• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Sans bridge, locals cross stream on boat in Malkangiri
ନା ଅଛି ସୁରକ୍ଷା ନା ଅଛି ବିକଳ୍ପ, ଜୀବନ ଗଲେ ପଚାରିବାକୁ କେହି ନାହିଁ.

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ଚିନ୍ତା ନଦୀ ପାର୍ ହୋଇ ଯା’ ଆସ କରିବା । ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏଠାକାର ବାସିନ୍ଦା ନଦୀ ପାର୍ ହୁଅନ୍ତି ।

  • Thursday, 05 October 2023
  • Bridge
Marital Discord
ସ୍ୱାମୀ ଆଣିଲା ସଉତୁଣୀ

ସାତ ଜନ୍ମର ସାଥ୍ ଦେବାକୁ ଶପଥ ନେଇଥିଲା ସ୍ୱାମୀ । ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲା । ଥକିବା ଯାଏ ବାଟ ଚାଲିବାକୁ କଥା ବି ଦେଇଥିଲା । ହେଲେ ନା କଥା ରଖିଲା ନା ବାଟ ଚାଲିଲା….

  • Thursday, 05 October 2023
Elderly man sells glasses for livelihood in Odisha's Baliguda
ବାଲିଗୁଡ଼ାର ପ୍ରିୟ ମଣିଷ

ରାସ୍ତା କଡ଼ରେ ଚଷମା ବିକି ପରିବାର ଚଳାଉଥିବା ଏହି ବ୍ୟକ୍ତି ବାଲିଗୁଡ଼ାର ପ୍ରିୟ ମଣିଷ । ନାଁ ତାଙ୍କର ଲିୟାକତ ଅଲ୍ଲୀ ବୟସ ୭୦ରୁ ଅଧିକ । କାହିଁକି ସେ ବାଲିଗୁଡ଼ାର ପ୍ରିୟ ମଣିଷ ଭାବେ ପରିଚିତ ?

Coal theft rampant
ପିଲାଙ୍କ କାନ୍ଧରେ ସ୍କୁଲ୍ ବ୍ୟାଗ୍ ନୁହେଁ କୋଇଲା ବସ୍ତା !

କୋଇଲା ମାଫିଆଙ୍କ ମୋହରା ସାଜିଛନ୍ତି କୋମଳମତି ଛାତ୍ରଛାତ୍ରୀ.. ସ୍କୁଲ ବ୍ୟାଗ ପାଲଟିଛି ଏବେ କୋଇଲା ବସ୍ତା.. କିନ୍ତୁ ଏହି କଳା ହୀରା ରାକେଟକୁ ନେଇ ପୋଲିସର ହାତ ବନ୍ଧା..

  • Tuesday, 03 October 2023
Soro CHC functioning sans fire compliance
ସରକାରୀ ମେଡିକାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା!!

ଦୀପ ତଳ ଅନ୍ଧାର ଭଳି ଖୋଦ୍ ସରକାରୀ ହସ୍ପିଟାଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା.. ରୋଗୀଙ୍କ ଜୀବନକୁ ନେଇ ଯେମିତି ବୁଝାମଣା ହୋଇଯାଇଛି..କାହାର ତର ନାହିଁ.. ଭଗବାନ ନ କରନ୍ତୁ ଯଦି କାଲି ଅଗ୍ନିକାଣ୍ଡ ଘଟେ ତାହେଲେ କିଏ ରହିବ ଉତ୍ତରଦାୟୀ ? ନିଆଁ ଲାଗିଲା ପରେ ଚେତା ପଶିବ କି !

  • Tuesday, 03 October 2023
  • Soro
special story
ମାଳତୀଙ୍କ ଆକାଉଣ୍ଟକୁ କେମିତି ଆସିଲା ୪୦ହଜାର ଟଙ୍କା?

ଯଦି ମାଳତୀ ସରକାରୀ ଯୋଜନାରେ ଆବାସ ପାଇବା ପାଇଁ ଅଯୋଗ୍ୟ ତେବେ ତାଙ୍କ ଆକାଉଣ୍ଟକୁ ୪୦ହଜାର ଟଙ୍କା ଆସିଲା କେମିତି ! ତାଙ୍କ ଆକାଉଣ୍ଟ ଓ ଆଧାର ନମ୍ବର ବ୍ଲକ ପ୍ରଶାସନ ପାଇଲେ କେମିତି !

SpecialStory
ନାହିଁ ନାହିଁରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା

ପାଠ ପଢ଼ାଇବାକୁ ସାର୍‌ ନାହାନ୍ତି । ପିଇବା ପାଇଁ ପାଣିର ବ୍ୟବସ୍ଥା ନାହିଁ । ପାଚେରୀ ନାହିଁ କି ଭଲ ଶ୍ରେଣୀଗୃହ ବି ନାହିଁ । ଏମିତି କି ଶୌଚ ହେବାକୁ ମଧ୍ୟ ଖୋଲା ସ୍ଥାନକୁ ଯିବାକୁ ପଡ଼ୁଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକମାତ୍ର ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା ।

Mohana
ତହସିଲଦାର ହେବ ତ ଏମିତି !

ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର । ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ ବେଶ ଚର୍ଚ୍ଚାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ ।

Parents of Divyang in Mayurbhanj seek ration card for livelihood
ଖୁଆଇଲେ ଖାଉଛନ୍ତି, ଟେକିକି ନେଲେ ଯାଉଛନ୍ତି

ଭିନ୍ନକ୍ଷମ ପୁଅ ନାମରେ ରାସନ କାର୍ଡ ଟିଏ କରିବା ପାଇଁ ହନ୍ତସନ୍ତ ବାପା ମା l ଶୁଣୁ ନାହିଁ ପ୍ରଶାସନ l ଏ ଚିତ୍ର ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ବାସିଙ୍ଗି ଗ୍ରାମର l ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ ଚାଷ କାମ ଓ କ୍ଷୀର ବେପାର କରି ପରିବାର ଚଳାନ୍ତି l ଘରେ ସ୍ତ୍ରୀ ସହିତ ତିନି ପୁଅ l ବଡ ପୁଅ ଅବିନାଶ ମହାନ୍ତ ଜନ୍ମରୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ l ବୟସ ଆସି ତେତିଶ (33) ଛୁଇଁଲାଣି l ହେଲେ ଦୁର୍ଭାଗ୍ୟର ବିଷୟ, ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଅବିନାଶ l ପୁଅର ଚାଉଳ କାର୍ଡ ଟିକକ ପାଇଁ ହନ୍ତସନ୍ତ ହେଉଛନ୍ତି ବାପା ମା l

Park in Balasore turns safe haven for anti-socials
ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ

ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ l ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ l ମାସେ ନୁହେଁ କି ଦୁଇ ମାସ ବିଗତ ତିନି ବର୍ଷ ହେବ ଏଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ପାର୍କ l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି କରିଥିବାବେଳେ ଏବେ ଏହା ଭଗ୍ନ ଅବସ୍ଥାରେ l

  • Sunday, 01 October 2023
  • Park
Tension erupts over political violence on the rise in Ganjam
ଭୋଟ୍ ଆଗରୁ ରାଜନୈତିକ ଆକ୍ରୋଶର ଖୁନୀ ଖେଳ

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ 24 ଘଣ୍ଟାରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ, ମାସେ ଭିତରେ 3 ପଲିଟିକାଲ୍ ମର୍ଡର...ଦକ୍ଷିଣାଞ୍ଚଳ ଆଇଜିଙ୍କ ଆଶ୍ୱାସନା, ଚାଲିଛି ତଦନ୍ତ, ସ୍ଥିତି ଉପରେ ରହିଛି କଡ଼ା ନଜର....

  • Friday, 29 September 2023
Politics heats up over Odisha CM Naveen Patnaik\'s statement in Assembly session
ନବୀନଙ୍କ ବଦଳୁଥିବା ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ବିରୋଧୀଙ୍କୁ ଧମକେଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣି ବର୍ଷିଲା ବିଜେପି, କଂଗ୍ରେସ ବି ଘେରିଲା...ଏପଟେ ତେଜିଲା ଡାଲି ଫିଙ୍ଗା ରାଜନୀତି...

Ratna Bhandar
ବଢ଼ିଲା ରତ୍ନଭଣ୍ଡାର ଖୋଲିବା ଆଶା

ହାଇକୋର୍ଟ କହିଲେ ଡେରି କରନି...ଅଳଙ୍କାର ଗଣତି ତଦାରଖ ପାଇଁ ହାଇଲେଭଲ କମିଟି ଗଠନ ଲାଗି ଶ୍ରୀମନ୍ଦିର ପ୍ରଶାସନର ଆବେଦନ କରିଥଲେ 60 ଦିନ ଭିତରେ ନିଷ୍ପତ୍ତି ନିଅନ୍ତୁ ସରକାର...

Sara Sunny
କଥା କହିଲେନି, କେସ୍‌ ଲଢିଲେ

କହିପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି । ତଥାପି କେସ୍ ଲଢ଼ି ଇତିହାସ ରଚିଲେ ମହିଳା ଆଇନଜୀବୀ ସାରା ସନ୍ନି

Awas yojana
ସରକାରୀ ଦପ୍ତରର ଚକ୍କର କାଟିକାଟି ଥକିଗଲେ...ଘର ଖଣ୍ଡିଏ ପାଇଲେନି

ଘର ନୁହେଁ ଗାଈ ଗୁହାଳ । ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି । ୧୦ ବର୍ଷ ହେଲାଣି ସ୍ୱାମୀ ଦାଦନ ଖଟି ଯାଇଛନ୍ତି ଯେ ଯାଇଛନ୍ତି ଫେରିବାର ନା ଧରୁନାହାନ୍ତି । ଏପେଟ ପୁଅକୁ ଚାହିଁ ଆଖିର ଲୁହ, ଛାତିର କୋହକୁ ଜାବୁଡି ଧରି ବଞ୍ଚିଛନ୍ତି ଦ୍ରୌପଦୀ

special story
ମୁଣ୍ଡରେ ଓଢଣା ଦେଇ ମାରୁଛନ୍ତି ପୁସ୍‌ଅପ୍‌

ଇଏ ଘରର ଲକ୍ଷ୍ମୀ ପ୍ରତିମା । ସୁନାନାକି କୂଳବଧୁ । ହେଲେ ଇଏ ଖାଲି ନାକେ ଓଢଣା ଦେଇ ନାକରେ ସୁନା ପିନ୍ଧୁଥିବା ବୋହୁଟିଏ ନୁହେଁ ବରଂ ସ୍ୱର୍ଣ୍ଣପଦକ ଜିତିବାର ସ୍ବପ୍ନ ନେଇ ଆଗକୁ ବଢୁଥିବା ସୁନା ବୋହୂଟିଏ । ନାଁ ଜ୍ୟୋତ୍ସ୍ନାରାଣୀ..

  • Thursday, 28 September 2023
News Fuse
ପିଲାମାନେ ସବୁ ଭୁଲ୍ ଭାଲ୍ ଲେଖୁଛନ୍ତି..ହେଲେ ..

ପିଲମାନଙ୍କ ତ ମୂଳରୁ ଷ୍ଟ୍ରଙ୍ଗ୍ ନାହିଁ ସବୁ ଭୁଲ୍ ଭାଲ୍ ଲେଖୁଛନ୍ତି । ଶୁଣନ୍ତୁ ସାର୍ କଣ କହୁଛନ୍ତି...

  • Wednesday, 27 September 2023
Education system
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ପ୍ରହସନ ପାଲଟିଛି 5-T ରୂପାନ୍ତୀକରଣ । ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି ସ୍କୁଲ...ଗୋଟିଏ କ୍ଲାସ୍‌ରେ ବସି ପଢୁଛନ୍ତି ତିନୋଟି ଶ୍ରେଣୀର ପିଲା

Birdman
ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷ

ପ୍ରତିଦିନ ସକାଳୁ ହଜାର ହଜାର ପକ୍ଷୀଙ୍କର ହୁଏ ସମାଗମ । ଘରୁ ଆଣିଥିବା ମୁଠାମୁଠା ଖୁଦକୁ ନିଜ ହାତରେ ଢାଳି ଦିଅନ୍ତି ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷଟିଏ । ଆଉ ଖୁଦ ଖାଇ ସାରି ନିଜ ନିଜ ଗନ୍ତବ୍ୟ ପଥରେ ଉଡ଼ିଯାନ୍ତି ଏହି ବିହଙ୍ଗ ମାନେ ।

 lightning attacks
ଗଛ ଅଟକାଇବ ବଜ୍ରାଘାତ

ବିଜୁଳି ନେଉଛି ଜୀବନ । ଆକାଶରେ ମେଘ ଆସିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି..କାରଣ ପ୍ରତି ମୁହୂର୍ତ୍ତରେ ଜୀବନ ଯିବାର ଭୟ ରହୁଛି । ହେଲେ ଆଉ ଡରନ୍ତୁନି...ବରଂ ଏହି ଗଛ ଲଗାଇଲେ ବଜ୍ରଘାତରୁ ଦେବ ସୁରକ୍ଷା

  • Wednesday, 20 September 2023
Cyber Crime
ତୁ ବାହାରିବୁ ନା ମୁଁ ଭିତରେ ପଶିବି ..ଆଜି ତୁ ରହିବୁ, ନହେଲେ ମୁଁ ରହିବି..

କତା ଧରି ବଡ ଭାଇ ଘରେ ପହଂଚିଲା ସାନ ଭାଇ । କହିଲା, ଗାତୁଆ ମୂଷା...ଘରେ ପଶିଛୁ କଣ ବେ? ତେବେ ଭାଇ-ଭାଇ ମଧ୍ୟରେ କାହିଁକି ହେଲା ଗଣ୍ଡଗୋଳ ?

Artisans seeks for government’s aid
ସାହାଯ୍ୟ ଅପେକ୍ଷାରେ ବୁଣାକାର

ପରମ୍ପରାକୁ ରକ୍ଷା କରିବା ଲାଗି ଭଙ୍ଗା କୁଡ଼ିଆ ଘରେ ଚାଲିଛି ସମ୍ବଲପୁରୀ ଶାଢୀ ବୁଣା । କି ବର୍ଷା କି ଶୀତ କି ଖରା...ମୁଣ୍ଡ ଝାଳ ତୁଣ୍ଡରେ ମାରି କୂଳ ବେଉସାକୁ ରକ୍ଷା କରୁଛନ୍ତି ଶହଶହ କାରିଗର । ହେଲେ ସରକାରୀ ସହାୟତା ମିଳୁନଥିବାରୁ ଏବେ ଚିନ୍ତାରେ ବୁଣାକାର

  • Saturday, 16 September 2023
 E News,
କୋଭିଡ ବେଳେ ଫିଲ୍ମ କରି ଚର୍ଚ୍ଚାରେ ଥିଲେ ଜିତେନ୍ଦ୍ର

‘ଜିଲ୍ଲା ବଲାଙ୍ଗୀର’ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ଖୁବ୍ ଚର୍ଚ୍ଚାରେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର.. ଆଇ ଆମ୍ କଲାମ୍ ଫିଲ୍ମରୁ ତାଙ୍କୁ ମିଳିଥିଲା ସଫଳତା.. କିନ୍ତୁ କୋଭିଡ୍ ବେଳେ ଫିଲ୍ମ ନିର୍ମାଣ କରି ସେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି..

  • Saturday, 16 September 2023
Helpless family
୪ ଫୁଟିଆ ପାଲ ତଳେ ୬ ଜୀବନ

୪ ଫୁଟିଆ ପାଲ ହିଁ ଏମାନଙ୍କ ଘର.. ଭିତରକୁ ଯିବାକୁ ହେଲେ ନଇଁ ନଇଁ ବା ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଛି.. ମାଟି ବାଲି ଉପରେ ଇଟା କେଇଖଣ୍ଡ ରଖି ରୋଷେଇ ଚାଲିଛି.. ସେଇଠି ରାନ୍ଧୁଛନ୍ତି ସେଇଠି ଖାଉଛନ୍ତି ସେଇ ଧୂଳିମାଟିରେ ଶୋଉଛନ୍ତି.. ନା ଛାତ ଅଛି, ନା କବାଟ.. ସବୁ ଖୋଲା ମେଲା..

Incense sticks
ଦିନେ ପିଲାଙ୍କୁ ପଢାଇପାରୁନଥିଲେ...ଏବେ ଧୂପ ତିଆରି କରିବା ପରେ....

ସ୍ୱାମୀଙ୍କ ରୋଜଗାର କମ୍‌ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର