ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ । ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର ।
ଗୁରୁଙ୍କ ବାର୍ଦ୍ଧକ୍ୟ ସମୟରେ ସେ ଯେମିତି ଆଶାର ବାଡ଼ି ପାଲଟି ଯାଇଛନ୍ତି।
ଏଇ ଗାଁରେ ଦ୍ରୌପଦୀଙ୍କ ଜନ୍ମ। ଦେଖନ୍ତୁ କେମିତି ଥିଲା ଦ୍ରୌପଦୀଙ୍କ ପୂରା କ୍ୟାରିଅର?…
ପାଇଖାନାରେ ଆସବାବ ପତ୍ର ରଖୁଥିବା ବେଳେ ପାଇଖାନାକୁ ଲଗେଇ ଏକ ଝାଟିମାଟି ଚାଳ କୁଟୀର ତିଆରି କରି ପୂରା ପରିବାର ରହୁଛନ୍ତି ।
ଏକ ଘରୋଇ ମେଡିକାଲ ପକ୍ଷରୁ ୮ ଜଣ କ୍ୟାନସର ସର୍ଭାଇବରଙ୍କୁ ମାଉଣ୍ଟେନ ଟ୍ରାକିଂର ସୁଯୋଗ ଦିଆଯାଇଥିଲା।
ଭାଇରାଲ ହେଉଛି ଇସ୍ତଫା ପତ୍ର। ଏମିତି ଇସ୍ତଫା ପତ୍ର ଆପଣ କେବେ ବି ଦେଖି ନଥିବେ। ଏହି ଇସ୍ତଫା ପତ୍ର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ନିଆରା ଗଛ ପ୍ରେମ। ଝଡ ବେଳେ ସେ ଯେମିତି ଏକ ଗଛକୁ ରକ୍ଷା କରୁଛନ୍ତି, ଯେ କେହି ବି ତାଙ୍କୁ ସମ୍ମାନ ଦେବ।
୨ ସପ୍ତାହରେ କମାଇଲେ ୬ କିଲୋ ଓଜନ । ଚର୍ଚ୍ଚାରେ ବ୍ରହ୍ମପୁର ଫିିଜିକାଲ୍ ଏକାଡେମୀ ।
ଶିକ୍ଷାରେ କ୍ଷେତ୍ରରେ ଆଗଉଛନ୍ତି ଝିଅ। ପୁଅମାନଙ୍କୁ ପଛରେ ପକେଇ ସବୁଥିରେ ପାଉଛନ୍ତି ସଫଳତା। ୟୁପି ବୋର୍ଡ ପରୀକ୍ଷାରେ କେଉଁମାନେ ଆଗରେ ଅଛନ୍ତି ଆସନ୍ତୁ ଜାଣିବା।
ଆପଣ ନିଜ ପିଲାର ଯତ୍ନ ପାଇଁ ଘରେ ଆୟା ରଖୁଛନ୍ତି କି? ତେବେ ହୁସିଆର୍। ଆପଣଙ୍କ ପିଲା ସହ କିଛି ବି ହୋଇପାରେ। ଦେଖନ୍ତୁ ଏହି ଭିଡିଓ…
ଭାରତରେ ରହିଛି ବିଶ୍ୱର ସର୍ବୋଚ୍ଚ ଡାକଘର। ୧୪ ହଜାର ୫ ଶହ ୬୭ ଫୁଟ ଉଚ୍ଚରେ ରହିଛି ଏହି ଡାକଘର। କେଉଁଠି ଅଛି ଜାଣିବା ପାଇଁ ପଢନ୍ତୁ।
ଏ ଦୁନିଆଁରେ ଅନେକ ଅଜବ ପରମ୍ପରା ରହିଛି। ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଥରେ ହିଁ ଗାଧୋଇଥାନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ପୂରା ଜାଣିନେବା…
ଏଠି ଚପଲ ପିନ୍ଧିବା ବ୍ୟାନ୍। ଯିଏ ପିନ୍ଧିବ ସିଏ ପାଇବ କଠୋର ଦଣ୍ଡ। ଗାଁର ସମସ୍ତେ ଏହି ନିୟମ ମାନିବାକୁ ବାଧ୍ୟ।
ରାସ୍ତା ମଝିରେ ଏକ ଗାଡିରୁ ଗଳିପଡିଲା ଏକ ଛୋଟ ପିଲା। ଟିକିଏ ଡେରି ହୋଇଥିଲେ ଏକ ବସ୍ ମାଡିଯାଇଥାନ୍ତା। ଏକ ଟ୍ରାଫିକ୍ ପୋଲିସ୍ଙ୍କ ବୁଦ୍ଧି ତାଙ୍କୁ ବଞ୍ଚେଇଦେଲା।
କେବେ ଖାଇଛନ୍ତି କି ପାନ ମସଲା ମ୍ୟାଗି! ଯଦି ଖାଇ ନାହାନ୍ତି ତେବେ ଏହି ଭିଡିଓ ଦେଖନ୍ତୁ ଆଉ ଜାଣନ୍ତୁ ଏହି ଯୁବକ କିପରି ମ୍ୟାଗିରେ ପାନ ମସଲା ମିଶେଇ ଖାଉଛନ୍ତି।
ସୁଡ଼ଙ୍ଗ ଖୋଳି, ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲଠୁ ମାତ୍ର କିଛି ଫୁଟ୍ ଦୂରରେ ରେସ୍କ୍ୟୁ ଟିମ୍ । ଜଳସ୍ତର ହ୍ରାସ ପାଇଁ ଆଖପାଖ ଗାଁରେ ଖୋଲିଦିଆଯାଇଛି ବୋରୱେଲ ।
ଛୋଟ ବେଳୁ ଚାଲିଗଲେ ବାପା। ଚାରିଆଡେ ନକ୍ସଲଙ୍କ ଭୟ ସତ୍ତ୍ୱେ ସେ ମନରେ ଭରିଲେ ସାହସ। ଆଜି ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ଜିତି ହୋଇଗଲେ ଚାମ୍ପିଅନ୍।
ବିବାହ ସାଜିଲା କାଳ। ଭାଙ୍ଗିଗଲା ସବୁ ସ୍ୱପ୍ନ। ସ୍ୱାମୀଙ୍କ ମାଡ ଅସହ୍ୟ ହେଲା। ହେଲେ ଉଚିତ ନିଷ୍ପତ୍ତି କରିଦେଲା ତାଙ୍କୁ ପୋଲିସ୍ ଅଫିସର। ଜାଣନ୍ତୁ ନୌଜିଶାଙ୍କ ଯନ୍ତ୍ରଣାର କାହାଣୀ।
ସାଲ୍ୟୁଟ୍ ଭାରତୀୟ ସେନା। ୩୦୦ ଫୁଟ୍ ତଳେ ବୋର୍ୱେଲ ଭିତରେ ପଡିଥିବା ଶିଶୁକୁ ରକ୍ଷା କରିଦେଲେ। ଦେଖନ୍ତୁ ଭିଡିଓ…
ଜନ୍ମଦିନରେ ନିଆରା ରେକର୍ଡ, ଓଡ଼ିଶାର ସର୍ବ କନିଷ୍ଠ ଜୁନିୟର ଆଡଭାନ୍ସଡ୍ ଓପନ ୱାଟର୍ ସ୍କୁବା ଡାଇଭର ହେଲେ ଓଡ଼ିଆ ଝିଅ ତିସ୍ୟା। ୭୦ ଫୁଟ ପାଣି ଗର୍ଭରେ ସ୍କୁବା ଡାଇଭ୍ କଲେ।
ବିବାହ ପରେ କ୍ଷମା ବିନ୍ଦୁଙ୍କ ଖୁସି ବ୍ୟକ୍ତ । କହିଲେ, ୮ ଜଣ ଆତ୍ମୀୟ ସ୍ୱଜନଙ୍କ ଗହଣରେ ବିବାହ ସମ୍ପନ୍ନ ହେଲା । ମୁଁ ବହୁତ ଖୁସି ।
କ୍ଷମାଙ୍କ ଜିଦ୍ ରହିଲା । ନିଜକୁ ନିଜେ ବିବାହ କଲେ ବଡ଼ୋଦରାର କ୍ଷମା ।
ଯୁବକଙ୍କ ପାଇଁ ଭାରି ପଡିଲା ଅତ୍ୟଧିକ ଭାଏଗ୍ରା ସେବନ। ଜୀବନ ଯାଉ ଯାଉ ବଞ୍ଚିଗଲା।
ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା । ଓଟିଭିରେ ଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ, ଥଇଥାନ ଉଦ୍ୟମ ।
ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଥିବା ସ୍ୱାମୀର ପ୍ରେମ ଶେଷରେ ଜିତିଯାଇଛି । ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଅନ୍ୟ ଜଣେ ପୁରୁଷଙ୍କୁ ବିବାହ ପୂର୍ବରୁ ପତ୍ନୀଙ୍କୁ ଫିଲ୍ମ ଷ୍ଟାଇଲ୍ରେ ଉଦ୍ଧାର କରିଛନ୍ତି ସ୍ୱାମୀ ।