ଧନୁ ୨୫ ଦିନ ପୌଷ ମାସ ଶୁଳ୍କ ପକ୍ଷ । ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର । ଆଜି ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ଜାଣିବା ।
ବାହାଘର ପାଖେଇ ଆସିଲେ ସମସ୍ତେ ନିଜର ଲୁକ୍ ଓ ଡ୍ରେସକୁ ନେଇ ଚିନ୍ତାରେ ପଡି ଯାଆନ୍ତି । କଣ ପିନ୍ଧିବେ,କିଭଳି ନିଜକୁ ସଜେଇବେ ଏହାକୁ ନେଇ ଚିନ୍ତାରେ ପଡି ଯାଆନ୍ତି । ବିବାହ ଋତୁରେ ଝିଅମାନଙ୍କ ଭଳି ପୁଅମାନେ ମଧ୍ୟ ଟ୍ରେଣ୍ଡି ଓ ଫ୍ୟାଶନେବୁଲ୍ ଲୁକ୍ ଚାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ପୁଅମାନଙ୍କ ପାଇଁ ଆଉଟଫିଟ୍ କଣ ରହିବ ସେ ବିଷୟରେ ଜଣେଇବୁ ।
ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ।
ଆଜି ଦିନଟି ଆପଣଙ୍କର କେମିତି କଟିବ ? କଣ କହୁଛି ଆପଣଙ୍କ ରାଶିଚକ୍ର ? ମେଷଠାରୁ ମୀନ ରାଶି ପର୍ଯ୍ୟନ୍ତ ରାଶିଫଳ ଜାଣନ୍ତୁ କେବଳ ଭାଗ୍ୟରେଖାରେ..
ଆଜି ୨୦୨୨ ମସିହା ଜାନୁଆରୀ ତା ୮ ତାରିଖ ଶନିବାର । ଧନୁ ୨୪ ଦିନ ପୌଷ ମାସ ଶୁଳ୍କ ପକ୍ଷ ଷଷ୍ଠୀ, ଭୁକ୍ତ ସପ୍ତମୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ।
ବାହାଘର ପାର୍ଟି ଓ ଫଙ୍କସନ୍ରେ ଆପଣ ସବୁଠୁ ଅଲଗା ଓ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି କି ? ନିଜ ଲୁକ୍କୁ ଖାସ୍ କରିବା ପାଇଁ ଚାହୁଁଛନ୍ତି କି ? ତେବେ ପାର୍ଲର ନ ଯାଇ ଘରେ ମଧ୍ୟ ନିଜେ ମେକ୍ଅପ୍ କରିପାରିବେ।
ଆଜି ୨୦୨୨ ମସିହା, ଜାନୁଆରୀ, ୭ ତାରିଖ ଶୁକ୍ରବାର, ଧନୁ, ୨୩ ଦିନ, ପୌଷ ମାସ, ଶୁଳ୍କ ପକ୍ଷ,ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି, ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ଜାନୁଆରୀ, ୭ ତାରିଖ ଶୁକ୍ରବାର, ଧନୁ, ୨୩ ଦିନ, ପୌଷ ମାସ, ଶୁଳ୍କ ପକ୍ଷ,ପଞ୍ଚମୀ ଭୁକ୍ତ ଷଷ୍ଠୀ ତିଥି, ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜିକାଲି, ମାଟି ବାସନର ବହୁତ ଚାହିଦା ଦେଖିବାକୁ ମିଳୁଛି । ପ୍ରାୟ ୪ ଦଶନ୍ଧି ପୂର୍ବରୁ ହାଣ୍ଡି ମାଠିଆ, ସୁରେଇ, ମାଟି ଚୁଲି ଏବଂ ଅନ୍ୟାନ୍ୟ ବାସନକୁସନ ବହୁଳ ଭାବରେ ବ୍ୟବହୃତ ହେଉଥିଲା, କିନ୍ତୁ ସମୟ ବଦଳିବା ସହିତ ୱାଟର କୁଲର, ଫ୍ରିଜ୍, ଗ୍ୟାସ୍ ଚୁଲା, ପ୍ଲାଷ୍ଟିକ୍ ଆଦି ସେମାନଙ୍କ ଜାଗା ନେଇଗଲା । ତେବେ, ବର୍ତ୍ତମାନ ପୁଣି ଥରେ ଲୋକମାନଙ୍କ ମଧ୍ୟରେ ମାଟି ବାସନର ଚାହିଦା ଦେଖିବାକୁ ମିଳୁଛି ।
ଆଜି ୨୦୨୨ ମସିହା ଜାନୁଆରୀ ତା ୬ ତାରିଖ ଗୁରୁବାର ଧନୁ ୨୨ ଦିନ ପୌଷ ମାସ ଶୁଳ୍କ ପକ୍ଷ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...
ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଆମେ ପ୍ରତିଦିନ ଏପରି ଅନେକ କାମ କରିଥାଉ ଯାହା ଆମ କାମକୁ ସହଜ ତ କରିଥାଏ କିନ୍ତୁ ତାହାର ବ୍ୟବହାର ଅଶୁଭ ମନାଯାଏ । ଏହା ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ତେବେ ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟକୁ ଅଶୁଭ ବୋଲି ବିବେଚନା କରାଯାଏ ।
ସମସ୍ତଙ୍କ ଚେହେରା ଯେମିତି ଭିନ୍ନ ଭିନ୍ନ ସେହିଭଳି ମୁହଁର ଗଠନ ମଧ୍ୟ ଭିନ୍ନ ଭିନ୍ନ। ମୁହଁର ଗଠନ ଭଳି ଆଇବ୍ରୋ ବା ଭ୍ରୂଲତା ମଧ୍ୟ ଭିନ୍ନ ଭିନ୍ନ ଥାଏ। କିଛି ଲୋକଙ୍କ ଭ୍ରୂଲତା (ଆଇବ୍ରୋ) ଯୋଡି ହୋଇଥାଏ ତ କାହାର ଛଡା ଛଡା ଥାଏ। ଏହିଭଳି ଭ୍ରୂଲତା ଦେଖିବାକୁ ସୁନ୍ଦର ଲାଗେ। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯୋଡି ହୋଇଥିବା ଭ୍ରୂଲତାର ଖାସ ଅର୍ଥ ରହିଛି। ଆସନ୍ତୁ ଜାଣିବା ଯୋଡି ହୋଇଥିବା ଭ୍ରୂଲତା ଶୁଭ ନା ଅଶୁଭ ହୋଇଥାଏ।
ଆଜି ୨୦୨୨ ମସିହା ଜାନୁଆରୀ ତା ୫ ତାରିଖ ବୁଧବାର ଧନୁ ୨୧ ଦିନ ପୌଷ ମାସ ଶୁଳ୍କ ପକ୍ଷ । ତୃତୀୟା ତିଥି ଶ୍ରବଣା ନକ୍ଷତ୍ର ସକାଳ ଘ ୮-୪୯ ମିନିଟ୍ ପର୍ଯ୍ୟନ୍ତ, ତାହାପରେ ଧନିଷ୍ଠା ନକ୍ଷତ୍ର ମକରଚନ୍ଦ୍ର ଭୋଗ ହେବ ।
ଆଜି ୨୦୨୨ ମସିହା, ଜାନୁଆରୀ ତା ୪ତାରିଖ, ମଙ୍ଗଳବାର, ଧନୁ ୨୦ଦିନ, ପୌଷ ମାସ, ଶୁଳ୍କପକ୍ଷ, ଦ୍ୱିତୀୟା ତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ଚନ୍ଦ୍ର । ଆଜି ମକର ରାଶିର ଘାତବାର ଓ ସିଂହ ରାଶି ପୁରୁଷଙ୍କର ଘାତଚନ୍ଦ୍ର । ଆଜି ବୋଇତି କଖାରୁ ଖାଇବା ନିଷେଧ । ଆଜି ଦ୍ୱିତୀୟାର ଚନ୍ଦ୍ର ଦର୍ଶନ ପୂଜା ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ନୂତନ ଏବଂ ଭଲ କରିବା ପାଇଁ ଘରେ ଶୁଭ ଜିନିଷ ଆଣିବା ଆବଶ୍ୟକ। ନୂତନ ବର୍ଷରେ ପରିବାରକୁ ସୁଖ ଆଣିବା ପାଇଁ ବାସ୍ତୁ ଅନୁଯାୟୀ ଶୁଭ ଜିନିଷ ଘରକୁ ଆଣିଲେ ଘର ଓ ଜୀବନରେ ସମୃଦ୍ଧି ଆସିଥାଏ ।
ଆଜି ୨୦୨୨ ମସିହା, ଜାନୁଆରୀ, ୩ ତାରିଖ, ସୋମବାର, ଧନୁ, ୧୯ ଦିନ, ପୌଷ ମାସ, ଶୁଳ୍କ ପକ୍ଷ,ପ୍ରତିପଦା ତିଥି, ପୂର୍ବାଷାଢା ନକ୍ଷତ୍ର,ଧନୁ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ଜାନୁଆରୀ, ୩ ତାରିଖ, ସୋମବାର, ଧନୁ, ୧୯ ଦିନ, ପୌଷ ମାସ, ଶୁଳ୍କ ପକ୍ଷ,ପ୍ରତିପଦା ତିଥି, ପୂର୍ବାଷାଢା ନକ୍ଷତ୍ର,ଧନୁ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା ଜାନୁଆରୀ ୨ ତାରିଖ, ରବିବାର, ଧନୁ ୧୮ ଦିନ, ପୌଷ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଅପାଣଙ୍କ ରାଶିରେ...
ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛ ଅତି ପ୍ରିୟ । ସେଥିଲାଗି ତାଙ୍କ ଶୃଙ୍ଗାରରେ ମୟୂର ପୁଚ୍ଛକୁ ବିଶେଷ ସ୍ଥାନ ଦିଆଯାଇଛି । ଏହା ବିନା ତାଙ୍କର ସ୍ୱରୂପ ଅସମ୍ପୂର୍ଣ୍ଣ ବୋଲି ଜଣାଯାଏ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ଘରେ ମୟୁର ପୁଚ୍ଛ ରଖିଲେ ଘର ମଧ୍ୟରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୟୂର ପୁଚ୍ଛ ସହିତ ଜଡିତ କିଛି ବାସ୍ତୁ ଟିପ୍ସ …
ମଣିଷ ଜୀବନରେ ସଫଳତାର ଅନେକ ମହତ୍ତ୍ୱ ରହିଛି । ଆଜିକାଲି ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବର୍ତ୍ତମାନ କାମକୁ ନେଇ ଖୁସି ନୁହନ୍ତି । ତେଣୁକରି ସେମାନେ ନିଜ କାମ ଉପରେ ଠିକ ଭାବରେ ଧ୍ୟାନ ଦେଇ ପାରୁ ନାହାନ୍ତି ,ସେହି କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏହି ବର୍ଷ ଆରମ୍ଭରୁ ଏମିତି କିଛି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ,ଯାହା ଆପଣଙ୍କୁ ସଫଳତା ପ୍ରଦାନ କରିବ ।
ମେଷଠାରୁ ମୀନ ରାଶି ଯାଏ ବ୍ୟକ୍ତିବିଶେଷ ଜାଣନ୍ତୁ ନିଜର ବାର୍ଷିକ ରାଶିଫଳ.. ଦେଖନ୍ତୁ ଭାଗ୍ୟରେଖାରେ ୨୨ର
ଆଗକୁ ଦେଶରେ ପୁଣି ଥରେ ନିର୍ବାଚନ ହେବାକୁ ଯାଉଛି । ଖୁବ୍ ଶୀଘ୍ର ପଞ୍ଚାୟତ ନିର୍ବାଚନ ହେବା ସହ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ତେବେ ମୋଦିଙ୍କ ପଲ୍ଲା କେତେ ଭାରି ରହିବ ? ସେନେଇ ଆମ୍ ଟିମ୍ ଜ୍ୟୋତିର୍ବିତଙ୍କ ସହ ଆଲୋଚନା କରିଛନ୍ତି ।
ଚଳିତ ବର୍ଷ କିପରି କଟିବ । ଭଲ ରହିବ ନା ସଂଘର୍ଷପୂର୍ଣ୍ଣ ରହିବ । ଜାଣିବା ପାଇଁ ବାର୍ଷିକ ରାଶିଫଳ ଦେଖନ୍ତୁ . . .
ବହୁ ଲୋକଙ୍କ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଘରେ ଆର୍ଥିକ ଅନାଟନ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବହୁ ଦିଗରେ ଧ୍ୟାନ ଦେଲେ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ ।
ମଣିଷର ଭାଗ୍ୟ ମଥାରେ ଲେଖାଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଥାରେ ଥିବା ରେଖା ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରିତ କରିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆପଣଙ୍କର କପାଳର ରେଖା କଣ କହୁଛି । ଚାଲନ୍ତୁ ଜାଣିବା ।