• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Beauty Tips For Hair

Rice water reduces hair loss
କେଶ ଝଡ଼ିବା କମ୍‌ କରେ ପେଜ, ଜାଣନ୍ତି କି?

ଭାତ ଗାଳି ସାରିବା ପରେ ଏହାର ପେଜକୁ ଅଦରକାରୀ ଭାବି ଆମେ ଫିଙ୍ଗି ଦେଇଥାଉ। ଏହାକୁ ନଫିଙ୍ଗି ଘରୋଇ ଉପଚାର ଭାବରେ ଆପଣ ବ୍ୟବହାର କରିପାରିବେ। ତ୍ୱଚା ଓ କେଶକୁ ସୁନ୍ଦର କରିବା ପାଇଁ ପେଜକୁ ବ୍ୟବହାର କରାଯାଇଥାଏ ।

dandruf problems
ରୁପି ସମସ୍ୟା ଦେଖାଦେଉଛି କି ? ଏହିଭଳି କରନ୍ତୁ ଉପଚାର

ରୁପି ଏକ ସାଧାରଣ ସମସ୍ୟା। ଚର୍ମରେ ଯେଉଁଠାରେ ସିବାସିସ୍‌ ଗ୍ଲାଣ୍ଡ ଥାଏ, ସେଠାରେ ରୁପି ଦେଖାଦେଇଥାଏ। ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା। କିନ୍ତୁ ଠିକ୍‌ ସମୟରେ ରୁପିର ଉପଚାର ନକଲେ, ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ ବ୍ୟାପି ଯାଇଥାଏ।

using Hair Serum
ହେୟାର୍‌ ସେରମ୍ ଆମ କେଶ ପାଇଁ କେତେ ଉପକାରୀ, ଜାଣନ୍ତି କି ?

କେଶକୁ ଘନ ଓ ଲମ୍ୱା କରିବା ପାଇଁ ଆପଣ ଅନେକ ଉପଚାର କରିଥା’ନ୍ତି। କେଶ ପାଇଁ ସାଧାରଣତଃ ଆମେ ମାନେ ଏକ ଆୟୁର୍ବେଦିକ ଉପଚାର କରି‌ଆନ୍ତି। କେଶ ଝଡ଼ିଲେ, କୁଞ୍ଚୁକୁଞ୍ଚିଆ ହୋଇଥିଲେ କିମ୍ୱା ଶୁଖାଶୁଖା ହୋଇଯାଉଥିଲେ ଅନେକ ସେରମ୍‌ ବ୍ୟବହାର କରିଥା’ନ୍ତି। ତେବେ ଏହି ସେରମ୍ ଆମ କେଶ ପାଇଁ କେତେ ଉପକାରୀ ଆପଣ ଜାଣନ୍ତି କି ?

Is hair coloring? Here are some tips
ଚୁଟି କଲର୍ କରୁଛନ୍ତି କି ? ଆପାଣାନ୍ତୁ ଏହି ଟିପ୍ସ୍

ଆପଣ ଜାଣିଛନ୍ତି କି ସଠିକ୍ ଭାବେ କେଶ ରଙ୍ଗ ନ କଲେ ଏହା ଆମ କେଶକୁ ଖରାପ ମଧ୍ୟ କରିପାରେ। ତେବେ ଆପଣ ଯଦି କେଶ ରଙ୍ଗ କରୁଥାନ୍ତି ତାହାଲେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଏକ ଅଲଗା ଲୁକ୍ ଦେବ।