Advertisment

DRDOରେ ପୂରଣ ହେବ ବୈଜ୍ଞାନିକ ପଦବୀ

DRDO ବୈଜ୍ଞାନିକ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬୩୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।

author-image
Pramod Behera
DRDO Recruitment 2022

DRDO Recruitment 2022

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୈଜ୍ଞାନିକ ‘ବି’ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ DRDO ର ଅଫିସିଆଲ୍ drdo.gov.in ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ www.drdo.gov.in କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଆହୁରି ମଧ୍ୟ, ଏହି ଲିଙ୍କ୍ DRDO Recruitment 2022 Notification PDF ମାଧ୍ୟମରେ ଏହାର ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬୩୦ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଆରମ୍ଭ ତାରିଖ - ୬ ଜୁଲାଇ
  • ଆବେଦନ କରିବାର ଶେଷ ତାରିଖ – ୨୯ ଜୁଲାଇ

ଖାଲି ପଦବୀ:

  • DRDO ରେ ବୈଜ୍ଞାନିକ 'ବି' - ୫୭୯ ପୋଷ୍ଟ୍‌
  • DST ରେ ବୈଜ୍ଞାନିକ 'ବି' - ୦୮ ପୋଷ୍ଟ୍‌
  • ADA ରେ ବୈଜ୍ଞାନିକ / ଇଞ୍ଜିନିୟର 'ବି' - ୪୩ ଟି ପୋଷ୍ଟ
Advertisment

ଯୋଗ୍ୟତା:

  • ସରକାରୀ ବିଜ୍ଞପ୍ତି ଅନୁଯାତୀ ପ୍ରାର୍ଥୀମାନଙ୍କର ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ।

ବୟସ ସୀମା:

DRDO

  • UR / EWS - ୨୮ବର୍ଷ
  • OBC - ୩୧ ବର୍ଷ
  • SC / ST - ୩୩ ବର୍ଷ

DST

  • UR / EWS - ୩୫ ବର୍ଷ
  • OBC - ୩୮ ବର୍ଷ
  • SC / ST - ୪୦ ବର୍ଷ |

ADA

  • UR / EWS - ୩୦ ବର୍ଷ
  • OBC - ୩୩ ବର୍ଷ
  • SC / ST - ୩୫ ବର୍ଷ

ଚୟନ ପ୍ରକ୍ରିୟା:

ଗେଟ୍ ସ୍କୋର କିମ୍ବା ଲିଖିତ ପରୀକ୍ଷା ସହିତ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ।

Govt Jobs DRDO Recruitment 2022
Advertisment
Advertisment