେଲ ସାଧାରଣ ଲୋକଙ୍କ ପାଇଁ ସହାୟକ ହୋଇଛି।
୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି
୨୦୨୨ ମସିହାରେ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଟଙ୍କା ରଖିବାଠାରୁ ଆରମ୍ଭ କରି ଟଙ୍କା ଉଠାଣ ନିୟମ ବଦଳିବାକୁ ବସିଛି। ଆଉ କେଇଟା ଦିନ ପରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲାଗୁ ହେବ ଏହି ନିୟମ...
ପିଲାଟିର କଟିଯାଇଥିଲା ହାତ। ଡାକ୍ତର ଲଗେଇଦେଲେ ନୂଆ ହାତ। ନୂଆ ହାତ ଦେଖି ପିଲାଟିର ଖୁସି କହିଲେ ନ ସରେ। ଆପଣ ବି ଦେଖି ଖୁସି ହୋଇଯିବେ।
ପୁରୁଣା ୧ ଟଙ୍କିଆ ନୋଟ୍ ଦେଲେ ଆପଣଙ୍କୁ ମିଳିବ ୭ ଲକ୍ଷ ଟଙ୍କା। ଯଦି ଆପଣଙ୍କ ପାଖରେ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଦସ୍ତଖତ ଥିବା ନୋଟ୍ ରହିଛି, ତେବେ ଆପଣ ବି ହେବେ ଲକ୍ଷପତି....ଜାଣନ୍ତୁ ପୂରା ତଥ୍ୟ
ପଶୁମାନେ ବି ଭଲ ବନ୍ଧୁତା କରିପାରନ୍ତି। ସୋସିଆଲ ମିଡିଆରେ ପଶୁମାନଙ୍କର ପରସ୍ପର ପ୍ରତି ପ୍ରେମର ଅନେକ ଭିଡିଓ ଭାଇରାଲ ହେବା ଆପଣ ଦେଖିଥିବେ। ଏବେ ଭାଇରାଲ ହେଉଥିବା ବିଲେଇ ଓ ମାଙ୍କଡଙ୍କ ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ମଣିଷ କେବେ ପଶୁଙ୍କ ଭଳି ଚାଲି ଦେଖିଛନ୍ତି କି। ବୋଧହୁଏ ନା। ମଣିଷ ଦୁଇ ଗୋଡରେ ଚାଲେ। କିନ୍ତୁ ଏ ଦୁନିଆରେ ଏମିତି ଏକ ପରିବାର ଅଛି ଯାହାର ସମସ୍ତ ସଦସ୍ୟ ହାତ ଓ ଗୋଡ ବ୍ୟବହାର କରି ଚାଲନ୍ତି।
ବିଜ୍ଞାନ କ୍ଷ୍ରେତ୍ରରେ ତାଙ୍କ ଗବେଷଣା ଓ ଅବଦାନ ପାଇଁ ତାଙ୍କୁ ୧୯୯୦ ମସିହାରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।
ପ୍ରେମ ପାଖରେ ନା ଦେଖାଯାଏ ଜାତି, ବର୍ଣ୍ଣ ନା କୌଣସି ବୟସ। ପ୍ରେମ କେବଳ ଦେଖେ ଏକ ସତ୍ ହୃଦୟ ଓ ଏକ ସୁଦ୍ଧ ମନ। ଏହା ବାସ୍ତବରେ ସତ କରି ଦେଖେଇଛନ୍ତି ଏହି ପ୍ରେମୀ ଯୁଗଳ।
ବତ୍ୟା ଆସିବନି ସତ ! ହେଲେ ପ୍ରଭାବ କିନ୍ତୁ ପଡ଼ିଲା, ଚାଷୀକୂଳ ଚିନ୍ତାରେ
ଝିପି ଝିପି ବର୍ଷାରେ ପଡ଼ି କ୍ଷେତରେ ଦାନାପାଣି ବତୁରି ଯାଉଥିବାବେଳେ ଓଦା ହୋଇଯାଉଛି ଚାଷୀର ମନ ଆଉ ପ୍ରାଣ । ସବୁ ସେହି ଲୀଳାମୟଙ୍କ ଇଛା । ସେହି ଠାକୁରଙ୍କୁ ହାତଯୋଡ଼ି କେବଳ ଏତିକି ନିବେଦନ, ପ୍ରଭୁ ବାତ୍ୟା ନଆସୁ, ବର୍ଷକର ଦାନାପାଣି ବଞ୍ଚିଯାଉ ।
ପାର୍ଲାମେଣ୍ଟର ଚଳିତ ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ କୃଷିକୁ ନେଇ ବିବାଦୀୟ ଆଇନତ୍ରୟ ପ୍ରତ୍ୟାହୃତ ହୋଇଗଲା । କୃଷି ବିଲ୍ଟି ଆଇନରେ ପରିଣତ ହେଲାବେଳେ ପାର୍ଲାମେଣ୍ଟରେ ଯେପରି ପର୍ଯ୍ୟାପ୍ତ ଆଲୋଚନା ହୋଇ ନଥିଲା, ଏହାର ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ବିନା ଆଲୋଚନାରେ ସଂପନ୍ନ ହେଲା । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅବଶ୍ୟ କେବଳ ଔପଚାରିକତା ହିଁ ବାକି ଥିଲା ।
ଗୁଜୁରାଟରେ ଆରବ ସାଗର ଠାରୁ ୧୦୦ କିଲୋମିଟର ଦୂରରେ ଏକ ମରୁଭୂମି ଅଂଚଳରେ ବରଫ ଭଳି ଦୃଶ୍ୟମାନ ହେଉଥିବା ଲୁଣର ଏକ ବିସୃତ ମୈଦାନ ରହିଛି । ଯାହା ଉତ୍ତରରେ ପାକିସ୍ତାନର ବର୍ଡର ପର୍ଯ୍ୟନ୍ତ ବ୍ୟାପ୍ତ । ତେଣୁ ଏହାକୁ କଚ୍ଛର ରଣ ବୋଲି କୁହାଯାଏ । କଇଁଛ ଆକାରର ଏହି ଅଂଚଳ ଦୁଇ ଭାଗରେ ବିଭକ୍ତ ହୋଇଛି । ତେବେ ଏହି ସ୍ଥାନକୁ ଯାଇଥିବା ପର୍ଯ୍ୟଟକମାନେ କୁହନ୍ତି ଯେ, ଏହି ସ୍ଥାନଟି କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ । ଆଉ ଏହା ପ୍ରକୃତିର ଚମତ୍କାରର ନିଆରା ସୃଷ୍ଟି କହିଲେ କିଛି ଭୁଲ୍ ହେବନାହିଁ ।
ବାତ୍ୟାର ପ୍ରଭାବ; ରାଜଧାନୀ ରାଜ ରାସ୍ତାରେ ଏମିତି ଜନଜୀବନ, ଦେଖନ୍ତୁ ତାହାର କିଛି ଝଲକ ।
ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ଠାରୁ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।
ଦିନେ ଏଠାକାର ପ୍ରସିଦ୍ଧ ବୁଦ୍ଧ ମୂର୍ତ୍ତି ଚୀନ , ଜାପାନ ଭଳି ଦେଶକୁ ରପ୍ତାନୀ ହେଉଥିଲା ଶିଳ୍ପୀଙ୍କ କାରିଗିରୀ କୌଶଳର ରହିଥିଲା ବେଶ୍ ନାଁ ଡାକଥିଲା କିନ୍ତୁ କରୋନା ପରଠୁ ଗଲା ୨ ବର୍ଷ ହେଲା ଠପ୍ ପଡିଯାଇଛି ବ୍ୟବସାୟ । ଦେଶ ବାହାର ଦୂରର କଥା, ରାଜ୍ୟ ଭିତରେ ବି ବନ୍ଦ ହୋଇଯାଇଛି ବେପାର । ଯାହାକି କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି ଶିଳ୍ପୀଙ୍କ ଅଣ୍ଟା ଭାଙ୍ଗିଦେଲାଣି ।