• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

jajpur
କଲବଲ କରୁଛି ଅଣ୍ଟାତଳ ଘା’: ବଞ୍ଚି ଥାଉ ଥାଉ ନର୍କଯନ୍ତ୍ରଣା ଭୋଗୁଛନ୍ତି ପ୍ରଭାତ

ନୂଆପାଟଣା ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ପ୍ରଭାତ । ବୟସ ୨୭ ବର୍ଷ । ଦେହରେ ବ୍ୟାପିଛି ଏକ ଭୟଙ୍କର ଘା । ପ୍ରଥମେ ଅଣ୍ଟା ତଳକୁ ଛୋଟିଆ ଘା ଟିଏ ହୋଇଥିଲା । ଏହାର ଆକାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେଉଁ କାରଣରୁ ଘା ବଢୁଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ପ୍ରଭାତ ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ

Benefits of walnuts
ସାସ୍ଥ୍ୟ ପାଇଁ ଅଖରୋଟ୍, କୋଲେଷ୍ଟ୍ରଲ ନିୟନ୍ତ୍ରଣ କରାଏ ଅଖରୋଟ୍

ସ୍ୱାସ୍ଥ୍ୟ ପାଇଁ ଅଖରୋଟ୍ ବହୁତ ଲାଭଦାୟକ ଅଟେ । ଆଜି ଆମେ ଅଖରୋଟ୍ ର ବିଭିନ୍ନ ଲାଭଦାୟକ ଉପକାରିତା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ୍ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ ଏବଂ କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ । ତେବେ ଚାଲନ୍ତୁ ଜାଣିବା ଅଖରୋଟ୍ ବିଭିନ୍ନ ଉପକାରିତା ବିଷୟରେ.

Jajpur
ଯାଜପୁରରେ ସ୍ୱାସ୍ଥ୍ୟ ସେବା ଢିଲା: ହାଡ଼ ରୋଗୀଙ୍କୁ ଦେଖୁଛନ୍ତି ମେଡ଼ିସନ୍‌ ଡାକ୍ତର

ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ

lemon tea
ଗଳା ଯନ୍ତ୍ରଣା ଦୂର କରେ ‘ଲେମନ ଟି’

ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି l ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ ।

benefits of lychee
ଇମ୍ୟୁନିଟି ବଢାଇଥାଏ ଲିଚୁ

ଲିଚୁ ପାଟିକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ଲିଚୁରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଯାହାକି ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଲାଭଦାୟକ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଲିଚୁର ଉପକାରିତା ବିଷୟରେ…

Researches In Search Of Wonder Herbs On Gandhamardan
ଗନ୍ଧମାର୍ଦ୍ଦନର ବୃକ୍ଷକୁ ନେଇ ଗବେଷଣା : ଗଛର କେମିକାଲକୁ ନେଇ ଗୁରୁତର ରୋଗର ଔଷଧ ପାଇଁ ଚେଷ୍ଟା

ପୁରାଣରେ ବର୍ଣ୍ଣିତ ଅଛି ବିଶଲ୍ୟକରଣୀ ପାଇଁ ପବନ ପୁତ୍ର ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଆଣିଥିଲେ । କାରଣ ଏହି ପର୍ବତରେ ରହିଥିଲା ନାନାଦି ଔଷଧୀୟ ଗୁଣଯୁକ୍ତ ବୃକ୍ଷ, ଯାହାକି ବର୍ତ୍ତମାନ ଯାଏଁ ତାର ଅସ୍ତିତ୍ୱ ବଂଚାଇ ରଖିଛି । ଆଉ ଏବେ ସେହି ଗନ୍ଧମାର୍ଦ୍ଦନ ବୃକ୍ଷର ବିଭିନ୍ନ ରାସାୟନିକ ଗୁଣକୁ ବୈଷୟିକ ପଦ୍ଧତିରେ ବ୍ୟବହାର କରି କ୍ୟାନସର ଭଳି ଗୁରୁତକ ରୋଗକୁ ପ୍ରତିହତ କରିବା ପାଇଁ ଚାଲିଛି ଚେଷ୍ଟା

Honey
ସ୍ୱାସ୍ଥ୍ୟ ପାଇଁ ମହୁ,ଆସନ୍ତୁ ଜାଣିବା, ମହୁର ଉପକାରିତା ବିଷୟରେ

ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଲାଭଦାୟକ ଅଟେ । ଆୟୁର୍ବେଦରେ ମହୁକୁ ଏକ ଓୌଷଧ ଭାବେ ପରିଗଣିତ ହୋଇଥାଏ । ମହୁ ପାଟି ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ । ତେବେ ଚାଲନ୍ତୁ ଜାଣିବା ମହୁର ବିଭିନ୍ନ ଉପକାରିତା ବିଷୟରେ ।

Raisins
ସ୍ୱାସ୍ଥ୍ୟ ପାଇଁ କିସମିସ୍,ଜାଣିବା ଏହାର ଲାଭଦାୟକ ଗୁଣ

ଶରୀର ପାଇଁ କିସମିସ ବହୁତ ଲାଭଦାୟକ ଅଟେ । କିସମିସ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ଏହା ବହୁତ ଉପକାରୀ ।

 Rock sugar
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମିଶ୍ରି; ଆସନ୍ତୁ ଜାଣିବା, ମିଶ୍ରିର ବିଭିନ୍ନ ଉପକାରିତା ବିଷୟରେ

ମିଶ୍ରି ପାଟିର ସ୍ୱାଦ ବଢାଇବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ

cashew
ସ୍ୱାସ୍ଥ୍ୟ ପାଇଁ କାଜୁ,ସ୍ମରଣ ଶକ୍ତି ବଢାଏ କାଜୁ

ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଅଧିକାଂଶ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇଥାଉ । ଶରୀର ପାଇଁ ପୋଷକ ତତ୍ତ୍ୱ ଯୋଗାଉଥିବା ଖାଦ୍ୟ ମଧ୍ୟ ସେବନ କରିଥାଉ । ସେହି ଖାଦ୍ୟ ମଧ୍ୟରେ କାଜୁରେ ଭରି ରହିଛି ପୋଷକ ତତ୍ତ୍ୱ । ଏଥିରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ। ତେଣୁ ନିୟମିତ ଗୋଟିଏ କାଜୁ ଖାଇବା ଦ୍ୱାରା ସମସ୍ତ କଥା ସହଜରେ ମନେ ରହିଥାଏ

plum
ଓଜନ ହ୍ରାସ କରାଏ ପ୍ଲମ୍

ପ୍ଲମ୍ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପ୍ଲମ୍ ରେ ଥିବା ଭିଟାମିନ-ସି ଆମ ଶରୀରକୁ ସୁସ୍ଥ ରଖିବା ସହ ମାଂସପେଶୀରେ ରକ୍ତ ଗଠନ କରିବାରେ ସାହାଯ୍ୟ କରେ । ତେବେ, ଚାଲନ୍ତୁ ଜାଣିବା ପ୍ଲମ୍ ଶରୀରର ପାଇଁ କେତେ ଲାଭଦାୟକ ।

mukund bhoi
ଖଟରେ ପଡ଼ି ପଡ଼ି ନର୍କ ଯନ୍ତ୍ରଣା ଭୋଗୁଛନ୍ତି ମୁକୁନ୍ଦ : ପରିବାର ଚଳାଇବା ପାଇଁ ପର ଘରେ ମୂଲ ଲାଗୁଛି ଝିଅ

ଖଟରେ ପଡ଼ି ପଡ଼ି ହାଡ଼ ଗଣି ହୋଇ ଗଲାଣି । ଉପରେ କେବଳ ଚର୍ମର ପରଦା ପଡ଼ିଛି । ନାହିଁନଥିବା ଯନ୍ତ୍ରଣା ଭୋଗୁଛନ୍ତି ମୁକୁନ୍ଦ ଭୋଇ । ପରିବାର ଚଳାଇବା ପାଇଁ ପର ଘରେ ମୂଲ ଲାଗୁଛି ଝିଅ

  • Saturday, 28 August 2021
peach
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପିଚ୍, କ୍ୟାନ୍ସର ଭଳି ରୋଗରୁ ଦେଇଥାଏ ସୁରକ୍ଷା

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଫଳ ହେଉଛି ପିଚ୍ । ପିଚ୍ ରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ମିନେରାଲ୍ସ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ଚାଲନ୍ତୁ ଜାଣିବା । ପିଚ୍ ରେ ଉପକାରିତା ବିଷୟରେ…

hair loss problems
କେଶ ଝଡ଼ିବା ସମସ୍ୟାରୁ ପାଇବେ ମୁକ୍ତି,ପ୍ରତିଦିନ ଖାଆନ୍ତୁ ଏହି ଖାଦ୍ୟ

କାହିଁକି ଝଡ଼େ କେଶ ? ସୁସ୍ଥ ଏବଂ ମଜବୁତ କେଶ ପାଇଁ କ’ଣ ଡାଏଟ୍ ଜରୁରୀ ?

benifits of water
ସ୍ୱାସ୍ଥ୍ୟ ପାଇଁ ପାଣି,ନିୟମିତ ପାଣି ପିଇଲେ କମିଥାଏ ଓଜନ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଦ୍ୟ ପାନୀୟର ଅନିୟମିତତା କାରଣରୁ ଶରୀରରେ ମେଦବୃଦ୍ଧିର ଶିକାର ହେଉଛନ୍ତି ଅନେକ ଲୋକ । ତେବେ ଏହାକୁ ଏଡାଇବା ନିୟମିତ ଯୋଗ ବ୍ୟାୟାମ କରିବା ସହିତ ନିୟମିତ ପାଣି ପିଇବା ସହିତ ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇପାରିବ । ପାଣି ପିଇବା ଦ୍ୱାରା ଶରୀରକୁ ହାଇଡ୍ରେଟ୍ ହୋଇଥାଏ ଏବଂ ପାଣି ମଧ୍ୟ ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବାର ଶକ୍ତି ମଧ୍ୟ ଦେଇଥାଏ ।

binika
ଖଟିଆରେ ପଡ଼ି ପଡ଼ି ଦୁର୍ବିସହ ଜୀବନ କଟାଉଛନ୍ତି ଘରର ମୁରବୀ : ଖାଇବାକୁ ଦାନା ମୁଠେ ନାହିଁ, ଚିନ୍ତାରେ ପରିବାର

ପରିବାର ଚଳାଇବା ପାଇଁ ସେ ଶ୍ରମିକ ଭାବେ କାମ କରୁଥିଲେ । ଯାହାଯେତିକି ରୋଜଗାର ହେଉଥିଲା ଦୁଃଖେ ସୁଖେ ପରିବାର ଚଳୁଥିଲା । ହେଲେ ରାଇସ ମିଲରେ ତାଙ୍କ ଉପରେ ଧାନବସ୍ତା ପଡିଯିବା ପରେ ଏବେ ଯନ୍ତ୍ରଣାରେ ଛଡପଟ ହୋଇ ବିଛଣାରେ ପଡି ଦୁର୍ବିସହ ଜୀବନ କାଟୁଛନ୍ତି ।

AIIMS
ଆଉ ପାଦେ ଆଗେଇଲା ଭୁବନେଶ୍ୱର AIIMS, ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ଆରମ୍ଭ

ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍‌ସ । ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି ।

Fenugreek
ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ ମେଥି, ଅନ୍ୟ ଉପକାରକିତା ସମ୍ପର୍କରେ ଜାଣନ୍ତୁ . . . .

ସାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ଓ ନିଜର ତ୍ୱଚ୍ଚାକୁ ସୁରକ୍ଷିତ ରଖିବା ପାଇଁ ଡାକ୍ତର ସର୍ବଦା ପରାମର୍ଶ ଦେଇଥାନ୍ତି । ତେବେ ଆଜି ଆମେ ମେଥିର ବିଭିନ୍ନ ଲାଭଦାୟକ ଉପକାରିତା ବିଷରେ କହିବାକୁ ଯାଉଛୁ । ପ୍ରାୟତଃ ମେଥି ସମସ୍ତଙ୍କ ଘରେ ଖୁବ ସହଜରେ ମିଳି ଯାଇଥାଏ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ନେଇ ଓଜନ କମାଇବା ପର୍ଯ୍ୟନ୍ତ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ମେଥି ଦାନାର ଉପକାର ବିଷୟରେ

AIIMS
ଗରିବ ଲୋକଙ୍କୁ ମାଗଣାରେ ଇକ୍‌ମୋ ଚିକିତ୍ସା ଯୋଗାଇବ ଏମ୍ସ

ଏମ୍ସର ବଡ଼ ନିଷ୍ପତ୍ତି। ଏଣିକି ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ଯୋଗାଇବ ଏମ୍ସ। ଭୁବନେଶ୍ୱର ଏମ୍ସରେ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ମିଳିବ। ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଚିକିତ୍ସା ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଗତ ଜୁଲାଇ ୧୫ରୁ ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ।

clove oil
ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ତେଲ: ଜାଣନ୍ତୁ ଏହାର ଉପକାରିତା

ଲବଙ୍ଗ ଏକ ଉପକାରୀ ମସଲା । ଆୟୁର୍ବେଦ ଅନୁଯାୟୀ, ଲବଙ୍ଗ ସହିତ ଏହାର ତେଲ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦୂର କରିବାରେ ପ୍ରଭାବଶାଳୀ ହୋଇଥାଏ । ଲବଙ୍ଗ ଖାଦ୍ୟର ସ୍ୱାଦ ବଢାଇବା ଏବଂ ସୁସ୍ଥ ରହିବା ପାଇଁ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ଲବଙ୍ଗ ତେଲର ଅନେକ ଜଣା ଅଜଣା ଲାଭଦାୟକ ଗୁଣ ବିଷୟରେ ।

 coconut oil
ହାର୍ଟ ପାଇଁ ଭାରି ଉପକାରୀ ନଡ଼ିଆ ତେଲ

ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ଆସନ୍ତୁ ଜାଣିବା ନଡ଼ିଆ ତେଲର ବିଭିନ୍ନ ଲାଭଦାୟକ ଗୁଣର କିଛି ଜଣା ଅଜଣା କଥା।

sonepur
ଘର କୋଣରେ ପଡ଼ି ରହିଛନ୍ତି ମେଧାବୀ ତୃଷ୍ଣାରାଣୀ : ଆଖିକୁ ଦେଖାଯାଉନି କି କାନକୁ ଶୁଭୁନି

ମେଧାବୀ ଛାତ୍ରୀଙ୍କ ଉପରେ ଦାଉ ସାଜିଲା ଦଇବ । ପାଠପଢ଼ି ଚାକିରି କରିବାର ସ୍ୱପ୍ନ ସବୁଦିନ ପାଇଁ ହଜିଗଲା । ସମସ୍ତଙ୍କ ଭଳି ପାଠ ପଢିବାକୁ ମନରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ସେଥିପାଇଁ କଠିନ ପରିଶ୍ରମ ମଧ୍ୟ କରୁଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ହଠାତ ଆଖିକୁ ଆଉ ଦେଖାଗଲା ନାହିଁ କି କାନକୁ ବି ଶୁଣାଗଲା ନାହିଁ

BSKY
ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ : ଏସ୍ଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର

ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ । ଏନେଇ ଏସଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଏହି କାର୍ଡ । ଏଥିପାଇଁ ସହରାଞ୍ଚଳରୁ ନେଇ ପଞ୍ଚାୟତ ପର୍ଯ୍ୟନ୍ତ କମିଟି ଗଠନ କରିବେ ସରକାର

jamun
ଶରୀର ପାଇଁ ଲାଭଦାୟକ ଜାମୁକୋଳି

ଔଷଧୀୟ ଗୁଣରେ ଭରପୁର ଜାମୁକୋଳି । ଆୟୁର୍ବେଦ ଅନୁସାରେ ଜାମୁ କୋଳିକୁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବେ ବିବେଚନା କରାଯାଏ। ଜାମୁକୋଳି ,ଏହାର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ,ସି ଓ କେରୋଟିନ୍ ରହିଛି ।

benefits of mustard oil
ମାଂସପେଶୀ ଏବଂ ହାଡ ମଜବୁତ କରେ ସୋରିଷ ତେଲ, ଜାଣନ୍ତୁ ଏହାର ଅନେକ ଲାଭଦାୟକ ଗୁଣ

କର୍ମମୟ ଜୀବନ ଭିତରେ ଆମେମାନେ ନିଜକୁ ସମୟ ଦେଇପାରୁନା । ବିଶେଷକରି ମହିଳାମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଶରୀର ପାଇଁ ରାମବାଣ ଭଳି କାମ କରେ ସୋରିଷ ତେଲ । ସୋରିଷ ତେଲରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ । ଏହା ଶରୀରର ମାଂସପେଶୀ ଏବଂ ହାଡକୁ ମଜବୁତ କରିଥାଏ । ସୋରିଷ ତେଲରେ ଶରୀରକୁ ମାଲିସ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ ।