ଭାରତ ସରକାରଙ୍କ ଅଧିନସ୍ଥ କାର୍ଯ୍ୟାଳୟରେ ପାସ୍ପୋର୍ଟ ଅଫିସର ଏବଂ ଆସିଷ୍ଟାଣ୍ଟ ପାସ୍ପୋର୍ଟ ଅଫିସର ପଦ ପୂରଣ ପାଇଁ ଆବେଦନ ଜାରି ହୋଇଛି। ପରୀକ୍ଷା ନ ନେଇ ପ୍ରାର୍ଥୀମାନେ ଏଠି କରିପାରିବେ ଚାକିରି।