• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Durga Puja
ଆସୁଛନ୍ତି ମା’, ସଜେଇ ହେଲାଣି ବ୍ରହ୍ମପୁର

ଧରାବତରଣ କରିବେ ମା’ ଜଗତଜନନୀ । ମା’ଙ୍କ ଆଗମନକୁ ନେଇ ସଜେଇ ହେଉଛି ପୂରଠୁ ପଲ୍ଲୀ । ହେଲେ ମା’ଙ୍କ ଆଗମନକୁ ନେଇ ବ୍ରହ୍ମପୁରରେ ଦେଖିବାକୁ ମିଳିଛି କିଛି ନିଆରା ।

road problem
ପିଡିଏସ ଚାଉଳ ପାଇଁ ୭କିମି ରାସ୍ତା ମରାମତି

ପିଡ଼ିଏସ ଚାଉଳ ବୋଝେଇ ଭଡ଼ା ଗାଡ଼ି ଯାତାୟତ ପାଇଁ ୭କିଲୋମିଟର ରାସ୍ତାକୁ ମରାମତି କଲେ ଗାଁଲୋକେ ।

Yojana Na re Hariloot
ଜିଲ୍ଲାପାଳଙ୍କ ନାକ ତଳେ ଲୁଟ୍

ଡ୍ରେନ କାମରେ ଘୋଟାଲା… ଚଳୁ କରିଦେଲେ ସରକାରୀ ଅର୍ଥ

  • Saturday, 14 October 2023
Cyber Crime
ଇମୋସନାଲ କାହାଣୀ କହି ଲୁଟିଲେ ସାଇବର ଅପରାଧୀ

କେମିତି ଇଷ୍ଟାଗ୍ରାମରେ ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ି ଫସିଗଲେ ଆଶୁତୋଷ

Meet the person who has adopted profession of snake rescuer since 15 years in Malkangiri
ପେସା ମିସ୍ତ୍ରୀକାମ, ନିଶା ସାପ ଧରିବା

ପେସାରେ ମିସ୍ତ୍ରୀ କିନ୍ତୁ ନିଶାରେ ସାପ ଧରିବା ଓ ଉଦ୍ଧାର ସାପ ଗୁଡ଼ିକୁ ନିରାପଦ ଜଙ୍ଗଲରେ ଛାଡ଼ିବା...ଏଭଳି ଦୁଃସାହସିକ ନିଶା ତାଙ୍କୁ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ହେବ ନିସ୍ୱାର୍ଥପର ସେବା ଲୋକଙ୍କୁ ଦେଉଛନ୍ତି.... 

  • Saturday, 14 October 2023
Councilor makes living out of begging in Odisha’s Soro
ଭିକ ମାଗୁଛନ୍ତି କାଉନସିଲର ଦୁର୍ଗା ସିଂ

ଝାଟିମାଟିର ନୁଆଁଣିଆ ଚାଳଘର । ଚାଳ ଉପରେ ଢଙ୍କା ହୋଇଛି କେଇଟା ପଲିଥିନ ଆଉ ସିମେଣ୍ଟ ବସ୍ତା । କାନ୍ଥର ଅବସ୍ଥା ବି ଭଲ ନାହିଁ । ମଣିଷର ଭାଗ୍ୟ ଭଳି ଏ ଘରର ଅବସ୍ଥା ବି ଫୁଟା । ତେଲ ଡବାରେ ତିଆରି ହୋଇଥିବା ତାଟି କବାଟକୁ ଦେଖନ୍ତୁ । ସେ ବି କହୁଛି ଘରେ ରହୁଥିବା ମଣିଷଟା କେତେ ଅସହାୟ ଆଉ କେତେ ଦୟନୀୟ ।

Proper road and drinking water still a distant dream for these villagers in Odisha’s Rayagada
ବିକାଶ ଏମାନଙ୍କ ପାଇଁ ଯେମିତି ସ୍ୱପ୍ନ ପାଲଟିଛି

ଲୋକେ ଏବେବି ବି ଜୀଉଁଛନ୍ତି କଣ୍ଟକିତ ଜୀବନ । କାରଣ ଗାଁରେ ନା ଅଛି ଭଲ ରାସ୍ତା ନା ପିଇବା ପାଣି ....ନା ବିଦ୍ୟୁତ୍ ସଂଯୋଗ । ରାସ୍ତାରେ ମୋରମ କିଛି ପଡ଼ିଥିବା ବେଳେ ବାଇକରେ ଯିବା ବି ସମ୍ଭବ ହେଉନାହିଁ । ସେପଟେ ନଳକୂପ ଅଛି ହେଲେ ବାହାରୁନି ପାଣି ।

Massive irregularities exposed in meals served for patients in Boudh DHH
ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତଃବିଭାଗ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ । ଡାକ୍ତରଖାନାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ସପ୍ତାହର ସାତ ଦିନରେ ବିଭିନ୍ନ ଖାଦ୍ୟ ପ୍ରଦାନ କରାଯିବା ନେଇ ନିର୍ଦ୍ଧାରିତ ସାରଣୀ ରହିଛି । ହେଲେ ନିୟୋଜିତ ଠିକାସଂସ୍ଥା ସାରଣୀରେ ଉଲ୍ଲେଖ ଅଣ୍ଡା ଓ ପନିର ତରକାରୀ ବଦଳରେ ଆଳୁ ଝୋଳ ଦେଉଥିବା ଅଭିଯୋଗ l

Yojanara Na Hariloot
ପଦବୀରେ ଥାଇ ଦୁର୍ନୀତି, ଘର ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର

ବ୍ଲକ କର୍ମଚାରୀ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ, ନିଜ ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର

Cyber Crime
ତମେ ତାହାଲେ ଟଙ୍କା ନେଇଛ, ଅଯଥାରେ ଆମେ ଭାଇକୁ ଦୋଷ ଦେଉଛୁ

ତମ ଭଳି ମଣିଷକୁ ଭଲ ପାଇବା ମୋର ଗୋଟେ ରଙ୍ଗ ଡିସିସନ୍ । ତମେ ହିଁ ସବୁ ଟଙ୍କା ନେଇ ଯାଇଛ ଆଉ ଆମେ ଅଯଥାରେ ଭାଇକୁ ଦୋଷ ଦେଉଥିଲି।

Awas yojana
ଅଯୋଗ୍ୟଙ୍କୁ ଆବାସ ଯୋଜନା, ଯୋଗ୍ୟଙ୍କୁ ଅଣଦେଖା

ଚାଳ କୁଡ଼ିଆ ଘରେ ରହୁଥିବା ଲୋକଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା । କିନ୍ତୁ ବାସ୍ତବରେ ଯୋଗ୍ୟଙ୍କୁ ନମିଳି ଅଯୋଗ୍ୟଙ୍କୁ ମିଳୁଥିବା ଅଭିଯୋଗ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଚାଳ ଛପର ଘର ସବୁ।

Yojanara Na Hariloot,
ନିର୍ମାଣ ପରଠୁ ଖୋଲୁନି ତାଲା, କାହିଁକି ହୋଇଥିଲା ଶୀତଳ ଭଣ୍ଡାର ?

ମିନି ଶୀତଳ ଭଣ୍ଡାର ହୋଇ ଭାଙ୍ଗିଗଲା, ହେଲେ ଚାଷୀଙ୍କ କାମରେ ଲାଗିଲାନି। ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଓ ଯନ୍ତ୍ରାଂଶକୁ ମିଶାଇ ପ୍ରାୟ ୨୦ ଲକ୍ଷ ଖର୍ଚ୍ଚ ହୋଇଥିଲା ।

Prerana
ଅଭାବୀଙ୍କ ଅଭାବ ଦୂର କରୁଛନ୍ତି ବନପ୍ରିୟା

ସମାଜ ସେବା ବନପ୍ରିୟାଙ୍କର ପିଲାବେଳର ନିଶା । ସମାଜ ପାଇଁ ବାପା ଓ ଶ୍ୱଶୁର ବନପ୍ରିୟା ନାୟକଙ୍କ ପାଇଁ ପ୍ରେରଣା ।

Sans bridge, locals cross stream on boat in Malkangiri
ନା ଅଛି ସୁରକ୍ଷା ନା ଅଛି ବିକଳ୍ପ, ଜୀବନ ଗଲେ ପଚାରିବାକୁ କେହି ନାହିଁ.

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ଚିନ୍ତା ନଦୀ ପାର୍ ହୋଇ ଯା’ ଆସ କରିବା । ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏଠାକାର ବାସିନ୍ଦା ନଦୀ ପାର୍ ହୁଅନ୍ତି ।

  • Thursday, 05 October 2023
  • Bridge
Marital Discord
ସ୍ୱାମୀ ଆଣିଲା ସଉତୁଣୀ

ସାତ ଜନ୍ମର ସାଥ୍ ଦେବାକୁ ଶପଥ ନେଇଥିଲା ସ୍ୱାମୀ । ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲା । ଥକିବା ଯାଏ ବାଟ ଚାଲିବାକୁ କଥା ବି ଦେଇଥିଲା । ହେଲେ ନା କଥା ରଖିଲା ନା ବାଟ ଚାଲିଲା….

  • Thursday, 05 October 2023
Elderly man sells glasses for livelihood in Odisha's Baliguda
ବାଲିଗୁଡ଼ାର ପ୍ରିୟ ମଣିଷ

ରାସ୍ତା କଡ଼ରେ ଚଷମା ବିକି ପରିବାର ଚଳାଉଥିବା ଏହି ବ୍ୟକ୍ତି ବାଲିଗୁଡ଼ାର ପ୍ରିୟ ମଣିଷ । ନାଁ ତାଙ୍କର ଲିୟାକତ ଅଲ୍ଲୀ ବୟସ ୭୦ରୁ ଅଧିକ । କାହିଁକି ସେ ବାଲିଗୁଡ଼ାର ପ୍ରିୟ ମଣିଷ ଭାବେ ପରିଚିତ ?

Coal theft rampant
ପିଲାଙ୍କ କାନ୍ଧରେ ସ୍କୁଲ୍ ବ୍ୟାଗ୍ ନୁହେଁ କୋଇଲା ବସ୍ତା !

କୋଇଲା ମାଫିଆଙ୍କ ମୋହରା ସାଜିଛନ୍ତି କୋମଳମତି ଛାତ୍ରଛାତ୍ରୀ.. ସ୍କୁଲ ବ୍ୟାଗ ପାଲଟିଛି ଏବେ କୋଇଲା ବସ୍ତା.. କିନ୍ତୁ ଏହି କଳା ହୀରା ରାକେଟକୁ ନେଇ ପୋଲିସର ହାତ ବନ୍ଧା..

  • Tuesday, 03 October 2023
Soro CHC functioning sans fire compliance
ସରକାରୀ ମେଡିକାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା!!

ଦୀପ ତଳ ଅନ୍ଧାର ଭଳି ଖୋଦ୍ ସରକାରୀ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା.. ରୋଗୀଙ୍କ ଜୀବନକୁ ନେଇ ଯେମିତି ବୁଝାମଣା ହୋଇଯାଇଛି..କାହାର ତର ନାହିଁ.. ଭଗବାନ ନ କରନ୍ତୁ ଯଦି କାଲି ଅଗ୍ନିକାଣ୍ଡ ଘଟେ ତାହେଲେ କିଏ ରହିବ ଉତ୍ତରଦାୟୀ ? ନିଆଁ ଲାଗିଲା ପରେ ଚେତା ପଶିବ କି !

  • Tuesday, 03 October 2023
  • Soro
special story
ମାଳତୀଙ୍କ ଆକାଉଣ୍ଟକୁ କେମିତି ଆସିଲା ୪୦ହଜାର ଟଙ୍କା?

ଯଦି ମାଳତୀ ସରକାରୀ ଯୋଜନାରେ ଆବାସ ପାଇବା ପାଇଁ ଅଯୋଗ୍ୟ ତେବେ ତାଙ୍କ ଆକାଉଣ୍ଟକୁ ୪୦ହଜାର ଟଙ୍କା ଆସିଲା କେମିତି ! ତାଙ୍କ ଆକାଉଣ୍ଟ ଓ ଆଧାର ନମ୍ବର ବ୍ଲକ ପ୍ରଶାସନ ପାଇଲେ କେମିତି !

SpecialStory
ନାହିଁ ନାହିଁରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା

ପାଠ ପଢ଼ାଇବାକୁ ସାର୍‌ ନାହାନ୍ତି । ପିଇବା ପାଇଁ ପାଣିର ବ୍ୟବସ୍ଥା ନାହିଁ । ପାଚେରୀ ନାହିଁ କି ଭଲ ଶ୍ରେଣୀଗୃହ ବି ନାହିଁ । ଏମିତି କି ଶୌଚ ହେବାକୁ ମଧ୍ୟ ଖୋଲା ସ୍ଥାନକୁ ଯିବାକୁ ପଡ଼ୁଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକମାତ୍ର ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା ।

Mohana
ତହସିଲଦାର ହେବ ତ ଏମିତି !

ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର । ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ ବେଶ ଚର୍ଚ୍ଚାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ ।

Parents of Divyang in Mayurbhanj seek ration card for livelihood
ଖୁଆଇଲେ ଖାଉଛନ୍ତି, ଟେକିକି ନେଲେ ଯାଉଛନ୍ତି

ଭିନ୍ନକ୍ଷମ ପୁଅ ନାମରେ ରାସନ କାର୍ଡ ଟିଏ କରିବା ପାଇଁ ହନ୍ତସନ୍ତ ବାପା ମା l ଶୁଣୁ ନାହିଁ ପ୍ରଶାସନ l ଏ ଚିତ୍ର ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ବାସିଙ୍ଗି ଗ୍ରାମର l ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ ଚାଷ କାମ ଓ କ୍ଷୀର ବେପାର କରି ପରିବାର ଚଳାନ୍ତି l ଘରେ ସ୍ତ୍ରୀ ସହିତ ତିନି ପୁଅ l ବଡ ପୁଅ ଅବିନାଶ ମହାନ୍ତ ଜନ୍ମରୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ l ବୟସ ଆସି ତେତିଶ (33) ଛୁଇଁଲାଣି l ହେଲେ ଦୁର୍ଭାଗ୍ୟର ବିଷୟ, ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଅବିନାଶ l ପୁଅର ଚାଉଳ କାର୍ଡ ଟିକକ ପାଇଁ ହନ୍ତସନ୍ତ ହେଉଛନ୍ତି ବାପା ମା l

Park in Balasore turns safe haven for anti-socials
ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ

ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ l ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ l ମାସେ ନୁହେଁ କି ଦୁଇ ମାସ ବିଗତ ତିନି ବର୍ଷ ହେବ ଏଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ପାର୍କ l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି କରିଥିବାବେଳେ ଏବେ ଏହା ଭଗ୍ନ ଅବସ୍ଥାରେ l

  • Sunday, 01 October 2023
  • Park
Tension erupts over political violence on the rise in Ganjam
ଭୋଟ୍ ଆଗରୁ ରାଜନୈତିକ ଆକ୍ରୋଶର ଖୁନୀ ଖେଳ

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ 24 ଘଣ୍ଟାରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ, ମାସେ ଭିତରେ 3 ପଲିଟିକାଲ୍ ମର୍ଡର...ଦକ୍ଷିଣାଞ୍ଚଳ ଆଇଜିଙ୍କ ଆଶ୍ୱାସନା, ଚାଲିଛି ତଦନ୍ତ, ସ୍ଥିତି ଉପରେ ରହିଛି କଡ଼ା ନଜର....

  • Friday, 29 September 2023
Politics heats up over Odisha CM Naveen Patnaik\'s statement in Assembly session
ନବୀନଙ୍କ ବଦଳୁଥିବା ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ବିରୋଧୀଙ୍କୁ ଧମକେଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣି ବର୍ଷିଲା ବିଜେପି, କଂଗ୍ରେସ ବି ଘେରିଲା...ଏପଟେ ତେଜିଲା ଡାଲି ଫିଙ୍ଗା ରାଜନୀତି...