• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

salt
ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଖାଦ୍ୟର ସ୍ୱାଦ ବଢାଇଥାଏ ଲୁଣ। ବିନା ଲୁଣରେ ଖାଦ୍ୟ ଖାଇବା ଏକ ପ୍ରକାର ଅସମ୍ଭବ । ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି, ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ଏହି       ଲୁଣ ? ଗୋଟିଏ ବା ଦୁଇଟି ନୁହେଁ, ଏକାଧିକ ରୋଗର ବାହକ ଏହି ଲୁଣ। ଆସନ୍ତୁ ଜାଣିବା, ଶରୀର ପ୍ରତି କେତେ ବିପଦ ଡାକି ଆଣିଥାଏ ଲୁଣ। ୧-ଅଧିକ ଲୁଣ […]

  • Monday, 05 July 2021
toll-macha
ଘରେ ପ୍ରସ୍ତୁତ କରନ୍ତୁ 'ଟୋଲ୍‌ ମାଛ ବେସର'

ଆବଶ୍ୟକୀୟ ସାମଗ୍ରୀ : ମୁଟୁଲା ମାଛ ଭଜା, କଟା ଟମୋଟୋ, କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ସୋରିଷ, ରସୁଣ, କଞ୍ଚାଲଙ୍କା ଓ ପୋସ୍ତ ଦାନା ବଟା, ପାଣି, ତେଲ ଓ ମହୁଲ ଫଳ ଟୋଲକୁ କାଟି ଲୁଣ ହଳଦୀ ଗୋଳାଇ ରଖନ୍ତୁ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ୍‌ ଲଗାଇ ମୁଟୁଲା ମାଛକୁ ଭାଜି ରଖନ୍ତୁ। ଏହାପରେ ଟୋଲ୍‌ ବା ମହୁଳ ଫଳକୁ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ସିଝାଇ ଦିଅନ୍ତୁ। କଡ଼େଇରେ ତେଲ ଗରମ […]

  • Saturday, 03 July 2021
haladi
ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହଳଦୀ

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ। ଅନେକ ରୋଗର ଉପଶମ […]

  • Saturday, 03 July 2021
chadhei-basa
ସିମେଇ ବାର୍ଡ ନେଷ୍ଟ

ଭୁବନେଶ୍ୱର: ଘରେ କିଛି ମିଠା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ସିମେଇ ବାର୍ଡ ନେଷ୍ଟ। ଏହି ମିଠା ଖାଦ୍ୟ ଦେଖିବାକୁ ଯେତିକି ସୁନ୍ଦର ସ୍ୱାଦରେ ମଧ୍ୟ ସେତିକି ଅତୁଳନୀୟ। ତେବେ ଏହି ସିମେଇ ବାର୍ଡ ନେଷ୍ଟ କେମିତି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ:  ମିଲ୍କମେଡ୍‌, କ୍ଷୀର, ସିମେଇ, ବାସୁମତୀ ଚାଉଳ, ଚିନି, କାଜୁ, କିସ୍‌ମିସ୍‌, ଗୁଜରାତି ଗୁଣ୍ଡ ଓ ଘିଅ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ […]

  • Saturday, 03 July 2021
pitha
'କଖାରୁ ଫୁଲ ଅଣ୍ଡା ଚାଟ୍‌'

ଆବଶ୍ୟକ ସାମଗ୍ରୀ: ଲୁଣ, କଟା ଟମାଟୋ, କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ […]

  • Saturday, 03 July 2021
kobi
‘ଫୁଲକୋବି ଖିରି’

ଭୁବନେଶ୍ୱର: ପରିବାରୁ ବି ହୋଇପାରେ ଖିରି। ଫୁଲକୋବି ସହାଯ୍ୟରେ ଆପଣ ଏହି ମିଠା ଖାଦ୍ୟଟି ପ୍ରସ୍ତୁତ କରିପାରିବେ। ତେବେ ଏହି ଖାଦ୍ୟଟି କେମିତି ପ୍ରସ୍ତୁତ କରାଯିବ ଜାଣନ୍ତୁ। ଆବଶ୍ୟକ ସାମଗ୍ରୀ:  କ୍ଷୀର, କାଜୁ, ପିସ୍ତା, କିସ୍‌ମିସ୍‌, ଫୁଲକୋବି, ଚିନି, ମିଲ୍କମେଡ୍ ଲୁଣ ଓ ଘିଅ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ କଡେଇରେ ଘିଅ ଗରମ କରି କଟା କୋବିରେ ଲୁଣ ପକାଇ ଭାଜିଦିଅନ୍ତୁ। ଏହାପରେ କଡେଇରେ କ୍ଷୀରକୁ ଫୁଟାଇ ସେଥିରେ […]

  • Saturday, 03 July 2021
crab
ମାଟି ହାଣ୍ଡି କଙ୍କଡ଼ା

ଆବଶ୍ୟକ ସାମଗ୍ରୀ-  ଟମାଟୋ ପେଷ୍ଟ, ତେଜପତ୍ର, ଫୁଟଣ, କଙ୍କଡ଼ା, ପିଆଜ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ତେଲ ପ୍ରସ୍ତୁତି ପ୍ରଣାଳୀ- କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ। ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ […]

  • Friday, 02 July 2021
chiken
ଦେଶୀ କୁକୁଡା ପତ୍ର ପୋଡା

ଆବଶ୍ୟକ ସାମଗ୍ରୀ :  ଲଙ୍କାଗୁଣ୍ଡ, ହଳଦୀ, ଦେଶୀ କୁକୁଡ଼ା, ଲୁଣ, ପିଆଜ ରସୁଣ ପେଷ୍ଟ, ସୋରିଷ ବଟା, ଜିରା ଧନିଆ ଡାଲଚିନି, ଇଲାଇଚି ପେଷ୍ଟ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ ଦେଶୀ କୁକୁଡ଼ାରେ ଭଲ ଭାବରେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ପିଆଜ ରସୁଣ ବଟା, ସୋରିଷ ବଟା, ଜିରା ଧନିଆ, ଗୁଜୁରାତି ଡାଲଚିନି ବଟା ଦେଇ ଭଲ ଭାବରେ ଗୋଳାନ୍ତୁ। ମସଲା ଭଲ ଭାବରେ ଗୋଳାଇଯିବା ପରେ ଏକ […]

  • Friday, 02 July 2021
chiken
ଚିକେନ୍ ରସା

ଆବଶ୍ୟକ ସାମଗ୍ରୀ: କଞ୍ଚା ଲଙ୍କା, ଡାଲ୍‌ଚିନି, ଚିକେନ୍‌, ପିଆଜ, ଟମାଟୋ, ଗୋଲ ମରିଚ, ତେଲ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ,  ଅଦା ଓ ରସୁଣ ପେଷ୍ଟ, ନଡ଼ିଆ ରସ,ତେଜପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ ପକାନ୍ତୁ।  ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ସହ ଲଙ୍କା ଗୁଣ୍ଡ ପକାନ୍ତୁ। ଏହା ସହିତ ସେଥିରେ କିଛି […]

  • Friday, 02 July 2021
sleep
ରାତିରେ ନଖାଇ ଶୋଇଲେ ଏହିସବୁ ସମସ୍ୟାରେ ପଡ଼ିପାରନ୍ତି

ଆଧୁନିକ ଜୀବନଶୈଳୀ ରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଂଶ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ, ତା’ହେଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ। ଖାଲି ପେଟରେ ରାତିରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ କେଉଁ ସବୁ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ… ଶରୀରରେ ଶକ୍ତି କମ୍‌ […]

  • Thursday, 01 July 2021
dark circle
ଆଖି ତଳେ କଳା ଦାଗ ପଡ଼ିଯାଇଛି କି ? ଜାଣନ୍ତୁ କେମିତି ଦୂର କରିବେ

ଆଖି ତଳେ କଳା ଦାଗ ପଡିଥିଲେ, ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁ ଏହି ସମସ୍ୟା ଦେଖା ଦେଇଥାଏ। ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ୍‌ ହେବା, ଭଲରେ ନିଦ ନ ହେବା ଓ ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର […]

  • Thursday, 01 July 2021
curry leaves 1
ଔଷଧୀୟ ଗୁଣରେ ଭର୍‌ପୁର ଆପଣଙ୍କ ବାଡ଼ିର ଏହି ପତ୍ର

ସାଧାରଣତଃ ଖାଦ୍ୟର ବାସ୍ନା ଓ ସ୍ୱାଦ ବଢ଼ାଇବା ପାଇଁ ଭୃଷଙ୍ଗ ପତ୍ରକୁ ବ୍ୟବହାର କରାଯାଇଥାଏ। ହେଲେ ଅଧିକାଂଶ ଲୋକ ଜାଣିନଥିବେ ଯେ ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍‌ପୁର। ଭିଟାମିନ ଏ, ବି, ସି, ଏମିନୋ ଏସିଡ୍‌, କ୍ୟାଲ୍‌ସିୟମ, ଫାଇବର୍‌, ପ୍ରୋଟିନ୍‌, ଫସ୍‌ଫରସ୍‌ ଓ ଆଇରନ୍‌ ଭଳି ତତ୍ତ୍ୱ ଏହି ପତ୍ରରେ ରହିଛି। ଏମିତି କି ବିଭିନ୍ନ ଆୟୁର୍ବେଦୀୟ ଔଷଧ ପାଇଁ ମଧ୍ୟ ଏହି ପତ୍ର ବ୍ୟବହାର କରାଯାଇଥାଏ। ବ୍ଲଡ୍ […]

  • Thursday, 01 July 2021
diabetes-PHotos
କୋଭିଡ୍ ବେଳେ କିପରି ଡାଇବେଟିସ୍ ଉପରେ କରିବେ ନିୟନ୍ତ୍ରଣ

ବିଶ୍ୱରେ ଆତଙ୍କ ଖେଳାଇଛି କୋଭିଡ୍- ୧୯। ଦିନକୁ ଦିନ ବଢୁଛି ଏହାର ପ୍ରକୋପ।  ଜୀବନ ନେଉଛି, ତା ସାଙ୍ଗକୁ ଲୋକଙ୍କ ଜୀବନକୁ କଣ୍ଟକିତ କରୁଛି । ବିଶେଷକରି ଯେଉଁମାନେ ଡାଏବେଟିସ୍, ହାର୍ଟ, ଲିଭର, କିଡନୀ ସମସ୍ୟା ଜନିତ ରୋଗ ରହିଛି ସେମାନଙ୍କ ପାଇଁ  ବେଶି ବିପଦ ରହିଛି । ଏପରି ପରିସ୍ଥିତିରେ କେବଳ ସଚେତନତା ହିଁ ଆମକୁ କରୋନାଠାରୁ ଦୂରେଇ ରଖି ପାରିବ।  କରୋନା କାଳରେ ଡାଇବେଟିସ୍ ରୋଗ ପ୍ରତି କଣ ସଜାଗ ହେବାକୁ ପଡ଼ିବ ଆସନ୍ତୁ […]

  • Wednesday, 30 June 2021
Untitled-1
ମାଧୁରୀଙ୍କ ସୌନ୍ଦର୍ଯ୍ୟର ରାଜ : ଯୋଗ

ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ହେଉଛି ସର୍ବୋତ୍ତମ ସାଧନା। ଏହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର କରାଯାଇପାରେ। ଏନେଇ ଆଜିକାଲି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଯୋଗକୁ ସେମାନଙ୍କ…

  • Saturday, 26 June 2021
1
କମ ନିଦ ମୃତ୍ୟୁର କାରଣ ହୋଇପାରେ

ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ। ଡାକ୍ତରମାନେ ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କୁ ୬ ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଅନ୍ତି। ପର୍ଯ୍ୟାପ୍ତ ପରିମାଣର ନିଦ ଶରୀରର ଗତିବିଧିକୁ ଠିକ୍ ରଖେ ଏବଂ ଏହା ଆମର ସମ୍ପୂର୍ଣ୍ଣ ଜୀବନଶୈଳୀକୁ…

  • Saturday, 26 June 2021
Untitled-1
ଅଣ୍ଡା ସହ କେବେ ବି ଏହି ଜିନିଷ ଖାଆନ୍ତୁ ନାହିଁ, ହୋଇପାରେ ଏଲର୍ଜି

ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏଥିରେ ପ୍ରଚୁର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଥିବାବେଳେ ଏଥିରେ କାର୍ବୋହାଇଡ୍ରେଟ୍ କମ୍ ଥାଏ। ଏନେଇ ଏହା ଓଜନ ବୃଦ୍ଧି ନ କରି ସ୍ୱାସ୍ଥ୍ୟକୁ ସୁସ୍ଥ…

  • Monday, 21 June 2021
1
କଦଳୀ ଚୋପା ଚର୍ମକୁ ନରମ ରଖିବା ସହ ଆଣେ ଚମକ

ଆପଣ ନିଶ୍ଚୟ ଅନେକବାର କଦଳୀ ଖାଇଥିବେ ଏବଂ କଦଳୀ ଚୋପାକୁ ଡଷ୍ଟବିନରେ ପକେଇଥିବେ। କିନ୍ତୁ ଆପଣ ଜାଣନ୍ତି କି କେବଳ କଦଳୀ ଯେ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କାମ କରେ ନାହିଁ, ବରଂ ଏହାର ଚୋପା ମଧ୍ୟ ସୌନ୍ଦର୍ଯ୍ୟ…

  • Friday, 18 June 2021