• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର ।ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୧୦ମୀ ଦିବା ୧୧.୫୪ ଗତେ ୧୧ଶୀ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର- ମକର ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

ଶୁଭ ସମୟ:

  • ଦିବା ୦୯.୧୩ ରୁ ୧୦.୫୩
  • ଦିବା ୦୧.୦୬ ରୁ ୦୧.୨୩
  • ସନ୍ଧ୍ୟା ୦୫.୩୪ ରୁ ୦୬.୨୫
  • ରାତ୍ରି ୦୮.୫୯ ରୁ ୧୧.୩୪
  • ରାତ୍ରି ୦୨.୦୮ ରୁ ୦୩.୫୧

ଅଧିକ ପଢ଼ନ୍ତୁ: ଆପଣ ଘର ତିଆରି ପାଇଁ ଢାଲୁ ଜମି କିଣିଛନ୍ତି କି; ଏହା ଶୁଭ ନା ଅଶୁଭ ଜାଣନ୍ତୁ

ଅଶୁଭ ସମୟ:

  • ଋାହୁକାଳ - ଦିବା ୦୨.୪୭ ରୁ ୦୪.୧୦
  • କାଳବେଳା – ଦିବା ୦୧.୨୩ ରୁ ୦୨.୪୭
  • ବାରବେଳା – ପ୍ରାତଃ ୦୭.୪୯ ରୁ ୦୯.୧୩
  • କାଳରାତ୍ରି – ସନ୍ଧ୍ୟା ୦୭.୧୦ ରୁ ୦୮.୪୭