• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Incense sticks
ଦିନେ ପିଲାଙ୍କୁ ପଢାଇପାରୁନଥିଲେ...ଏବେ ଧୂପ ତିଆରି କରିବା ପରେ....

ସ୍ୱାମୀଙ୍କ ରୋଜଗାର କମ୍‌ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର

special story
ଦିନେ ଇଞ୍ଜିନୟର ଥିଲେ...ଏବେ ଜୋତା ତିଆରି କରି ରୋଜଗାର କରୁଛନ୍ତି...

ଇଞ୍ଜିନିୟର ଥିଲେ, ଦୁବାଇରେ ଚାକିରି କରୁଥିଲେ । ଘର ପାଖରେ କିଛି କରିବାର ନିଶା ଏମିତି ଘାରିଲା ଯେ ଜୋତା ତିଆରି କରିବାକୁ ନିଷ୍ପତ୍ତି ନେଲେ ଦୁଇ ସାଙ୍ଗ । ଏବେ ବୁଟ୍‌ ତିଆରି କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

tragic story
ଅଜଣା ରୋଗରେ ଜର୍ଜରିତ ରାଜୀବ...ସାହାଯ୍ୟ ନମିଳିଲେ...

ରୋଜଗାର କରୁଥିଲେ ପରିବାର ଚଳୁଥିଲା । ଅଜଣା ରୋଗରେ ପଡିବା ପରେ ଭୋକ ଉପାସରେ ପରିବାର । ଖାଇବାକୁ ପାଉନାହାନ୍ତି ପିଲା । କାନ୍ଦିକାନ୍ଦି ବାପାଙ୍କୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଆପଣ ସାହାଯ୍ୟ କଲେ ବଞ୍ଚିଯିବ ରାଜୀବଙ୍କ ପରିବାର

Commissionerate police
ସାବଧାନ ବେପରୁଆ ବୁଲେଟ୍‌ ରାଜା...

ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍‌ । ଏଥର ଫାଇନ୍‌ ନୁହେଁ ବରଂ ଦେଖାସାକ୍ଷାତ୍‌ କୋର୍ଟରେ ହେବ

cancer patients
ସାନ ସିନା ଦାନ ତା ମହାନ୍‌

ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ

News Fuse
ଇଏ ଚନ୍ଦ୍ରକୁ ଗଲେ ସବୁ ଅଗଲ ବଗଲ କରିଦେବେ..

ନାଇ ନାଇ.. ୟାଙ୍କୁ ଚନ୍ଦ୍ରକୁ ନେବାନି.. ଇଏ ଚନ୍ଦ୍ରକୁ ଗଲେ ସବୁ ଅଗଲ ବଗଲ କରିଦେବେ..

Divyang singer
ମୋ ଜୀବନ ବ୍ୟର୍ଥ ନୁହେଁ.. ମୁଁ ଗୀତ ଗାଇବି.. ସମସ୍ତେ ଖୁସି ହେବେ..

ଏ ଜୀବନଟା କେବେ ମୂଲ୍ୟହୀନ ନୁହେଁ..ସେଇଥି ପାଇଁ ତ ନିଜର ଦୁର୍ବଳତାକୁ ନେଇ ଭାଙ୍ଗିପଡ଼ିବା ବଦଳରେ ସେ ନିଜର ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି.. ଆଉ ଖୁସି ରହୁଛନ୍ତି.. ସେ ଅନ୍ୟମାନଙ୍କ ଭଳି ନୁହନ୍ତି ସତ.. ହେଲେ ଅନ୍ୟକୁ ଖୁସି ଦେଇ ନିଜେ ଖୁସି ହେବାରେ ସେ ହେଉଛନ୍ତି ମାଷ୍ଟର୍..

  • Saturday, 09 September 2023
Train Tragedy
କଣ ଦୋଷ ଥିଲା ନବଘନଙ୍କର?

ପ୍ରବଳ ଝଡ଼ବାତ୍ୟା ହେଉଥାଏ.. ଘାଇଁ ଘାଇଁ ପବନକୁ ତୁହାକୁ ତୁହା ବର୍ଷା କାଚୁଥିଲା.. ଅପ-ଲାଇନରେ ଥିବା ଏକ ବଗି ତଳେ ଆଶ୍ରୟ ନେଇଥିଲେ ୮ ଶ୍ରମିକ.. କିନ୍ତୁ ହଠାତ୍ ପବନର ବେଗକୁ ସମ୍ଭାଳି ନପାରି ବଗି ଗୁଡ଼ିକ ଏକ୍ସପ୍ରେସ ଭଳି ଗଡ଼ିବା ଆରମ୍ଭ କରିଥିଲା.. ଆଉ ତା’ପରେ..

Locals express concern over erratic road conditions in Cuttack
କଟକର_ସ୍ମାର୍ଟ_NH ! ନଜର ହଟିଲେ କଚଡ଼େ ଖାଇବେ...

ସାମାନ୍ୟ ଅସତର୍କ ହେଲେ କଚଡ଼ାଏ ଖାଇଯିବେ.. କେହି ପିଠିରେ ପଡିବେନି.. ଏଇ ରାସ୍ତାରେ ଯିବେ ଯଦି ଭିଡ଼କୁ ଭୟ କଲେ ହେବନି.. କାରଣ ଏଇଠି ଆମ୍ବୁଲାନ୍ସ ବି ଧୈର୍ଯ୍ୟ ଧରି ଅପେକ୍ଷା କରେ..

  • Saturday, 09 September 2023
Son allegedly tortures parents in Odisha’s Kamakhyanagar
ପୁଅର ନିଶା: ବାପା ମାଆକୁ ମାରିବ.. କୋଟିପତି ହେବ !

ଅସହାୟ ହୋଇ ଜଣେ ବାପା କାନ୍ଦୁଛି..ଛାତିରେ ତାରେ ଅନେକ କୋହ.. ଆଉ ତା ବାହୁରେ ବଳ ନାହିଁ.. କି ଛାତିରେ ଜୁ ନାହିଁ.. ଯାହାକୁ ବଳ ବୟସ ଅର୍ଥ ଖର୍ଚ୍ଚ କରି ଛୋଟରୁ ବଡ଼ କଲା ସେଇ ପୁଅ ଆଜି ମାରିଦେବାକୁ ଜଗିଛି..

  • Friday, 08 September 2023
Woman receives money order after 5 years in Odisha’s Konark
୨୦୧୮ର ମନିଅର୍ଡର ୨୦୨୩ରେ ମିଳିଲା

ବାପା ପଠେଇଥିଲେ ବାଲି ତୃତୀୟା ଭାର.. ମାତ୍ର ୮୦ କିଲୋମିଟର ଦୂରରୁ ମନିଅର୍ଡର ଆସିବାକୁ ଲାଗିଗଲା ଦୀର୍ଘ ୫ ବର୍ଷ..

  • Friday, 08 September 2023
 5T secy
କଥା ଦେଇ କଥା ରଖୁନାହାନ୍ତି ୫ଟି ସଚିବ

୫ଟି ସଚିବଙ୍କ ଜନଶୁଣାଣିକୁ ଅନେକ ରାଜନୈତିକ ବିରୋଧ ଏବଂ ସମାଲୋଚନା କରାଯାଉଛି.. ପାଣ୍ଡିଆନଙ୍କ ପ୍ରତିଶ୍ରୁତି ଯଦି ଏମିତି ଫେଲ୍ ମାରିବ ତେବେ ନିଶ୍ଚିତ ସମାଲୋଚକଙ୍କ ମୁହଁ ଆହୁରି ବଢିଯିବ ଏବଂ ଜନତା ମଧ୍ୟ ନିରାଶ ହେବେ..

  • Friday, 08 September 2023
Family performs daughter’s last rites in Odisha’s Aul as she marries against their will
ଏପେଟେ ଜିତିଲା ପ୍ରେମ ସେପଟେ ପରିବାର କଲା ପିଣ୍ଡଦାନ

ଝିଅର ବାହାଘର ଦିନ ଶୁଦ୍ଧିକ୍ରିୟା ପାଳିଲେ ପରିବାର ଲୋକ.. ଏପଟେ ପଡ଼ୁଥିଲା ହାତଗଣ୍ଠି.. ସେପଟେ ପିଣ୍ଡଦାନ କରୁଥିଲେ ବାପା ମାଆ..

Basic amenities still a distant dream
ଘରଟିଏ ଦେବାକୁ ଟଙ୍କା ନେଇଗଲେ, ହେଲେ ଏଯାଏ ଘର ମିଳୁନି

ପକ୍କା ଘରଟିଏ ନାହିଁ, ନା ମିଳୁଛି ନା ମିଳିବାର ଆଶା ଅଛି । ଶାସକ ଦଳ ନବୀନ ବିକାଶର କଥା କହୁଛି । ହେଲେ ଏହି ଗାଁ, ଗାଁର ଚିତ୍ର ଏବଂ ଲୋକମାନଙ୍କ ଦୁର୍ଦ୍ଦଶା ଦେଖିଲେ ଆପଣ ବି କହିବେ ଏଠି ଅପହଞ୍ଚ ନବୀନ ବିକାଶ…

Honey farming
ଘର ସମ୍ଭାଳନ୍ତି, ତା ସାଙ୍ଗକୁ ମହୁଚାଷ କରି ପରିବାର ସମ୍ଭାଳୁଛନ୍ତି..

ଘରେ ରହି ପରିବାରର ଦାୟିତ୍ୱ ବୁଝନ୍ତି । ସମୟ ବାହାର କରି ମହୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଘରର ଆର୍ଥିକ ସ୍ଥିତିରେ ନିଜର ଯୋଗଦାନ ଦେଉଛନ୍ତି ଗୃହିଣୀ । ଭଦ୍ରକ ଚାନ୍ଦବାଲି ସାଏନ୍ତା ଗ୍ରାମର ମହିଳା ଅନ୍ୟମାନଙ୍କ ପାଇଁ ଆଜି ପ୍ରେରଣା....

special story
ଦୁନିଆକୁ ଦେଖି ପାରୁ ନାହାନ୍ତି, କିନ୍ତୁ ଅନ୍ୟମାନଙ୍କୁ ଆଲୋକିତ କରି ଚାଲିଛନ୍ତି ଦୃଷ୍ଟିବାଧିତ ଅଧ୍ୟାପକ

ନିଜ ଆଖିରେ ଜ୍ୟୋତି ନଥିଲେ କ’ଣ ହେଲା, ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରୁଛନ୍ତି ଦୃଷ୍ଟିବାଧିତ ଅଧ୍ୟାପକ କାମାକ୍ଷୀ ପ୍ରସାଦ ସାର୍....

Cyber Crime
ସମ୍ପର୍କୀୟଙ୍କ ନମ୍ବରରୁ କଲ୍ ଆସୁଛି, ଠକେଇର ଶିକାର ହେଉଛନ୍ତି କି ?

ସମ୍ପର୍କୀୟଙ୍କ ନମ୍ବରରୁ କଲ୍ ଆସୁଛି, ଠକେଇର ଶିକାର ହେଉଛନ୍ତି କି ? ଜାଣନ୍ତୁ କେମିତି ସଚେତନ ହେବେ

HILL
କାହିଁ କେଉଁ କାଳରୁ ଏହି ବୁଢ଼ା ପାହାଡ଼ରେ ତପସ୍ୟା କରି ସିଦ୍ଧି ପାଉଥିଲେ ମୁନିଋଷି ..

ଆଜକୁ ହଜାର ହଜାର ବର୍ଷ ତଳେ ମୁନି ଋଷି ଆଧ୍ୟାତ୍ମିକ ପରିବେଶ ଭିତରେ ରହି ସିଦ୍ଧି ଲାଭ ପାଇଁ ଏଠାକାର ଗୁମ୍ପାରେ ତପସ୍ୟା କରୁଥିଲେ । ଗ୍ରାମବାସୀମାନେ ମଧ୍ୟ ସେଠାକୁ ଯାଇ ଗାଁର ମଙ୍ଗଳ କାମନା ସହ ଭଲ ଅମଳ ପାଇଁ ପ୍ରାର୍ଥନା କରୁଥିଲେ....

The Great Odisha Political Circus
ନେତାଙ୍କ ଘର ଆଗରେ ବହୁତ ଅଳିଆ, ଭିତରେ ଯାହା ହୋଇଥିବ

ନେତାଙ୍କ ଘର କେମିତି? ନେତାଙ୍କ ଘର ଆଗରେ ବହୁତ ଅଳିଆ, ଭିତରେ ...

ATC Tower
ଭୁବନେଶ୍ୱର ଏୟାରପୋର୍ଟରେ ନୂଆ ATC ଟାୱାର; ଜିରୋ ଭିଜିବିଲିଟିରେ ବିମାନକୁ କରିବ ଟ୍ରାକ୍

କାର୍ଯ୍ୟକ୍ଷମ ହୋଇଛି ଭୁବନେଶ୍ୱର ବିମାନବନ୍ଦର ନୂଆ ଏୟାର ଟ୍ରାଫିକ୍ କଂଟ୍ରୋଲ୍ ବା ଏଟିସି ଟାୱାର । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ ।

RakhiPurnima
ଘରକୁ ଗଲେ ଭାଇ ହାତରେ ବାନ୍ଧିବି ରାକ୍ଷୀ,ହେଲେ କର୍ତ୍ତବ୍ୟ ମୋ ପାଇଁ ଆଗ

ଆମେ ସମସ୍ତଙ୍କ ସିଷ୍ଟର୍ । ରୋଗୀ ସେବା ଆମ ପାଇଁ ସବୁ କିଛି । ପର୍ବପର୍ବାଣୀ ଆମ ପାଇଁ କିଛି ନାହିଁ । ଘରକୁ ଗଲେ ଭାଇ ହାତରେ ବାନ୍ଧିବି ରାକ୍ଷୀ । ଏହା କହିଛନ୍ତି ଜଣେ କାର୍ଯ୍ୟରତ ଷ୍ଟାଫନର୍ସ ।

'Rakhi Purnima
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଭଉଣୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ ।

 Kendrapara
ଖଣ୍ଡିଏ ସୂତାରେ ଯୋଡ଼ି ହୋଇଯାଇଛି ଜୀବନ ସାରାର ସମ୍ପର୍କ

ରକ୍ଷା ବନ୍ଧନରେ ଭାଇଙ୍କ ପାଇଁ ଠାକୁରଙ୍କ ନିକଟରେ ଶୁଭମନାସି ଦୁଇ ଗୋଡ଼ ସାହାଯ୍ୟରେ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉର୍ବଶୀ ଦାସ। ଆଉ ଭାଇ ମଧ୍ୟ ସାରାଜୀବନ ଭଉଣୀର ସୁରକ୍ଷା ପାଇଁ ପ୍ରତିଶୃତି ଦେଇଛି।

International Trade Expo
ରାଉରକେଲାରେ ବିଦେଶୀ ଡ୍ରାଏ ଫ୍ରୁଟ୍

ରାଉରକେଲା ସେକ୍ଚର ୧୩ ମେଲଣ ପଡ଼ିଆରେ ଆରମ୍ଭ ହୋଇଛି ଇଣ୍ଟରନ୍ୟାସନାଲ ଟ୍ରେଡ୍ ଏକ୍ସପୋ-୨୦୨୩ । ଧାଡ଼ି ଧାଡ଼ି ହୋଇ ଲାଗିଛି ଦେଶୀ ଓ ବିଦେଶୀ ସାମଗ୍ରୀର ଷ୍ଟଲ । ଲୋକେ ବିଭିନ୍ନ ଷ୍ଟଲକୁ ଯାଇ କିଣା ବିକା କରିବା ସହ ବାଣିଜ୍ୟ ମେଳାର ମଜା ଉଠାଉଛନ୍ତି ।

  • Monday, 28 August 2023
birthday
ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଦୋକାନ ଉପହାର

ଆପଣ ଅନେକ ଜନ୍ମଦିନ ଉପହାର ଦେଖିଥିବେ । ନିଜ ପ୍ରିୟ ଲୋକଙ୍କୁ ଦାମୀ ଗିଫ୍ଟ ଦେବା ଅନେକଙ୍କର ପସନ୍ଦ ମଧ୍ୟ । ହେଲେ ଆମେ ଏପରି ଉପହାର କଥା କହିବୁ ଯାହାକୁ ଆପଣ ଶୁଣି କହିବେ ୱାଃ ୱାଃ । ଏହି ଉପହାର ଜଣଙ୍କର ଜୀବନ ସହ ଭାଗ୍ୟ ବଦଳାଇବାରେ ସକ୍ଷମ ।

  • Monday, 28 August 2023